ଆଜିର ଖବର

ନୂଆଦିଲ୍ଲୀ,29/11: ଲୋକସଭାରେ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା କ୍ଷମାପ୍ରାର୍ଥନା କରିଛନ୍ତି । ନାଥୁରାମ ଗୋଡ୍‌ସେଙ୍କୁ ଦେଶଭକ୍ତ ବୋଲି ଅଭିହିତ କରିବା ପରେ ସାଂସଦରେ ହଙ୍ଗାମା ହେବା ପରେ…

ନାଗପୁର,29/11: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ଙ୍କୁ କୋର୍ଟଙ୍କ ପକ୍ଷରୁ ନୋଟିସ୍‌ ପ୍ରଦାନ କରାଯାଇଛି । ନିର୍ବାଚନ ପୂର୍ବରୁ ସତ୍ୟପାଠରେ ଫଡନବିସ୍‌ ନିଜର ଅପରାଧିକ ମାମଲା ସମ୍ପର୍କରେ…

ଆନ୍ଧ୍ରପ୍ରଦେଶ, ୨୯/୧୧:  ବଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ନୂଆ ଫିଲ୍ମକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏହି ଫିଲ୍ମଟି ଆନ୍ଧ୍ରପ୍ରଦେଶର ରାଜନୀତି ଉପରେ ନିର୍ମିତ…

ଉତ୍ତରପ୍ରଦେଶ, ୨୯/୧୧: ମଧ୍ୟାହ୍ନ ଭୋଜନ ଦୁର୍ନୀତିରେ ୟୁପି ସାରା ଦେଶରେ ସର୍ବପ୍ରଥମ ରହିଛି। ଉତ୍ତରପ୍ରଦେଶରେ ପୁଣି ଏକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି।…

ନୂଆଦିଲ୍ଳୀ, ୨୯/୧୧: ପିଆଜ ଦର ଏବେ ଆକାଶଛୁଆଁ ହୋଇଥିବବେଳେ ଦେଶରେ କେତେକ ସ୍ଥାନରେ ପିଆଜ ଚୋରି ହେବାର ଘଟଣା ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶର ଶିବପୁରୀର ଏକ…

ସମୀକ୍ଷା ବ୍ୟୁରୋ ପଶ୍ଚିମବଙ୍ଗ, ୨୮/୧୧: ମହାରାଷ୍ଟ୍ରରେ ନୂତନ ସରକାର ଶପଥ ଗ୍ରହଣ ନେବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ସିଧା ଟାର୍ଗେଟ୍‌ କରିଛନ୍ତି। ମମତା…

ମୁମ୍ବାଇ, ୨୮/୧୧:  ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ। ଶିବାଜୀ ପାର୍କରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଉଦ୍ଧବ…

ଭୁବନେଶ୍ବର, ୨୮/୧୧ : (ସମୀକ୍ଷା ବ୍ୟୁରୋ) : ଭୁବନେଶ୍ବର ନନ୍ଦନକାନନଠାରେ ଆନାକୋଣ୍ଡା ସାପର ମୃତ୍ୟୁ ଘଟିଛି । ଅକ୍ଟୋବର ୨୨ରେ ଚେନ୍ନାଇରୁ ୮ଟି ଆନାକୋଣ୍ଡା ଭୁବନେଶ୍ବର ନନ୍ଦନକାନନକୁ…

ମୁମ୍ବାଇ,୨୮/୧୧: ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଶିବସେନା-ଏନ୍‌ସିପି-କଂଗ୍ରେସର ମେଣ୍ଟ ସରକାର ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ମହାରାଷ୍ଟ୍ର ବିକାଶ ଅଘାଡ଼ି…