ଭୁବନେଶ୍ବର: କିଛି ମାସ ଧରି ସାମାଜିକ ଗଣମାଧ୍ୟମର ବେଶ୍ ଚର୍ଚ୍ଚା ଚାଲିଛି। ଗାଳି ମଧ୍ୟ କରାଯାଉଛି। ତାହା ହେଲା ବର୍ତ୍ତମାନର ଟିଭି ଗଣମାଧ୍ୟମ ଯେପରି ନ୍ୟୁଜ ପରିବେଷଣ କରୁଛନ୍ତି ତାହା ଋଚି ହୀନ। ଟିଆରପି ନାମରେ ଛୋଟଛୋଟ ଘଟଣାକୁ ଘଣ୍ଟାଘଣ୍ଟା ଧରି […]
ନୂଆଦିଲ୍ଲୀ: ୨୦୨୨ ବର୍ଷର ଜୁଲାଇ ମାସ ଶେଷ ହୋଇଛି। ତିନି ଦିନ ମଧ୍ୟରେ ନୂଆ ମାସ ଆରମ୍ଭ ହେବ। ଏଭଳି ପରିସ୍ଥିତିରେ ଅଗଷ୍ଟ ମାସରେ ଏଭଳି ଅନେକ ପରିବର୍ତ୍ତନ କରାଯାଇଛି, ଯାହା ଆପଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଅଗଷ୍ଟ […]
ନୂଆଦିଲ୍ଲୀ: ସାରା ଦେଶରେ ୪ ଜି ମୋବାଇଲ ସେବାର ସମ୍ପୂର୍ଣ୍ଣ ପ୍ରସାର ପାଇଁ ମୋଟ୍ ୨୬,୩୧୬ କୋଟି ଟଙ୍କାର ବ୍ୟୟ କରାଯିବ। ଏହି ଅର୍ଥରେ ଦେଶର ଅପହଞ୍ଚ ଗାଁମାନଙ୍କରେ ୪ ଜି ସେବା ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ […]
ନୂଆଦିଲ୍ଲୀ: ବିଏସଏନଏଲର ପୁନଃଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଦେବେ ୧ ଲକ୍ଷ ୬୪ ହଜାର କୋଟି ଟଙ୍କା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ୟାକେଜକୁ ଅନୁମୋଦନ ଦିଆଯାଇଛି। ବର୍ତ୍ତମାନର ପ୍ରତିଯୋଗୀତାକୁ ଦେଖି କେନ୍ଦ୍ର […]
ନୂଆଦିଲ୍ଲୀ: ଏପରି ସମସ୍ୟା ଅନେକ ବ୍ୟାଙ୍କ ସମ୍ମୁଖରେ ଆସିଥାଏ, ଯେତେବେଳେ ବ୍ୟାଙ୍କ ଆକାଉଣ୍ଟରେ ପଡ଼ିଥିବା ରାଶି ଉପରେ କାହାର ଅଧିକାର ନଥାଏ। ଏଗୁଡିକ ଏପରି ଖାତା ଯାହାକୁ ଆପଣ ଆପଣଙ୍କର ପରିବାର ସଦସ୍ୟଙ୍କଠାରୁ ଲୁଚାଇ ଚଲାଇଥାଅନ୍ତି। କିମ୍ବା ଏହି ଖାତାଗୁଡ଼ିକରେ କୌଣସି […]
ଦିଲ୍ଲୀ: ଭାରତରେ ହାଇବ୍ରିଡ୍ ଏବଂ ଇଲେକ୍ଟ୍ରିକ୍ ଯାନ ଗୁଡିକୁ (ଫେମ୍ ଇଣ୍ଡିଆ) ଦ୍ରୁତ ଗତିରେ ଗ୍ରହଣ କରିବା ଏବଂ ଏହା ଅଧିକ ପରିମାଣରେ ଉତ୍ପାଦନ ହେବା ଯୋଗୁଁ ପର୍ଯ୍ୟାୟ– ୨ରେ ସାର୍ବଜନିନ ପରିବହନ ନିମନ୍ତେ ଇଲେକ୍ଟ୍ରିକ୍ ଯାନବାହନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ […]
ଭୁବନେଶ୍ୱର: ବିରଳ ରକ୍ତଜନିତ ସମସ୍ୟାର ଶିକାର ହୋଇଥିବା ଜଣେ ୩୦ ବର୍ଷୀୟା ମହିଳା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାଜପୁର ଅଂଚଳର ଏହି ମହିଳା ଜଣକ ଗତ […]
