ନୂଆଦିଲ୍ଲୀ: କୋଟି କୋଟି କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଅଛି। ଆପଣଙ୍କ ପିଏଫ୍ ଆକାଉଣ୍ଟରେ ସୁଧ ରାଶିକୁ ଇପିଏଫ୍ ଜମା କରିଛି। ଇପିଏଫ୍ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧ ଆପଣଙ୍କ […]
ନୂଆଦିଲ୍ଲୀ: ଯଦି ଆପଣ ଜନ ଧନ ଆକାଉଣ୍ଟ ମଧ୍ୟ ଖୋଲିଛନ୍ତି, ତେବେ ଏହାକୁ ତୁରନ୍ତ ଆଧାର ସହିତ ଲିଙ୍କ କରନ୍ତୁ, ନଚେତ୍ ଆପଣଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡିବ। ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଯଦି ଆପଣ ଆପଣଙ୍କର […]
ନୂଆଦିଲ୍ଲୀ: ଅନ ଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋ ସଂଯୁକ୍ତ ଆରବ ଏମିରେଟ୍ସ ବ୍ୟତୀତ ସମସ୍ତ ଆନ୍ତର୍ଜାତୀୟ ବଜାରରୁ ବାହାରି ଯିବାକୁ ନିଷ୍ପତ୍ତି ନେଇଛି। ଏ ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ କରାଯାଇଛି। ଯେଉଁ ଆନ୍ତର୍ଜାତୀୟ ବଜାରରୁ ଜୋମାଟୋ ବାହାରିବ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଦୁଇଟି ଅଭିନବ ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଦୁଇଟି ଯୋଜନା ହେଲା- ରିଟେଲ୍ ଡାଇରେକ୍ଟ ଯୋଜନା ଏବଂ ରିଜର୍ଭ ବ୍ୟାଙ୍କ – ସମନ୍ୱିତ ଲୋକପାଳ ଯୋଜନା। ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ଆଖୁର ବିଭିନ୍ନ ପ୍ରକାରର କଞ୍ଚାମାଲରୁ ଉତ୍ପାଦିତ ହୋଇଥିବା ଇଥାନଲର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଇଥାନଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ଅଧୀନରେ […]
ଭୁବନେଶ୍ବର; ଆଜି କଟକ ଜିଲ୍ଲାର ଅରିଲୋ ଠାରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍ଫେଡ୍ର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି। ଏହି ଅତ୍ୟାଧୁନିକ ପ୍ଲାଣ୍ଟରେ ଦୈନିକ ୫ ଲକ୍ଷ ଲିଟର କ୍ଷୀର […]
