ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ନିଜର ନାମାଙ୍କନ ଦାଖଲ କରିଛନ୍ତି। ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ, ଅନ୍ୟ ଦଳୀୟ ଏବଂ ସହଯୋଗୀ ରାଜନେତାଙ୍କ ସହ ଉତ୍ତର ପ୍ରଦେଶର ବାରଣାସୀରୁ ମୋଦି ନିଜର ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ […]
ନିକଟରେ ରବିବାର ହୋଇଥିବା ଭୟଙ୍କର ବିସ୍ଫୋରଣରେ ୨୫୩ ପ୍ରାଣହାନି ଘଟିଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ୍ ଅନ୍ୟୁନ ୫୮ ଜଣଙ୍କୁ ଗିରଫ କରି ସାରିଛି। ଶୁକ୍ରବାର ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା କହିଛନ୍ତି ଏହି ଆକ୍ରମଣଳରେ […]
ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବିଜେପିକୁ ଆକ୍ରମଣ କରିଛନ୍ତି। ଯଦି ବିଜେପି କ୍ଷମତାକୁ ଆସିବ ତେବେ ଭାରତ ବିଭାଜିତ ହୋଇଯିବ ବୋଲି ଅମରିନ୍ଦର ସିଂ କହିଛନ୍ତି। ଅମରିନ୍ଦର କହିଛନ୍ତି ବିଜେପି ସର୍ବଦା ଜଣେ ବ୍ୟକ୍ତିଙ୍କ ପଛରେ ରହି ନିର୍ବାଚନ ଜିତିବା ପାଇଁ […]
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁ ତାଙ୍କର ଓଡ଼ିଶା ଗସ୍ତ ବିଳମ୍ବିତ ହେବ ବୋଲି ଟ୍ବିଟ୍ଟର ଜରିଆରେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ବାଲେଶ୍ୱର ଜିଲ୍ଲାର ରେମୁଣାଠାରେ ନିର୍ବାଚନୀ ସଭାରେ ଉଦବୋଧନ ଦେବାର […]
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଥିବା ଯୌନ ନିର୍ଯାତନା ମାମଲାର ବିଚାର କରିବା ପାଇଁ ଗଠନ ହୋଇଥିବା କମିଟିରେ ଏକ ପରିବର୍ତ୍ତନ କରାଯାଇଛି। ଏହି ତିନି ଜଣିଆ କମିଟିରୁ ଜଷ୍ଟିସ୍ ଏନ୍ ଭି ରମଣାଙ୍କ ସ୍ଥାନରେ ଜଷ୍ଟିସ୍ ଇନ୍ଦୁ […]
ବାରଣାସୀରେ ଆସନ୍ତା କାଲି ନାମାଙ୍କନ ଦାଖଲ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ଏହି ରାଲିରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ମଧ୍ୟ ଯୋଗ ଦେଇଛନ୍ତି। ମୋଦିଙ୍କ ଏହି […]
ରାଷ୍ଟ୍ରୀୟ ଲୋକ ସମତା ପାର୍ଟୀ(ଆରଏଲଏସପି)ର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ବିଜେପିକୁ ଟାର୍ଗେଟ କରି ବିବାଦୀୟ ବୟାନ ଦେଇଛନ୍ତି। ବିହାରର ଦରଭଙ୍ଗା ଏକ ଜନସଭାକୁ ସମ୍ବୋଧିତ କରି ସେ ବିଜେପିକୁ ଆକ୍ରମଣ କରିଛନ୍ତି ଯାହା ପରେ ବିବାଦ ସୃଷ୍ଟି ହୋଇଛି। ବିଜେପିକୁ ଛଳନାକାରୀ […]
ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଏବଂ ସାଇନା ନେହ୍ବାଲ ଏସିଆନ୍ ବ୍ୟାଡମିଣ୍ଟନ୍ ଚାମ୍ପିୟନ୍ସିପ୍ର କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ଉଭୟ ମହିଳା ଖେଳାଳି କ୍ବାର୍ଟରରେ ପ୍ରବେଶ କରିଥିବା ବେଳେ ମିକ୍ସଡ ଡବଲ୍ସ ଯୋଡି ଉତ୍କର୍ଷ ଅରୋରା ଏବଂ କରିସ୍ମା […]
ଆଫଗାନିସ୍ତାନରେ ଏକ ଆତଙ୍କବାଦୀ ଆକ୍ରମଣରେ ୯ ଜଣ ପୋଲିସ୍ ଅଧିକାରୀ ପ୍ରାଣ ହରାଇଛନ୍ତି। ଏକ ଜୀବନ୍ତ ବୋମାକୁ ନିଷ୍କ୍ରିୟ କରିବାକୁ ଯାଉଥିବା ପୋଲିସ୍ ଟିମ୍ ଉପରେ ଆକ୍ରମଣ ହେବାରୁ ୯ ଜଣ ପୋଲିସ କର୍ମୀଙ୍କ ପ୍ରାଣହାନି ଘଟିଛି। ଅନର୍ଦରା ଜିଲ୍ଲାରେ ଏହି […]
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ପୁନର୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡିଶାରେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକିଥିବାରୁ ଓଡିଶାରେ ପ୍ରଚାର କରି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ରାହୁଲ ଓଡିଶା ଆସୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଦୃଷ୍ଟିରେ […]
ଯାଜପୁରର ବରୀରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂ। ସେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଅବସରରେ ବିଜେପି ନେତାଙ୍କ ପାଇଁ ପ୍ରଚାର କରିବାକୁ ଓଡିଶା ଆସିଥିଲେ। ନିଜ ଭାଷଣରେ ଉଭୟ ବିଜେଡି ଏବଂ […]
ଆମ୍ ଆଦ୍ମୀ ପାର୍ଟି (ଆପ୍) ର ଜାତୀୟ ପ୍ରବକ୍ତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୨୦୧୯ ଲୋକସଭା ନିର୍ବାଚନ ପରବର୍ତ୍ତୀ ସମୀକରଣ ଉପରେ ମତ ରଖିଛନ୍ତି। ବିଜେପି ବ୍ୟତିତ ଅନ୍ୟ ଯେ କୌଣସି ଦଳକୁ ସରକାର ଗଠନରେ ସମର୍ଥନ ଦିଆଯିବ […]
ଜିଏସ୍ କାଲ୍ଟେକ୍ସ ଭାରତୀୟ କ୍ରିକେଟର ଶିଖର ଧଓ୍ବନ୍ଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ କରିଛି। ଦକ୍ଷିଣ କୋରିଆର ଏହି ଲୁବ୍ରିକାଣ୍ଟ କମ୍ପାନୀ ଭାରତୀୟ ବଜାରରେ ନିଜର ପ୍ରଚାର ପ୍ରସାର କରିବା ପାଇଁ ଧଓ୍ବନ୍ଙ୍କୁ ନିଯୁକ୍ତ କରିଛି। ଭାରତରେ ନିକଟରେ ପ୍ରବେଶ […]
କ୍ରମାଗତ ଚାରି ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ରହିବା ପରେ ଗୁରୁବାର ମୂଲ୍ୟ ବୃଦ୍ଧି ଘଟିଛି। ପେଟ୍ରୋଲ ମୂଲ୍ୟରେ ୭ ରୁ ୯ ପଇସାର ବୃଦ୍ଧି ଘଟିଥିବା ବେଳେ ଡିଜେଲ ମୂଲ୍ୟରେ ୮ ରୁ ୧୦ ପଇସାର […]
