ଚୀନ୍ ଦ୍ବାରା ଆତଙ୍କୀ ମାସୁଦ୍ ଅଜହର୍କୁ ବିଶ୍ବ ଆତଙ୍କୀ ଘୋଷଣାରୁ ବଂଚିତ କରିଥିବା ପାକିସ୍ତାନକୁ ଏବେ ସର୍ବତ୍ର ବିରୋଧର ସାମ୍ନା କରିବାକୁ ପଡୁଥିବାବେଳେ ନିଜ ଦେଶରେ ମଧ୍ୟ ଏହି ଘଟଣା ପାଇଁ ପାକିସ୍ତାନ ସରକାରକୁ ନିନ୍ଦିତ ହେବାକୁ ପଡୁଛି। ପୂର୍ବ ପ୍ରଧାନମନ୍ତ୍ରୀ […]
କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଏକ ବରଯାତ୍ରୀ ବସ୍ ଜଳି ଯାଇଛି। ବସ୍ରେ ଶୋଇଥିବା ଜଣେ ଯୁବକର ନିଆଁରେ ପୋଡି ହୋଇ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନୁସୁରିପଶି ଗାଁର ରାଜେଶ ଗିରି। ସୂଚନା ଅନୁସାରେ, […]
ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ପାର୍ଟିକୁ ବଡ଼ ଝଟ୍କା ଲାଗିଛି। କଂଗ୍ରେସର ବରିଷ୍ଠ ନେତା ଟମ୍ ଓ୍ବଡକନ୍ କଂଗ୍ରେସର ହାତ ଛାଡ଼ି ବିଜେପି ସହ ସାମିଲ୍ ହୋଇଛନ୍ତି। ବିଜେପରି ବରିଷ୍ଠ ନତା ରବି ଶଙ୍କର ପ୍ରସାଦ, ସାଂସଦ ଅନିଲ୍ ବୁଲନୀଙ୍କ ଉପସ୍ଥିତିରେ […]
ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଥିବାର କହିଛନ୍ତି । ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୭ ବର୍ଷର ସରକାରୀ ଚାକିରି ଛାଡ଼ି […]
୨୦୧୯ ସାଧାରଣ ନିର୍ବାଚନର ତାରିଖ ଘୋଷଣା ହେବା ପରେ ଦଳ ବଦଳ ରାଜନୀତି ଆରମ୍ଭ ହୋଇଯାଇଛି। ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଓ ତାଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି)କୁ ଏକ ବଡ଼ ଝଟ୍କା ଲାଗିଛି। ଟିକେଟ୍ ଭାଗବଣ୍ଟାକୁ ନେଇ […]
ବିଜେଡ଼ିର ୩୭ ଜଣିଆ ଇସ୍ତାହାର କମିଟି ଘୋଷଣା କଲେ ସଭାପତି ନବୀନ ପଟ୍ଟନାୟକ । ଏହି କମିଟିର ଅଧ୍ୟକ୍ଷ ବେଦ ପ୍ରକାଶ ଅଗ୍ରୱାଲ ହୋଇଥିବାବେଳେ ଏହି କମିଟିରେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଂଜନ ପଟ୍ଟନାୟକ, ମଙ୍ଗଳା କିଶାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର […]
କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍ ମିଳିତ ଭାବରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମେଣ୍ଟର ନିଷ୍ପତ୍ତି ଅନୁଯାୟୀ, କର୍ଣ୍ଣାଟକର ମୋଟ୍ ୨୮ଟି ଆସନରୁ କଂଗ୍ରେସ ୨୦ଟି ଓ ଜେଡିଏସ୍ ୮ଟି ଆସନରେ ପ୍ରାର୍ଥୀ ଦେବ। ମେଣ୍ଟ ସମ୍ପର୍କରେ ଘୋଷଣା ପୂର୍ବରୁ […]