ନୂଆଦିଲ୍ଲୀ: 5G ସ୍ପେକ୍ଟ୍ରମ ପାଇଁ ନିଲାମ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ। ଯେଉଁଥିରେ ରିଲାଏନ୍ସ ଜିଓ ଏବଂ ଭାରତ ଏୟାରଟେଲ ସମେତ ଚାରିଟି କମ୍ପାନୀ ଟେଣ୍ଡର କରିବେ। ଏହି ସମୟ ମଧ୍ୟରେ 4.3 ଲକ୍ଷ କୋଟି ଟଙ୍କା ମୂଲ୍ୟର 72 GHz […]
ଭୁବନେଶ୍ୱର : ଓଡ଼ିଶାର ଭୌଗୋଳିକ ପରିସୀମାର ପ୍ରାୟ ୩୭ ପ୍ରତିଶତ ଅଞ୍ଚଳ ଜଙ୍ଗଲ ପରିବେଷ୍ଟିତ। ଜନଜାତି ଅଧ୍ୟୁଷିତ ଅନୁସୂଚିତ ଅଞ୍ଚଳରେ ଜଙ୍ଗଲର ପରିମାଣ ଅପେକ୍ଷାକୃତ ଅଧିକ, ଯାହା ଜନଜାତି ଗୋଷ୍ଠୀଙ୍କର ଜଙ୍ଗଲ ଆଧାରିତ ଜୀବନଜୀବିକା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ବିଶେଷ […]
ନୂଆଦିଲ୍ଲୀ: ଟୋର୍କ ମୋଟର୍ସ ଚଳିତ ବର୍ଷ ପ୍ରାରମ୍ଭରେ ଦୁଇଟି ନୂତନ ବୈଦ୍ୟୁତିକ ମୋଟରସାଇକେଲ୍ କ୍ରାଟୋସ୍ ଏବଂ କ୍ରାଟୋସ୍ ଆର ଲଞ୍ଚ କରିଥିଲା। ସେମାନଙ୍କର ଏକ୍ସ-ସୋରୁମ୍ ମୂଲ୍ୟ ଯଥାକ୍ରମେ ୧.୦୮ ଲକ୍ଷ ଏବଂ ୧.୨୩ ଲକ୍ଷ ଟଙ୍କା। ଯୋଗାଣ ଶୃଙ୍ଖଳା ସଙ୍କଟ କାରଣରୁ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଏକ ଫଟୋ ସାମ୍ନାକୁ ଆସୁଛି, ଯେଉଁଥିରେ ସେ ବିଳାସପୂର୍ଣ୍ଣ କାରର ଚାବି ନେଉଥିବାର ନଜର ଆସିଛନ୍ତି। ଏହି କାରଟି ଜାଗୁଆର ଏଫ-ଟାଇପ, ଯାହାର ଏକ୍ସ ଶୋ’ରୁମ ମୂଲ୍ୟ ୯୮.୧୩ ଲକ୍ଷ ଟଙ୍କା। […]
ମୁମ୍ବାଇ/ ଭୁବନେଶ୍ୱର: ତୈଳ ଓ ଟେଲିକମ୍ ବ୍ୟବସାୟରୁ ଉତ୍ସାହଜନକ ଆୟ ହୋଇଥିବାରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ର ନିଟ୍ ଲାଭରେ ୪୦.୮% ବୃଦ୍ଧି ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ୍-ଜୁନ୍ ତ୍ରୈମାସିକରେ […]
ଭୁବନେଶ୍ୱର: ଉତ୍ତମ ସେବା ଯୋଗାଣ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ରାଷ୍ଟ୍ରାୟତ୍ତ ସଂପତ୍ତି ମୁଦି୍ରକରଣ ଓ ପୁନଃବିନିଯୋଗ ପାଇଁ ଆଜି ରାଜ୍ୟ ସରକାର ଏବଂ ବିଶ୍ୱ ବ୍ୟାଙ୍କର ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । […]
ଭୁବନେଶ୍ବର: ହନି ମିଶନ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ସିଏସଆଇଆର – ନ୍ୟାସନାଲ୍ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନବିଆରଆଇ) ରଜନୀଗନ୍ଧା, ଗେଣ୍ଡୁ, ମଲ୍ଲୀ ଫୁଲ ଚାରା ପ୍ରଦାନ କରୁଛି ଓ କେଭିଆଇସି ମହୁ ଫେଣା ସହିତ ମହୁମାଛି କଲୋନୀ, ଆଇରନ୍ ଷ୍ଟାଣ୍ଡ, ଟୁଲକିଟ୍ ପ୍ରଦାନ […]
