ଆଜିର ଖବର

ନୂଆଦିଲ୍ଲୀ: କରୋନା ସତର୍କତା ପାଇଁ ଜେଇଇ ମେନ୍‌ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ୍‌…

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ମଧ୍ୟରେ ରାଜଧାନୀ ଦିଲ୍ଲୀଠାରେ ଜଣେ କରୋନା ରୋଗୀ ଆତ୍ମହତ୍ୟା କରିଥିବାର ଖବର ମିଳିଛି…

ସମୀକ୍ଷା ବ୍ୟୁରୋ ଢେଙ୍କାନାଳ: ସଡକ ଦୁର୍ଘଟଣାରେ ଓଏସ୍‌ଏପିର ଜଣେ ମୃତ। ଓଏସ୍‌ଏପି ଫାଷ୍ଟ ବାଟାଲିଅନ୍‌ର ଜଣେ ଡେପୁଟି ସୁବେଦାର ମୃତ । ଢେଙ୍କାନାଳ ଟାଉନ୍ ଥାନା…

ନୂଆଦିଲ୍ଲୀ : ଜଣେ ଭାରତୀୟ ଯବାନ କୋରୋନାରେ ଆକ୍ରାନ୍ତ ରହିଥିବା ଜଣା ପଡିବା ପରେ ଭାରତୀୟ ସେନା ପକ୍ଷରୁ କୋରୋନା ବିପକ୍ଷରେ ଯୁଦ୍ଧ ଘୋଷଣା କରାଯାଇଛି ।…

ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ଜୟଶଙ୍ଖପୁର ଗ୍ରାମରେ ଜନୈକା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ଖରାବେଳେ ମହିଳା ଜଣଙ୍କ ଘରେ ଶୋଇଥିବା…

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ବାଲୁଗାଁରେ କୀଟନାଶକ ଔଷଧ ପିଇ ଜନୈକ ଯୁବକ ଆତ୍ମହତ୍ୟା କରିଛନ୍ତି। ବାଲୁଗାଁର ବୋରିଆସାହି ଅନ୍ତର୍ଗତ ଯୁଗଳ ବିଶ୍ବାଳଙ୍କ ପୁଅ ପବିତ୍ର ବିଶ୍ବାଳ (୪୦)…

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନ୍‌ସିଲ୍‌ ପକ୍ଷରୁ ଅମ୍ପାୟାର ପ୍ୟାନେଲ୍‌ ଘୋଷଣା କରାଯାଉଛି । ଆଇସିସି ପକ୍ଷରୁ ବୁଧବାର ଘୋଷିତ ନୂତନ ତାଲିକାରେ ଦୁଇ ଜଣ ଭାରତୀୟ…

ମୁମ୍ବାଇ : କୋରୋନା ଭାଇରସ୍‌ର ବର୍ଦ୍ଧିତ ପ୍ରଭାବ କାରଣରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବାର ନିଷ୍ପତ୍ତି ନେଇଛି ଭିସ୍ତାରା । ଆସନ୍ତା ମାର୍ଚ୍ଚ 20 ତାରିଖରୁ…

ଭୁବନେଶ୍ୱର, କରୋନାକୁ ନେଇ ଲୋକ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏକ ମ୍ୟୁଜିକ ଭିଡିଓ କଂପାନୀ କରୋନା ଭାଇରସକୁ ଝିଅ ସହ ତୁଳନା କରି ଗୀତ ପ୍ରସ୍ତୁତ କରି…

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡିଶାର 4 ଜଣ ରାଜ୍ୟସଭା ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଥିବା ବେଳେ…

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ଭାଇରସ୍‌ ଆତଙ୍କ କାରଣରୁ ବିଭିନ୍ନ ଟ୍ରେନ୍‌ର ଯାତାୟତ ବାଧାପ୍ରାପ୍ତ ହେଉଥିବା ବେଳେ ପ୍ଲାଟଫର୍ମ ଟିକଟର ମୂଲ୍ୟ ଆକାଶ ଛୁଇଁଛି ।…

ନୂଆଦିଲ୍ଲୀ: କରୋନାଭାଇରସ୍ ବିସ୍ଫୋରଣ ହେତୁ କ୍ରିକେଟ୍ ଜଗତ ସ୍ଥିର ହୋଇପଡିଛି।  ଯାହାଫଳରେ ଭାରତୀୟ କ୍ରିକେଟ୍ ଦଳର ସଦସ୍ୟମାନେ ସେମାନଙ୍କ ଅବିରତ କାର୍ଯ୍ୟସୂଚୀରୁ ବିରତି ପାଇଛନ୍ତି। କରୋନାଭାଇରସ୍ ହେତୁ…

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ପୌରପରିଷଦ ପକ୍ଷରୁ କରୋନା ଭାଇରସ ସଂକ୍ରମଣର ପ୍ରତିଷେଧକ ବ୍ୟବସ୍ଥା ଓ ଜନସାଧାରଣଙ୍କ ସଚେତନତା ନିମନ୍ତେ ସହରର ୨୧ଟି ୱାର୍ଡରେ ଡାକବାଜି ଯନ୍ତ୍ର…

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର :  କରୋନା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ପରାମର୍ଶ । ଆତଙ୍କିତ ନ ହୋଇ ଲଢିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ…

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ପାଇଁ ବିଦେଶ ଫେରନ୍ତାଙ୍କ ଲାଗି ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ କୋଭିଡ଼୍-୧୯ ସରକାରୀ ପୋର୍ଟାଲରେ ନବୀନ ପଟ୍ଟନାୟକଙ୍କ ଭଉଣୀଙ୍କ ନାମ…

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ପାଇଁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ କୁହାଯାଇଛି। ତେବେ ଅଙ୍ଗନବାଡ଼ି…

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ଦୃଷ୍ଟିରୁ ରାଜ୍ୟର ବ୍ୟାଙ୍କଗୁଡ଼ିକ ପାଇଁ ଗାଇଡଲାଇନ ଜାରି କରିଛନ୍ତି ।  ଅର୍ଥ ବିଭାଗ ତରଫରୁ ବ୍ୟାଙ୍କକୁ କରୋନା ନେଇ ସତର୍କ…

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସତର୍କତା…

ସମୀକ୍ଷା ବ୍ୟୁରୋ ପୁରୀ : ଆସନ୍ତାକାଲି ୟେସ୍ ବ୍ୟାଙ୍କରେ ରହିଥିବା ମହାପ୍ରଭୁ ଜଗନ୍ନାଥଙ୍କ 545 କୋଟି ଟଙ୍କାକୁ ଉଠାଇ ଅଣାଯିବ। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ…

ମୁମ୍ବାଇ: ମହାମାରୀ କରୋନା ଭାରତରେ ଦ୍ରୁତ ଗତିରେ କାୟା ବିସ୍ତାର କରୁଛି। ଏପର୍ଯ୍ୟନ୍ତ ଦେଶରେ 147ଟି ମାମଲା ଦେଖିବାକୁ ମିଳିଛି। କରୋନା ଭାଇରସ ଯୋଗୁଁ ଶରୀରର ରୋଗ…