ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହିତ ଆଜି ‘ସ୍ୱନିଧି ସମ୍ବାଦ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । କରୋନା ମହାମାରୀ ଦ୍ୱାରା ବୃତ୍ତି ହରାଇ କ୍ଷତିଗ୍ରସ୍ତ ହୋଇଥିବା ଗରିବ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ପୁନର୍ବାର ନିଜର ବେଉସା ଆରମ୍ଭ କରିବା […]
ଭୁବନେଶ୍ବର, ଚଳିତ ସେପ୍ଟେମ୍ବର ୪ ସୁଦ୍ଧା ୮,୦୯,୦୪୬ ଶ୍ରମ ଦିବସ ସୃଷ୍ଟି କରିଛି ଭାରତୀୟ ରେଳବାଇ। ଏହି କାର୍ଯ୍ୟକ୍ରମ ଲାଗୁ ହେଉଥିବା ଓଡ଼ିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ରାଜ୍ୟର ୧୧୬ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର […]
ନୂଆଦିଲ୍ଲୀ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଭିଡିଓକନ୍ ଋଣ ମାମଲାରେ ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଗିରଫ କରିଛି। ତାଙ୍କୁ ପଚରାଉଚରା ପରେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଦୀପକ କୋଚରଙ୍କୁ ଗିରଫ କରାଯାଇଛି ବୋଲି […]
ଚେନ୍ନାଇ, ପ୍ରଥମ ଥର ପାଇଁ ଦେଶରେ ଜଣେ କୋଭିଡ -୧୯ ରୋଗୀକୁ ବିମାନରେ ଗୋଟିଏ ସହରରୁ ଆଉ ଏକ ସହରକୁ ନିଆଯାଇଛି। ରବିବାର ଦିନ ଜଣେ ଗୁରୁତର କରୋନା ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ କୋଲକାତା ରୁ ଚେନ୍ନାଇକୁ ନିଆଯାଇଥିଲା ବୋଲି […]
ନୂଆଦିଲ୍ଲୀ, ବର୍ତ୍ତମାନ କରୋନା ସମୟରେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ନିହାତି ଆବଶ୍ୟକ ରହିଛି। ଏଥିପାଇଁ ଡାକ୍ତରମାନେ ଶରୀରରେ ଏହି ଶକ୍ତି ବା ଇମ୍ୟୁନିଟି ବୃଦ୍ଧି ପାଇଁ ସବୁବେଳେ ପରାମର୍ଶ ଦେଇଥାଆନ୍ତି। ଏହିପରି ଏକ ପରିସ୍ଥିତିରେ ଭାରତୀୟ କୃଷି ଗବେଷଣା […]
ନୂଆଦିଲ୍ଲୀ, ଚଳିତ ଖରିଫ ଋତୁ ୨୦୨୦ରେ, ବର୍ତ୍ତମାନ ସୁଦ୍ଧା ରେକର୍ଡ ପରିମାଣର ୧୦୯୫.୩୮ଲକ୍ଷ ହେକ୍ଟର ପରିବ୍ୟାପ୍ତ ଜମିରେ ଫସଲ ଚାଷ ହୋଇଛି । ଡାଲି, ମୋଟା ଦାନ ଶସ୍ୟ, ମାଣ୍ତିଆ ଏବଂ ତୈଳବୀଜ ଫସଲ ବୁଣା ପ୍ରାୟ ଶେଷ ହୋଇଥିବା ବେଳେ, […]
ଢାକା, ବାଙ୍ଗାଲାଦେଶର ରାଜଶାହୀ ଜିଲ୍ଲାରେ ଗୋଟିଏ ଦିନରେ ପ୍ରାୟ ୬୧୭ ମେଟ୍ରିକ୍ ଟନ୍ ମାଛ ମରିଯାଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୨୧୭ କୋଟି ଟଙ୍କା ହେବ ବୋଲି ଜିଲ୍ଲା ମତ୍ସ୍ୟ ବିଭାଗର ଅଧିକାରୀ କହିଛନ୍ତି। ରାଜଶାହୀ ଜିଲ୍ଲା ମତ୍ସ୍ୟ ବିଭାଗର ଅଧିକାରୀ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ଟୁଇଟ ଜରିଆରେ କହିଛନ୍ତି ଯେ, “ମିଶନ କର୍ମଯୋଗୀ-ପ୍ରଶାସନିକ ସେବାରେ ସାମର୍ଥ୍ୟ ବିକାଶ ପାଇଁ ଜାତୀୟ କାର୍ୟ୍ୟକ୍ରମ” ସରକାରୀ ସ୍ତରରେ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିପାରିବ। ଏହା ସରକାରୀ କର୍ମଚାରୀମାନଙ୍କର […]
ମୁମ୍ବାଇ: ବହୁ ପ୍ରତୀକ୍ଷିତ ସାମସଙ୍ଗ ଗାଲାକ୍ସି ଟାବ୍ ଏସ୍ ୭ ୱାଇ ଫାଇ ମଡେଲ ଓ ଏସ୍ ୭ ପ୍ଲସ ଭାରତରେ ଲଞ୍ଚ ହେବାକୁ ଯାଉଛି। ଏହି ଅବସରରେ ଭାରତର ସର୍ବ ବୃହତ୍ତ ଇଲୋକ୍ଟ୍ରୋନିକ୍ସ ରିଟେଲର ରିଲାଏନ୍ସ ଡିଜିଟାଲ ପକ୍ଷରୁ ଏହି […]
ନୂଆଦିଲ୍ଲୀ : ମାତ୍ର 1 ଘଣ୍ଟା ମଧ୍ୟରେ 28 ହଜାର କୋଟିରୁ ଅଧିକ ଟଙ୍କାର ଲାଭ ହାସଲ କରିଛନ୍ତି ଜୁମ୍ ଭିଡିଓ କମ୍ୟୁନିକେସନର ସିଇଓ । ଜୁମର ସିଇଓ ଏରିକ ୟୁଆନ ଏକ ଘଣ୍ଟା ମଧ୍ୟରେ 4.2 ବିଲିୟନ୍ ଡଲାର ବା […]
ନୂଆଦିଲ୍ଲୀ : ମୋରାଟୋରିୟମ ଉପରେ ସୁଧକୁ ନେଇ ନିଜର ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର । ମୋରାଟେଗାରିୟମ ଅବଧିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରି ହେବ ମାତ୍ର ମୋରାଟୋରିୟମ ଉପରେ ସୁଧ ଛାଡ କରିବା ସମୀଚୀନ ନୁହେଁ ବୋଲି ସଲିସିଟର […]
ନୂଆଦିଲ୍ଲୀ, ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଫୋନପେ ସୋମବାର ଏକ ବଡ ଘୋଷଣା କରିଛି। ତାହା ହେଉଛି ଆସନ୍ତା ଏକ ବର୍ଷ ମଧ୍ୟରେ ଭାରତରେ 2.5 କୋଟିରୁ ଅଧିକ ଛୋଟ ବ୍ୟବସାୟୀଙ୍କ ପାଇଁ ଡିଜିଟାଲ ପେମେଣ୍ଟ ସକ୍ଷମ କରିବାରେ ସମର୍ଥ ହେବ ଫୋନ […]
ମୁମ୍ବାଇ : ଭାରତୀୟ ପ୍ରମୁଖ ଇକ୍ୱିଟି ସୂଚକାଙ୍କ ମଙ୍ଗଳବାର ଦିନ ଏକ ଭଲ କାରାବାରରେ ଖୋଲିଛି। ସେନ୍ସେକ୍ସ ୧୪୦ ପଏଣ୍ଟରୁ ଅଧିକ କାରବାର କରିଛି। ମୁଖ୍ୟତଃ ଟେଲିକମ୍ ଏବଂ ଅଟୋ ଷ୍ଟକରେ ଭଲ କ୍ରୟ ଦେଖିବାକୁ ମିଳିଛି AGR ପ୍ରସଙ୍ଗରେ ସୁପ୍ରିମକୋର୍ଟ […]
ନୂଆଦିଲ୍ଲୀ, 2020 ଅଗଷ୍ଟ ମାସରେ ଦେଶରେ ମୋଟ 86,449 କୋଟି ଟଙ୍କାର ଜିଏସ୍ଟି ରାଜସ୍ୱ ସଂଗୃହୀତ ହୋଇଛି। ସେଥିମଧ୍ୟରେ କେନ୍ଦ୍ରୀୟ ଜିଏସ୍ଟିର ପରିମାଣ 15906 କୋଟି ଟଙ୍କା ହୋଇଥିବାବେଳେ ରାଜ୍ୟ ଜିଏସ୍ଟି ପରିମାଣ 21064 କୋଟି ଟଙ୍କା। ସେହିଭଳି ଏହି ମାସରେ […]