ଭୁବନେଶ୍ବର: ଏଟିଏମ ଅର୍ଥ ଆମେ ଜାଣୁ ଯେ, ଏକ ମେସିନରେ କାର୍ଡ ଭର୍ତ୍ତି କଲେ ଟଙ୍କା ବାହାରିବ। ହେଲେ ଏବେ ଓଡିଶାରେ ଏକ ନୂଆ ଏଟିଏମ ଲାଗୁ ହେବାକୁ ଯାଉଛି। ତାହା ହେଲା ଏଣିକି କାର୍ଡ ଭର୍ତ୍ତି କଲେ ସେହି ଏଟିଏମରୁ […]
ନୂଆଦିଲ୍ଲୀ: ବିଗତ ପାଞ୍ଚ ବର୍ଷ ମଧ୍ୟରେ ବସ୍ତୁ ଓ ସେବା କର (ଜିଏସଟି) କାର୍ଯ୍ୟକାରୀ କରିବା କାରଣରୁ ରାଜ୍ୟମାନଙ୍କର ହୋଇଥିବା ରାଜସ୍ବ ହାନି ବାବଦରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ୫ ଲକ୍ଷ ୫୫ ହଜାର […]
ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଓ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୨ ମେ’ ମାସରେ ଓଡ଼ିଶାରେ ୧.୮୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ […]
ଭୁବନେଶ୍ବର: କେନ୍ଦ୍ର ସରକାର ଦୁଗ୍ଧଜାତୀୟ ଦ୍ରବ୍ୟ ଉପରେ ପାଞ୍ଚ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି। ଏହାକୁ ତୀବ୍ର ବିରୋଧ କରିଛି ଓଡିଶା ଦୁଗ୍ଧଚାଷୀ ମହାସଂଘ। ନିକଟରେ କେନ୍ଦ୍ର ସରକାର ପନୀର, ବଟର, ଦହି, ଘୋଳଦହି, ଖୁଆ ଏବଂ ଘିଅ ଆଦି ଦ୍ରବ୍ୟ […]
ନୂଆଦିଲ୍ଲୀ: ଆଥର ଏନର୍ଜି ଜୁଲାଇ 19, 2022 ରେ ଭାରତରେ ଅପଡେଟ୍ ହୋଇଥିବା ଆଥର 450X ଏବଂ 450+ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବ। ଏହା ଆଥର 450X ସ୍କୁଟରର ତୃତୀୟ ପିଢି ହେବ। ଏହି ସ୍କୁଟର ବର୍ତ୍ତମାନ ବଜାରରେ ବିକ୍ରି […]
ଭୁବନେଶ୍ବର: ଷ୍ଟକ ମାର୍କେଟରେ ବିନିଯୋଗ କରିବା କିଛି ଖରାପ ନୁହେଁ। ହେଲେ ସଂଯତ ଏବଂ ଧ୍ୟାନର ସହିତ ବିନିଯୋଗ କଲେ ବେଶ ଲାଭବାନ ହୋଇପାରିବ। ଏହାର କୌଶଳ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ଜାଣିବା ଆବଶ୍ୟକ ବୋଲି ଭୁବନେଶ୍ବର ପୋଖରୀପୁଟ ଡିଏଭି ସ୍କୁଲରେ ଆୟୋଜିତ […]
ରାୟପୁର: ଛତିଶଗଡର ପାରମ୍ପାରିକ ପର୍ବ ହରେଲି ପର୍ବ ଜୁଲାଇ ୨୮ ତାରିଖରେ ପାଳନ କରାଯିବ। ରାଜ୍ୟରେ ପ୍ରତିବର୍ଷ ହରେଲି ପର୍ବ ପାଳନ କରାଯାଏ। ଏଥର ମଧ୍ୟ ସରକାର ଏକ ସ୍ୱତନ୍ତ୍ର ଢଙ୍ଗରେ ହରେଲି ପର୍ବ ପାଳନ କରିବାକୁ ଯାଉଛନ୍ତି। ପ୍ରଥମତଃ ଏହି […]