ଅଯୋଧ୍ୟା ରାମଜନ୍ମଭୂମି ପରିସରରେ ୨୦୦୫ରେ ହୋଇଥିବା ଆତଙ୍କୀ ହମଲାର ମଙ୍ଗଳବାର ଶୁଣାଣି ହୋଇଛି। ୧୪ ବର୍ଷ ପରେ ଏହି ମାମଲାର ଶୁଣାଣି କରିଛନ୍ତି ପ୍ରୟାଗରାଜର ଏକ ବିଶେଷ ଅଦାଲତ। ନୈନୀ ସେଣ୍ଟ୍ରାଲ୍ ଜେଲ୍ରେ ହୋଇଥିବା ଏହି ବିଶେଷ ଅଦାଲତ ଅଭିଯୁକ୍ତ ଚାରି […]
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଅନୁଷ୍ଠିତ ହେବାକୁ ଥିବା ସର୍ବଦଳୀୟ ବୈଠକକୁ ପ୍ରତ୍ୟାଖାନ କରିଛନ୍ତି । ପଶ୍ଚିମବଙ୍ଗରେ ମମତା ସରକାର ଓ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି । ପ୍ରଧାନମନ୍ତ୍ରୀ ମୋଦି ଦ୍ବିତୀୟବାର ସରକାର ଗଠନ କରିବା ପରେ […]
ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ନେଇଛନ୍ତି ଦୃଢ଼ ପଦକ୍ଷେପ। ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଭ୍ରଷ୍ଟାଚାର ଉପରେ ବେଶ୍ ଦୃଢ ହୋଇଥିବାର ଦେଖାଯାଇଛି । ଏଥର ଦୁର୍ନୀତି ତଥା ନିର୍ଯାତନା ଅଭିଯୋଗରେ ୧୫ ବରିଷ୍ଠ ଅଧିକାରୀଙ୍କ ଉପରେ […]
ଦୀର୍ଘ ସମୟ ଧରି ମୌନବ୍ରତ ଅବଲମ୍ବନ କରିଥିବା କଂଗ୍ରେସ ପରିଶେଷରେ ଲୋକସଭାରେ ନିଜ ନେତାକୁ ଚୟନ କରିଛି । ଦଳ ତରଫରୁ ପଶ୍ଚିମବଙ୍ଗର ସାଂସଦ ଅଧୀର ରଂଜନ ଚୌଧୁରୀକୁ ଦଳ ନେତା ଚୟନ କରିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି […]
ବିହାରରେ ଶିଶୁ ମୃତ୍ୟୁକୁ ନେଇ ସଙ୍ଗୀନ ଅବସ୍ଥା ରହିଥିବାବେଳେ ନେତାମାନଙ୍କର ବୟାନାବାଜି ଏହାକୁ ରାଜନୀତି ରଙ୍ଗ ଦେଉଛି । ୧୨୯ ପାଖାପାଖି ଶିଶୁ ମସ୍ତିଷ୍କ ଜ୍ବରରେ ମୃତ୍ୟୁବରଣ କରିଥିବାବେଳେ ୪୦୦ ପାଖାପାଖି ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ରହିଛନ୍ତି […]
ମହାରାଷ୍ଟ୍ରର ଶିରିଡି ସାଇ ମନ୍ଦିର ଟ୍ରଷ୍ଟ ସବୁଠୁ ଧନୀ ଟ୍ରଷ୍ଟ ମଧ୍ୟରେ ଅନ୍ୟତମ । ଏହି ମନ୍ଦିରକୁ ମିଳୁଥିବା ଦାନ ପରିମାଣ ସବୁଠୁ ଅଧିକ । କଏନ୍କୁ ନେଇ ଚିନ୍ତାରେ ରହିଛି ଶିରିଡି ସାଇ ମନ୍ଦିର । ମନ୍ଦିର ଦାନ ପେଟିରୁ […]
ପଶ୍ଚିମବଙ୍ଗରେ ଡାକ୍ତର ଆକ୍ରମଣକୁ ଦେଶ ସାରା ବିରୋଧ ପ୍ରଦର୍ଶନ ପୂର୍ବକ ଡାକ୍ତରମାନେ ଧର୍ମଘଟ କରିଥିଲେ। ଏହି ସମ୍ପର୍କିତ ଏକ ମାମଲା ସୁପ୍ରିମ୍କୋର୍ଟରେ ଦାଏର କରାଯାଇଥିଲା। ଆଜି ସୁପ୍ରିମ୍କୋର୍ଟ ଏହି ଯାଚିକାର ଶୁଣାଣୀ କରି ଏହି ସମ୍ପର୍କିତ ଆଗାମୀ ଶୁଣାଣୀ ଜୁଲାଇରେ ହେବ […]
ମଙ୍ଗଳବାରଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଲାଗି ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସମାପନ ହେବା ପରେ ମହାପ୍ରଭୁ […]
ବିହାରରେ ମସ୍ତିଷ୍କ ଜ୍ବରରେ ଶିଶୁ ମୃତ ସଂଖ୍ୟା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ୧୨୯ଜଣ ଶିଶୁ ପ୍ରାଣ ହରାଇ ସାରିଲେଣି। ଆଜି ମୁଖ୍ୟମନ୍ତ୍ରୀ ନିତୀଶ୍ କୁମାର୍ ମୁଜାଫର୍ପୁର ଗସ୍ତ କରିଛନ୍ତି। ତେବେ ତାଙ୍କ ଗସ୍ତକୁ ନେଇ ଶିଶୁଙ୍କ ସମ୍ପର୍କୀୟମାନେ ଆକ୍ରୋଶ ପ୍ରକଟ କରିବା […]
ଚୀନର ସିଚୁଆନ ପ୍ରାନ୍ତରେ ସୋମବାର ରାତି ଓ ମଙ୍ଗଳବାର ସକାଳୁ ଭୂମିକମ୍ପର ଦୁଇଟି ଶକ୍ତିଶାଳୀ ଝଟ୍କା ଲାଗିଛି। ଏହି ଦୁଇଟି ଝଟକାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୧୨୩ ଜଣ ଆହତ ହୋଇଥିବା ଖବର ମିଲିଛି। […]
ପୁଣି ଅଶାନ୍ତ ହୋଇଛି ସୀମା। ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳ ଓ ଆତଙ୍କୀଙ୍କ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ମେଜର୍ଙ୍କ ସମେତ ଚାରିଜଣ ଯବାନ୍ ଶହୀଦ୍ ହୋଇଛନ୍ତି। ସୁରକ୍ଷାବଳଙ୍କ ଦ୍ବାରା ଆତଙ୍କୀ ସଂଗଠନ ଜୈଶ୍-ମହମ୍ମଦର କମାଣ୍ଡର ସଜ୍ଜାଦ୍ ଭଟ୍ଟଙ୍କ […]
ବିହାରର ମୁଜାଫରପୁରରେ ମସ୍ତିଷ୍କ ଜ୍ବରରେ ଶିଶୁ ମୃତ୍ୟୁ ସଂଖ୍ୟା ୧୨୯ରେ ପହଞ୍ଚିଲାଣି। ଏହି ମାମଲାରେ ରାଷ୍ଟ୍ରୀୟ ମାନବାଧିକାରୀ ଆୟୋଗ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ବିହାର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମସ୍ତିଷ୍କ ଜ୍ବର ବ୍ୟାପୁଥିବାବେଳେ ରାଜ୍ୟରେ ଡାକ୍ତରଙ୍କ ଧର୍ମଘଟ ଯୋଗୁଁ […]
ଓଡ଼ିଶାର ୩ଟି ରାଜ୍ୟସଭା ଆସନର ଉପ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତିନୋଟି ପଦ ପାଇଁ ପୃଥକ ପୃଥକଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ। ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ନାମାଙ୍କନ […]
ଏନ୍ଡିଏ ସମର୍ଥିତ ଲୋକସଭା ବାଚସ୍ପତି ପ୍ରାର୍ଥୀଙ୍କୁ ବିଜେଡି ଦେବ ସମର୍ଥନ। ଲୋକସଭାର ଆଗାମୀ ବାଚସ୍ପତି ପ୍ରାର୍ଥୀ ନେଇ ଏନଡିଏ୍ ବିଜେପି ସାଂସଦ ଓମ୍ ବିର୍ଲାଙ୍କୁ ଚୟନ କରିଛି।ଏନଡିଏର ବାଚସ୍ପତି ପ୍ରାର୍ଥୀ ଓମ ବିର୍ଲାଙ୍କୁ ବିଜୁ ଜନତା ଦଳ ସମର୍ଥନ ଦେବ ବୋଲି […]
