କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବ୍ୟକ୍ତିଗତ ସଚିବ ଭାବରେ ଆଇଏଏସ୍ ସଙ୍କେତ କୁମାର ନିଯୁକ୍ତି ପାଇଛନ୍ତି। ସଙ୍କେତ କୁମାରଙ୍କ ନିଯୁକ୍ତିକୁ ବିଭାଗୀୟ ଅଧିକାରୀ ମଞ୍ଜୁରୀ ଦେଇଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ତୁରନ୍ତ ଏହି ନିଷ୍ପତ୍ତିକୁ […]
ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି। ଏକ ସର୍ଚ୍ଚ ଅପରେସନ୍ ଚାଲିଥିବା ସମୟରେ ଏହି ଏନ୍କାଉଣ୍ଟର ଘଟିଥିଲା। ଶନିବାର ଦକ୍ଷିଣ କାଶ୍ମୀରର ଭେରିନାଗରେ ଏହି ସର୍ଚ୍ଚ ଅପରେସନ୍ ଚାଲିଥିଲା। ଆତଙ୍କୀ ମାନେ ଲୁଚି […]
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂଙ୍କୁ ଉପବାଚସ୍ପତି ପଦପାଇଁ ବିଜେଡି ପ୍ରାର୍ଥୀ ଭାବେ ମନୋନିତ କରିଛନ୍ତି। ସେହିପରି ସରକାରୀ ଉପମୁଖ୍ୟ ସଚେତକ ଭାବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ତରଫରୁ ପ୍ରକାଶିତ ଏକ […]
ଆସାମର ଜୋରାହାଟରୁ ଅରୁଣାଚଳ ପାଇଁ ଉଡ଼ାଣ ଭରିବା ପରେ ନିଖୋଜ ବାୟୁସେନାର ଏଏନ-୩୨ ବିମାନର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ବାୟୁସେନା ପକ୍ଷରୁ ସର୍ଚ୍ଚଅପରେସନ ଜାରି ରହିଛି। ଏଥିରେ ୮ ଯବାନ ସମେତ ୧୩ ଜଣ ଥିଲେ। ନିଖୋଜଙ୍କ ମଧ୍ୟରେ ଜଣେ […]
ପଞ୍ଚମ ଥର ପାଇଁ ନବୀନ ସରକାର କ୍ଷମତାସୀନ ହେବା ପରେ ଗତ ୨୯ ତାରିଖରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ କାଳିଆ ଯୋଜନାରେ ୩୨.୩୪ ଲକ୍ଷ ହିତାଧିକାରୀଙ୍କୁ ସୁବିଧା ଦେବାର ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଏହି ଯୋଜନାରେ ଚାଷୀଙ୍କ ହିତ ପାଇଁ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ ଦିଲ୍ଲୀ ଗସ୍ତ କରୁଛନ୍ତି। ୧୧ ତାରିଖରେ ମୋଦି ସହ ନବୀନଙ୍କର ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ନବୀନ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟର ବିଭିନ୍ନ ସ୍ବାର୍ଥ ସମ୍ବଳିତ ଦାବି ଜଣାଇବେ। ନବୀନ ପଟ୍ଟନାୟକ ନିତି ଆୟୋଗ ବୈଠକରେ ମଧ୍ୟ ଯୋଗ […]
ଫ୍ରେଞ୍ଚ ଓପନର ମହିଳା ଏକକ ବର୍ଗରେ ଟାଇଟଲ୍ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ବାର୍ଟି-ଭୋଣ୍ଡ୍ରୋସୌଭା । ପୂର୍ବରୁ ଅଷ୍ଟ୍ରେଲିଆର ଆସ୍ଲେଘ୍ ବାର୍ଟି ଫାଇନାଲ୍ରେ ପ୍ରବେଶ କରି ସାରିଥିବା ବେଳେ ବ୍ରିଟେନ୍ର ଜୋହାନା କୋଣ୍ଟାଙ୍କୁ ପରାସ୍ତ କରି ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି ମାର୍କେଟା […]
ଉତ୍ତର ପ୍ରଦେଶର ବିଭିନ୍ନ ପ୍ରାନ୍ତରେ ଧୂଳିଝଡ ଘଟି ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ଆହତ ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନ ଏହି ଧୂଳି ଝଡ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ନେଇ ରାଜ୍ୟ ରିଲିଫ୍ କମିଶନର ସୂଚନା […]
ଚର୍ଚ୍ଚାରେ ବାପ ପୁଅ ରାଜନୀତି । ବରିଷ୍ଠ ରାଜନେତା ଦାମୋଦର ରାଉତ ଓ ତାଙ୍କ ପୁତ୍ର ସମ୍ବିତ ରାଉତରାୟଙ୍କୁ ନେଇ ନିର୍ବାଚନ ପୂର୍ବରୁ ଚର୍ଚ୍ଚା ଲାଗି ରହିଥିଲା । ବିଜେଡିରୁ ବହିଷ୍କୃତ ହେବା ପରେ ବିଜେପି ଶିବିରରେ ଦାମ ରାଉତ ଯୋଗ […]
ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘ଉରି – ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ଫେମ୍ ଭିକି କୌଶଲ୍ଙ୍କୁ ସାଜିଦ୍ ନାଦିଆଦ୍ଓ୍ବାଲାଙ୍କ ଅପକମିଙ୍ଗ ଫିଲ୍ମ ‘ଏଲ୍ଓଏଲ୍ : ଲ୍ୟାଣ୍ଡ୍ ଅଫ୍ ଲୁଙ୍ଗି’ରେ ନଜର ଆସିବେ। ତେବେ ଏହି ଫିଲ୍ମ ପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଖିଲାଡି ଷ୍ଟାର୍ […]
କେରଳରେ ନିପା ଆତଙ୍କକୁ ପ୍ରତିହତ କରିବା ପାଇଁ କେରଳ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆପ୍ରାଣ ଉଦ୍ୟମ କରାଯାଉଛି। ଏହି ପ୍ରଚେଷ୍ଟାରେ ଏର୍ଣ୍ଣାକୁଲମ୍ ସରକାରୀ ମେଡିକାଲ କଲେଜ୍ରେ ରାଜ୍ୟର ଦ୍ବିତୀୟ କ୍ୟାମ୍ପ ସ୍ଥାପନ କରାଯାଇଛି। ଏହି କ୍ୟାମ୍ପରେ ଅନ୍ୟୁନ ୩୦ ଜଣ ରୋଗୀଙ୍କୁ […]
ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ ଦିଲ୍ଲୀର ମହିଳା ଅଟୋ ଡ୍ରାଇଭରଙ୍କୁ ସାହାଯ୍ୟ କରିଛନ୍ତି। ଗୁରୁବାର ଦିଲ୍ଲୀର ପ୍ରଥମ ମହିଳା ଅଟୋ ଡ୍ରାଇଭର ସୁନୀତା ଚୌଧୁରୀଙ୍କୁ ସହାୟତା କରିଛନ୍ତି ଗୋୟଲ। କିଛି ଦିନ ପୂର୍ବରୁ ସୁନୀତାଙ୍କ ନିକଟରୁ […]
ବଲିଉଡ୍ ଅଭିନେତ୍ରୀ ଅମୃତା ରାଓଙ୍କ ୩୮ ତମ ଜନ୍ମଦିବସ। ୨୦୦୨ ‘ଅବ୍ କେ ବରସ୍’ ଫିଲ୍ମ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିବାବେଳେ ‘ଇସ୍କ ଭିସ୍କ’ ଜରିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିଥିଲେ। ତା’ପରେ ତାଙ୍କୁ ଅନେକ ବଲିଉଡ୍ ଫିଲ୍ମରେ ଦେଖିବାକୁ […]