ବଲିଉଡ୍ ସୁପରଷ୍ଟାର ସଲ୍ମାନ ଖାନ୍ ଅଭିନୀତ ଭାରତର ଟ୍ରେଲର ରିଲିଜ୍ ପରଠାରୁ ଏହି ଫିଲ୍ମଟି ଚର୍ଚ୍ଚାରେ ରହିଛି। ଆଜି ଏହି ଚଳଚିତ୍ରର ପ୍ରଥମ ଗୀତ ‘ସ୍ଲୋ ମୋଶନ୍’ ରିଲିଜ୍ ହୋଇଛି। ଗତକାଲି ରିଲିଜ୍ ହୋଇଥିବା ଏହି ଗୀତର ଟିଜରକୁ ଦର୍ଶକ ବେଶ […]
ଚୀନ୍ରେ ଏକ ନିର୍ମାଣଧୀନ କୋଠାର ଏଲିଭେଟର ତାର ଛିଡି ୧୧ ଜଣଙ୍କମର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ଥିତି ଗୁରୁତର ରହିଛି। ଚୀନ୍ର ହେବେଇ ପ୍ରଦେଶରେ ଗୁରୁବାର ସକାଳ […]
ପାକିସ୍ତାନ ରାଷ୍ଟ୍ରପତି ଡ. ଆରିଫ୍ ଆଲ୍ଭି ପାକିସ୍ତାନକୁ ଶାନ୍ତିପ୍ରିୟ ରାଷ୍ଟ୍ର ବୋଲି ଅଭିହିତ କରିବା ସହିତ ଭାରତ ଆତଙ୍କବାଦର ପ୍ରଚାର କରୁଛି ବୋଲି ଅଭିଯୋଗ ଆଣିଛନ୍ତି। ବୁଧବାର ଇସଲାମାବାଦ ବିଶ୍ବବିଦ୍ୟାଳୟରେ ଏକ ସମାବର୍ତ୍ତନ ଉତ୍ସବରେ ଏହି ମନ୍ତବ୍ୟ ଦେଇଛନ୍ତି ଡ. ଅଲୀ। […]
୨୦୨୧ ସୁଦ୍ଧା ଭାରତରେ ୯୫ ମିଲିୟନ ବର୍ଗଫୁଟ୍ର ରିଟେଲ୍ ମଲ୍ ସ୍ଥାପନ ହେବାକୁ ଯାଉଛି। ଏହା ମଧ୍ୟରୁ ୭୫ ମିଲିୟନ୍ ବର୍ଗଫୁଟ୍ର ମଲ୍ ୭ଟି ବଡ ସହରରେ ରହିବ। ଏହି ତାଲିକାରେ ଦିଲ୍ଲୀ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ଆଗୁଆ ରହିଥିବା ଜଣାପଡିଛି। […]
ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପଶ୍ଚିମବଙ୍ଗରେ ଏକ ନିର୍ବାଚନୀ ରାଲିରେ ତୃଣମୂଳକୁ କଡା ସମାଲୋଚନା କରିଛନ୍ତି। ଦୁର୍ନୀତିଗ୍ରସ୍ତ ଏବଂ ମାଫିଆ ଗୋଷ୍ଠୀଙ୍କ ତୁଷ୍ଟୀକରଣ ମମତା ବାନାର୍ଜୀ ସରକାରର ପ୍ରଥମ ଲକ୍ଷ୍ୟ ବୋଲି ସୀତାରମଣ କହିଛନ୍ତି। ମାଫିଆ ଗୋଷ୍ଠୀର ତୁଷ୍ଟିକରଣରେ ସରକାର ବ୍ୟସ୍ତ […]
ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରିବେ ଅଜୟ ରାୟ। ପୂର୍ବରୁ ଏହି ଆସନରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଲଢିବା ନେଇ ପୂର୍ବାନୁମାନ ଲଗା ଯାଉଥିଲା। ମାତ୍ର ଆଜି କଂଗ୍ରେସ ପକ୍ଷରୁ ବାରଣାସୀ ଏବଂ ଗୋରଖପୁର ପାଇଁ ପ୍ରାର୍ଥୀ […]
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ହେଲିକପ୍ଟରକୁ ଓହ୍ଲାଇବାକୁ ଅନୁମତି ନଦେବାରୁ କଲେକ୍ଟରଙ୍କୁ ଧମକପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ବୁଧବାର ଶିବରାଜ ଏକ ରାଲିରେ ଯୋଗ ଦେବା ପାଇଁ ଉମେର୍ଥରେ ଓହ୍ଲାଇବାର ଥିଲା। ୫ଟାରେ ଶିବରାଜଙ୍କ ହେଲିକପ୍ଟର ଲ୍ୟାଣ୍ଡିଂର ସମୟ ରହିଥିବା […]