ଆଜିର ଖବର

ନୂଆଦିଲ୍ଲୀ: ଲଣ୍ଡନରେ ମୁଖ୍ୟାଳୟ ଥିବା ଅନ୍ତର୍ଜାତୀୟ ଚିନି ସଂଗଠନ (ଆଇଏସଓ)ର ୬୩ତମ ପରିଷଦ ବୈଠକରେ ଭାରତକୁ ୨୦୨୪ ପାଇଁ ସଂଗଠନର ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି। ବିଶ୍ୱ…

ନୂଆଦିଲ୍ଲୀ: ଆସାମର ଗୌହାଟୀସ୍ଥିତ ଭେଟେରିନାରୀ କଲେଜ ଗ୍ରାଉଣ୍ଡରେ ଆସନ୍ତା ୨୬ ନଭେମ୍ବର ୨୦୨୩ରେ ଜାତୀୟ ଗୋପାଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ…

ନୂଆଦିଲ୍ଲୀ: ଶୁକ୍ରବାର ଅନୁଷ୍ଠିତ ଡିଜିଟାଲ ଇଣ୍ଡିଆ ଆଲୋଚନା ଅଧିବେଶନରେ ଯୋଗ ଦେଇ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ…

ନୂଆଦିଲ୍ଲୀ: ଭୌତିକବାଦ, ସାମ୍ୟବାଦ ଏବଂ ପୁଞ୍ଜିବାଦର ପରୀକ୍ଷଣ ପରେ ଭୁଶୁଡ଼ି ପଡ଼ିଥିବା ବିଶ୍ୱକୁ ଭାରତ ଖୁସି ଓ ସନ୍ତୋଷର ମାର୍ଗ ଦେଖାଇବ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ…

ନୂଆଦିଲ୍ଲୀ: ଜଷ୍ଟିସ୍ ଏମ୍‌. ଫାତିମା ବିବିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି: ଜଷ୍ଟିସ୍…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମର ନିଖିତା ଖଣ୍ଡୁଆଳ ନାମ୍ନୀ ଜଣେ ମହିଳା ଗତ ଅକ୍ଟୋବର ୧୬ ତାରିଖରେ ଶ୍ଵଶୁର ଘରେ…

ଭୁବନେଶ୍ୱର: ସମାଜରେ ଯେଉଁମାନଙ୍କୁ ଅଣଦେଖା କରାଯାଉଥିଲା, ସେମାନଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଜରିଆରେ ବଡ଼ ସମ୍ମାନ ଦେଇଛନ୍ତି। ପିଏମ୍ ବିଶ୍ୱକର୍ମା ଗରିବ ଲୋକଙ୍କୁ ଧନୀ ବନାଇବାର ନୂଆ…

ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା…

ଭୁବନେଶ୍ଵର: ପରିଶ୍ରମୀ ଓ ବୁଦ୍ଧିମତା ଓଡ଼ିଆ ପିଲାଙ୍କ ଦକ୍ଷତାକୁ ଉପଯୋଗ କରି ବିଶ୍ୱର ନେତୃତ୍ୱ ନେବା। ଭାଷା ଭିତ୍ତିରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ…

ଭୁବନେଶ୍ବର: ଗତ ୨୧ ତାରିଖ ଦିନ ଆରମ୍ଭ ହୋଇଥିବା ବିଧାନସଭା ୪ଟି କାର୍ଯ୍ୟ ଦିବସ ପରେ ମୁଲତବୀ ହୋଇଛି । ଡିସେମ୍ବର ୩୦ ପର୍ଯ୍ୟନ୍ତ ତାହା ଚାଲିବାର…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବକୁ ଉଦ୍‌ଘାଟନ କରି…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ନଂ ଟିଏନ୍୩୪ ଏବି ୩୮୧୧ ଆନ୍ଧ୍ର ପଟେ ଯାଉଥିବା…

ଭୁବନେଶ୍ବର: ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଜୟଦେବ ଭବନଠାରେ ରାଜ୍ୟ ଏନଏସଏସର ପୁରସ୍କାର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ…

ଭୁବନେଶ୍ୱର: ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍‌୍‌, ବିଶିଷ୍ଟ ପରିବେଶବିତ୍ ତଥା ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ବିଶ୍ୱ ମାନବିକ ଅଧିକାର ସୁରକ୍ଷା…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ୨୦୨୪ ଲୋକସଭା ନିର୍ବାଚନରେ ବିଜୟ ପାଇଁ ତାଙ୍କ ଦଳର ସାଂସଦ ମହୁଆ ମୋଇତ୍ରାଙ୍କ ‘ଥିଓରି’କୁ ବିଜେପି…

ନୂଆଦିଲ୍ଲୀ: ସମ୍ବିଧାନ ଅନୁଯାୟୀ ଅନୁସୂଚିତ ଜାତି (ଏସ୍ ସି) ଓ ଅନୁସୂଚିତ ଜନଜାତି (ଏସ୍ ଟି)ଙ୍କ ଆନୁପାତିକ ପ୍ରତିନିଧିତ୍ୱ ପାଇଁ ଏକ ନୂତନ ସୀମା ନିର୍ଦ୍ଧାରଣ ଆୟୋଗ…

ଭୁବନେଶ୍ବର: ଦୀର୍ଘ ଦୁଇଦିନ ଧରି ବିଧାନସଭାର ଶୀତ ଅଧିବେଶନ ଅଚଳ ହେବା ପରେ ଆଜି ସ୍ବାଭାବିକ ହୋଇଛି। ଆଜି ସକାଳୁ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଠିକରେ ଚାଲିଥିଲା। ପ୍ରଥମେ…

ନୂଆଦିଲ୍ଲୀ: ଗୁପ୍ତଚର ମାମଲାରେ ଗତ ମାସରେ ଦଣ୍ଡିତ ହୋଇଥିବା ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ବିରୋଧରେ କତରର ଏକ କୋର୍ଟ ଭାରତର ଆବେଦନକୁ ଗ୍ରହଣ…

ଭୁବନେଶ୍ବର: ଆଜି ଭିଜିଲାନ୍ସ ହାତରେ ପଡିଛି ବଡ ମାଛ। ଆଜି ସକାଳୁ ଜଣେ ଅବକାରୀ ବିଭାଗର ଅଧିକ୍ଷକଙ୍କ ଘରେ ଭିଜିଲାସ ଚଢାଉ କରିଛି। ସେ ହେଉଛନ୍ତି ନବରଂଗପୁର…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ଦର୍ଶନ ଓ ପୂଜା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ମଥୁରାରେ…