ଅପରାଧ

ନୂଆଦିଲ୍ଲୀ: ପଟିଆଲା ହିଂସାର ମାଷ୍ଟରମାଇଣ୍ଡ ବରଜିନ୍ଦର ସିଂ ପରୱାନାଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି। ଆଜି ପୋଲିସ ତାଙ୍କୁ କୋର୍ଟରେ ହାଜର କରିବ। ଶନିବାର ଦିନ ବରଜିନ୍ଦରର…

ସୀତାରାମ ଅଗ୍ରୱାଲ ଟାଙ୍ଗି: ସହରରେ ପୋଲିସ୍ ର ବ୍ୟାପକ ଚଢାଉ ପରେ ଏବେ ରାଣୀ ମହୁମାଛିମାନେ ଗାଁ ମୁହାଁ ହେବାରେ ଲାଗିଛନ୍ତି। ଗାଁ ଗହଳିର ବିବାହିତା ମହିଳା,…

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ଅଂଚଳରେ ମହୁଲ ଫୁଲ ଚୋରା ବେପାରିମାନଙ୍କର ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏ ପର୍ଯ୍ୟନ୍ତ ଚାଷୀ ମହୁଲ ଫୁଲ ବିକ୍ରି କରିପାରି ନଥିବା…

କନ୍ଦର୍ପ ବେହେରା ରେଢାଖୋଲ: ଜମି ବାଡି ବିବାଦକୁ ନେଇ ରେଢାଖୋଲ ଥାନା ସାନ ରେଙ୍ଗାଲିରେ ସାନ ଭାଇକୁ ଦୁଇ ଭାଇ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା…

ସୀତାରାମ ଅଗ୍ରୱାଲ ଟାଙ୍ଗି: ଗ୍ରାମ୍ୟ ଜଳ ଯୋଗାଣରେ ବ୍ୟବହୃତ ପାଣି ପାଇପ୍ ଲୁଟ୍ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଟାଙ୍ଗି ପୋଲିସକୁ ବଡ ସଫଳତା ମିଳିଛି।…

କନ୍ଦର୍ପ ବେହେରା ରେଢାଖୋଲ: ଦିନକୁ ଦିନ ରେଢାଖୋଲ ବନଖଣ୍ଡରେ ଅବାଧରେ ଜନ୍ତୁ ଶିକାର ଚାଲିଛି। ବନବିଭାଗ ଜନ୍ତୁ ଶିକାରୀମାନଙ୍କୁ ଗିରଫ କରିଦେଲା ପରେ କାମ ସରିଲା। ଜାମିନ୍…

ଭୁବନେଶ୍ବର: ଆଜି ଜାତୀୟ ରାଜପଥରେ ବାଲି ଟ୍ରକ ଉପରେ ଭୁବନେଶ୍ବର ଟ୍ରାଫିକ ପୋଲିସ ଏବଂ ଆରଟିଓର ମିଳିତ ଚଢାଉ କରିଛନ୍ତି। ମୁଖ୍ୟତଃ ଯେଉଁମାନେ ଅଧିକ ପରିମାଣର ବାଲି…

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଟାଙ୍ଗୀରେ ବଡ ଧରଣର ଡକାୟତ ଯୋଜନାକୁ ପୋଲିସ ପଣ୍ଡ କରିଛି। ବିଳମ୍ବିତ ରାତିରେ ଚଢାଉ କରି ଗୋଟିଏ ହାଇଡ୍ରା, ୩ ଆଇଚର ଟ୍ରକ୍ ଜବତ…

ମୁମ୍ବାଇ: ସାଂସଦ ନବନୀତ୍ ରାଣାଙ୍କୁ ମୁମ୍ବାଇ ପୋଲିସ ଭାୟଖଲ୍ଲା ମହିଳା ଜେଲକୁ ସ୍ଥାନାନ୍ତର କରିଛି। ଏଥିସହିତ ତାଙ୍କ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ନଭି ମୁମ୍ବାଇର…

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆବରବରା ପଞ୍ଚାୟତର ଶାଳିଆ ଡ୍ୟାମ…

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ଥାନା ବେଠିଆବେନି ଗ୍ରାମରେ ବଏଲର ଫାର୍ମରୁ ଚୋରି ଅଭିଯୋଗରେ ଗ୍ରାମବାସୀ ଜଣକୁ କାବୁ କରି ପୋଲିସ୍ ର ଜିମା ଦେଇଥିବା ବେଳେ…

ଖୋର୍ଦ୍ଧା: ଅବକାରୀ ବିଭାଗ ଆଜି ଦୁଇ ଗୋଟି ସ୍ଥାନରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି ଏବଂ ୨ ଜଣଙ୍କୁ ଗିରଫ କରିଛି। ଟାଉନ…

କନ୍ଦର୍ପ ବେହେରା ରେଢାଖୋଲ: ଗତ ୨୦ ତାରିଖ ଦିନ ନାକଟିଦେଉଳ ଥାନାରେ ଜଣେ ୧୫ ବର୍ଷିୟା ନାବାଳିକା ଦୁଇ ଦିନରୁ ନିଖୋଜ ଥିବାର ଅଭିଯୋଗ ହୋଇଥିଲା। ଏହି…

ନୂଆଦିଲ୍ଲୀ: ଜାହାଙ୍ଗୀରପୁରୀ ହିଂସା ମାମଲାରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି। ଏହି ମାମଲାରେ ସାମ୍ନାକୁ ଆସୁଥିବା ବଡ କଥା ହେଉଛି ଏହି ହିଂସାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ମଧ୍ୟ…

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ପୂର୍ବ ଦିଲ୍ଲୀରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା।…

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଗୋଡ଼ଭଗା ଓ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଜାତିଆଣ ଓ ସାମ୍ପ୍ରଦାୟିକ ହିଂସାର ପ୍ରତିବାଦରେ ଭୁବନେଶ୍ୱରସ୍ଥିତ ନାଗଭୂଷଣ ଭବନଠାରେ ଏକ…

କନ୍ଦର୍ପ ବେହେରା ରେଢ଼ାଖୋଲ: ରେଢ଼ାଖୋଲ ଅଂଚଳରେ ଭରପୁର ରହିଛି ଜଙ୍ଗଲଜାତ ଦ୍ରବ୍ୟ। ବହୁ ସମୟରେ ଏହି ଜଙ୍ଗଲରୁ ବାହାର ରାଜ୍ୟର ଚୋରା ବେପାରିମାନେ ରତ୍ନ ପଥର ,କୋଇଲା…

ଜଟଣୀ: ଓଡିଶା ଅବକାରୀ କମିଶନର ଆଶିଷ କୁମାର ସିଂହ ଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ପିତାପଲି…

ନୂଆଦିଲ୍ଲୀ: ରାଜସ୍ଥାନର ମେହେନ୍ଦୀପୁର ବାଲାଜୀରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଶାଖାର ଟ୍ରେଜେରୀରୁ ୧୧ କୋଟି ଟଙ୍କା ମୂଲ୍ୟର ମୁଦ୍ରା ଗାଏବ ହୋଇଛି।  ସିବିଆଇ…

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନକୁ ଖାରଜ କରାଯାଇଛି। ଏହା ସହ ୧ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି…

କନ୍ଦର୍ପ ବେହେରା ରେଢାଖୋଲ: ଦିନକୁ ଦିନ କିସିଣ୍ଡା ଅଂଚଳରୁ ବନବିଭାଗ ଅବାଧରେ ