ନୂଆଦିଲ୍ଲୀ: ୨୦୨୨ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ସର୍ବକାଳୀନ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦେଶରେ ଏପ୍ରିଲ ୨୦୨୨ରେ ମୋଟ୍ ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ ହୋଇଛି। ଏଥିମଧ୍ୟରେ ୩୩,୧୫୯ କୋଟି ଟଙ୍କାର […]
ନୂଆଦିଲ୍ଲୀ: ମେ’ର ପ୍ରଥମ ଦିନରେ ସାଧାରଣ ଜନତା ପୁଣି ଥରେ ମହଙ୍ଗା ମାଡର ଶିକାର ହୋଇଛନ୍ତି। ତୈଳ କମ୍ପାନୀଗୁଡିକ ଏଲପିଜି ଗ୍ୟାସର ମୂଲ୍ୟ ୧୦୨.୫୦ ଟଙ୍କା ବୃଦ୍ଧି କରିଛନ୍ତି। ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ଉପରେ ଏହି ମୂଲ୍ୟ ବୃଦ୍ଧି କରାଯାଇଛି। […]
ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ନିମନ୍ତେ ସୁନା ଅଳଙ୍କାର ଓ ସୁନା କଳାକୃତି (ସଂଶୋଧନ) ଆଦେଶ, ୨୦୨୨ ଜୁନ ପହିଲା, ୨୦୨୨ ଠାରୁ ଲାଗୁ ହେବ। ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂରେ ୨୦, ୨୩ ଏବଂ ୨୪ କ୍ୟାରେଟ୍ ସୁନା […]
ଭୁବନେଶ୍ୱର: ଜେମ୍ସ ମୁର୍ଦୋଚ୍ଙ୍କ ଲୁପା ସିଷ୍ଟମ୍ସର ନିବେଶ ସଂସ୍ଥା ବୋଧି ଟ୍ରି ସିଷ୍ଟମ୍ସ ଓ ଉଦୟ ଶଙ୍କର ପ୍ରସାରଣ ସେବା କ୍ଷେତ୍ର ସହ ଜଡ଼ିତ କଂପାନି ଭାୟାକମ୍୧୮ରେ ୧୩,୫୦୦ କୋଟି ଟଙ୍କା ନିବେଶ କରିବା ବିଷୟରେ ଘୋଷଣା କରିଛନ୍ତି। ଉଦୟ ଶଙ୍କର […]
ପାଟନା: ସାହାରା ଗ୍ରୁପ୍ ଅଫ୍ କମ୍ପାନୀଜର ପ୍ରତିଷ୍ଠାତା ସୁବ୍ରତୋ ରାୟଙ୍କୁ ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ହାଜର ହେବାକୁ ପାଟନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଦିନ ଶୁଣାଣି ସମୟରେ ବରିଷ୍ଠ ଓକିଲ ଉମେଶ ପ୍ରସାଦ ସିଂହ ସାହାରାର ପକ୍ଷ ରଖି କୋର୍ଟଙ୍କୁ […]
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ବାଇକ୍ ନିର୍ମାତା ସୁଇଚ୍ ମୋଟୋକର୍ପ ଭାରତୀୟ ବଜାରରେ ଏକ ନୂତନ ବୈଦ୍ୟୁତିକ ମୋଟରସାଇକେଲ ଲଞ୍ଚ କରିବାର ଯୋଜନା କରିଛି। ଏହି ବାଇକ୍ CSR 762 ହେବ। ଚଳିତ ବର୍ଷ ଜୁଲାଇ-ଅଗଷ୍ଟ ସୁଦ୍ଧା ଏହା ଲଞ୍ଚ ହେବ ବୋଲି ନିଶ୍ଚିତ […]
ଦିଲ୍ଲୀ: ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଗୁଡିକରେ ଦ୍ରୁତଗତିରେ କୋଇଲା ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ, ଭାରତୀୟ ରେଳବାଇ ଦ୍ୱାରା ଏହାର ନେଟୱର୍କ ମାଧ୍ୟମରେ କୋଇଲା ପରିବହନ ବୃଦ୍ଧି ପାଇଁ ଅତିରିକ୍ତ ଟ୍ରେନ୍ ଏବଂ ରେକ୍ର ବ୍ୟବହାର ଆରମ୍ଭ କରାଯାଇଛି। ଭାରତୀୟ ରେଳବାଇ […]
