ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି କାଳେଶ୍ବରମ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଏହି ଉଦ୍ଘାଟନୀ ଉତ୍ସବରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ମଧ୍ୟ ଉପସ୍ଥିତ ଥିଲେ । […]
ପୁଣି ଥରେ ଲୋକସଭାରେ ବହୁଚର୍ଚ୍ଚିତ ‘ତିନ୍ ତଲାକ୍ ବିଲ୍’ ଗୃହୀତ ହୋଇଛି । ଲୋକସଭାରେ ଏହି ବିଲ୍ ସପକ୍ଷରେ ୧୮୬ ଭୋଟ୍ ମିଳିଥିବାବେଳେ ବିରୋଧରେ ୭୪ଟି ଭୋଟ୍ ମିଳିଛି । ଏହି ବିଲ୍କୁ ଏନ୍ଡିଏର ସହଯୋଗୀ ଦଳ ଜେଡିୟୁ ବିରୋଧ କରିଛି […]
ଓଡ଼ିଶା ଛୁଇଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ୭୨ ଘଣ୍ଟା ଭିତରେ ସାରା ଓଡ଼ିଶାରେ ମୌସୁମୀ ବର୍ଷା ହେବ ବୋଲି ଆଇଏମ୍ଡିର ବରିଷ୍ଠ ବୈଜ୍ଞାନିକ ମୃତ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରାୟ ସପ୍ତାହେରୁ ଅଧିକ ବିଳମ୍ବରେ ଓଡ଼ିଶା ଛୁଇଁଛି ମୌସୁମୀ […]
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଉପରେ ଆକ୍ରମଣ ଯୋଜନାରୁ ନିବୃତ ରହିଛନ୍ତି। ଗତକାଲି ହେରମୁଜ୍ରେ ଏକ ଆମେରିକୀୟ ଡ୍ରୋନ୍କୁ ଇରାନ୍ ନଷ୍ଟ କରିଦେବା ପରେ ଇରାନ୍ ଉପରେ ଆକ୍ରମଣର ନିଷ୍ପତ୍ତି ନେଇଥିଲା ଆମେରିକା। ମାତ୍ର ଆକ୍ରମଣର ଏକ ଘଣ୍ଟା ପୂର୍ବରୁ […]
ସହିଦ ଅଜିତ ସାହୁଙ୍କ ମରଶରୀର ଉପରେ ବିଜୁ ଜନତା ଦଳର ଦଳୀୟ ପତାକା ରଖାଯିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସହିଦ୍ଙ୍କ ଭାଇ ପରମେଶ୍ବର ସାହୁ କହିଛନ୍ତି ଯେ, ଖୁଣ୍ଟୁଣୀରେ ବିଜେଡ଼ି କର୍ମୀ ସହିଦ୍ଙ୍କ ପାର୍ଥିବ ଶରୀର ଉପରେ ଦଳୀୟ ପତାକା […]
ଫିଲ୍ମ ଫ୍ରାଇଡେ’ରେ ରିଲିଜ୍ ହୋଇଛି ଅଭିନେତା ଶାହିଦ୍ କପୁର୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର୍ ସିଂ’ । ତେଲୁଗୁ ବ୍ଲକ୍ବଷ୍ଟର ଫିଲ୍ମ ‘ଅର୍ଜୁନ୍ ରେଡ୍ଡି’ର ରିମେକ୍ ହେଉଛି ଏହି ଫିଲ୍ମ । ସନ୍ଦୀପ ଭାଙ୍ଗା ରେଡ୍ଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହିଦ୍ଙ୍କ […]
ସପ୍ତଦଶ ଲୋକସଭାରେ ମୋଦି ସରକାରଙ୍କ ପକ୍ଷରୁ ଜୁନ ୨୧ ଶୁକ୍ରବାର ଦିନ ଆସିବ ’ତିନ୍ ତଲାକ୍ ବିଲ୍। ‘ତିନ୍ ତଲାକ’ ପ୍ରଥା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନୂତନ ବିଧେୟକ ଉପସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ କେନ୍ଦ୍ର ସରକାରଙ୍କ […]
ବିହାରରେ ଲୁ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୧୦୦ ଅତିକ୍ରମ କରିବା ପରେ ଏକ ଜରୁରୀ କାଳୀନ ବୈଠକ ଡକାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟର ବିପର୍ଯ୍ୟୟ ପରିଚାଳନା କମିଟି ସହିତ ନୀତିଶ କୁମାର ଏହି ବୈଠକ କରିଥିଲେ। ବର୍ତ୍ତମାନ ସୁଦ୍ଧା ଔରଙ୍ଗାବାଦରେ […]
ଇରାନ୍ ପକ୍ଷରୁ ଏକ ଆମେରିକୀୟ ଡ୍ରୋନ୍କୁ ଖସାଇ ଦେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଥିଲା। ଏହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ଦେଖିବାକୁ ମିଳିଛି। ଚଳିତ ସପ୍ତାହର ଶେଷ ଅର୍ଥନୈତିକ କାର୍ଯ୍ୟଦିବସରେ ଭାରତୀୟ ମୁଦ୍ରା ଡଲାର […]
ସିକ୍କିମ୍ରେ ପ୍ରବଳ ବର୍ଷା ଯୋଗୁଁ ଫସି ରହିଥିବା ବିଦେଶୀ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ରାସ୍ତା ଖମରାପ ଯୋଗୁଁ ତିନି ଦିନ ଧରି ଏହି ବିଦେଶୀ ନାଗରିକ ମାନେ ସିକ୍କିମ୍ରେ ଫସି ରହିଥିଲେ। ଶେଷରେ ସିକ୍କିମ୍ ସରକାର ଏବଂ କେନ୍ଦ୍ର ସରକାରଙ୍କ ପଦକ୍ଷେପ […]