ଭୁବନେଶ୍ୱର: ଜିଓଫୋନ୍ ନେକ୍ସଟ୍ ଉନ୍ମୋଚିତ ହୋଇସାରିଛି। ରିଲାଏନ୍ସ ଜିଓ ଓ ଗୁଗୁଲ୍ ମିଳିତ ଭାବେ ଏହାକୁ ବିକଶିତ କରିଛନ୍ତି ଯାହା ଗୁଗୁଲ୍ ଦ୍ୱାରା ଏହି ଫୋନ୍ ପାଇଁ ସ୍ୱତନ୍ତ୍ର ଭାବେ ବିକଶିତ ପ୍ରଗତି ଅପରେଟିଂ ସିଷ୍ଟମ୍ ଦ୍ୱାରା ପରିଚାଳିତ ହେଉଛି। ଏହି […]
ନୂଆଦିଲ୍ଲୀ: କେବଳ ଭାରତରେ ନୁହେଁ ବିଶ୍ଵର ଅନ୍ୟାନ୍ୟ ଦେଶରେ ମଧ୍ୟ ଚାରି ଚକିଆ ଯାନ ସହିତ ଲୋକପ୍ରିୟତା ବଢୁଛି। ଏହାକୁ ଦୃଷ୍ଟିରେ ରଖି, ଦୁଇ ଚକିଆ ଯାନ ତିଆରି କରୁଥିବା କମ୍ପାନୀଗୁଡିକ ସେମାନଙ୍କ ମଡେଲରେ ନୂତନ ଏବଂ ଉନ୍ନତ ବୈଶିଷ୍ଟ୍ୟ ଯୋଡିବା […]
ନୂଆଦିଲ୍ଲୀ: ଭାରତରେ ଡିଜିଟାଲ୍ ପେମେଣ୍ଟ ବହୁତ ଲୋକପ୍ରିୟ ହୋଇଛି। ଚା’ ଦୋକାନ ହେଉ, ପନିପରିବା ବିକ୍ରେତା ହେଉ କିମ୍ବା ଏକ ବଡ଼ ଶୋ’ରୁମ୍ ହେଉ, ଅଧିକାଂଶ ଲୋକ ବର୍ତ୍ତମାନ ଡିଜିଟାଲ୍ ପେମେଣ୍ଟ କରିବାକୁ ପସନ୍ଦ କରନ୍ତି। ଡିଜିଟାଲ୍ ପେମେଣ୍ଟରେ UPI (ୟୁନିଫାଏଡ୍ […]
ନୂଆଦିଲ୍ଲୀ: ଆଜିଠାରୁ One97 କମ୍ୟୁନିକେସନ୍ସ ଫିଣ୍ଟେକ୍ କମ୍ପାନୀ ପେଟିଏମ୍ ର ଆଇପିଓ ଖୋଲାଯାଇଛି। ଦେଶର ଇତିହାସରେ ଏହା ହେଉଛି ସବୁଠାରୁ ବଡ ଆଇପିଓ। ପେଟିଏମର ଆଇପିଓ ଖୋଲିବା ପରଠାରୁ ପାଖାପାଖି 8 ପ୍ରତିଶତ ସଦସ୍ୟତା ଗ୍ରହଣ କରାଯାଇଛି। ଏଥି ସହିତ ଖୁଚୁରା […]
ଭୁବନେଶ୍ବର: ଖଣିଜ ଅଂଚଳ ଉନ୍ନୟନ ନିଗମ ବା ଓମ୍ବାଡ୍ସି ପାଣ୍ଠିରେ କରାଯାଉଥିବା ପ୍ରକଳ୍ପଗୁଡ଼ିକର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ବିଷୟରେ ନିରୀକ୍ଷଣ କର୍ତ୍ତୁପକ୍ଷ(ଓଭରସାଇଟ୍ ଅଥରିଟି) ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଲୋକସେବା ଭବନରୁ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ […]
ନୂଆଦିଲ୍ଲୀ: ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୫ ଟଙ୍କା ଏବଂ ୧୦ ଟଙ୍କାର ଉଲ୍ଲେଖନୀୟ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତିକୁ ଅନୁସରଣ କରି ବର୍ତ୍ତମାନ ସୁଦ୍ଧା ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଗ୍ରାହକମାନଙ୍କୁ ଆଶ୍ବସ୍ତି […]
