ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଶେଖର କାମୁଲ୍ଳାଙ୍କ ଆଗାମୀ ଫିଲ୍ମ ପାଇଁ ସୁଟିଂ ଆରମ୍ଭ କରିଛନ୍ତି ନାଗା ଚୈତନ୍ୟ ଏବଂ ସାଇ ପଲ୍ଲବୀ । ଫିଲ୍ମଟିର ନାମକରଣ ହୋଇନଥିବା ବେଳେ ଶୁକ୍ରବାର ହାଇଦ୍ରାବାଦରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବା ନେଇ ଫିଲ୍ମର […]
ନିଜର ଆସନ୍ତା ଆମେରିକା ଗସ୍ତ ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିଗତ ରହିବ ବୋଲି ସୂଚନା ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ । ଏହି ଗସ୍ତ ବେସରକାରୀ ରହିଥିବା ବେଳେ ଗସ୍ତର ସମସ୍ତ ଖର୍ଚ୍ଚ ବ୍ୟକ୍ତିଗତ ଭାବରେ ନିର୍ବାହ କରିବେ କୁମାରସ୍ବାମୀ । […]
ଆଜି ରାଜ୍ୟରେ ପୂର୍ଣ୍ଣ ବଜେଟ୍ ଉପସ୍ଥାପିତ ହେବାକୁ ଥିବାବେଳେ ପ୍ରକାଶ ପାଇଛି ରାଜ୍ୟର ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୧୮-୧୯ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୮.୪%କୁ ବୃଦ୍ଧି ପାଇଛି । ୨୦୧୭-୧୮ରେ ଏହା ୭.୪% ରହିଥିଲା । ହରିଆନା, […]
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି କରିବା ପାଇଁ ସରକାରୀ ନୋଟିସ୍ ମିଳିଛି । ଦୁଇ ଦିନ ପୂର୍ବରୁ ନାଇଡୁଙ୍କ ସରକାରୀ ବାସଭବନ ପ୍ରଜାବେଦିକାକୁ ଭାଙ୍ଗିବାର ଆଦେଶ ଦେଇଥିଲେ ଜଗନ ମୋହନ ରେଡ୍ଡୀ । ଟିଡିପି […]
ଆପ୍ର ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକ ଦେବୀନ୍ଦର ଶେରାଓ୍ବତଙ୍କ ମାମଲାର ବିଚାର କରିବାକୁ ମନା କରିଛନ୍ତି ସୁପ୍ରିମ୍କୋର୍ଟ। ବିଜଓ୍ବାସନ୍ ଆସନରୁ ଆପ୍ର ବିଧାୟକ ରହିଥିବା ଶେଖାଓ୍ବତ୍ ବିଜେପିରେ ଯୋଗ ଦେବା ପରେ ତାଙ୍କୁ ଦିଲ୍ଳୀ ବିଧାନସଭା ବାଚସ୍ପତି ଅଯୋଗ୍ୟ ଘୋଷିତ କରିଥିଲେ। […]
ଫିଲ୍ମ ଫ୍ରାଇଡେ ରେ ଆଜି ରିଲିଜ୍ ହୋଇଛି ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଆର୍ଟିକଲ୍ ୧୫’। ଏଥିରେ ଆୟୁଷ୍ମାନ ଜଣେ ପୁଲିସ୍ ଅଫିସର୍ ଭୂମିକାରେ ନଜର ଆସିଛନ୍ତି। ଏଥିରେ ତାଙ୍କୁ ସିରିୟସ୍ ଲୁକ୍ରେ ଦେଖିବାକୁ ମିଳୁଛି। ଭାରତୀୟ ସମ୍ବିଧାନର ଧାରା ୧୫କୁ […]
ଆଜି ପୁରୀ ଶ୍ରୀମନ୍ଦିରର ରଥଯାତ୍ରା ପାଇଁ ଶେଷ ସମନ୍ୱୟ ବୈଠକ ବସିଛି। ପୁରୀ ଶ୍ରୀମନ୍ଦିରର ରଥଯାତ୍ରା ସୁରୁଖୁରରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ବସିଥିଲା। ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ […]
ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟାଙ୍କ ପୁଅ ତଥା ପ୍ରଥମ ଥର ପାଇଁ ମଧ୍ୟପ୍ରଦେଶର ବିଧାୟକ ହୋଇଥିବା ଆକାଶ ବିଜୟବର୍ଗୀୟାଙ୍କ ଆକ୍ରମଣ ପରେ ଗୃହମନ୍ତ୍ରୀ ଅମିତ ଶାହା ଜବାବ ତଲବ କରିଛନ୍ତି। ଆକାଶ ବିଜୟବର୍ଗୀୟା ବ୍ୟାଟରେ ନଗର ନିଗମ କର୍ମଚାରୀଙ୍କୁ ଆକ୍ରମଣ […]
କ୍ରମାଗତ ଦୁଇ ଦିନ ଧରି ଭଲ ପ୍ରଦର୍ଶନ କରିବା ପରେ ଭାରତୀୟ ସେୟାର ବଜାର ତଳକୁ ଖସିଛି। ଶୁକ୍ରବାର ସେନ୍ସେକ୍ସ 76.80 ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍ଟୀ 22.50 ପଏଣ୍ଟ ତଳକୁ ଖସିଛି। 76.80 ପଏଣ୍ଟ ହ୍ରାସ ଘଟିବା ସହିତ […]
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଜୁନ ୨୯ ତାରିଖରେ ଓଡିଶା ଛୁଇଁବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୨୯ ତାରିଖରୁ ଓଡିଶାରେ ବର୍ଷା ଆରମ୍ଭ ହେବ। ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା […]
ଜାପାନର ଓସାକାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ବୈଠକ ଆରମ୍ଭ ହୋଇଛି। ବ୍ରିକ୍ସ ରାଷ୍ଟ୍ର ସମୂହଙ୍କ ପକ୍ଷରୁ ଅନୁଷ୍ଠିତ ଏହି ବୈଠକରେ ଆତଙ୍କବାଦକୁ ମାନବତ୍ବର ସବୁଠୁ ବଡ ଶତ୍ରୁ ଭାବରେ ଅଭିହିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦ ଏବଂ ଜାତିବାଦ […]
