ଆଜିର ଖବର

ଭୁବନେଶ୍ଵରକୁ ବିଶ୍ଵସ୍ତରୀୟ ରେଳ ଷ୍ଟେସନ ପାଇଁ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଭିଡ଼ିଓ କନଫରେନ୍ସିଂ ଜରିଆରେ…

ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ଆୱାର୍ଡ ଶୋ ‘ଇଣ୍ଟରନ୍ୟାସନାଲ୍‌ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ(ଆଇଫା)’ ଆୟୋଜିତ ହୋଇଯାଇଛି। ଏହା ସହିତ ଆଇଫା ଏହାର ୨୦ ବର୍ଷ ପୂର୍ତ୍ତି ଉତ୍ସବ…

କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ବାୟୁସେନା ମୁଖ୍ୟ ଭାବରେ ଆର କେ ଏସ୍‌ ଭଦୋରିଆଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେପ୍ଟେମ୍ବର 30 ତାରିଖରେ ଭଦୋରିଆ ବାୟୁସେନା…

ଅର୍ଥ ତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ତାଙ୍କ ସହିତ କମଳାକାନ୍ତ…

ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟ୍‌ ପାଇ ଆଶାୟୀ ପ୍ରାର୍ଥୀଙ୍କୁ କଠିନ ପରୀକ୍ଷା ଦେବାକୁ ପଡିବ । ହରିୟାଣା କଂଗ୍ରେସର ଅଧ୍ୟକ୍ଷ କୁମାର ଶୈଲଜା ଏକ ଟୁଇଟ୍‌…

ଚଳିତ ବର୍ଷ ଶେଷ ଆଡକୁ ମହାରାଷ୍ଟ୍ର, ହରିୟାଣା, ଏବଂ ଝାରଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ତିନି ରାଜ୍ୟର ନିର୍ବାଚନ ପାଇଁ  ନିର୍ବାଚନ ଆୟୋଗ…

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଜେଲ୍‌ରେ ରହିଛନ୍ତି । ସେପ୍ଟେମ୍ବର 5 ତାରିଖରୁ ଜେଲ୍‌ରେ ରହିଥିବା ଚିଦାମ୍ବରମ୍‌ଙ୍କ ଅଣ୍ଟାରେ ଯନ୍ତ୍ରଣା ହେଉଥିବା ନେଇ…

ଝାରଖଣ୍ଡ କଂଗ୍ରେସର ପୂର୍ବତନ ପ୍ରଦେଶ ­ଅଧ୍ୟକ୍ଷ ଡ. ଅଜୟ କୁମାର ଗୁରୁବାର ଆମ୍‌ଆଦ୍‌ମୀ ପାର୍ଟିରେ ଯୋଗଦେଇଛନ୍ତି । ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ …

ପୂର୍ବପରି କାଶ୍ମୀର ଭୂସ୍ବର୍ଗରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଛନ୍ତି । ଏକଦା ଭୂସ୍ବର୍ଗ ରହିଥିବା କାଶ୍ମୀର ପୁନର୍ବାର ଭୂସ୍ବର୍ଗରେ ପରିଣତ ହୋଇଛି…

କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାରଙ୍କୁ ଅର୍ଥ ହେରଫେର ମାମଲାରେ ଇଡି ପକ୍ଷରୁ ଗିରଫ କରାଯାଇଥିବା ବେଳେ ଏହି ମାମଲାରେ ଅନ୍ୟତମ କଂଗ୍ରେସ ବିଧାୟିକା ଲକ୍ଷ୍ମୀ ହେବ୍ବାଲକରଙ୍କ…

ସୁପର ୩୦ର ସଂସ୍ଥାପକ ଏବଂ ପ୍ରଖ୍ୟାତ ଗଣିତଜ୍ଞ ଆନନ୍ଦ କୁମାରଙ୍କୁ ଆମେରିକାରେ ଦେଶର ଗରୀବ ଛାତ୍ରଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରତିଷ୍ଠିତ ଶିକ୍ଷଣ ପୁରସ୍କାର ସମ୍ମାନରେ…

ଚଳିତ ସାଧାରଣ ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ କରିଥିଲା କଂଗ୍ରେସ । ତେଣୁ ରାଜ୍ୟରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଏବେ ପୁଣି…

ନର୍ସ ନିହାରିକା ପାତ୍ରଙ୍କ ମୃତ୍ୟୁ ମାମଲାରେ ଏ ଯାଏ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ନାହିଁ । ଡିଏନ୍ଏ ଟେଷ୍ଟ ପାଇଁ ଆଜି ନିହାରିକାଙ୍କ ବାପା…

ବେଙ୍ଗାଲୁରୁରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସକାଳେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଲଢୁଆ ବିମାନ ତେଜସରେ ଉଡାଣ ଭରିଛନ୍ତି । ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ…

ଦୁଇ ଦିନ ତଳେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପରେ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଉତ୍କଳ ବିଶ୍ୱ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଅଚାନକ…

ଗିରଫ ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା । ଚିଟ୍‌ଫଣ୍ଡ ଲିଙ୍କ ମାମଲାରେ ଆଜି ତାଙ୍କୁ ସିବିଆଇ ଗିରଫ କରିଛି । ଆଜି ଭୋରରୁ ସିବିଆଇର…

ପୋଲିସ ହେପାଜତରେ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଚୋରା ମଦ ବେପାରୀ ସୁଶାନ୍ତ ବେହେରା ଓରଫ ମଙ୍ଗୁଳିକୁ ପୋଲିସ ଗିରଫ କରି ନେଇଥିବା ବେଳେ ସେ…