ବିଜେଡିର ପୂର୍ବତନ ବରିଷ୍ଠ ନେତା ଦାମୋଦାର ରାଉତ ବିଜେପିରେ ଯୋଗଦେଲେ । ନୂଆଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟଠାରେ ଚାଲିଥିବା ମିଶ୍ରଣ ପର୍ବରେ ଦାମ ବିଧିବଦ୍ଧ ଭାବରେ ବିଜେପିରେ ଯୋଗଦେଇଛନ୍ତି । ପୂର୍ବରୁ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଚାଲିଥିଲା । ତେବେ […]
ପୁଲ୍ଓ୍ବାମା ଆତଙ୍କବାଦୀ ଆକ୍ରମଣର ପ୍ରାୟ ୧ ମାସ ପରେ ଭାରତ ଓ ପାକିସ୍ତାନ ଅଧିକାରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଭାରତୀୟ ସୀମା ଅନ୍ତର୍ଗତ ଅଟାରୀର ଇଣ୍ଟିଗ୍ରେଟ୍ ଚେକ୍ ପୋଷ୍ଟ୍ ଠାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ […]
ବରିଷ୍ଠ ନେତା ଦାମୋଦର ରାଉତ ଓ ତାଙ୍କ ପୁତ୍ର ସମ୍ବିତ୍ ରାଉତରାୟଙ୍କୁ ନେଇ ଏବେ ରାଜନୀତି ବେଶ୍ ସରଗରମ୍। କିଛିଦିନ ହେବ ଦାମ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ତେବେ ତାଙ୍କ ପୁତ୍ର ସମ୍ବିତ୍ ବିଜେଡ଼ିରେ ଟିକେଟ୍ ପାଇବାକୁ […]
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଦ୍ୟମ ସାହସ ଓ ଅସାଧାରଣ ବୀରତ୍ବର ପରିଚୟ ଦେଇଥିବା ସୈନିକ ତଥା ସେନାଙ୍କୁ ବୀରତ୍ବ ତଥା ବିଶିଷ୍ଟ ସେବା ପୁରଷ୍କାରରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଉତ୍ସବରେ ସେନାକର୍ମୀଙ୍କୁ ତାଙ୍କର ଶୌର୍ଯ୍ୟ ଓ ସେବା […]
୧୯୭୩ରେ ମାର୍ଚ୍ଚ ୧୪ରେ ରୋହିତ ଜନ୍ମ ହୋଇଥିଲେ। ରୋହିତଙ୍କ ବାପା ଏମ୍.ବି. ସେଟ୍ଟୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଆକ୍ସନ କୋରିଓଗ୍ରାଫର୍ ଓ ଅଭିନେତା ମଧ୍ୟ ଥିଲେ। ମା’ ମଧୁ ଫିଲ୍ମରେ ଜୁନିୟର ଆର୍ଟିଷ୍ଟ ଭାବେ କାମ କରୁଥିଲେ। ମାତ୍ର ୧୪ ବର୍ଷ ବୟସରେ […]
ବହୁ ଚର୍ଚ୍ଚିତ ରାଫେଲ୍ ଯୁଦ୍ଧ ବିମାନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ରାଫେଲ ଚୁକ୍ତିର ଗୋପନୀୟ ତଥ୍ୟର ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ଏହା ଉପରେ ବିଶେଷାଧିକାର ପାଇଁ କେନ୍ଦ୍ର ସରକାର ଆଜି ସୁପ୍ରିମ୍କୋର୍ଟରେ ନୂତନ ଯୁକ୍ତି ଉପସ୍ଥାପନ କରିଥିବାବେଳେ […]
ଭୋଟରଙ୍କୁ ପ୍ରଲୋଭିତ କରିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ସାଲେପୁର ଥାନାରେ ଏତଲା ଦିଆଯାଇଛି। କଟକ ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ ଏହି ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି, ମନ୍ତ୍ରୀ ପ୍ରତାପ ଜେନା ଭୋଟରଙ୍କୁ […]
କିଛିଦିନ ହେବ ଦିଲ୍ଲୀରେ ରାଜନୀତିର ତାପମାତ୍ରା ବହୁତ ଗରମ ରହିଛି। ଦିଲ୍ଲୀରେ ଆପ୍ ସହ କଂଗ୍ରେସର ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରୀଓ୍ବାଲ୍ କଂଗ୍ରେସ ସହ ମେଣ୍ଟ କରିବାକୁ ଆଗ୍ରହୀ ଥିବାବେଳେ କଂଗ୍ରେସର ଏହି ମେଣ୍ଟକୁ […]
ଅନନ୍ତ ନାରାୟଣ ଜେନା ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ଏହା ସହ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଏବଂ କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ତାଙ୍କୁ ଅତିରକ୍ତି ଦାୟିତ୍ବ ମିଳିଛି […]
ବଲିଉଡ୍ ଇଣ୍ଡଷ୍ଟ୍ରିରେ ଖାନ୍ଙ୍କ ଫିଲ୍ମକୁ ନେଇ ଦର୍ଶକେ ସମେତ ପୂରା ଇଣ୍ଡଷ୍ଟ୍ରି ପୂରା ଉତ୍ସାହିତ ହୋଇଥାଏ । ଯେତେବେଳେ ସଲମନ୍ ଖାନ୍ ଓ ଶାହରୁଖ୍ଙ୍କ ନାମ ଆସିଥାଏ, ସେତେବେଳେ ଫିଲ୍ମକୁ ନେଇ ଦର୍ଶକେ ପୂରା ପାଗଳ ହୋଇଯାଇଥା’ନ୍ତି । ଦୁହିଁଙ୍କ ସିନେମା […]
ଶେଷରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିଜେପି ସହିତ ଡିଲ ଫାଇନାଲ ହେଲା। ସେଥିପାଇଁ ଆଜି ଦାମ ବିଜେପିରେ ଯୋଗ ଦେବା ପାଇଁ ନୁଆ ଦିଲ୍ଲୀ ଗସ୍ତ କରିଛନ୍ତି। ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ସେ ବିଧବଧ ଭାବେ ଦଳରେ ଯୋଗ ଦେବେ […]
ଚୀନ୍ ଦ୍ବାରା ଆତଙ୍କୀ ମାସୁଦ୍ ଅଜହର୍କୁ ବିଶ୍ବ ଆତଙ୍କୀ ଘୋଷଣାରୁ ବଂଚିତ କରିଥିବା ପାକିସ୍ତାନକୁ ଏବେ ସର୍ବତ୍ର ବିରୋଧର ସାମ୍ନା କରିବାକୁ ପଡୁଥିବାବେଳେ ନିଜ ଦେଶରେ ମଧ୍ୟ ଏହି ଘଟଣା ପାଇଁ ପାକିସ୍ତାନ ସରକାରକୁ ନିନ୍ଦିତ ହେବାକୁ ପଡୁଛି। ପୂର୍ବ ପ୍ରଧାନମନ୍ତ୍ରୀ […]
କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଏକ ବରଯାତ୍ରୀ ବସ୍ ଜଳି ଯାଇଛି। ବସ୍ରେ ଶୋଇଥିବା ଜଣେ ଯୁବକର ନିଆଁରେ ପୋଡି ହୋଇ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନୁସୁରିପଶି ଗାଁର ରାଜେଶ ଗିରି। ସୂଚନା ଅନୁସାରେ, […]
ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ପାର୍ଟିକୁ ବଡ଼ ଝଟ୍କା ଲାଗିଛି। କଂଗ୍ରେସର ବରିଷ୍ଠ ନେତା ଟମ୍ ଓ୍ବଡକନ୍ କଂଗ୍ରେସର ହାତ ଛାଡ଼ି ବିଜେପି ସହ ସାମିଲ୍ ହୋଇଛନ୍ତି। ବିଜେପରି ବରିଷ୍ଠ ନତା ରବି ଶଙ୍କର ପ୍ରସାଦ, ସାଂସଦ ଅନିଲ୍ ବୁଲନୀଙ୍କ ଉପସ୍ଥିତିରେ […]
ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଥିବାର କହିଛନ୍ତି । ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୭ ବର୍ଷର ସରକାରୀ ଚାକିରି ଛାଡ଼ି […]
୨୦୧୯ ସାଧାରଣ ନିର୍ବାଚନର ତାରିଖ ଘୋଷଣା ହେବା ପରେ ଦଳ ବଦଳ ରାଜନୀତି ଆରମ୍ଭ ହୋଇଯାଇଛି। ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଓ ତାଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି)କୁ ଏକ ବଡ଼ ଝଟ୍କା ଲାଗିଛି। ଟିକେଟ୍ ଭାଗବଣ୍ଟାକୁ ନେଇ […]
ବିଜେଡ଼ିର ୩୭ ଜଣିଆ ଇସ୍ତାହାର କମିଟି ଘୋଷଣା କଲେ ସଭାପତି ନବୀନ ପଟ୍ଟନାୟକ । ଏହି କମିଟିର ଅଧ୍ୟକ୍ଷ ବେଦ ପ୍ରକାଶ ଅଗ୍ରୱାଲ ହୋଇଥିବାବେଳେ ଏହି କମିଟିରେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଂଜନ ପଟ୍ଟନାୟକ, ମଙ୍ଗଳା କିଶାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର […]
କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍ ମିଳିତ ଭାବରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମେଣ୍ଟର ନିଷ୍ପତ୍ତି ଅନୁଯାୟୀ, କର୍ଣ୍ଣାଟକର ମୋଟ୍ ୨୮ଟି ଆସନରୁ କଂଗ୍ରେସ ୨୦ଟି ଓ ଜେଡିଏସ୍ ୮ଟି ଆସନରେ ପ୍ରାର୍ଥୀ ଦେବ। ମେଣ୍ଟ ସମ୍ପର୍କରେ ଘୋଷଣା ପୂର୍ବରୁ […]
ଚୀନ୍ ପୁଣିଥରେ ମାସୁଦ୍ ଅଜ୍ହର୍କୁ ବିଶ୍ବ ଆତଙ୍କୀ ଘୋଷିତ ହେବାକୁ ଦେଲା ନାହିଁ। ଚୀନ୍ ନିଜର ଭିଟୋ ବଳ ପ୍ରୟୋଗ କରି ମାସୁଦ୍କୁ ସୁରକ୍ଷା ଦେଲା। ଏହି ଘଟଣା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା […]
ଯେପର୍ଯ୍ୟନ୍ତ ଆତଙ୍କବାଦ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ସେ ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି କଥା ହେବା ସମ୍ଭବ ନୁହେଁ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା କହିଛନ୍ତି । ସେ କହିଛନ୍ତି ଆତଙ୍କ ଓ କଥାବର୍ତ୍ତା ଏକା ସଙ୍ଗେ ସମ୍ଭବ […]
ଭାରତରେ ଏକାଧିକ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍-ଇ-ମହମ୍ମଦର (ଜେଇଏମ୍) ମୁଖ୍ୟ ମାସୁଦ୍ ଆଝାରଙ୍କୁ ପୁଣିଥରେ ସୁରକ୍ଷା ଦେଇଛି ଚାଇନା। ଫଳରେ ଜାତିସଂଘ ଦ୍ୱାରା ଆଝାରଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପାଇଁ ଭାରତ ସମେତ ଆମେରିକା, ଫ୍ରାନ୍ସ ଓ […]