ବିଜେଡ଼ି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡ଼ିର ନିର୍ବାଚନ ଇସ୍ତାହାର ୨୦୧୯କୁ ଉନ୍ମୋଚିତ କରିଛନ୍ତି। ଏହି ଇସ୍ତାହାରରେ ସବୁ ବର୍ଗକୁ ଗୁରୁତ୍ବ ଦେବା ସହିତ ଜନମତ ଆଧାରରେ ଏହା ପ୍ରସ୍ତୁତ କରାଯାଇଛି। ବିଜେଡ଼ି ସବୁବେଳେ ପ୍ରତିଶ୍ରୁତି ରକ୍ଷା କରି ଆସିଛି, […]
ଆଜିଠୁ ଆାରମ୍ଭ ହେବାକୁ ଯାଉଛି ସିଙ୍ଗାପୁର ଓପନ ବ୍ୟାଡମିଣ୍ଟନ। ୩ ଲକ୍ଷ ୫୫ହଜାର ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାରେ ନିଜର ଫର୍ମ ନେଇ ଆଶାୟୀ ଅଛନ୍ତି ପିଭି ସିନ୍ଧୁ। ମାଲେସିଆ ଓପନରୁ ଶୀଘ୍ର ବିଦାୟ ନେଇଥିବା ସିନ୍ଧୁ ଏହି […]
କେରଳର ବହୁଚର୍ଚ୍ଚିତ ସିଷ୍ଟର ଅଭୟା (ବୀନା ଥୋମାସ) ହତ୍ୟା ମାମଲାରେ ଆରୋପୀଙ୍କ ଖଲାସ ହେବା ଅନୁରୋଧକୁ କେରଳ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ମଙ୍ଗଳବାର ମାମଲାର ମୁଖ୍ୟ ଅଭିଯୁକ୍ତ ଡ. ଥୋମାସ କୋଟ୍ଟୁର୍ ଏବଂ ସିଷ୍ଟର ସେଫିଙ୍କ ଆବେଦନକୁ ଖାରଜ କରିଛନ୍ତି […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। ଚାଷୀଙ୍କ ପାଇଁ କରାଯାଇଥିବା କାଳିଆ ଯୋଜନାକୁ ନେଇ ସେ ସିଇଓଙ୍କ ପାଖରେ ଫେରାଦ ହୋଇଛନ୍ତି। ବିଜେପିର ଅଭିଯୋଗ ପରେ ଏହି ଯୋଜନାକୁ ବନ୍ଦ କରାଯାଇଛି ବୋଲି କହିଛନ୍ତି ନବୀନ। ଲୋକେ ଏହାର […]
ଶାଶୁଘରେ ଯୌତୁକ ପାଇଁ ଘରୋଇ ହିଂସାରେ ନିର୍ଯ୍ୟାତିତା ହେଉଥିବା ମହିଳାମାନଙ୍କ ପାଇଁ ସୁପ୍ରିମ୍କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଯେଉଁ ମହିଳାମାନଙ୍କୁ ଶାଶୁଘରୁ ବାହାର କରାଯାଉଛି, ଯେଉଁ ମହିଳାମାନେ ଶାଶୁଘର […]
ସାଉଥ୍ ସୁପର୍ଷ୍ଟାର୍ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ “ଦର୍ବାର୍”ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ପୂର୍ବରୁ ଏହି ଫିଲ୍ମର ଥଲାଇବାର୍ ୧୬୭” ରଖାଯାଇଥିଲା। ଏ. ଆର୍. ମୁରୁଗାଦୋଷ ଏହି ଫିଲ୍ମର ନିଦ୍ଦେର୍ଶନା ଦେଇଛନ୍ତି। ପୋଷ୍ଟରରୁ ଏହି ଫିଲ୍ମରେ ରଜନୀ ପୁଲିସ୍ ଭୂମିକାରେ ଅଭିନୟ […]
ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ବିରୋଧ କରିଛି ସିବିଆଇ। ସିବିଆଇ ପକ୍ଷରୁ ସୁ୍ପ୍ରିମ୍କୋର୍ଟରେ ଲାଲୁଙ୍କ ଜାମିନ ଆବେଦନକୁ ବିରୋଧ କରାଯାଇଛି। ଚାରା ଘୋଟାଲା ମାମଲାରେ ଜେଲରେ ରହିଥିବା ଲାଲୁ ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ କାର୍ଯ୍ୟକ୍ରମରେ […]