ଚୀନ୍ ପୁଣିଥରେ ମାସୁଦ୍ ଅଜ୍ହର୍କୁ ବିଶ୍ବ ଆତଙ୍କୀ ଘୋଷିତ ହେବାକୁ ଦେଲା ନାହିଁ। ଚୀନ୍ ନିଜର ଭିଟୋ ବଳ ପ୍ରୟୋଗ କରି ମାସୁଦ୍କୁ ସୁରକ୍ଷା ଦେଲା। ଏହି ଘଟଣା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା […]
ଯେପର୍ଯ୍ୟନ୍ତ ଆତଙ୍କବାଦ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ସେ ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି କଥା ହେବା ସମ୍ଭବ ନୁହେଁ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା କହିଛନ୍ତି । ସେ କହିଛନ୍ତି ଆତଙ୍କ ଓ କଥାବର୍ତ୍ତା ଏକା ସଙ୍ଗେ ସମ୍ଭବ […]
ଭାରତରେ ଏକାଧିକ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍-ଇ-ମହମ୍ମଦର (ଜେଇଏମ୍) ମୁଖ୍ୟ ମାସୁଦ୍ ଆଝାରଙ୍କୁ ପୁଣିଥରେ ସୁରକ୍ଷା ଦେଇଛି ଚାଇନା। ଫଳରେ ଜାତିସଂଘ ଦ୍ୱାରା ଆଝାରଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା ପାଇଁ ଭାରତ ସମେତ ଆମେରିକା, ଫ୍ରାନ୍ସ ଓ […]
ବଲିଉଡ୍ ମିଷ୍ଟର ଫରଫେକନିଷ୍ଟ୍ ଆମିର ଖାଁ ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମାର୍ଚ୍ଚ ୧୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୩ ମସିହାରେ ନାସିର୍ ହୁସୈନଙ୍କ ଫିଲ୍ମ ‘ୟାଦୋଁ କି ବାରାତ୍’ରେ ଶିଶୁ କଳାକାର ରୂପେ ନଜର ଆସିଥିଲେ। […]
କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇ ଶୃଙ୍ଖଳାକୁ ହାତ ଛଡା କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ଧାର୍ଯ୍ୟ ୫୦ ଓଭରରେ ୯ ଉଇକେଟ […]
ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ବୁଥ୍ ଘୋଷଣା କରିବାକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଇସିଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହେଉଥିବା ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗକୁ ସମ୍ବେଦନଶୀଳ କ୍ଷେତ୍ର ଘୋଷିତ […]
ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତ ଦଳ ନିଜର ରଣନୀତି ପ୍ରସ୍ତୁତିରେ ଲାଗିଯାଇଛନ୍ତି। ଏହି ସମୟରେ ବିଜେପି ନିର୍ବାଚନ ଆୟୋଗର ଦ୍ଵାରସ୍ଥ ହୋଇ ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହେଉଥିବା ହିଂସାକୁ ଦୃଷ୍ଟିରେ ରଖି ଏହି ରାଜ୍ୟକୁ ଅତିସମ୍ବେଦନଶୀଳ କ୍ଷେତ୍ର […]