ଅନୁଗୁଳ କଣିଆ ବ୍ଲକ ଅନ୍ତର୍ଗତ ସୁଲେକାଇ ଗ୍ରାମରେ ହାତୀ ଆତଙ୍କ ଦେଖାଦେଇଛି । ହାତୀମାନେ ଆଜି ସକାଳେ 2 ଜଣ ବ୍ୟକ୍ତିଙ୍କୁ କଚାଡି ମାରିଛନ୍ତି । ସୂଚନାନୁସାରେ, ଆଜି ସକାଳେ ଦୁଇଜଣ ଯୁବକ ବିଲକୁ ଯାଇଥିଲେ । ସେହିସମୟରେ ଏକ ହାତୀପଲ […]
ଦିଲ୍ଳୀର କାଳିନ୍ଦୀ କୁଞ୍ଜରେ ଏକ କାଠ ଏବଂ ଆସବାବପତ୍ର ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଫଳରେ ଦିଲ୍ଳୀରେ ମେଟ୍ରୋ ସେବା ବ୍ୟାହାତ ହୋଇଛି । ଅଗ୍ନିଶମ ବିଭାଗ ପକ୍ଷରୁ 17ଟି ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । […]
ହିମାଚଳ ପ୍ରଦେଶରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୪ଜଣ ଆହତ ହୋଇଛନ୍ତି। ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର ବଞ୍ଜରରେ ଏହି ଦୁର୍ଘଟଣା ଘଟିଛି। ବଞ୍ଜରର ଏକ ୫୦୦ ଫୁଟର ଖାଇ […]
ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ସାରା ବିଶ୍ଵ ଯୋଗଦିବସ ପାଳନ କରୁଛି। ଚଳିତ ବର୍ଷ ଯୋଗ ଦିବସର ଥିମ ରହିଛି ‘ହୃଦୟ ପାଇଁ ଯୋଗ’ । ଝାଡଖଣ୍ଡର ରାଜଧାନୀ ରାଞ୍ଚିସ୍ଥିତ ପ୍ରଭାତ ତାରା ପଡ଼ିଆରେ ପ୍ରାୟ ୪୦ ହଜାର ଲୋକଙ୍କ ସହ […]
ସମୀକ୍ଷା ବ୍ୟୁରୋ ଗୋଟିଏ ମାଛର ଦାମ କେତେ ହୋଇପାରେ। 3ଶହ ଟଙ୍କା ନହେଲେ 15 ଶହ ଟଙ୍କା। ହେଲେ କେହି କେବେ ଭାବିଛନ୍ତି କି ଗୋଟିଏ ମାଛର ଦାମ ଛ ହଜାର ଟଙ୍କା ହେବ। ଘଟଣାଟି ଅନେକଙ୍କୁ ମିଛ ଲାଗୁଥିଲେ ମଧ୍ୟ […]
ଚଳିତ ବର୍ଷ ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏଥିପାଇଁ ଆସନ୍ତା୨୪ ତାରିଖରୁ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ତେବେ ଆବେଦନର ଶେଷ ତାରିଖ ୮ ଜୁଲାଇ ରହିଛି । ସେହିପରି ଜୁଲାଇ ୧୮ ତାରିଖରେ […]
ଆନ୍ଧ୍ରପ୍ରଦେଶ ର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟିର ଅଧ୍ୟକ୍ଷ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କୁ ବଡ଼ ଝଟକା ଲାଗିଛି । ଟିଡିପିର ଚାରି ରାଜ୍ୟସଭା ସାଂସଦ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ରାଜ୍ୟସଭା ସଦସ୍ୟ […]
ଆସନ୍ତା ଜୁଲାଇ ୫ରେ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ବଜେଟ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ ବୋଲି ଜଣାପଡିଛି। […]
ସମୀକ୍ଷା ବ୍ୟୁରୋ ଅନେକ ଲୋକଙ୍କର ଭିନ୍ନ ଭିନ୍ନ ବିଶ୍ବାସ ରହିଥାଏ। ମୁଖ୍ୟତଃ ଅଶିକ୍ଷିତ ଲୋକଙ୍କ ପାଖରେ ଏହି ବିଶ୍ବାସ ବେଶୀ ଥାଏ। ହେଲେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କର ଯେ, ଏକ ଅଜବ ବିଶ୍ବାସ ରହିଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଘଟଣାଟି […]
ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଜୁନ୍ ୩୦ ତାରିଖରେ ହେବାକୁଥିବା ଆଇସିସି ବିଶ୍ୱକପ୍ ମ୍ୟାଚରେ ପାରମ୍ପରିକ ନୀଳ ରଙ୍ଗର ଜର୍ସି ବଦଳରେ କମଳା ରଙ୍ଗର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ। ଇଂଲଣ୍ଡ ବିପକ୍ଷ ହେବାକୁଥିବା ଏହି […]
ଭାରତୀୟ ଟିମ୍କୁ ବିଶ୍ବକପ୍ରେ ବଡ ଝଟ୍କା ଲାଗିଛି । ପୂର୍ବରୁ ଆହତ ହୋଇ ଓପ୍ନର ଶିଖର ଧଓ୍ବନ୍ ବାଦ୍ ପଡିଥିବା ବେଳେ ବର୍ତ୍ତମାନ ଅଲରାଉଣ୍ଡର ବିଜୟ ଶଙ୍କର ଅଭ୍ୟାସ ସମୟରେ ଆହତ ହୋଇଛନ୍ତି । ଶଙ୍କର ଆହତ ହେବା ସହିତ ଆଫଗାନିସ୍ତାନ […]