ଇଥିଓପିଆ ଏୟାରଲାନ୍ସର ଏକ ବିମାନ ବୋଇଙ୍ଗ ୭୩୭ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଆଡିସ ଏବାବାରୁ ନାଇରୋବି ଯାଉଥିଲା। ବିମାନରେ ୧୪୯ଜଣ ଯାତ୍ରୀ ଓ ୮ଜଣ ବିମାନ କର୍ମଚାରୀ ଥିଲେ। ଇଥିଓପିଆ ରାଜଧାନୀର ଦକ୍ଷିଣପୂର୍ବରେ ୬୨ କିଲୋମିଟର ଦୂରରେ ବିମାନଟି […]
ସ୍ବୟଂ ସହାୟକ ଗୋଷ୍ଠୀ ବା ଏସଏଚଜିଗୁଡିକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ମିଶନ ଶକ୍ତି ମହିଳା ସମାବେଶରେ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏସଏଚଜି ଗୁଡିକୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦିଆଯିବ […]
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ସନ୍ଧ୍ୟାରେ ଭାରତର ଜାତୀୟ ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଇଶନା କରିବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଆଜି ସନ୍ଧ୍ୟା ପାଞ୍ଚଟାରେ ନିର୍ବାଚନ କମିଶନ ଏହା ଘୋଷଣା କରିବେ । […]
ଆଗାମୀ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳ ତରଫରୁ ୩୩% ମହିଳା ପ୍ରାର୍ଥୀ ଦିଆଯିବ ବୋଲି ଓଡିଶା ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। କେନ୍ଦ୍ରାପଡା ଠାରେ ଆୟୋଜିତ ମିଶନ ଶକ୍ତିର ଏକ ବିଶାଳ ମହିଳା ସମାବେଶକୁ ସମ୍ବୋଧିତ କରି ନବୀନ କହିଛନ୍ତି […]
କ୍ରିକେଟ ଖେଳର ସବୁଠାରୁ ବଡ ଫର୍ମାଟ ବିଶ୍ଵକପ ଟୁର୍ଣ୍ଣାମେଣ୍ଟ ଆଉ ଅଳ୍ପ କିଛିଦିନ ବାକି ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଭାଗ ନେଉଥିବାରୁ ଦୁଇଦଳ ପାଇଁ ଚଳିତ ଶୃଙ୍ଖଳା ମହତ୍ବପୂର୍ଣ୍ଣ ହୋଇପଡିଛି। ଚଳିତ ପେଟିଏମ ଶୃଙ୍ଖଳାର ପ୍ରଥମ ତିନୋଟି ମ୍ୟାଚ […]
ମିଜୋରାମରେ ପୁଣି ଥରେ ମଦ ବିକ୍ରି ଉପରେ ଅଙ୍କୁଶ ଲାଗିବ । ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ବିଲ୍କୁ ମଂଜୁରୀ ମିଳିଛି । ମିଜୋରାମରେ ମଦ ବିକ୍ରି ନିଷେଧ ବିଲ୍ ୨୦୧୯କୁ ବିଧାନସଭାରେ ପେଶ୍ କରାଯିବ । ୨୦ […]
ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ସେତିକି ବଢିବାରେ ଲାଗିଛି । ବିଶେଷ କରି ବିଭିନ୍ନ ମୁଦ୍ଦାକୁ ପ୍ରସଙ୍ଗ କରି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରୁଛି କଂଗ୍ରେସ । କର୍ଣ୍ଣାଟକର ହାବେରୀ ଠାରେ […]
ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ–ମହମ୍ମଦ ବିରୋଧରେ ପାକ ସରକାର ଏଯାଏ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ବରଂ ଏହି ଆତଙ୍କୀ ସଂଗଠନକୁ ସୁରକ୍ଷା ଦେଇ ଆସୁଛନ୍ତି । ପୁଲ୍ୱାମା ଆକ୍ରମଣ ପାଇଁ ଜୈଶ ନିଜକୁ ଦାୟୀ କରିଥିବାବେଳେ ପାକ୍ ସରକାର କିନ୍ତୁ ଏହାକୁ […]
ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳର ବାଲିଗୁଡ଼ାରେ ଆୟୋଜିତ କାଳିଆ ଓ ମିଶନ ଶକ୍ତି ମହାସମାବେଶରେ ଯୋଗଦେଇଛନ୍ତି । ୟଏହି ଅବସରରେ କନ୍ଧମାଳର ଉନ୍ନତି ପାଇଁ ସରକାର ତତ୍ପର ବୋଲି କହିଛନ୍ତି ନବୀନ। ସେ ଆହୁରି କହିଛନ୍ତି ଯେ କାଳିଆ […]
ଦ୍ୱିତୀୟଥର ପାଇଁ କ୍ୟାବିନେଟ୍ ସମ୍ପ୍ରସାରଣ କରିଛନ୍ତି ଗୁଜରାଟ ସରକାର । ଜଣେ ବିଜେପିର ବରିଷ୍ଠ ନେତା ଏବଂ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ୨ ଜଣ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ଶୁକ୍ରବାର ଦିନ ବିଜେପିରେ ମିଶିଥିବା କଂଗ୍ରେସ ବିଧାୟକଙ୍କ […]
ଯୁବ ବିଜେଡ଼ିର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କୁ ଦଳ ନିଲମ୍ବିତ କରିଛି । ତାଙ୍କୁ ପଦ ଓ ଦଳରୁ ନିଲମ୍ବନ କରାଯାଇଛି । ସହିଦ ନଗର ଥାନାରେ ପଶି ପୋଲିସ୍ କର୍ମଚାରୀ ମାଡ଼ ମାରିଥିଲେ ବୋଲି ଅଭିଯୋଗ ରହିଥିଲା । ଆଜି ତାଙ୍କୁ […]
ବିଜେଡ଼ି ନେତା ବାବୁ ସିଂହ ଦଳ ଛାଡ଼ି ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ବିଜେଡିର ଭୁବନେଶ୍ୱର ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଥିଲେ। ସେ ଆଜି ତାଙ୍କ ପଦବୀ ସହିତ […]
ବଲିଉଡ୍ ମିଷ୍ଟର ପରଫେକ୍ଟନିଷ୍ଟ ଆମୀର୍ ଖାନ୍ ଏବେ ସୁପରହିଟ୍ ହଲିଉଡ୍ ଫିଲ୍ମ ‘ଫରେଷ୍ଟ ଗମ୍ପ୍’ର ହିନ୍ଦୀ ରିମେକ୍ରେ ନଜର ଆସିବେ । ୨୦୧୮ରେ ଫିଲ୍ମ ‘ ଦ ଠଗସ୍ ଅଫ୍ ହିନ୍ଦୁସ୍ତାନ’ ପରଦାକୁ ଆସିଥିଲା । ବିଗ୍ ବଜେଟ୍ର ଏହି ଫିଲ୍ମର […]
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରୁ ଗତ ବୁଧବାର ମଧ୍ୟାହ୍ନରେ ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଜଣେ ମହିଳା ଶିଶୁପୁତ୍ରକୁ ଚୋରି କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ […]
