ସର୍ବଣା ଭବନ କର୍ମଚାରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପି ରାଜଗୋପାଳଙ୍କ ଦେହାନ୍ତ ହୋଇଛି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ପି ରାଜଗୋପାଳଙ୍କ ଦେହାନ୍ତ ହୋଇଛି…
ଆଜିର ଖବର
ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ପ୍ରଦୀପ ମହାରଥୀଙ୍କ ତୁତୁ ମେଁମେଁ ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ପ୍ରମିଳା କହିଛନ୍ତି,…
ମାଡ୍ରାସ ହାଇକୋର୍ଟ ପକ୍ଷରୁ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ହତ୍ୟାକାରୀଙ୍କୁ ମୁକ୍ତ କରିବା ନିମନ୍ତେ ଆଦେଶ ପ୍ରଦାନ ନିମନ୍ତେ ମାଡ୍ରାସ ହାଇକୋର୍ଟ ମନା କରି ଦେଇଛନ୍ତି ।…
ପୁଣି ଗୃହରେ ବର୍ଷିଲେ ପ୍ରଦୀପ ମହାରଥୀ । ଗତକାଲି ବିଧାନସଭାରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆକ୍ଷେପ କରିଥିଲେ । ଆଜି ମହାରଥୀ…
ଆଜି ବିଧାନସଭାର ଶୂନ୍ୟକାଳରେ କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ମାଡ଼ ପ୍ରସଙ୍ଗ ଉଠିଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇ କହିଲେ ଯେ, ଦୁଇ ପୂର୍ବତନ…
ରାଜ୍ୟସଭାରେ ସମାଜବାଦୀ ପାର୍ଟିର ସାଂସଦମାନେ ହୋ ହଲ୍ଲା କରିବା ଯୋଗୁଁ ରାଜ୍ୟସଭା ୧୫ ମିନିଟ୍ ପାଇଁ ମୁଲତବୀ ହୋଇଛି। ଗୁରୁବାର ସମାଜବାଦୀ ନେତା ରାମଗୋପାଳ ଯାଦବଙ୍କ ନେତୃତ୍ବରେ…
ଗତକାଲି ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ରେ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାର ରାୟ ପ୍ରକାଶ ପାଇଥିଲା । ଏହି ମାମଲାର ରାୟ ପ୍ରକାଶ…
ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୨ ଆସନ୍ତା ଜୁଲାଇ ୨୨ ତାରିଖରେ ସମାପନ ହେବ। ଗୁରୁବାର ଦିନ ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ ପକ୍ଷରୁ ଏହି ସମ୍ପର୍କରେ…
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳକୁ ଲାଗି ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସେହି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଯାହା ଫଳରେ…
ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ଜୁଲାଇ ୧୯ରୁ ୨୪ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ । ପ୍ରଥମ…
ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଗୁରୁବାର ଦିନ ମଧ୍ୟସ୍ଥତା କମିଟିର ରିପୋର୍ଟ ଦେଖିବା ପରେ ସୁପ୍ରିମ୍କୋର୍ଟର ସାମ୍ବିଧାନିକ ବେଞ୍ଚ ମଧ୍ୟସ୍ଥତା…
ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଧବଙ୍କ ମାମଲାରେ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟର ନିଷ୍ପତ୍ତି ପରେ ଗୁରୁବାର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ସଂସଦରେ ଅଭିଭାଷଣ ରଖିବେ ।…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼ରେ ଧରା ପଡିଛନ୍ତି ବାରିପଦାର ସହକାରୀ ନିର୍ବାହୀ ଯନ୍ତ୍ରୀ। ଏହି ଯନ୍ତ୍ରୀଜଣକ ହେଉଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ…
ଗତ ୧୫ ଦିନ ଧରି କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ସଂକଟ ଆଜି ଶେଷ ହେବ । ଗୁରୁବାର ବିଧାନସଭାରେ ଫ୍ଲୋର୍ ଟେଷ୍ଟ୍ ଦେବେ କୁମାରସ୍ବାମୀ ସରକାର ।…
ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ବଦାନ୍ୟତା କିଛି କମ୍ ନୁହେଁ । ଆସାମ, ବିହାର ଓ ଉତ୍ତରପ୍ରଦେଶରେ ଆସିଥିବା ବନ୍ୟା ଯୋଗୁଁ ହୋଇଥିବା କ୍ଷତିଗ୍ରସ୍ତ ବନ୍ୟା ପ୍ରପୀଡ଼ିତଙ୍କୁ…
ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଏହି ଆସନକୁ ହାତେଇବା ପାଇଁ ବିଜେଡି ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର…
୨୦୧୯-୨୦ କେନ୍ଦ୍ରୀୟ ବଜେଟରେ ୨୦୨୪ ସୁଦ୍ଧା ଦେଶର ସମସ୍ତ ଘରକୁ ପାଣି ପହଞ୍ଚାଇବାର ଲକ୍ଷ୍ୟ ନେଇଛି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ । ଆଜି ଇସ୍ପାତ ତଥା…
ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଲଭୂଷଣ ଯାଧବଙ୍କ ଉପରେ ଆଜି ଅନ୍ତରାଷ୍ଟ୍ରୀୟ ଅଦାଲତ (ଆଇସିଜେ) ନିଷ୍ପତ୍ତି ଶୁଣାଇଛନ୍ତି । ଆଇସିଜେ କୁଲଭୂଷଣଙ୍କ ଫାଶିରେ ରହିତାଦେଶ…
ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ଉଭଭା ଗାଁରେ ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏହି ସଂଘର୍ଷରେ ୯ଜଣଙ୍କ ମୃତ୍ୟୁ…
ଜାତୀୟ ମେଡ଼ିକାଲ୍ କମିଶନ ଗଠନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି । ମେଡିକାଲ ଶିକ୍ଷା ପାଇଁ ଏକାଧିକ ଏଣ୍ଟ୍ରାନ୍ସ ବଦଳରେ କେବଳ ଏନଇଇଟି ପରୀକ୍ଷା…
କେନ୍ଦୁଝର ଜିଲ୍ଲାରେ ବଜ୍ରପାତରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ବୁଧବାର ଅପରାହ୍ନରେ ବଜ୍ରପାତ ହେବାରୁ ହରିଚନ୍ଦନପୁର ବ୍ଲକ୍ ବଡ଼ସିଆଳିମାଳ ଗାଁରେ ଦମ୍ପତି…

