ନରେନ୍ଦ୍ର ମୋଦି ସରକାରକୁ ସମାଲୋଚନା କରିଛନ୍ତି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭୀ। ନରେନ୍ଦ୍ର ମୋଦି ସରକାରକୁ ଶିଳ୍ପପତିଙ୍କ ସରକାର ବୋଲି କହିବା ସହିତ ଚଳିତ ସରକାରରେ ଶିଳ୍ପପତିଙ୍କୁ ସର୍ବାଧିକ ପରିମାଣର ଋଣ ଛାଡ କରାଯାଇଛି। ଚଳିତ ସରକାର ସମୟରେ ୫.୫ […]
ରାଫାଲେ ବିମାନ କିଣାକୁ ନେଇ ମୁଣ୍ଡ ଟେକିଥିବା ନୂତନ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଫ୍ରାନ୍ସ ସରକାର। ଅନୀଲ ଅମ୍ବାନୀଙ୍କୁ ମିଳିଥିବା କର ରିହାତି କୌଣସି ସରକାରୀ ଚାପରେ ହୋଇନାହିଁ ବୋଲି ଫ୍ରାନ୍ସ ପକ୍ଷରୁ କୁହାଯାଇଛି। ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ। ମୋଦୀଙ୍କୁ ଜଣେ କ୍ଷମତାଲୋଭୀ ନେତା ବୋଲି କହିବା ସହିତ କ୍ଷମତା ହରାଇବାର ଭୟ ମୋଦିଙ୍କୁ ଲାଗି ରହିଛି ବୋଲି କହିଛନ୍ତି। ନିଜର ପ୍ରଶଂସା ନିଜେ କରୁଥିବା ଲୋକଙ୍କ […]
ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ସିଙ୍ଗାପୁର ଓପନ ସେମିରୁ ବିଦାୟ ନେଇଛନ୍ତି । ସିନ୍ଧୁଙ୍କ ବିଦାୟ ସହିତ ସିଙ୍ଗାପୁର ଓପନ ୨୦୧୯ରୁ ଭାରତୀୟ ଚ୍ୟାଲେଞ୍ଜ ଶେଷ ହୋଇଛି । ଓକୁହାରା ମାତ୍ର ୩୭ମିନିଟ୍ ସମୟ ନେଇ ଏକପାଖିଆ ଭାବରେ ସିନ୍ଧୁଙ୍କୁ […]
ନୟାଗଡ଼ର ଦଶପଲ୍ଲାଠାରେ ନିର୍ବାଚନୀ ପ୍ରଚାରରେ ଆଜି ନବୀନ ବିଜେପିକୁ ଟାର୍ଗେଟ୍ କରିବା ସହିତ ବିଜେପି ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରିଛନ୍ତି । ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାରକୁ କଟାକ୍ଷ କରି […]
ଡିଜିଟାଲ ପ୍ଲାଟଫର୍ମ ଲୋକପ୍ରିୟତାର ଶୀର୍ଷରେ ରହିଥିବା ବେଳେ ବଲିଉଡ ତାରକା ମାନେ ସିଲ୍ଭର ସ୍କ୍ରିନ୍ ସହିତ ଡିଜିଟାଲ୍ ପ୍ଲାଟ୍ଫର୍ମକୁ ପ୍ରାଧାନ୍ୟ ଦେଉଛନ୍ତି । ନିକଟରେ ନେଟ୍ଫ୍ଲିକ୍ସ ପକ୍ଷରୁ ଘୋଷଣା କରାଯାଇଥିବା ଏହାର ଅପ୍କମିଙ୍ଗ୍ ପ୍ରୋଜେକ୍ଟରେ ନଜର ଆସିବାକୁ ଯାଉଛନ୍ତି ଅଲୀ ଫଜଲ […]
ଫ୍ରାନ୍ସ ସରକାର ରଲାଏନ୍ସ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କୁ ପ୍ରାୟ ୧୪୩ ମିଲୟନ୍ ବା ୧୧୦୦ କୋଟି ଟଙ୍କାର କର ଛାଡ କରିଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଫ୍ରାନ୍ସ ଗଣମାଧ୍ୟମର ସୂଚନା ଅନୁଯାୟୀ ୨୦୧୫ରେ ହୋଇଥିବା ରାଫାଲେ ଯୁଦ୍ଧ ବିମାନ […]
