ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର। ସେମାନଙ୍କ ଦରମା ଏବଂ ପେନସନଭୋଗୀଙ୍କ ଭତ୍ତା ପୁନର୍ବିବେଚନ କରିବା ପାଇଁ ଅଷ୍ଟମ ପେ କମିଶନ୍ ଗଠନ କରିବାକୁ ସରକାର ସମ୍ମତି ଦେଇଛି। ଏ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ […]
ଭୁବନେଶ୍ବର: ରାଜ୍ୟ ସ୍ତରୀୟ ବୀମା କମିଟି (SLIC)ର ପ୍ରଥମ ସମ୍ମିଳନୀ ୧୫ ଜାନୁଆରୀ ୨୦୨୫ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର୍ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମ୍ପାଦିତ […]
ନୂଆଦିଲ୍ଲୀ: ଭାରତର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ଏହାର ବହୁପ୍ରତିକ୍ଷୀତ ବାର୍ଷିକ ଡ୍ରିମ ଡାଇମଣ୍ଡ ସେଲ୍ ସହ ପ୍ରତ୍ୟାବର୍ତନ କରିଛି, ଯାହା ଗ୍ରାହକଙ୍କୁ ହୀରାର କାଳଜୟୀ ଉତ୍କର୍ଷତାକୁ ପାଳନ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରୁଛି। […]
ପ୍ରୟାଗରାଜ: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ମହାକୁମ୍ଭରେ ‘କ୍ୟାମ୍ପା ଆଶ୍ରମ’ ନିର୍ମାଣ କରିବାକୁ ଯାଉଛି । ଏହି ସ୍ୱତନ୍ତ୍ର ଭାବରେ ନିର୍ମିତ ହୋଇଥିବା ବିଶ୍ରାମସ୍ଥଳ ଗୁଡିକରେ ତୀର୍ଥଯାତ୍ରୀମାନେ ବିଶ୍ରାମ ନେବା ସହିତ ଜଳପାନ ମଧ୍ୟ ପାଇପାରିବେ । ତୀର୍ଥଯାତ୍ରୀମାନଙ୍କୁ ଏକ […]
ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ଏହି ଧାନ କିଣା ବ୍ୟବସ୍ଥା ଆହୁରି ତ୍ୱରାନ୍ୱିତ ହୋଇଛି । ବର୍ତ୍ତମାନ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଦେବଗଡ଼, ଝାରସୁଗୁଡା, କେଉଁଝର, […]
ଲଦାଖ: ରିଲାଏନ୍ସ ଜିଓ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ଏହାର ୫ଜି ସେବା ଆରମ୍ଭ କରିଛି। ଭାରତୀୟ ସେନାର ‘ଫାୟାର ଆଣ୍ଡ ଫ୍ୟୁରି କର୍ପସ’ ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛି। ସେନା ଅନୁଯାୟୀ, ଜିଓ ଏବଂ ଭାରତୀୟ ସେନା […]
ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ BSNL ଦେଶରେ ଏହାର ନେଟୱାର୍କ ବିସ୍ତାର କରୁଛି। ଏହି କ୍ରମରେ, କମ୍ପାନୀ ଏହାର ଉପଭୋକ୍ତାମାନଙ୍କ ପାଇଁ ଦୁଇଟି ନୂତନ ଏବଂ ଶସ୍ତା ରିଚାର୍ଜ ଯୋଜନା ଆରମ୍ଭ କରିଛି। ବିଶେଷକରି ଏପରି ଉପଭୋକ୍ତାମାନଙ୍କ ପାଇଁ ଏହି ଯୋଜନାଗୁଡିକ […]