ନୂଆଦିଲ୍ଲୀ, କୋଭିଡ-୧୯ ସଙ୍କଟର ଜରୁରିକାଳୀନ ମୁକାବିଲା ଉଦ୍ଦେଶ୍ୟରେ ଜାପାନ ସରକାର ଜେପିଓ୍ବାଇ ୫୦ ବିଲିୟନ ବା ଆନୁମାନିକ ୩୫୦୦ କୋଟି ଟଙ୍କାର ସରକାରୀ ବିକାଶମୂଳକ ଋଣ ସହାୟତା ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଏ ସଂକ୍ରାନ୍ତ ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର […]
ମୂମ୍ବାଇ/ଭୁବନେଶ୍ୱର: ଗ୍ରାହକଙ୍କ ପ୍ରତି ରହିଥିବା ଏହାର ଆଗ୍ରହକୁ ଦୋହରାଇ ଏବଂ ‘ନୂଆ ଭାରତର ନୂଆ ଜୋଶ୍’ ବା ନୟେ ଇଣ୍ଡିଆ କା ନୟା ଜୋଶ୍ କୁ ପାଳନ କରି ପ୍ରତିଟି ଭାରତୀୟଙ୍କ ଘରକୁ ସଶକ୍ତ କରିବା ନିମନ୍ତେ ଜିଓ ଫାଇବର୍ ପକ୍ଷରୁ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଗାମୀ ବର୍ଷ ପାଇଁ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିନିଯୋଗ ଯୋଜନା ଏବଂ ପ୍ରକଳ୍ପ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଶ୍ରୀ ତ୍ରିପାଠୀ ଗୋପାଳପୁର ବନ୍ଦରର […]
ନୂଆଦିଲ୍ଲୀ, ଜାନୁୟାରୀ ୧, ୨୦୨୦ ରେ କିମ୍ବା ପରେ UPI କାରବାରରେ ସଂଗୃହିତ ଟ୍ରାଜାକ୍ସନ ଫି ବ୍ୟାଙ୍କଗୁଡିକ ଫେରସ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, ଗତ ବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର ଘୋଷଣା କରିଥିଲା […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ତାଙ୍କର ଅଗଷ୍ଟ ୩୦ ମନ୍କୀ ବାତ୍ କାର୍ୟ୍ୟକ୍ରମରେ ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ ଚାଲେଞ୍ଜରେ ବିକଶିତ ହୋଇଥିବା ଆପ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ଆପ୍ ଇନୋଭେସନ ଚାଲେଞ୍ଜ କାର୍ୟ୍ୟକ୍ରମରେ ଦେଶର ଯୁବକମାନେ ବିଶେଷ […]
ନୂଆଦିଲ୍ଲୀ, ଅନଲାଇନ୍ ଗୁପ୍ତଚର ସଂସ୍ଥା ସାଇବଲ୍ ରବିବାର ଦିନ କହିଛି ଯେ ପେଟିଏମ୍ ମଲର ସମସ୍ତ ଡାଟାବେସରେ ସେମାନେ ପ୍ରବେଶ କରିପାରିବେ। ଏପରିକି ଡାଟା ବେସକୁ ମଧ୍ୟ ଚୋରୀ କରିପାରିବେ। ବର୍ତ୍ତମାନ ସେମାନେ ପେଟିମର ଆଡମିନର ଦ୍ବାର ଦେଶରେ ପହଁଚି ସାରିଲେଣି। […]
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ) ଫ୍ୟୁଚର ଗ୍ରୁପ୍ର ଖୁଚୁରା ଓ ପାଇକାରୀ (ହୋଲ୍ସେଲ୍) ବ୍ୟବସାୟ ଏବଂ ଲଜିଷ୍ଟିକ୍ସ ଓ ୱେୟାରହାଉସିଂ ବ୍ୟବସାୟକୁ ଗ୍ରୁପ୍ର ସମସ୍ତ ବ୍ୟବସାୟିକ ସଂସ୍ଥା ବିକ୍ରି ଭିତ୍ତିରେ ଏକକାଳୀନ […]