ରାଫେଲ୍ ମାମଲାରେ ସରକାର ୟୁଟର୍ଣ୍ଣ ନେଇଛନ୍ତି । ଗତ ବୁଧବାର ଦିନ ସୁପ୍ରିମ୍କୋର୍ଟରେ ରାଫେଲ୍ ସମ୍ପର୍କିତ ଯାଚିକା ପୁନଃବିଚାର ଉପରେ ସରକାର କୋର୍ଟରେ ରାଫେଲ୍ ସମ୍ପର୍କିତ ଦସ୍ତାବିଜ୍ ଚୋରି ହୋଇଯାଇଛି ଓ ଏହାର ତଦନ୍ତ ଚାଲିଛି ବୋଲି କହିଥିଲେ । ଚୋରିକୁ […]
ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ ପ୍ରତିପାଦନ ପାଇଁ ନାରୀଙ୍କୁ ସମ୍ମାନ କରାଯାଇଥିଲା । ଏହି ନାରୀମାନଙ୍କ ମଧ୍ୟରେ ରହିଛନ୍ତି ବୈଜ୍ଞାନିକ, ସାମାଜିକ କର୍ମୀ, ଏସିଡ୍ ପୀଡ଼ିତା ଏବଂ ସଶସ୍ତ୍ର ବଳ । ନୂଆଦିଲ୍ଲୀରେ ଆୟୋଜିତ ଏକ […]
ଚିଟଫଣ୍ଡ ଠକେଇ ମାମଲାରେ ଲିପ୍ତ ଥିବା କମ୍ପାନୀ ମାନଙ୍କୁ ଜଷ୍ଟିସ ଏମଏମ ଦାଶ କମିଶନ ପବ୍ଲିକ ନୋଟିସ ପଠାଇଛନ୍ତି । ଖବରକାଗଜ ମାଧ୍ୟମରେ ୫୭୬ଟି କଂପାନୀଙ୍କୁ ଏହି ନୋଟିସ ଜାରି କରାଯାଇଛି। ୨ଟି କାଟେଗୋରୀର କମ୍ପାନୀଙ୍କୁ ଏହି ନୋଟିସ ପଠାଯାଇଛି । […]
ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ରାୟ ଶୁଣାଇବା ଲାଗି ସ୍ଥିର କରିଥିବା ବେଳେ ଏହାକୁ ସ୍ଥଗିତ ରଖିଛନ୍ତି। ଏହି ରାୟ ଆସନ୍ତା ମାର୍ଚ୍ଚ ୩୦ ତାରିଖ ଦିନ ପ୍ରକାଶ ପାଇବ ବୋଲି ଟ୍ରିବ୍ୟୁନାଲ୍ […]
କୋରାପୁଟ ଜିଲ୍ଲା ଜୟପୁରର ଜୟନଗର ଛକରେ ଥିବା ଏକ ବନ୍ଦ ଘରୁ ଏକ ଦମ୍ପତିଙ୍କ ମୃତଦେହକୁ ପୁଲିସ୍ ଉଦ୍ଧାର କରିଛି। ମୃତକମାନେ ହେଲେ ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ସେଖ୍ ରହେମାନ୍ ଓ ତାଙ୍କ ପତ୍ନୀ। ସେମାନଙ୍କ ଶରୀରରେ କ୍ଷତ ଚିହ୍ନ ଥିବା […]
ନିର୍ବାଚନୀ ଟିକଟେକୁ ନେଇ କଂଗ୍ରେସ ପୁଣି ଥରେ ଟୁଇଷ୍ଟ୍ କରିଛି । ଏଥରର ପରିବାରବାଦକୁ ଅଗ୍ରାଧିକାର ଦିଆଯିବ ନାହିଁ ବୋଲି ରାଜ୍ୟ କଂଗ୍ରେସ ତରଫରୁ କୁହାଯାଇଥିଲା । ଗତକାଲି ପର୍ଯ୍ୟନ୍ତ ଗୋଟିଏ ପରିବାରର ଜଣକୁ ଟିକେଟ୍ ଦେବାକୁ କହୁଥିବା ରାଜ୍ୟ କଂଗ୍ରେସ […]
ପଞ୍ଜାବ ନ୍ୟାସନଲ ବ୍ୟାଙ୍କର ୧୪ ହଜାର କୋଟି ଟଙ୍କା ନେଇ ଦେଶ ଛାଡି ପଳାଇଥିବା ପଳାତକ ନିରବ ମୋଦି ଲଣ୍ଡନରେ ରହୁଛନ୍ତି । ତେବେ ନିରବ ମୋଦିଙ୍କୁ ଲଣ୍ଡନରେ ଠାବ କରାଯିବା ପରେ ଏହାକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ଟାର୍ଗେଟ୍ […]