ଜାମ୍ମୁ-କାଶ୍ମୀରର ଏକ ହସ୍ପିଟାଲରେ ମଙ୍ଗଳବାର ଆତତାୟୀଙ୍କ ଆକ୍ରମଣ ହୋଇଛି। ଜଣେ ଆରଏସଏସ ନେତାଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବାବେଳେ ଏଥିରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ଆତତାୟୀଙ୍କ ଗୁଳିମାଡ଼ରେ ଆରଏସଏସ ନେତା ଚନ୍ଦ୍ରକାନ୍ତ ଶର୍ମା ଆହତ ହୋଇଛନ୍ତି। […]
ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବାବେଳେ ରାଜ୍ୟକଂଗ୍ରେସରେ କନ୍ଦଳ ତୀବ୍ର ରୂପ ନେଇଛି। ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା ଜେନା। ଟିକେଟ ବଣ୍ଟନକୁ ନେଇ ସୁମିତ୍ରା ଅସନ୍ତୁଷ୍ଟ ଥିଲେ। ସୁମିତ୍ରା ଜେନା ଭଦ୍ରକ ଆସନରୁ […]
ଏପ୍ରିଲ୍ ୧୧ ତାରିଖରୁ ଆରମ୍ଭ ହୋଇଯାଉଛି ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଆଜି ପ୍ରାର୍ଥୀପତ୍ର ନାମାଙ୍କନର ଶେଷଦିବସ। ଆଜି ବିଜେଡ଼ିର ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଓ ଶଶୀଭୂଷଣ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଶାଳ ବାଇକ୍ ରାଲିରେ […]
ଷ୍ଟାଫ୍ ସିଲେକ୍ସନ୍ କମିଶନ୍(ଏସ୍ଏସ୍ସି) ପ୍ରବେଶିକା ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଛନ୍ତି ସର୍ବୋଚ୍ଚ କୋର୍ଟ। ୨୦୧୭ରେ ହୋଇଥିବା ଏସଏସ୍ସି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର […]
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଅଧ୍ୟକ୍ଷ ଏନ୍. ଚନ୍ଦ୍ରାବାବୁ ନାଇଡୁ ଆଞ୍ଚଳିକ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ (ଜେଡିଏସ୍) ମୁଖ୍ୟ ଏଚ୍.ଡି. ଦେବେଗୌଡ଼ା ଆନ୍ଧ୍ରର କିଷ୍ଣାନଗର ଜିଲାରେ ଏକ ସଭାରେ ଘୋଷଣା କରିଛନ୍ତି। ଦେଇଛନ୍ତି। […]
ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ମତଦାନ ଦିନ ଶିକ୍ଷାନୁଷ୍ଠାନ ସହିତ ସରକାରୀ କାର୍ଯ୍ୟାଳୟ, କୋର୍ଟ ତଥା ବ୍ୟାଙ୍କ ଓ ବ୍ୟାଙ୍କ ସଂକ୍ରାନ୍ତୀୟ ଅନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। […]
ପ୍ରଥମ ପର୍ଯ୍ୟାୟ ମତଦାନଙ୍କୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ରାଜ୍ୟ କଂଗ୍ରେସର ଟିକେଟ ବିବାଦ ତୁଟୁନି। ନାମାଙ୍କନର ଶେଷଦିନରେ ବି ପୁଣି ଥରେ କଂଗ୍ରେସ ପ୍ରାର୍ଥୀ ବଦଳାଇଛି। ବଡ଼ଚଣା ଓ ନିମାପଡ଼ାରେ ନୂଆ ପ୍ରାର୍ଥୀଙ୍କୁ ପୁଣି ଟିକେଟ୍ ଦେଇଛି। ବଡ଼ଚଣାରୁ […]
ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଅଭିଯୋଗରେ ବିଚ୍ଛିନ୍ନତାବାଦୀ ନେତା ମିରଓ୍ବେଜ୍ ଉମର ଫାରୁକ୍ ମଙ୍ଗଳବାର ଦିନ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ନିକଟରେ ହାଜର ହୋଇଛନ୍ତି। କ୍ରମାଗତ ଦ୍ବିତୀୟ ଦିନ ପାଇଁ ପଚରାଉଚୁରା ଜାରି ରହିଥିବା ନେଇ ଏନ୍ଆଇଏ ପକ୍ଷରୁ ସୂଚନା ଦିଆଯାଇଛି। ନିଜର […]