ଚୌଦ୍ବାରର ଏକ ନିର୍ବାଚନ ସଭାରେ ବିଜେପି ନେତା ତଥା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଘୋଷଣା କରିଛନ୍ତି। ସବୁବେଳେ ନବୀନ ସରକାରଙ୍କୁ ଗାଳି କରୁଥିବା ଧର୍ମେନ୍ଦ୍ର ଶେଷରେ ଭୋଟ ହାତେଇବା ପାଇଁ କିଛି ନୂଆ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ […]
ଭାରତୀୟ ଓପ୍ନର ଶିଖର ଧଓ୍ବନ୍ଙ୍କୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଚଳିତ ସିଜିନ୍ର ଆଇପିଏଲ୍ ଖେଳୁଥିବା ଧଓ୍ବନ୍ କେକେଆର ବିପକ୍ଷରେ ୬୩ବଲ୍ରୁ ୯୭ ରନ୍ର ଇନିଂସ […]
ବିଜେପି ବିଧାୟକ ଭୀମା ମାଣ୍ଡଭୀଙ୍କ ନକ୍ସଲଙ୍କ ଦ୍ବାରା ହତ୍ୟା ପରେ ଏହାକୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ବିଧାୟକଙ୍କ ହତ୍ୟାକୁ ରାଜନୖେତିକ ଷଡଯନ୍ତ୍ର କହିଛନ୍ତି । ତେବେ ଶାହାଙ୍କ ଏପରି ଆରୋପ ପରେ […]
ଫେସ୍ବୁକ୍ର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ମାର୍କ ଜୁକରବର୍ଗଙ୍କ ସୁରକ୍ଷା ପାଇଁ ଫେସ୍ବୁକ୍ ୨୦ମିଲିୟନ୍ ଡଲାର ଖର୍ଚ୍ଚ କରଇଛି । ଜୁକରବର୍ଗଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯାଇଛି ।୨୦୧୬ରେ ଜୁକରବର୍ଗଙ୍କ ବ୍ୟକ୍ତିଗତ ସୁରକ୍ଷାରେ 5 ମିଲିୟନ୍ ଡଲାର ଖର୍ଚ୍ଚ […]
ସାଇ ପଲ୍ଲବୀ ଏବଂ ଫହାଦ ଫସିଲ୍ ଅଭିନୀତ ମାଲାୟଲମ ଫିଲ୍ମ ‘ଆଥିରାନ୍’ ଆଜି ରିଲିଜ୍ ହୋଇଛି । ଫିଲ୍ମଟିକୁ ସମୀକ୍ଷକମାନେ ବହୁତ ପସନ୍ଦ କରିଥିବା ବେଳେ ଦର୍ଶକ ଏହି ଥ୍ରୀଲରକୁ ମଧ୍ୟ ପସନ୍ଦ କରିବେ ବୋଲି କୁହାଯାଉଛି । ଦୀର୍ଘ ତିନି […]
ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ୨୦୧୯ ଲୋକସଭା ନିର୍ବାଚନ ପାଇଁ 7 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ମନୀଷ ତ୍ୟାଗୀଙ୍କ ପରି ବଡ ନାମ ରହିଛି । ଏହି ତାଲିକାରେ ବିହାର […]
ଭାରତୀୟ ଟେନିସ୍ ଖେଳାଳିଙ୍କ ସହିତ ନିଜର ଅନୁଭୂତି ବାଣ୍ଟିବେ ଅନ୍ତର୍ଜାତୀୟ ଟେନିସ୍ ଷ୍ଟାର ଜଷ୍ଟିନ୍ ହେନିନ୍ । ଆସନ୍ତା ଏପ୍ରିଲ୍ 29ରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଜୁନିୟର ଫ୍ରେଞ୍ଚ ଓପନ୍ ଓ୍ବାଇଲ୍ଡ କାର୍ଡ ପ୍ରତିଯୋଗିତାରେ ଯୋଗ ଦେବେ ହେନିନ୍ । […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଏପ୍ରିଲ୍ ୨୬ତାରିଖରେ ବାରଣାସୀ ଲୋକସଭା ଆସନରୁ ନିଜର ନାମାଙ୍କନ ଦାଖଲ କରିବେ । ନାମାଙ୍କନ ଦାଖଲ ପୂର୍ବରୁ ମୋଦି କାଶୀ ବିଶ୍ବନାଥଙ୍କ ଦର୍ଶନ କରିବା ସହିତ ଗଙ୍ଗାଙ୍କ ପୂଜା ମଧ୍ୟ କରିବେ ବୋଲି କୁହାଯାଇଛି । […]
