କର୍ଣ୍ଣାଟକରେ ରାଜନୈତିକ ହାଇଡ୍ରାମା ସରିବାର ନାଁ ଧରୁନାହିଁ । ରାଜ୍ୟରେ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ ଏବେ ଆସ୍ଥା ଭୋଟ୍ ପାଇଁ ପ୍ରସ୍ତୁତ ଓ ତାଙ୍କୁ ଏଥିପାଇଁ ସମୟ ଦିଆଯାଉ ବୋଲି ସେ କହିଛନ୍ତି। ଶୁକ୍ରବାର କର୍ଣ୍ଣାଟକ […]
ଚଳିତ କ୍ରିକେଟ ବିଶ୍ବକପ୍ରର ବିରାଟ କୋହଲିଙ୍କ ଭାରତୀୟ ଦଳ ସେମି ଫାଇନାଲରୁ ବିଦାୟ ନେଇଥିଲା । ଦଳର ଏହି ପରାଜୟ ପରେ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ବିସିସିଆଇର ରାଡାରରେ ରହିଛନ୍ତି । ଭାରତର ବିଦାୟ ପରେ ସମସ୍ତ ସପୋର୍ଟ ଷ୍ଟାଫ୍ଙ୍କ […]
ଅନ୍ତର୍ଜାତୀୟ ଜଳ ସୀମା ଉଲ୍ଲଂଘନ କରିଥିବା ଅଭିଯୋଗରେ ୬ ଜଣ ତାମିଲ ନାବିକଙ୍କୁ ଗିରଫ କରିଛି ଶ୍ରୀଲଙ୍କା ନୌସେନା। ଶୁକ୍ରବାର ଶ୍ରୀଲଙ୍କା ନୌବାହିନୀ ପକ୍ଷରୁ ୬ ଜଣ ତାମିଲ ନାଗରିକଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ଗିରଫ ହୋଇଥିବା ମତ୍ସ୍ୟଜୀବି […]
ବିଜେପିର ସମସ୍ତ ମହିଳା ସାଂସଦଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ । ଶୁକ୍ରବାର ନିଜ କାର୍ଯ୍ୟାଳୟରେ ମୋଦି ମହିଳା ସାଂସଦଦ ମାନଙ୍କୁ ସକାଳ ଭୋଜନ ଅବସରରେ ଭେଟିଛନ୍ତି । ଏହା ସାଂସଦ ମାନଙ୍କ ସହିତ ମୋଦିଙ୍କର ପଞ୍ଚମ ବୈଠକ । ପୂର୍ବରୁ […]
ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟନ ସ୍ୱାମୀ ନିଜ ଦଳର ନେତୃତ୍ୱକୁ ଟାର୍ଗେଟ୍ କରିଛନ୍ତି। ଟ୍ୱିଟ୍ କରି ଶ୍ରୀ ସ୍ୱାମୀ କହିଛନ୍ତି ଯଦି ଗୋଆ, କର୍ଣ୍ଣାଟକ ଭଳି ସମସ୍ତ ନେତା ବିଜେପିରେ ମିଶିଯିବେ ତାହେଲେ ଆଗାମୀ ଦିନରେ ଦେଶର ଲୋକତନ୍ତ୍ର ଦୁର୍ବଳ ହୋଇଯିବ। […]
ଜମ୍ମୁ କାଶ୍ମୀରର ରଜୌରୀ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ପୁନର୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ରଜୌରୀ ଏବଂ ପୁଞ୍ଚର ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ସକାଳୁ ମୋର୍ଟାର ଏବଂ ଗୁଳିମାଡ କରାଯାଇଥିଲା। ଗୁଳିମାଡରେ କୌଣସି ଯବାନ କିମ୍ବା ସାଧାରଣ ଜନତା ଆହତ ହୋଇନଥିବା […]
ମହାରାଷ୍ଟ୍ର ସରକାରଙ୍କ ମରାଠା ଆରକ୍ଷଣ ଉପରେ ସାମୟିକ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାକୁ ନେଇ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବା ସହିତ ଦୁଇ ସପ୍ତାହ ପରେ ଚୂଡାନ୍ତି ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି […]