ନୂଆଦିଲ୍ଲୀ: ଟୟୋଟା ଇନୋଭା କ୍ରିଷ୍ଟା ଭାରତୀୟ ବଜାରରେ ଏକ ଲୋକପ୍ରିୟ MPV, ଯାହା ବୈଶିଷ୍ଟ୍ୟ ଏବଂ ମାଇଲେଜ୍ ଦୃଷ୍ଟିରୁ ଉତ୍କୃଷ୍ଟ ବିବେଚନା କରାଯାଏ। ଯଦି ଆପଣ ଟୟୋଟା ଇନୋଭା କ୍ରିଷ୍ଟା କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣ ଋଣ ଯୋଜନା […]
ମୁମ୍ବାଇ: ସୌନ୍ଦର୍ଯ୍ୟ ଓ ପ୍ରସାଧନ ସାମଗ୍ରୀ ଗ୍ରାହକଙ୍କ ପାଇଁ ଖୁସି ଖବର। ଆନ୍ତର୍ଜାତୀୟ କୋରିଆ ସ୍କିନ୍ କେୟାର ଏବଂ ମେକଅପ୍ ବ୍ରାଣ୍ଡ ଟିର-ଟିର ର ସୌନ୍ଦର୍ଯ୍ୟ ଉତ୍ପାଦଗୁଡିକୁ ଭାରତରେ ରିଲାଏନ୍ସ ରିଟେଲ ର ଟିରା ଷ୍ଟୋର୍ରେ ଉପଲବ୍ଧ ହେବ। ପ୍ରଥମ ଥର […]
ଭୁବନେଶ୍ବର: ଓଏସ୍ଆରଟିସି ଦ୍ୱାରା ପରିଚାଳିତ ହେବାକୁ ଥିବା ୯ଟି ନୂତନ ମାର୍ଗରେ ୧୩ଟି ବସ୍ ସେବାର ଶୁଭାରମ୍ଭ ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭର୍ଚୁଆଲ […]
ଭୁବନେଶ୍ବର: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉଭୟଙ୍କ ମଧ୍ୟରେ ଓଡିଶାରେ […]
ଭୁବନେଶ୍ବର: ଆଜି ଇଡିର ଏକ ବଡ ଚଢାଉ କରିଛି। ଓଡିଶାର ଜଣେ ଖଣି ବ୍ୟବସାୟୀଙ୍କ ଘରେ ଏହି ଚଢାଉ କରାଯାଇଛି। ସେ ହେଉଛନ୍ତି ରତ୍ନାକାର ରାଉତ। ତାଙ୍କର ଢେଙ୍କାନାଳ ଘରେ ସମେତ ପ୍ରାୟ 12 ଟି ସ୍ଥାନରେ ଇଡି ଚଢାଉ କରିଥିବାର […]
ନୂଆଦିଲ୍ଲୀ: ବେସରକାରୀ ଟେଲିକମ୍ କମ୍ପାନୀଗୁଡିକର ମହଙ୍ଗା ରିଚାର୍ଜ ଦ୍ୱାରା ଅନେକ ଲୋକ ଅସୁବିଧାରେ ପଡ଼ନ୍ତି ଏବଂ ଶସ୍ତା ବିକଳ୍ପ ଖୋଜୁଛନ୍ତି। ଏହିପରି ଲୋକଙ୍କ ପାଇଁ ସରକାରୀ ଟେଲିକମ୍ କମ୍ପାନୀ ଭାରତୀୟ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଅନେକ ଶସ୍ତା ରିଚାର୍ଜ ଯୋଜନା […]
ବେଙ୍ଗାଲୁରୁ: ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡ୍ (ଜଉଚଖ) ଆଜି ରସକିକ୍ ଗ୍ଲୁକୋ ଏନର୍ଜି, ଭାରତୀୟଙ୍କ ପାଇଁ ଡିଜାଇନ୍ ହୋଇଥିବା ଶକ୍ତି ବୃଦ୍ଧି ଏବଂ ରିହାଇଡ୍ରେଟିଂ ପାନୀୟର ଶୁଭାରମ୍ଭ ଘୋଷଣା କରିଛି। ଶରୀରର ପ୍ରାଥମିକ ଇନ୍ଧନ ଭାବରେ ଗ୍ଲୁକୋଜ ସହିତ, ରସକିକ୍ ଗ୍ଲୁକୋ […]