ଦକ୍ଷିଣ ଆଫ୍ରିକୀୟ ସ୍ପିଡ୍ ଷ୍ଟାର ଡେଲ୍ ଷ୍ଟେନ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) କ୍ୟାମ୍ପରେ ଯୋଗ ଦେବେ । ଆହତ ଅଷ୍ଟ୍ରେଲୀୟ ବୋଲର ନାଥାନ କୋଲ୍ଟର ନାଇଲ୍ଙ୍କ ସ୍ଥାନରେ ବଦଳ ଖେଳାଳି ଭାବରେ ଯୋଗ ଦେବେ ଷ୍ଟେନ୍ । ୨୦୦୮ରୁ ୨୦୧୦ […]
ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଗତକାଲି ରାତିରେ ମରିଚିକୁଣ୍ଡ ପାଣି ଆସିବା ପରେ ଲିଙ୍ଗରାଜଙ୍କ ରଥ ଅନୁକୂଳ ହୋଇଛି । ଆଜି ଭୋରରୁ ମଙ୍ଗଳ ଆଳତି, ଅବକାଶ ଓ ଅନ୍ୟାନ୍ୟ ନୀତି ହୋଇଥିଲା। ଅପରାହ୍ନ ୪ଟାରେ ରଥଟଣା କାର୍ଯ୍ୟକ୍ରମ […]
ଇସ୍ରାଏଲ୍ ପକ୍ଷରୁ ସିରିଆ ଉପରେ ବିମାନ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ତିନି ସିରିଆ ସୈନିକ ଆହତ ହୋଇଥିବା ନେଇ ସିରିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସିରିଆାର ସେନାବାହିନୀ ଉପରେ ହୋଇଥିବା ଏହି ଆକ୍ରମଣରେ ଏକାଧିକ କୋଠାଘର ଭାଙ୍ଗିଯାଇଥିବା […]
ରାୟଗଡ଼ା ପୋଲିସ ଝଞ୍ଜାବତୀ ନଦୀରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ଯୁବତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ଯୁବତୀ ଜଣକ ଗତକାଲି ଠାରୁ ନିଖୋଜ ଥିଲେ । ଏନେଇ ଟାଉନ ଥାନାରେ ପରିବାର ଲୋକେ ଝିଅର ନିଖୋଜ […]
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଶନିବାର ଦିନ ଜାଲିଓ୍ବାନାଓ୍ବାଲା ବାଗ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଏହି ସମୟରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏବଂ ପଞ୍ଜାବର ମନ୍ତ୍ରୀ ନଭଜୋତ ସିଂହ ସିଦ୍ଧୁ ସେଠାରେ ଉପସ୍ଥିତ ଥିଲେ […]
ନିର୍ବାଚନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡ଼ି ଯାଂଚ କରାଯାଉଛି । ନିର୍ବାଚନ ଆଚରଣ ସଂହିତା ଉଲଙ୍ଗନ ନ କରିବା ପାଇଁ ନିର୍ବାଚନ ଫ୍ଲାଇଂ ସ୍କ୍ବାର୍ଡ ଗାଡ଼ି ଯାଂଚ ବେଳେ ନିମାପଡ଼ା- କାକଟପୁର ରାସ୍ତାରୁ ଆଜି ଏକ ଗାଡ଼ିରୁ ୧୮ଲକ୍ଷ ୭୦ […]