ଅରୁଣାଚଳ ପ୍ରଦେଶର ବିଧାନସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ସମୁଦାରୟ ୧୮୪ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ତନ୍ମଧ୍ୟରୁ ୨୯ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବଏଡିଆାର ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ସମୁଦାୟ ପ୍ରାର୍ଥୀଙ୍କ […]
କଳାହାଣ୍ଡି ଜିଲାର ଜୟପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି ଯେ, ମା’ ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ। ବିଜେଡି ସରକାର ମହିଳାମାନଙ୍କ ଉପରେ ଅଧିକ ଗୁରୁତ୍ବ ଦେଇଛି। ମହିଳାଙ୍କ ପାଇଁ […]
ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦରେ କେନ୍ଦ୍ର ସରକାରଙ୍କ ଯାଚିକାକୁ ନେଇ ନିର୍ମୋହି ଆଖଡା ବିରୋଧ କରିଛି। ଏହି ଜମି ମାମଲା ବିଚାରାଧୀନ ଥିବାବେଳେ ବିବାଦୀୟ ସ୍ଥଳ ଆଖପାଖରେ ରହିଥିବା ନିର୍ବିବାଦୀୟ ଜାଗାଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାରଙ୍କ […]
ଚଳିତ ଥର ନିର୍ବାଚନ କମିଶନ ସ୍ବଚ୍ଛ ନିର୍ବାଚନ ପାଇଁ ବିଶେଷ ପ୍ରକାରର ପଦକ୍ଷେପ ନେଇଛନ୍ତି । ଏଥିନିମେନ୍ତ ବିଭିନ୍ନ ପ୍ରକାରର ଗାଇଡ୍ଲାଇନ୍ ଜାରି କରିବା ସହିତ ଦୃଷ୍ଟାନ୍ତମୂଳକ ପଦକ୍ଷେପ ମଧ୍ୟ ନେଉଛନ୍ତି । ଏକ୍ଜିଟ୍ ପୋଲ୍ର ପ୍ରାସାରଣ ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି […]
କଳାହାଣ୍ଡିରେ ମାରାଥନ ପ୍ରଚାର ଆରମ୍ଭ କରିବା ପୂର୍ବରୁ ମାଣିକେଶ୍ବରୀଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଣିକେଶ୍ବରୀଙ୍କ ଦର୍ଶନ ପରେ ପ୍ରଚାର ଆରମ୍ଭ କଲେ ନବୀନ। ଭବାନୀପାଟଣା ଆଇବିରୁ ରୋଡରେ ଯାଇ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କରିଛନ୍ତି ନବୀନ। ମା’ ମାଣିକେଶ୍ୱରୀ ମନ୍ଦିରରୁ […]
ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ଉପସଭାପତି ଓମାର ଅବଦୁଲ୍ଲା ଜମ୍ମୁ କଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଦାବି କରିବା ଉପରେ ନିଜର ମତାମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ। ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଅଲଗା ପ୍ରଧାନମନ୍ତ୍ରୀ ଦାବି […]