ନୂଆଦିଲ୍ଲୀ: ଟ୍ରାଭେଲ ବୁକିଂ ପ୍ରମୁଖ ଓୟୋ ମେରଟ ଠାରୁ ଆରମ୍ଭ କରି ପାର୍ଟନର ହୋଟେଲଗୁଡିକ ପାଇଁ ଏକ ନୂତନ ଚେକ୍ ଇନ୍ ପଲିସି ଆରମ୍ଭ କରିଛି। ଯେଉଁଥିରେ ଚଳିତ ବର୍ଷ ଠାରୁ ନିର୍ଦ୍ଦେଶାବଳୀ ଅନ୍ତର୍ଭୂକ୍ତ ହୋଇଛି, ଯାହା ଅନୁଯାୟୀ ଅବିବାହିତ ଦମ୍ପତିଙ୍କୁ […]
ଭୁବନେଶ୍ୱର: ସଂପ୍ରତି ବଜାରରେ ଯେତେ ପ୍ରକାର ଦୁଗ୍ଧ ମିଳୁଛି, ସେଥିମଧ୍ୟରୁ ଶତକଡା 42 ଭାଗ ହେଉଛି ଓମ୍ଫେଡ୍ ଦୁଗ୍ଧ। ଅନ୍ୟ ସବୁ ଘରୋଇ କଂପାନୀ ଓମ୍ଫେଡ୍ ସହ ପ୍ରତିଯୋଗିତା କରିବାକୁ ଏ ପର୍ଯ୍ୟନ୍ତ ସକ୍ଷମ ହୋଇପାରି ନାହାନ୍ତି କାହିଁକି ନା, ଓମ୍ଫେଡ୍ […]
ଭୁବନେଶ୍ବର: ଆଜି ସ୍ଥାନୀୟ ବରମୁଣ୍ଡା ପଡିଆରେ ତିନିଦିନିଆ କୃଷି ଓଡ଼ିଶା-୨୦୨୫ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି। ଏଥିସହିତ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନସିଂଦେଓ ଏବଂ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ […]
ଭୁବନେଶ୍ୱର: ଓଡିଶା ରାଜ୍ୟ ପଣ୍ୟାଗାର ନିଗମ (Odisha State Warehouse Corporation)ପକ୍ଷରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ସରକାରଙ୍କ ଲାଭାଂଶ ଭାବେ ୪.୩୬ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଆର୍ଥିକ ବର୍ଷ ୨୦୧୯-୨୦୨୦ ଏବଂ […]
ଭୁବନେଶ୍ବର: ଓଡିଶାର ଶିଳ୍ପ ବିକାଶ ଏବଂ ରୋଜଗାର ସୃଷ୍ଟି କ୍ଷମତାକୁ ବୃଦ୍ଧି କରିବା ପାଇଁ ଓଡିଶା ସରକାର ୩୩ତମ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟାରେନ୍ସ ଅଥରିଟି (SLSWCA) ବୈଠକରେ ମୋଟ ୨୫ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକର […]
ନୂଆଦିଲ୍ଲୀ: 2024 ବର୍ଷ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯଦି ଆମେ ଏହି ସମୟକୁ ପଛକୁ ଦେଖିବା, ତେବେ ଭାରତ ଚଳିତ ବର୍ଷ ଅନେକ ବଡ଼ ସଫଳତା ହାସଲ କରିଛି। ଏଥି ମଧ୍ୟରେ ଦୀର୍ଘ ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଏବଂ […]
ନୂଆଦିଲ୍ଲୀ: ଦେଶର ଇଲେକ୍ଟ୍ରୋନିକ୍ସ ସେକ୍ଟର ୨୦୨୭ ଭିତରେ ୧୨ ମିଲିଅନ୍ ଚାକିରି ସୃଷ୍ଟି କରିବାକୁ ଯାଉଛି। ଏହିପରି ଏକ ତଥ୍ୟ ବର୍ତ୍ତମାନ ସାମନାକୁ ଆସିଛି। ସେଥିମଧ୍ୟରୁ ୩ ମିଲିଅନ୍ ସିଧା ଓ ୯ ମିଲିଅନ୍ ପରୋକ୍ଷ ଚାକିରି ସ୍ଥାନ ସୃଷ୍ଟି ହେବ। […]