ମୁମ୍ବାଇ : କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏବଂ ଏହାର ସିଇଓ ଉଦୟ କୋଟାକ୍ ମିଳିତ ଭାବେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫୦କୋଟି ଟଙ୍କା ପ୍ରଦାନ କରିଛନ୍ତି। ରବିବାର…
ବ୍ୟବସାୟ
ନୂଆଦିଲ୍ଲୀ, କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫଓ ଅନ୍ତର୍ଭୁକ୍ତ ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ୧୯୫୨ର ସଂଶୋଧନ କରାଯାଇଛି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ…
ନୂଆଦିଲ୍ଲୀ: କରୋନା ଭାଇରସ୍ ମୁକାବିଲା ପାଇଁ ପେଟିଏମ୍ ପ୍ରଦାନ କରିବ ୫୦୦ କୋଟି। ଗତକାଲି ପିଏମ୍ କେୟାର୍ସ ଫଣ୍ଡ ଗଠନ ପରେ ଆଜି ପେଟିଏମ୍ ପକ୍ଷରୁ ଏହି…
ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଛି । ଏହା ଦ୍ବାରା କୃଷି ଓ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଭାବିତ ହେବାର…
ନୂଆଦିଲ୍ଲୀ, କରୋନା ରୋଗ ବର୍ତ୍ତମାନ ଯେପରି କାୟା ବିସ୍ତାର କରିବାରେ ଲାଗିଛି, ସେଥିରୁ ମୁକୁଳିବା ପାଇଁ ଯଥେଷ୍ଠ ପରିମାଣର ମାନବ ସମ୍ବଳ, ମେଡିକାଲ ଉପରଣ ଏବଂ ଶଯ୍ୟାର…
ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟରେ ୭୫ ବେସିସ ପଏଂଟ ହ୍ରାସ ସହିତ ଏହାକୁ ୪.୪ପ୍ରତିଶତକୁ ହ୍ରାସ କରାଯାଇଛି । ସେହିପରି…
ଚେନ୍ନାଇ : ଦେଶରେ କରୋନା ଭାଇରସ୍ ଆତଙ୍କର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ନେଇ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଛି । ଏହି…
* ବିଭିନ୍ନ କ୍ଷେତ୍ରରେ ବୈଧାନିକ ଓ ନିୟାମକ ଅନୁପାଳନ କ୍ଷେତ୍ରରେ ମିଳିବ ରିହାତି * ଆଧାର-ପ୍ୟାନ ସଂଯୋଗ ତାରିଖ ୩୦ ଜୁନ, ୨୦୨୦ ପର୍ଯ୍ୟନ୍ତ ଘୁଂଚିଲା *…
ନୂଆଦିଲ୍ଲୀ : ସମଗ୍ର ଦେଶ ବର୍ତ୍ତମାନ କରୋନା ଭାଇରସ୍ ପ୍ରଭାବରେ ଅଚଳ ହୋଇଥିବା ବେଳେ ଦେଶରେ ଲକ୍ଡାଉନ୍ ଏବଂ କର୍ଫ୍ୟୁ ଜାରି ରହିଛି । ଏହି ପରିପ୍ରେକ୍ଷୀରେ…
ଭୁବନେଶ୍ୱର : କୋଭିଡ୍-୧୯ ସଂକ୍ରମଣ ପରିେ ପ୍ରକ୍ଷୀରେ ଓଡ଼ିଶାର ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛଅଟି ନିର୍ଦ୍ଦେଶନାମା ଜାରି କରାଯାଇଛି । ସେଗୁଡିକ ହେଲା 1- ଯେଉଁ…
ମୁମ୍ବାଇ : କୋରୋନା ଭାଇରସ୍ର ବର୍ଦ୍ଧିତ ପ୍ରଭାବ କାରଣରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବାର ନିଷ୍ପତ୍ତି ନେଇଛି ଭିସ୍ତାରା । ଆସନ୍ତା ମାର୍ଚ୍ଚ 20 ତାରିଖରୁ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ଭାଇରସ୍ ଆତଙ୍କ କାରଣରୁ ବିଭିନ୍ନ ଟ୍ରେନ୍ର ଯାତାୟତ ବାଧାପ୍ରାପ୍ତ ହେଉଥିବା ବେଳେ ପ୍ଲାଟଫର୍ମ ଟିକଟର ମୂଲ୍ୟ ଆକାଶ ଛୁଇଁଛି ।…
ମୁମ୍ବାଇ : ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ୟେସ୍ ବ୍ୟାଙ୍କର ଅଂଶଧନ ବିକ୍ରି କରିବ ନାହିଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଏସ୍ବିଆଇର ମୁଖ୍ୟ ରଜନୀଶ୍ କୁମାର…
ମୁମ୍ବାଇ : ବାହାରିନ୍ରେ 210 କୋଟି ନିବେଶ କରିବାକୁ ଯାଉଛନ୍ତି 7 ଭାରତୀୟ କମ୍ପାନୀ । ଆଇଟି, ମହାକାଶ ବିଜ୍ଞାନ ଏବଂ ବୈଷୟିକ କୌଶଳ କ୍ଷେତ୍ରରେ ଏହି…
ଚେନ୍ନାଇ : ତାମିଲନାଡୁର କୁଡାନକୁଲମରେ କାର୍ଯ୍ୟକ୍ଷମ ହୋଇଛି ଦ୍ବିତୀୟ ଆଣବିକ ରିଆକ୍ଟର । 1000 ମେଗାଓ୍ବାଟର ଏହି ଆଣବିକ ରିଆକ୍ଟରଟି ରବିବାର କାର୍ଯ୍ୟକ୍ଷମ ହୋଇଛି । ମେଣ୍ଟେନାନ୍ସ…
ମୁମ୍ବାଇ : ଦେଶର ଅର୍ଥନୀତି ତଳୁଆ ରହିଥିବା ବେଳେ ପୁଣଗି ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ଉପରେ ଆଉ ଏକ ଆର୍ଥିକ ବୋଝ ଲଦି ଦିଆଯାଇଛି ।…
ମୁମ୍ବାଇ : କେନ୍ଦ୍ର ସରକାରଙ୍କ ପକ୍ଷରୁ ୟେସ୍ ବ୍ୟାଙ୍କ ପାଇଁ ନୂତନ ସିଇଓ ନିଯୁକ୍ତ କରାଯାଇଛି । ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ୟେସ୍…
ମୁମ୍ବାଇ : ଭାରତରେ ଆଇଫୋନ୍ର ଚାହିଦା ବଢିବାରେ ଲାଗିଛି । ବିଗତ ଦୁଇ ମାସ ମଧ୍ୟରେ ଭାରତରେ ଆଇଫୋନ୍ ବିକ୍ରିରେ 55 ପ୍ରତିଶତର ଅଭିବୃଦ୍ଧି ଘଟିଛି ।…
ମୁମ୍ବାଇ : ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଶୁକ୍ରବାର ଦିନ ଦିଲ୍ଲୀ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ…
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏସ୍ବିଆଇ ନେତୃତ୍ବରେ ପୁନରୁଦ୍ଧାର ଯୋଜନାକୁ କ୍ୟାବିନେଟ୍…
ମୁମ୍ବାଇ : ଦଲାଲ୍ ଷ୍ଟ୍ରିଟ୍ରେ ବ୍ଲାକ୍ ଫ୍ରାଇଡେ ପ୍ରଭାବରେ ନିବେଶକଙ୍କୁ ବଡ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି । କୋରୋନା ଭାଇରସ୍ ପ୍ରଭାବରେ ସପ୍ତାହର ଅନ୍ତିମ ଦିନରେ…

