ଆଜିର ଖବର

ନୂଆଦିଲ୍ଲୀ : ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକରୁ ଓହରିଲା ଭିଭୋ। ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ଥିଲା ଚାଇନିଜ୍‌ ମୋବାଇଲ୍‌ କମ୍ପାନୀ ଭିଭୋ। ଭାରତ ଚୀନ୍‌ ବିବାଦ ଯୋଗୁଁ ଭିଭୋ…

ଭୁବନେଶ୍ବର :  ଖାଦ୍ୟ ବିକ୍ରୟକାରୀଙ୍କ ପାଇଁ ଭୁବନେଶ୍ବର ମହାନଗର ନିଗମ ଗାଇଡଲାଇନ୍‌ ଜାରି କରିଛି । ରେଷ୍ଟୁରାଣ୍ଟ, ଢାବା, ରାସ୍ତାକଡ ଠେଲା ଦୋକାନୀଙ୍କ ପାଇଁ ଗାଇଡଲାଇନ୍‌ ଜାରି…

ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି 5ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍‌ର ଶୁଭାରମ୍ଭ…

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 149 ପଜିଟିଭ୍‌ ଚିହ୍ନଟ ହୋଇଛି । ଏହି ନୂତନ 149ଙ୍କ ମଧ୍ୟରୁ 98ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 51ଜଣ ଲୋକାଲ୍‌…

ମୁମ୍ବାଇ : ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ଶଶୀଧର ଜଗଦୀଶନ । ଅଗଷ୍ଟ 3 ତାରିଖରେ ଆରବିଆଇ ପକ୍ଷରୁ…

ନୂଆଦିଲ୍ଲୀ : କରୋନା ଭାଇରସ୍‌ କାରଣରୁ ଏବେ ଭାରତରେ ଖେଳ ବନ୍ଦ ରହିଛି । ଭାରତୀୟ କ୍ରିକେଟ୍‌ ଟିମ୍‌ ଏବେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳୁ ନାହିଁ…

ନୂଆଦିଲ୍ଲୀ : ଆସନ୍ତା କାଲି ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହେବ। ଏହି ରାମମନ୍ଦିର ଭୂମି ପୂଜନରେ କେଉଁମାନେ ଅଂଶଗ୍ରହଣ କରିବେ ସେମାନଙ୍କର ନାମ…

ଚୀନ୍‌ :  ଚଟ୍‌ପଟି ମସଲାଦାର ଖାଦ୍ୟ ଖାଇବାକୁ କାହାକୁ ବା ନ ଭଲ ଲାଗେ । କିନ୍ତୁ ଏହି ଚଟ୍‌ପଟି ରାଗ ଖାଦ୍ୟ ଖାଇବା କେତେ ମହଙ୍ଗା…

ଶ୍ରୀଲଙ୍କା : ଶ୍ରୀଲଙ୍କାରେ ଏବେ ଡ୍ରଗ୍ସ କାରବାର ବେଶ୍‌ ସମସ୍ୟା ସୃଷ୍ଟି କରିଛି । ଡ୍ରଗ୍ସ ସ୍ମଗଲିଂ ଅଭିଯୋଗରେ ଏକ ବିଲେଇକୁ ଗିରଫ କରି ଜେଲ୍‌ରେ ବନ୍ଦ…

ଭୁବନେଶ୍ବର, ସାଧାରଣତଃ ଓଡିଶାରେ ଶ୍ରାବଣ ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମାରେ ଗୋ ମାତା ପୂଜା କରାଯାଇଥାଏ। ସେଥିପାଇଁ ଏହି ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ବୋଲି କୁହାଯାଇଥାଏ।

ୟୁକ୍ରେନ୍ : ଦୁନିଆର ସର୍ବଶ୍ରେଷ୍ଠ ଯୋଦ୍ଧା ହେଉଛି ମା’ । ସେ ନିଜ ସନ୍ତାନ ପାଇଁ ଯେକୌଣସି ବିପଦର ବି  ସାମ୍ନା କରିପାରେ । ନିଜକୁ ସନ୍ତାନକୁ…

ନୂଆଦିଲ୍ଲୀ : ପ୍ରକାଶ ପାଇଲା 2019ର ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ ରେଜଲ୍ଟ  । ପ୍ରଦୀପ ସିଂହ ଆଇଏଏସ୍‌ ଟପ୍ପର ହୋଇଥିବାବେଳେ ଯତୀନ୍‌ କିଶୋର ଦ୍ବିତୀୟ ସ୍ଥାନରେ ରହିଛନ୍ତି…

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ବିହାର ସରକାର । ମୁଖ୍ୟମନ୍ତ୍ରୀ ନିତୀଶ୍‌ କୁମାର…

ଭୁବନେଶ୍ବର : ଆଜି ରାଜ୍ୟର 28ଟି ଜିଲ୍ଲାରୁ ମୋଟ୍‌ 1384ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 288 ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 201,କଟକରୁ…

ଭୁବନେଶ୍ବର : ରାଜ୍ୟରେ ଆଜି 1384 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।…

ନୂଆଦିଲ୍ଲୀ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ କରୋନା। ସେ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ତାଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି ଓ ସେ…

ଭୁବନେଶ୍ବର : ଆଜି ରାଜ୍ୟରୁ 9ଜଣଙ୍କ ମୁଣ୍ଡ ନେଇଛି କରୋନା। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 6 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୀ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରୁ…

ଭଦ୍ରକ: ପୂର୍ବ ଶତ୍ରୁତାରୁ ଗତ ରାତିରେ କିଛି ଯୁବକ ଜଣେ ଯୁବକଙ୍କୁ ଘରୁ ଟାଣି ନେଇ ମାଡ ମାରି ଗାଁ ଦାଣ୍ଡରେ ବୁଲାଇଲେ। ମାଡ ମାରିବା ସହ…

ଭୁବନେଶ୍ବର, ଉତ୍ତର ବଙ୍ଗୋବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଫଳରେ ଏହାର ପ୍ରଭାବରେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…