ଭୁବନେଶ୍ବର: ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରୁ ଟାକ୍ସ ହ୍ରାସ କରିବା ପରେ ଆଜି ଓଡିଶା ମଧ୍ୟ ସେ ଦିଗରେ ପଦକ୍ଷେପ ନେଇଛି। ଓଡିଶାରେ ମଧ୍ୟ ପେଟ୍ରୋଲ ଓ ଡିଜେଲରେ 3 ଟଙ୍କା ଲେଖାଏଁ ଭାଟ ହ୍ରାସ କରାଯାଇଛି। ଏ […]
ଭୁବନେଶ୍ୱର: ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି। ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ […]
ନୂଆଦିଲ୍ଲୀ: ୨୦୨୧ ଅକ୍ଟୋବର ମାସରେ ମୋଟ ୧ ଲକ୍ଷ ୩୦ ହଜାର ୧୨୭ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି। ଏଥିମଧ୍ୟରେ ସିଜିଏସଟି ପରିମାଣ ୨୩ ହଜାର ୮୬୧ କୋଟି ଟଙ୍କା, ଏସଜିଏସଟି ପରିମାଣ ୩୦ ହଜାର ୪୨୧ କୋଟି […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲା ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ରାଜଗାଙ୍ଗପୁରଠାରେ ଶନିବାର ଦିନ ଏହି ଟିଫିନ୍ ସେଣ୍ଟର ଖୋଲିଛି। ସ୍ଥାନୀୟ ଡାକୁୱା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହାର […]
ଭୁବନେଶ୍ୱର: ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ପାଇଁ ରିଲାଏନ୍ସ ସମର୍ଥିତ ଭାରତର ସର୍ବବୃହତ ବିଶ୍ୱବ୍ୟାପୀ ବି୨ବି ପ୍ଲାଟଫର୍ମ ‘କଲାରା’ ଭାରତୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ବିଶ୍ୱସ୍ତରରେ ନୂଆ ଗ୍ରାହକଙ୍କ ନିକଟରେ ପହଂଚାଇବା ଦିଗରେ ପ୍ରୟାସ ଆରମ୍ଭ କରିଛି। କଲାରା ପ୍ଲାଟଫର୍ମରେ ମିଳିଥିବା ଉଲ୍ଲେଖନୀୟ ସଫଳତା ଆଧାରରେ ଓଡ଼ିଶାର ମୟୁରଭଞ୍ଜର ପାରମ୍ପରିକ ସବାଇ ଘାସରେ ପ୍ରସ୍ତୁତ ମ୍ୟାଟ ଏବଂ ରଘୁରାଜପୁର ପଟ୍ଟଚିତ୍ର ଅଙ୍କିତ ଖାଦ୍ୟ ପରଷିବା ସାମଗ୍ରୀ ଯଥାକ୍ରମେ ହଂକଂ ଏବଂ ଲଣ୍ଡନରେ ନିଜ ପାଇଁ ବଜାର ସୁଯୋଗ ସୃଷ୍ଟି କରିପାରିଛି। ଓଡ଼ିଶାର ପଥର ଓ କାଠ ଖୋଦିତ କାରୁକାର୍ଯ୍ୟ, ହସ୍ତ ଅଙ୍କିତ ଗଞ୍ଜିଫା କାର୍ଡ, ତାଳପତ୍ର ଖୋଦେଇ, ପଟ୍ଟଚିତ୍ର ଏବଂ ଆଦିବାସୀଙ୍କ ଚିତ୍ରକଳା ଇତ୍ୟାଦି ଅନେକ ଉତ୍ପାଦ ମଧ୍ୟ କଲାରା ପ୍ଲାଟଫର୍ମରେ ସ୍ଥାନ ପାଇବା ସହିତ ସମଗ୍ର ବିଶ୍ୱରେ ଗ୍ରାହକଙ୍କ ନିକଟରେ ପହଂଚି ପାରୁଛି। ଏହି ପ୍ଲାଟଫର୍ମରେ ଭାରତର କୋଣ ଅନୁକୋଣରୁ ବାସଗୃହ ସାଜସଜା, ବାସଗୃହରେ ବ୍ୟବହାର ହେଉଥିବା ବୟନ ସାମଗ୍ରୀ, ଫାଶନ ସାମଗ୍ରୀ, ଖେଳନା, ରୋଷେଇ ଏବଂ ଖାଦ୍ୟ ଖାଇବା ସାମଗ୍ରୀ, ଉପହାର ସାମଗ୍ରୀ, ଆଉଟଡୋର ସାମଗ୍ରୀ, ଆସବାବପତ୍ର ସମେତ ୭୫,୦୦୦ରୁ ଅଧିକ କାରିଗରୀ ଉତ୍ପାଦ ସମଗ୍ର ବିଶ୍ୱର କ୍ରେତାଙ୍କ ନିମନ୍ତେ ଉପଲବ୍ଧ ହେଉଛି। ୨୦୨୧ ଅକ୍ଟୋବର ୨୮ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏସିଆର ସର୍ବବୃହତ ଉପହାର ଏବଂ ହସ୍ତଶିଳ୍ପ ମେଳା ଆଇଜିଏଚଏଫରେ କଲାରା ତାହାର ବିଶ୍ୱବ୍ୟାପୀ ବି୨ବି ପ୍ଲାଟଫର୍ମ ଏବଂ ତାହାର ବୈଶିଷ୍ଟ୍ୟ ତଥା ଭାରତୀୟ କାରିଗର ଏବଂ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଡିଲରମାନଙ୍କ ପାଇଁ ସମଗ୍ର ବିଶ୍ୱରେ ଗ୍ରାହକଙ୍କ ନିକଟରେ ପହଂଚିବାର ସୁପୋଗ ଓ ଲାଭ ସମ୍ପର୍କରେ ପ୍ରଦର୍ଶିତ କରୁଛି। ‘କଲାରା’ ଚିନ୍ନାମଲାଇର ହାତବୁଣା ରୋଷେଇ ତଉଲିଆ ଲସ୍ଏଞ୍ଜେଲସ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା, ଓଡ଼ିଶାର ମୟୁରଭଞ୍ଜର ସବାଇଘାସରୁ ପ୍ରସ୍ତୁତ ମ୍ୟାଟ ହଂକଂ ବଜାରରେ, ରଘୁରାଜପୁରର ହସ୍ତ ଅଙ୍କିତ ପଟ୍ଟଚିତ୍ର ଥିବା ଖାଦ୍ୟ ପରଷିବା ସାମଗ୍ରୀ ଲଣ୍ଡନରେ ଷ୍ଟୋର ଗୁଡିକ ପର୍ଯ୍ୟନ୍ତ ପହଂଚାଇବା, ଉତର ପ୍ରଦେଶର ସମ୍ଭଲର ଅସ୍ଥି ଏବଂ ଶିଙ୍ଗରେ ପ୍ରସ୍ତୁତ କାରୁକାର୍ଯ୍ୟ ଦକ୍ଷିଣ ଆଫ୍ରିକାରେ, ମଣିପୁରର ଲଙ୍ଗପି କାନାଡାର ଷ୍ଟୋରଗୁଡିକରେ, ଚନ୍ନାପାଟନା ଖେଳନା ସିଙ୍ଗାପୁରରେ, ସାହାରନପୁରର ହାତଖୋଦେଇ କାଠର ସାଜସଜା ଉପକରଣ ମରିସସରେ, ଆଗ୍ରାର ହାତତିଆରି ସୋପଷ୍ଟୋନ ବର୍ଣ୍ଣର ବ୍ରିଟେନରେ ଏବଂ ଜୟପୁରର ପାରମ୍ପରିକ ଅଳଙ୍କାର ୟୁରୋପ, ଅଷ୍ଟ୍ରେଲିଆ, କାନାଡା, ଆମେରିକା ଏବଂ ଆଉ ଅଧିକ ରାଷ୍ଟ୍ରରେ ପହଂଚାଇବା ଭଳି ଅନେକ ଭାରତୀୟ କାରିଗରି ଉତ୍ପାଦ ଓ ସାମଗ୍ରୀକୁ ସମଗ୍ର ବିଶ୍ୱରେ ବଜାର ଅନୁସନ୍ଧାନ କରିବା ଦିଗରେ ସମର୍ଥ କରାଇଛି। ୬୦୦ରୁ ଅଧିକ ପଞ୍ଜିକୃତ ଅଣୁ, କ୍ଷୁଦ୍ର ଏବଂ ବୃହତ ପ୍ରସ୍ତୁତକାରୀ, କାରିଗର, ଉତ୍ପାଦନକାରୀ, ଏବଂ ରପ୍ତାନିକାରୀଙ୍କୁ ଏହାର ପ୍ଲାଟଫର୍ମରେ ସ୍ଥାନ ଦେଇଥିବା କଲାରାର ୫୦ରୁ ଅଧିକ ରାଷ୍ଟ୍ରରେ ହଜାର ହଜାର ସଂଖ୍ୟାରେ ପଞ୍ଜିକୃତ କ୍ରେତା ରହିଛନ୍ତି ଏବଂ ଏହା ଏକବର୍ଷରୁ କମ ସମୟ ମଧ୍ୟରେ ୪୦ରୁ ଅଧିକ ରାଷ୍ଟ୍ରକୁ ବି୨ବି ସାମଗ୍ରୀ ପରିବହନ କରିଛି। ବିଭିନ୍ନ ରାଷ୍ଟ୍ରରେ ଗ୍ରାହକଙ୍କ ଚାହିଦା, ଉତ୍ପାଦ ଏବଂ ମୂଲ୍ୟ ନିର୍ଦ୍ଧାରଣ ଧାରା ସମ୍ପର୍କରେ ବୁଝିବାକୁ ବିଭିନ୍ନ ତଥ୍ୟ ଏବଂ ପ୍ରଯୁକ୍ତିର ସମ୍ମିଶ୍ରଣକୁ ବ୍ୟବହାର କରି କଲାରା ଭାରତୀୟ କାରିଗରଙ୍କ ଦ୍ୱାରା ଉତ୍ପାଦଗୁଡିକର ବଜାରରେ ଗ୍ରହଣୀୟତା ଏବଂ ବିକ୍ରି ବୃଦ୍ଧି କରିବାକୁ ଉକ୍ତ ତଥ୍ୟ ପୁନଃ ଉତ୍ପାଦନକାରୀଙ୍କୁ ଅବଗତ କରାଉଛି। ରିଲାଏନ୍ସ ସମର୍ଥନରେ କଲାରା ଯୋଗାଣ ଶୃଙ୍ଖଳ, ମୂଳ ସ୍ଥାନରୁ ସଂଗ୍ରହ, ଉତ୍ପାଦର ବିକାଶ, ଆନ୍ତର୍ଜାତିକ ସହଭାଗିତା, ତଥ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ଆଦି କ୍ଷେତ୍ରରେ ସଂହତିକୁ ସମନ୍ୱିତ କରୁଛି। ଏହା ହଜାର ହଜାର ସଂଖ୍ୟକ ଉତ୍ପାଦ ଏବଂ ସେଗୁଡିକୁ ବିମାନ ଓ ସମୁଦ୍ର ପଥରେ ପହଂଚାଇବା, ଚାହିଦା ମୁତାବକ ନିର୍ମାଣ, ନିର୍ଦ୍ଦିଷ୍ଟ ଗ୍ରାହକ ଚାହିଦା ଆଧାରରେ ଉତ୍ପାଦର ବିକାଶ, ଠିକଣା ସମୟ ବଜାୟ ରଖିବା ଏବଂ ବିବିଧ ବିଶ୍ୱସ୍ତରୀୟ ଅର୍ଥ ପୈଠ ବ୍ୟବସ୍ଥା ଆଦି କ୍ଷେତ୍ରରେ ଏମଓକ୍ୟୁ, ମୂଲ୍ୟ, ଅଗ୍ରଣୀ ସମୟ ଏବଂ ଯୋଗାଣ ଶୃଙ୍ଖଳ ଆବଶ୍ୟକତା ସମ୍ପର୍କରେ ଆକଳନ କରିବାର କ୍ଷମତା ରଖୁଥିବା ଏକ ଅନନ୍ୟ ବି୨ବି ବିଶ୍ୱବ୍ୟାପୀ ପ୍ରଯୁକ୍ତି ପ୍ଲାଟଫର୍ମ ନିର୍ମାଣ କରିଛି।
ଭୁବନେଶ୍ୱର: ଆମେରିକାର ୱାସିଂଟନ ଡିସି ସ୍ଥିତ ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟର ବୋର୍ଡରେ ଇଶା ଅମ୍ବାନିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ହେଉଛନ୍ତି ବୋର୍ଡର ସବୁଠୁ କମ୍ ବୟସର (ଯୁବ) ସଦସ୍ୟା। ଚାରି ବର୍ଷ ଅବଧି ପାଇଁ ତାଙ୍କୁ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ପାରାଦ୍ୱୀପ ଯାଇ ଆଜି ସିଜୁଠାରେ ଇଡ଼୍କୋ ଲ୍ୟାଣ୍ଡ ଏବଂ ପ୍ଲାଷ୍ଟିକ୍ […]