ନୂଆଦିଲ୍ଲୀ: ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜର ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି। ଦେଶର ବୃହତ୍ତମ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ନିବେଶକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରିବାରେ ଲାଗିଛି। ଯଦି ଆପଣ […]
ନୂଆଦିଲ୍ଲୀ: ଦୁଇ ଦିନ ପୂର୍ବେ ତେଲେଙ୍ଗାନାର ନିଜାମାବାଦର ଏକ ଘରେ ଏକ ବୈଦ୍ୟୁତିକ ସ୍କୁଟର ବ୍ୟାଟେରୀ ବିସ୍ଫୋରଣ ହୋଇ ନିଆଁ ଲାଗିଯିବା ପରେ ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଏହା […]
ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ପକ୍ଷରୁ “ହ୍ୟାଣ୍ଡ୍ମେଡ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। ଏହା ଜରିଆରେ ଅସଲି ହାତ ତିଆରି ଉତ୍ପାଦକୁ ପ୍ରଦର୍ଶିତ କରିବା ଏବଂ ବିଶ୍ୱ ସ୍ତରରେ ସମୃଦ୍ଧ ଭାରତୀୟ କଳାକୁ ଆଗକୁ ବଢ଼ାଇବା ପାଇଁ ରିଲାଏନ୍ସ ରିଟେଲ୍ ପକ୍ଷରୁ […]
ନୂଆଦିଲ୍ଲୀ: ବଜାରକୁ ଆସିଲା ଅପଡେଟ୍ ହୋଇଥିବା ମାରୁତି XL6 ଗାଡି। ଏହାର ନୂତନ ମୂଲ୍ୟ ଏବଂ ଫିଚର ସହିତ ବଜାର ପ୍ରବେଶ କରିଛି। ଛଅ ସିଟ୍ ବିଶିଷ୍ଟ MPV ଏକ ନୂତନ ପାୱାର୍ ଟ୍ରେନ୍, ନୂତନ ପ୍ରିମିୟମ୍ ବୈଶିଷ୍ଟ୍ୟ ରହିଛି। ସେହିପରି […]
ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ଆଉ ଇନ୍ଧନ ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ରାଜ୍ୟରେ କ୍ଷୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଆଜିଠାରୁ ଓମ୍ଫେଡ୍ କ୍ଷୀର ଲିଟର ପିଛା ୨ ଟଙ୍କା ବଢିଛି। ତେବେ ୫୦୦ ମିଲି ଓମ୍ଫେଡ୍ […]
ନୂଆଦିଲ୍ଲୀ: ୪୦ ରୁ ୫୦ ବର୍ଷ ବୟସ ପରେ ଅଧିକାଂଶ ଲୋକ କ୍ୟାରିୟର ସ୍ଥିରତା ଆଣିଥାନ୍ତି। ଏହି ସମୟରେ ଅଧିକାଂଶ ଲୋକ ଟଙ୍କା ରୋଜଗାର ସହିତ ଭବିଷ୍ୟତ ଯୋଜନା ବିଷୟରେ ଚିନ୍ତା କରିବା ଆରମ୍ଭ କରଥାନ୍ତି। ଆପଣଙ୍କର ସଞ୍ଚିତା ଟଙ୍କାକୁ କେଉଁଠାରେ ଏବଂ […]
ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ୍ ଓ ବ୍ରଡ୍ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓ ପକ୍ଷରୁ ଜିଓଫାଇବର୍ ପୋଷ୍ଟ୍ପେଡ୍ ବର୍ଗରେ ଆଉ ଏକ ବୈପ୍ଳବିକ ଉତ୍ପାଦର ଶୁଭାରମ୍ଭ କରାଯାଇଛି। ଏହା ନୂଆ ପୋଷ୍ଟପେଡ୍ ବ୍ୟବହାରକାରୀମାନଙ୍କୁ ଶୂନ ପ୍ରବେଶ ଖର୍ଚ ସୁବିଧା ପ୍ରଦାନ କରୁଛି। ଯେତେବେଳେ […]