ଏଣିକି ବିନା ହେଲ୍ମେଟ୍ରେ ଫ୍ଲାଇଓଭର୍ରେ ଯାଇପାରିବେ ନାହିଁ। ଏନେଇ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ବିନା ହେଲମେଟ୍ରେ ଖଣ୍ଡଗିରିରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଇପାରିବେନି ବାଇକ ଚାଳକ। ଫ୍ଲାଇଓଭରରେ ବାରମ୍ବାର ଦୁର୍ଘଟଣା ଘଟିବା ପରେ ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। […]
ରାଜସ୍ଥାନ କୋଟାରୁ ଜିତିଥିବା ବରିଷ୍ଠ ବିଜେପି ନେତା ଓମ ବିର୍ଲା ହେବେ ଲୋକସଭାର ନୂଆ ବାଚସ୍ପତି। ଆଜି ଏ ନେଇ ବିଜେପି ତରଫରୁ ସ୍ପଷ୍ଟ କରାଯାଇଛି। ୫୭ବର୍ଷ ବୟସ୍କ ବିର୍ଲା ପ୍ରଥମ ଥର ପାଇଁ ୨୦୧୪ ମସିହାରେ ରାଜସ୍ଥାନରୁ ସାଂସଦ ଭାବେ […]
ବିଜେପିର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ଜେପି ନଡ୍ଡା। ଦିଲ୍ଲୀରେ ସୋମବାର ବିଜେପି ସଂସଦୀୟ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଜେପିର ସଂସଦୀୟ ବୋର୍ଡ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ନଡ୍ଡାଙ୍କ ନାମରେ ସହମତି ପ୍ରକାଶ ପାଇଥିଲା। ମୋଦୀ […]
ପାଟକୁରା ନିର୍ବାଚନ କେବେ ହେବ ତାହାର ଘୋଷଣା କରାଯାଇ ନାହିଁ। ହେଲେ ତା ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତ କରି ବଳଦେବ ଜୀଉ ମନ୍ଦିରର ପାରିପାର୍ଶିକ ଉନ୍ନତି ପାଇଁ 2 କୋଟିର ଅନୁଦାନ ଘୋଷଣା […]
ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼ ଥମିବାର ନାଁ ଧରୁନାହିଁ । ନିର୍ବାଚନୀ ହିଂସା ସହିତ ଶ୍ରୀରାମ ନାରାବାଜିକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ୍ ସରଗରମ ରହିଥିବାବେଳେ ଦଳ ବଦଳ ରାଜନୀତି ମଧ୍ୟ ବେଶ୍ ଚର୍ଚ୍ଚା ଧରିଛି । ପଶ୍ଚିମବଙ୍ଗରେ ଚଳିତ ଲୋକସଭା ନିର୍ବାଚନ […]
କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ୧୭ତମ ଲୋକସଭାର ପ୍ରଥମ ଅଧିବେଶନରେ ଇଂରାଜୀରେ ଶପଥ ଗ୍ରହଣ କରିଛନ୍ତି । ଚଳିତଥର ରାହୁଲ୍ ଓ୍ବାୟନାଡରୁ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ମଧ୍ୟାହ୍ନ ବିରତି ପରେ ସଂସଦରେ ଉପସ୍ଥିତ ହୋଇଥିଲେ । […]
ରବିବାର ଦିନ ୟୁକୋ ବ୍ୟାଙ୍କ୍ ବିର୍ଲା ସୂର୍ଯ୍ୟା ଲିମିଟେଡ୍ର ନିର୍ଦ୍ଦେଶକ ଯଶୋବର୍ଦ୍ଧନ ବିର୍ଲାଙ୍କୁ ଇଚ୍ଛାକୃତ ଋଣ ଖିଲାପକାରୀ ବା ଦେବାଳିଆ ଘୋଷିତ କରିଛି । କମ୍ପାନୀର ୬୭.୬୫ କୋଟିଟଙ୍କାର ଋଣ ପରିଶୋଧ କରିବାରେ ବିଫଳ ହେବାରୁ ତାଙ୍କୁ ଋଣ ଖିଲାପକାରୀ ଘୋଷଣା […]