ଚେନ୍ନାଇରେ ଲାଗି ରହିଥିବା ଜଳ ସଙ୍କଟର ମୁକାବିଲା କରିବା ପାଇଁ ଭେଲୋରରୁ ଏକ ଜଳ ଟ୍ରେନ୍ ଚେନ୍ନାଇ ଅଭିମୁଖେ ଯାତ୍ରା କରିଛି। ଏହି ଟ୍ରେନ୍ରେ ୫୦ଟି ବଗିରେ ଜଳ ରହିଛି ଏବଂ ଏହି ଟ୍ରେନ୍ଟି ଶୁକ୍ରବାର ଦିନ ଦୁଇଟାରେ ଚେନ୍ନାଇରେ ପହଞ୍ଚିବ। […]
ହାଇଦ୍ରାବାଦର ଜନୈକ ତହସିଲଦାରଙ୍କ ଘରେ ତେଲେଙ୍ଗାନା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଉରେ ତେଲଙ୍ଗାନା ଏସିବିର ଅଧିକାରୀଙ୍କୁ ୯୩.୫ ଲକ୍ଷର ନଗଦ ରାଶି ସହିତ ୪୦୦ ଗ୍ରାମ୍ର ସୁନା ମିଳିଛି। ତହସିଲଦାର ବା ମଣ୍ଡଳ ରେଭିନ୍ୟୁ ଅଫିସର […]
ପାକିସ୍ତାନର ପଞ୍ଜାବର କ୍ବେଟାରେ ଗୁରୁବାର ଦୁଇଟି ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ଘଟି ୧୪ଜଣ ପ୍ରାଣ ହରାଇଥିବା ବେଳେ ୭୯ ଜଣ ଆହତ ହୋଇଛନ୍ତି। କ୍ବେଟାକୁ ଆସୁଥିବା ଆକବର ଏକ୍ସପ୍ରେସ୍ ଭୁଲ୍ ଲାଇନ୍ରେ ଆସି ସାଦିକାବାଦର ୱାଲହାର ଷ୍ଟେସନ ନିକଟରେ ଏକ ମାଲବାହୀ […]
ଇଟାଲୀର ନାପୋଲିରେ ଅନୁଷ୍ଠିତ ହୋଉଥିବା ୩୦ ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ତଥା ଅଲିମ୍ପିଆନ ଦୂତୀ ଚାନ୍ଦ ୨୦୦ ମି. ଦୌଡ଼ର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ୨୦୦ ମି. ମହିଳା ବିଭାଗ ସେମିଫାଇନାଲ ଦୌଡ଼କୁ ଦୂତୀ ୨୩.୨୪ […]
ଆଜି ହେଉଛି ବାହୁଡା ଯାତ୍ରା। ପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ଧରି ଶ୍ରୀମନ୍ଦିର ବାହୁଡିବେ। ସେଥିପାଇଁ ଆଜି ଗୁଣ୍ଡିଚା ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। ଆଜି ସକାଳୁ ତିନିଠାକୁରଙ୍କ ବିଭିନ୍ନ ରିତିନିତି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ […]
ସମୀକ୍ଷା ବ୍ୟୁରୋ ପୂର୍ବତ୍ତନ ସାଂସଦ ତଥା ଲ ମେକର ଜୟ ପଣ୍ଡା 13 ମାସ ହେଲା ଆଉ ସାଂସଦ ନାହାଁନ୍ତି। ହେଲେ ସେ ନୂଆଦିଲ୍ଲୀସ୍ଥିତ 02 ମହାଦେବ ରୋଡସ୍ଥିତ ସରକାରୀ ବାସଭବନକୁ ଏ ପର୍ଯ୍ୟନ୍ତ ମାଡିବସିଛନ୍ତି। ଏପରି ଅଭିଯୋଗ କରିଛନ୍ତି ତାଙ୍କୁ […]
ସମୀକ୍ଷା ବ୍ୟୁରୋ ଭାରତ ସେମିଫାନାଲରେ ହାରିଯିବା ଏବଂ ବିଶ୍ବକପରୁ ବିଦାୟ ନେବା ପରେ ସାରା ଭାରତର ପ୍ରଶଂସକମାନେ ମ୍ରିୟମାଣ ହୋଇପଡିଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ପ୍ରଶଂସକ ଭାରତ ହାରିବା ଖବରକୁ ହଜମ କରିପାରି ନ ଥିଲେ।ସେ […]