ଚଳିତ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଘୋଷଣା ପରେ ସାରା ରାଜ୍ୟରେ ନିର୍ବାଚନକୁ ନେଇ ପୋଲିସ୍ ପକ୍ଷରୁ ବ୍ୟାପକ ସଚେତନତା ଗ୍ରହଣ କରାଯାଉଛି। ପୋଲିସ କମିଶନରରେଟ ପକ୍ଷରୁ ପ୍ରାର୍ଥୀମାନଙ୍କ ପାଇଁ ଆଡ଼ଭାଇଜରି ଜାରି କରିଦିଆଯାଇଛି। ଏହି ଆଡ୍ଭାରଇଜାରୀରେ ପ୍ରାର୍ଥୀଙ୍କୁ […]
ତାମିଲନାଡୁର ବହୁ ଚର୍ଚ୍ଚିତ ସେକ୍ସ ସ୍କାଣ୍ଡଲର ମୁଖ୍ୟ ଅଭିଯୁକ୍ତ ତଥା ମହିଳା କଲେଜର ପ୍ରଫେସର ନିର୍ମଳା ଦେବୀଙ୍କୁ ମାଦ୍ରାସ ଉଚ୍ଚନ୍ୟାୟାଳୟ ଜାମିନ ପ୍ରଦାନ କରିଛି। ଗିରଫ ହେବାର ୧୧ ମାସ ପରେ ତାଙ୍କୁ ଏହି ଜାମିନ ମିଳିଛି। ସୂଚନାଯୋଗ୍ୟ, ପ୍ରଫେସର ନିର୍ମଳା […]
କଂଗ୍ରେସ ଦେଶରେ ହୁ ହୁ ହୋଇ ବଢୁଥିବା ବେରୋଜଗାର ସ୍ତରକୁ ନେଇ ମୋଦି ସରକାରଙ୍କ ଉପରେ ଆକ୍ରମଣ କରିଛି। ରୋଜଗାରକୁ ଶେଷ କରୁଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦି। ଚଳିତ ନିର୍ବାଚନରେ କଂଗ୍ରେସର ମୁଖ୍ୟ ଏଜେଣ୍ଡା ରୋଜଗାର ରହିବ ବୋଲି କଂଗ୍ରେସ ଦାବି […]
କଂଗ୍ରେସକୁ ଟାର୍ଗେଟ୍ କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧି ଏବଂ ଭଦ୍ରା ପରିବାରକୁ ‘ଦୁର୍ନୀତିର ଫ୍ୟାମିଲି ପ୍ୟାକେଜ୍’ ବୋଲି କହିଛନ୍ତି। ସ୍ମୃତି ଇରାନୀ ମିଡିଆ ରିପୋର୍ଟର ଉଦାହରଣ ଦେଇ କହିଥିଲେ ରାହୁଲ ଗାନ୍ଧି ଏବଂ ଏଚ୍ଏଲ୍ ପହୱାନ୍ଙ୍କ ମଧ୍ୟରେ ଟଙ୍କା କାରବାର […]
ଏମ୍ଏସ୍ଧୋନୀ ଚଳଚ୍ଚିତ୍ରରୁ ବଲିଉଡ୍ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବଲିଉଡ୍ର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆଗାମୀ ସିନେମା ‘ଛିଛୋର’ ଆସିବାକୁ ରହିଛି। ଦୁଇଟି ଜେନେରେସନ୍ ନେଇ ନିର୍ମିତ ଏହି ଫିଲ୍ମଟି ଏବେଠୁ ଚର୍ଚ୍ଚାରେ ରହିଛି। ଏହି […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଲୋକସଭା ନିର୍ବାଚନରେ ଅଧିକ ସଂଖ୍ୟକ ମତଦାତାଙ୍କୁ ମତଦାନରେ ସଂଶ୍ଲିଷ୍ଟ କରାଇବା ପାଇଁ ଏକ ଟ୍ବିଟ କରିଛନ୍ତି । ସେ ଏହି ଟ୍ବିଟ ବିରୋଧୀ ଦଳ ନେତା, ସିନେ ତାରକା, ଖେଳ ତାରକା, ସାମାଜିକ କର୍ମୀ, ଆଧ୍ୟାତ୍ମିକ […]
ଆମ୍ ଆଦ୍ମୀ ପାର୍ଟି ଅଧ୍ୟକ୍ଷ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ପୁଣି ଥରେ କଂଗ୍ରେସ ସହ ମେଣ୍ଟ ପାଇଁ ଇଛା ପ୍ରକାଶ କରିଛନ୍ତି। ତେବେ କେଜରୀଓ୍ବାଲ ଦିଲ୍ଲୀ ପାଇଁ ନୁହେଁ ବରଂ ହରିୟାଣାରେ କଂଗ୍ରେସ ତାଙ୍କ ସହ ହାତ ମିଶାଇବା […]