ବରିଷ୍ଠ ନେତା ଦାମୋଦର ରାଉତଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ତାଙ୍କ ପୁତ୍ର ତଥା ପାରାଦ୍ବୀପର ବିଧାୟକ ସମ୍ବିତ୍ ରାଉତରାୟ ଆକଳନ କରିଛନ୍ତି। ସମ୍ବିତ୍ ପୁଣି ଥରେ ଦାମଙ୍କୁ ଦଳକୁ ଫେରାଇ ଆଣିବାକୁ ଆଗ୍ରହୀ ରହିଛନ୍ତି। ସାତ ସାତ ଥର ବିଧାନସଭାକୁ ନିର୍ବାଚିତ […]
ସପ୍ତାହର ଅନ୍ତିମ ବ୍ୟବସାୟିକ ଦିନରେ ସେନସେକ୍ସ ଓ ନିଫ୍ଟି ଭଲ ପ୍ରଦର୍ଶନ କରିଛନ୍ତି। ସେନ୍ସେକ୍ସ ୨୦୦ ପଏଣ୍ଟ ବଢିଥିବା ବେଳେ ନିଫ୍ଟୀ ୩୪ ପଏଣ୍ଟ ବଢିଛି। ଗତକାଲି ଆର୍ବିଆଇର ରେପୋରେଟ୍ ହ୍ରାସ ପଦକ୍ଷେପ ନିବେଶକଙ୍କୁ ଆକୃଷ୍ଟ କରି ପାରିନଥିଲା ଫଳରେ ଭାରତୀୟ […]
ଆନ୍ଧ୍ରପ୍ରଦେଶର ରେନିଗୁଣ୍ଟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଚାରି ଚକିଆ ଯାନଟି ଏକ ମାଲବାହୀ ଟ୍ରକ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଶୁକ୍ରବାର ସକାଳୁ […]
2008 ମାଲେଗାଓଁ ବିସ୍ଫୋରଣ ମାମଲାର ମୁଖ୍ୟ ଆରୋପୀ ତଥା ସାଂସଦ ପ୍ରଜ୍ଞା ସିଂ ଠାକୁର ଏନ୍ଆଇଏ ସମ୍ମୁଖରେ ହାଜର ହୋଇଛନ୍ତି । ଶୁକ୍ରବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ମୁମ୍ବାଇ କୋର୍ଟରେ ହାଜର ହୋଇଛନ୍ତି ପ୍ରଜ୍ଞା ସିଂ ଠାକୁର । ଭୋପାଳରୁ […]
ଆନ୍ଧ୍ରପ୍ରଦେଶ ବିଧାନସଭାରେ ଐତିହାସିକ ଜିତ ହାସଲ କରି ଜଗନମୋହନ ରେଡ୍ଡି ଚର୍ଚ୍ଚାରେ ରହିଥିବାବେଳେ ଏବେ ନିଜର ନୂତନ ଚିନ୍ତାଧାରା ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ କୃଷକ, ଆଶା ଦିଦି, ଜନତାଙ୍କ ପାଇଁ ବଡବଡ ଘୋଷଣା କରିବା ପରେ […]
ଆଜି ରାଜ୍ୟରେ ପାଗ ସକାଳୁ କୋହଲା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୩ ଦିନ ଯାଏଁ ପାଗ କୋହଲା ରହିବ । ଏହାର ପ୍ରଭାବରେ ଓଡିଶା ଉପକୂଳରେ ପାଗ କୋହଲା ରହିବା ସହ ସ୍ୱଳ୍ପ […]
ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଚାଷୀଙ୍କ ଏକ ତାଲିକା ଆଜି କେନ୍ଦ୍ର ସରକାର ରାଜ୍ୟକୁ ମାଗିଛନ୍ତି । ଜୁଲାଇ ୩୧ ମଧ୍ୟରେ ତାଲିକା ଦେବାକୁ କେନ୍ଦ୍ର ସରକାର କହିଛନ୍ତି । ଏନେଇ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟାରେ […]
ଉତ୍ତର ପ୍ରଦେଶର ଆଲିଗଡରେ ଏକ ଶିଶୁକୁ ନୃଶଂସ ଭାବରେ ହତ୍ୟା କରାଯାଇଛି। ତିନି ବର୍ଷୀୟ ଶିଶୁର ଖଣ୍ଡବିଖଣ୍ଡିତ ଶରୀର ଏକ ଅଳିଆ ଗଦା ମଧ୍ୟରୁ ରବିବାର ମିଳିବା ପରେ ପୋଲିସ୍ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ସୂଚନା ଅନୁଯାୟୀ ମୃତକଙ୍କ […]