ନୂଆଦିଲ୍ଲୀ: ଶକ୍ତିଶାଳୀ ମୋଟରସାଇକେଲ ପାଇଁ ରୟାଲ ଏନଫିଲ୍ଡ ଜଣାଶୁଣା। ବର୍ତ୍ତମାନ କମ୍ପାନୀ ଆଉ ଏକ ଶକ୍ତିଶାଳୀ ମୋଟରସାଇକେଲ ଉପସ୍ଥାପନ କରିବାକୁ ଯାଉଛି। ଏହି ନୂତନ ମୋଟରସାଇକେଲ ରୟାଲ ଏନଫିଲ୍ଡ ହିମାଳୟନ ଅପେକ୍ଷା ଅଧିକ ଶକ୍ତିଶାଳୀ ଇଞ୍ଜିନ ସହିତ ବଜାରରେ ଲଞ୍ଚ ହେବ। […]
ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ଅସୁବିଧା ଭୋଗୁଥିବା ଲୋକଙ୍କ ପାଇଁ ଏକ ଆଶ୍ଵସ୍ତି ମିଳିଛି। କ୍ରମାଗତ ଦଶମ ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ। ଶେଷ ଥର ପାଇଁ ଏପ୍ରିଲ ୬ ତାରିଖରେ […]
ରାୟପୁର: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଗ୍ରାହକଙ୍କୁ ଆଶ୍ଵସ୍ତି ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଲ୍ୟୁ ଆଡ୍ ଟ୍ୟାକ୍ସ (ଭାଟ୍) ହ୍ରାସ କରିବାକୁ କେନ୍ଦ୍ର ସରକାର ନିବେଦନ କରୁଛନ୍ତି। ଦେଶରେ […]
ନୂଆଦିଲ୍ଲୀ: ପୁଣିଥରେ ଦେଶରେ ବିଦ୍ୟୁତ୍ ସଙ୍କଟ ଗଭୀର ହେବାରେ ଲାଗିଛି। ବାସ୍ତବରେ, କୋଇଲା ଆମଦାନୀ ମହଙ୍ଗା ହେବା ତିନୋଟି ରାଜ୍ୟରେ ବିଦ୍ୟୁତ୍ ଅଭାବ ଆଣିପାରେ। ବିଶ୍ୱାସ କରାଯାଏ ଯେ, ଆଗାମୀ ଦିନରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ରାଜସ୍ଥାନରେ ବିଦ୍ୟୁତ ଅଭାବରୁ ସାଧାରଣ ଲୋକମାନେ […]
ଭୁବନେଶ୍ବର: ଓଡିଶାରେ ଆରମ୍ଭ ହେଲା ହାଲୋ କ୍ୟାବ ସର୍ଭିସ । ଓଲା ଉବେର ପରି ଏହି ଦେଶୀୟ ହାଲୋ କ୍ୟାବ ଲୋକମାନଙ୍କୁ ଯାନବାହନର ସୁବିଧା ଯୋଗାଇ ଦେବ। ସେଥିପାଇଁ ଆପ ଗୁଗୁଲ ପ୍ଲେଷ୍ଟୋର ଓ ଆପଲ ପ୍ଲେଷ୍ଟୋର ରୁ ଏହି ଆପ […]
ନୂଆଦିଲ୍ଲୀ: ଏପ୍ରିଲ୍ ୮ ତାରିଖରେ ଆରବିଆଇ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କ୍ରେଡିଟ୍ ପଲିସି ଅନୁଯାୟୀ ଦେଶର ସମସ୍ତ ଏଟିଏମ୍ ଗୁଡିକରୁ କାର୍ଡଲେସ୍ ନଗଦ ଟଙ୍କା ଉଠାଇବା ସୁବିଧା ମିଳିବ। କୁହାଯାଉଛି ଯେ, ଏଟିଏମରୁ […]
ଭୁବନେଶ୍ୱର: ସାମ୍ପ୍ରତିକ ଯୁଗରେ ଡିଜିଟାଲ ସଂଯୋଗ ପ୍ରାୟ ପ୍ରତ୍ୟେକଙ୍କ ଦୈନନ୍ଦିନ ଜୀବନରେ ଯୋଗାଯୋଗ, ଶିକ୍ଷା, ମନୋରଂଜନ ପାଇଁ ହେଉ ଅଥବା ଦୈନନ୍ଦିନ ଆବଶ୍ୟକତା ପୂରଣ, ସବୁ କ୍ଷେତ୍ରରେ ଅନ୍ୟତମ ମୌଳିକ ଆବଶ୍ୟକତା ଏବଂ ଅତ୍ୟାବଶ୍ୟକ ଅଙ୍ଗ ପାଲଟିଛି। ମହାମାରୀ ସମୟରେ ଡିଜିଟାଲ […]