ଦିଲ୍ଲୀର ସ୍ୱତନ୍ତ୍ର ଅଦାଲତ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ବିରୋଧରେ ସମନ ଜାରି କରିଛନ୍ତି। ମିଥ୍ୟା ଡିଗ୍ରୀ ସାର୍ଟିଫିକେଟ ମାମଲାରେ କୋର୍ଟ ଏହି ସମନ ଜାରି କରିଛନ୍ତି। ସୁପ୍ରିମକୋର୍ଟର ଆଇନଜୀବୀ ସାର୍ଥକ ଚର୍ତୁବେଦୀ […]
ଆରଟିଆଇ କାର୍ଯ୍ୟକର୍ତ୍ତା ଅମିତ୍ ଜେଠବାଙ୍କ ହତ୍ୟା ମାମଲାରେ ସିବିଆଇର ଏକ ବିଶେଷ ଅଦାଲତ ଗୁରୁବାର ଦିନ ପୂର୍ବତନ ବିଜେପି ସାଂସଦ ଦୀନୁ ବୋଘା ସୋଲଙ୍କୀଙ୍କ ସମେତ ସାତଜଣଙ୍କୁ ଆଜୀବନ କାରାବାସ ଦେଛନ୍ତି। ଗିରିବନ କ୍ଷେତ୍ରରେ ଅବୈଧ ଖନନର ପର୍ଦ୍ଦାଫାସ୍ କରିବା ପାଇଁ […]
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅତିଥି ଭବନରେ ଲୋକାୟୁକ୍ତ ଚୟନ ସଦସ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍ ଜାଭେରୀ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଆଇନ ମନ୍ତ୍ରୀ ପ୍ରତାପ ଜେନା, ବିରୋଧୀ ଦଳ ନେତା […]
ଦିନକୁ ଦିନ ରାଜ୍ୟରେ ମାଓ ଉପଦ୍ରବ ବଢିବାରେ ଲାଗିଛି। ରାଜ୍ୟରେ ମାଓଶକ୍ତିକୁ ନିଷ୍କ୍ରିୟ କରିବାକୁ ଓ ମାଓ ମୁକାବିଲା ନେଇ ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଛି। ଏହି ବୈଠକରେ ମାଓଦମନ ପାଇଁ ଆଲୋଚନା କରାଯାଉଛି। ମାଓ ଦମନ ନେଇ […]
ଗତକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ବକପ୍ ସେମି ଫାଇନାଲ୍ ମ୍ୟାଚ୍ରେ ହାରିବା ପରେ ଆଇସିସି ବିଶ୍ୱକପ୍ ଯାତ୍ରାରୁ ଭାରତ ବିଦାୟ ନେଇଛି। ତେବେ ଦଳ ଏହି ମ୍ୟାଚ୍ ହାରିବା ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍ରୁ ଖୁବ୍ ଶୀଘ୍ର ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା […]
ଫୋର୍ବ୍ସ ପକ୍ଷରୁ ସାରା ବିଶ୍ୱରେ ଚଳିତ ବର୍ଷରେ ସର୍ବାଧିକ ରୋଜଗାର କରିଥିବା ଷ୍ଟାରମାନଙ୍କ ଲିଷ୍ଟ ଜାରିକରିଛି। ଏଥିରେ ଭାରତରୁ କେବଳ ଅକ୍ଷୟ କୁମାର ହିଁ ସ୍ଥାନ ପାଇଛନ୍ତି। ଅପରପକ୍ଷେ ବଲିଉଡର ସୁଲତାନ ସଲମାନ ଖାନ୍ ମଧ୍ୟ ଏହି ତାଲିକାରୁ ବାଦ୍ ପଡିଛନ୍ତି। […]
ସଂକଟରେ ଏବେ ଜାତୀୟ କଂଗ୍ରେସ ଦଳ । କିଛିଦିନ ହେଲାଣି ନେତୃତ୍ବ ବିହୀନ କଂଗ୍ରେସରେ ନୂଆ ଅଧ୍ୟକ୍ଷ ପାଇ ଦାବି ହେଉଛି । କଂଗ୍ରେସର ପୂର୍ବ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧି ଗୁରୁବାର କହିଛନ୍ତି ଯେ, କଂଗ୍ରେସ ପାଇଁ ଏହା ଏକ କଠିନ […]