ଶୁକ୍ରବାର ଜମ୍ମୁ ଓ କାଶ୍ମୀରରେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀର ପ୍ରାଣହାନି ଘଟିଛି । ଆତଙ୍କବାଦୀ ଜଣକ ନିହତ ହେବା ପରେ ବଡଗାମ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ […]
ଜି-୨୦ ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ପହଞ୍ଚିଛନ୍ତି । ଏହି ଅବସରରେ ସେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିଛନ୍ତି । ମୋଦୀ କହିଛନ୍ତି ଯେ, ୭ମାସ ପରେ ଏଠାକୁ ଆସି ସେ ନିଜକୁ ଭାଗ୍ୟଶାଳୀ ଅନୁଭବ […]
ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ଐତିହାସିକ ମୋଗଲ ରୋଡରେ ଗୁରୁବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୯ଜଣ ଛାତ୍ରଙ୍କ ସମେତ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ସ୍କୁଟି ଚାଳକକୁ ବଞ୍ଚାଇବାକୁ ଯାଇ ଏକ ଟେମ୍ପୋ […]
ସରକାରୀ ଚାକିରି ତଥା ଶୈକ୍ଷିକ ସଂସ୍ଥାଗୁଡ଼ିକରେ ମରାଠୀ ସମୁଦାୟଙ୍କୁ ୧୬ ପ୍ରତିଶତ ସଂରକ୍ଷଣ ଦେବା ନେଇ ବମ୍ବେ ହାଇକୋର୍ଟ ଶୁଣାଣି କରିଛନ୍ତି । ମରାଠୀ ସଂରକ୍ଷଣ ବିଲ୍ର ବୈଧତାକୁ ଗ୍ରହଣ କରିବା ସହ ଏହା ଶିକ୍ଷଣ ସଂସ୍ଥାରେ ୧୨ପ୍ରତିଶତ ଓ ସରକାରୀ […]
ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ଆଜି ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୪ ମସିହାର ଦୀର୍ଘଦିନରୁ ଚାଲିଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଂଚଳର ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ଘଟଣାର ଆଜି […]
ମହଙ୍ଗା ପଡ଼ିଲା ଟିକ୍ଟକ୍ ଭିଡିଓ କରିବା। ମାଲକାନାଗିରି ମେଡ଼ିକାଲ୍ ଏସ୍ଏନ୍ସିୟୁରେ ୪ ନର୍ସଙ୍କ ଟିକ୍ଟକ୍ ଭିଡ଼ିଓ ପ୍ରସଙ୍ଗରେ ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟି ଦେଇଛନ୍ତି ସିଡିଏମ୍ଓ। ତଦନ୍ତ ନ ତଦନ୍ତ ନ ସରିବା ଯାଏଁ କାର୍ଯ୍ୟରେ ଯୋଗନଦେବାକୁ ନିର୍ଦ୍ଦେଶ ରହିଛି। ଶିଶୁ […]
ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଦୁର୍ନୀତିର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିକୁ ପୁଣି ଏକ ବଡ ଝଟକା ଲାଗିଛି। ନିରବ ମୋଦି ଏବଂ ତାଙ୍କ ଭଉଣୀଙ୍କ ଚାରୋଟି ବ୍ୟାଙ୍କ ଆକାଉଣ୍ଟକୁ ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଚଳ କରିଦିଆଯାଇଛି। […]
ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଚେନ୍ନାଇ ଜିଲ୍ଲା ସଭାପତି କରାଟେ ଆର ଥିଗରାଜନଙ୍କୁ ନିଲମ୍ବନ କରାଯାଇଛି । ପି ଚିଦାମ୍ବରମଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ଭାବରେ ପରିଚିତ ଥିଗରାଜନ୍ଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି । ତାମିଲନାଡୁ ଏଆଇସିସିର […]
ରାଜ୍ୟରେ ଗରିବ ଚିହ୍ନଟ ନେଇ ବିଧାନସଭାରେ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଉତ୍ତର ରଖିଛନ୍ତି – ୨୦୦୪-୦୫ରେ ୫୭.୨୦% ଅର୍ଥାତ୍ ୨ କୋଟି ୨୧ ଲକ୍ଷ ୬୦ ହଜାର ଗରିବ ଥିଲେ। ୨୦୧୧-୧୨ରେ ୩୨.୫୯% ଅର୍ଥାତ ୧ କୋଟି ୩୮ ଲକ୍ଷ ୫୩ […]
ବଲିଉଡ୍ ଅଭିନେତା ଭିକି କୌଶଲ ଫିଲ୍ଡ ମାର୍ଶାଲ ସାମ୍ ମାନେକ୍ସାଙ୍କ ବାୟୋପିକ୍ରେ ନଜର ଆସିବାକୁ ଯାଉଛନ୍ତି। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଏକ ଫଟୋ ସେୟାର କରିଛନ୍ତି ଭିକି କୌଶଲ୍। ମାନେକ୍ସାଙ୍କ ଗେଟ୍ଅପ୍ରେ ଭିକି ସମ୍ପୂର୍ଣ୍ଣ ଅଲଗା ଦେଖାଯାଉଛନ୍ତି। ଏହି […]