ଆଜିର ଖବର

ମଧ୍ୟପ୍ରଦେଶ ଗ୍ବାଲିୟରଠାରେ ଆଜି ମିଗ ୨୧ ଟ୍ରେନର ଯୁଦ୍ଧ ବିମାନ ଦୁଘ୍ରଟଣାଗ୍ରସ୍ତ ହୋଇଛି । ସେଥିରେ ଥିବା ଗ୍ରୁପ କ୍ୟାପ୍ଟେନ ଓ ସ୍କାଡନ ଲିଡର ସେଥିରୁ ସୁରକ୍ଷିତ…

ପୁଣି ବର୍ଷା ପାଣିରେ ଭାସିଲା ସ୍ମାର୍ଟସିଟି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହେଉଛି । ଯାହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ମୃତ୍ୟୁ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସାଧାରଣ ଜନତା ଓ ନେତା । ଜଟଣୀ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ୱରେ ଆଜି…

ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ ନିର୍ବାଚନ । ବିଜେପୁର ଆସନ ହାତେଇବା ପାଇଁ କସରତ ଆରମ୍ଭ କରିଛନ୍ତି। ଆଜି ବିଜେପୁର ପାଇଁ ନବୀନ ନିବାସରେ…

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଜେଡିର ପରିବର୍ଦ୍ଧିତ  କାର୍ଯ୍ୟକାରିଣୀ ବୈଠକରେ ଗତକାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉଗ୍ର ଆଚରଣ ଦେଖିବାକୁ ମିଳିଥିଲା। ମଞ୍ଚ ଉପରେ ସେ ଜଣେ…

  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ନ୍ୟୁୟର୍କରେ ‘ଗ୍ଲୋବାଲ ଗୋଲକିପର ଆୱାର୍ଡ’ରେ ସମ୍ମାନୀତ କରାଯାଇଛି । ଏହି ଅନ୍ତର୍ଜାତୀୟ ପୁରସ୍କାର ବିଲ ଆଣ୍ଡ ମିଲିନ୍ଦା ଫାଉଣ୍ଡେଶନ ତରଫରୁ…

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଘନିଭୂତ ହେଉଛି । ଏହା ପ୍ରଭାବରେ ସାରା ଓଡ଼ିଶାରେ ପ୍ରବଳ ବର୍ଷାର ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ…

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମ୍‌ଗାର୍ଲ’ ୧୦୦ କୋଟି କ୍ଲବ୍‌ରେ ସାମିଲ୍‌ ହୋଇଛି  । ଚଳିତ ସପ୍ତାହରେ ରିଲିଜ୍ ହୋଇଥିବା ଫିଲ୍ମ ଗୁଡିକୁ ପଛରେ ପକାଇ ଏହି ଫିଲ୍ମଟି…

ରାଜ୍ୟରେ ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି “ମୋ ସରକାର” କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ଥାନା ଓ ଚିକିତ୍ସାଳୟରେ ଆସୁଥିବା ବ୍ୟକ୍ତିଙ୍କ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟ୍‌କା ଲାଗିଛି । ଭାରତୀୟ ଦଳର ପ୍ରମୁଖ ଅସ୍ତ୍ର ତଥା ବିଶ୍ବ ମାନ୍ୟତାରେ ଏକ…

ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ଆତ୍ମସମର୍ପଣ। ରାଉରକେଲା ଏସ୍‌ଡିଜିଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପ୍ରଶାନ୍ତ । ରଘୁନାଥପାଲ୍ଲୀ ଥାନାର ଏକ ଠକେଇ ମାମଲା…

ନୂତନ ମୋଟର୍‌ ଯାନ ଆଇନରେ ଗାଡ଼ି ଚଲାଇବା ନିୟମକୁ କଡ଼ାକଡ଼ି କରାଯାଇଛି । ଡ୍ରାଇଭିଂ ଲାଇସେନ୍ସକୁ ଏଥିରେ ବାଧ୍ୟତାମୂଳକ କରାଯାଇଛି । ଆର୍‌ଟିଓ କାର୍ଯ୍ୟରେ ଗହଳିକୁ ନଜରରେ…

ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରସ ପକ୍ଷରୁ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଜଣାପଡିଛି । ଆଜି ସନ୍ଧ୍ୟା କିମ୍ବା ଆସନ୍ତା…

ପୁଲିସ କୌଣସି ଆପରାଧିକ ମାମଲାର ତଦନ୍ତ କରୁଥିବା ସମୟରେ ଅଭିଯୁକ୍ତଙ୍କ ଅଚଳାଚଳ ସମ୍ପତ୍ତିକୁ ଜବତ କରିପାରିବ ନାହିଁ। ସୁପ୍ରିମକୋର୍ଟ ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ପ୍ରଧାନ ବିଚାରପତି…

ଉଚ୍ଚ ଶିକ୍ଷା ବିଭାଗର କର୍ମଚାରୀଙ୍କ ପାଇଁ ସରକାର ନିୟମକୁ କଡ଼ାକଡ଼ି କରିଛନ୍ତି । କର୍ମଚାରୀଙ୍କୁ ସମୟାନୁବର୍ତ୍ତିତା କରିବାକୁ ସରକାର ବାୟୋମେଟ୍ରିକ୍‌କୁ ବାଧ୍ୟତାମୂଳକ କରିଛନ୍ତି । ଯଦି କୌଣସି…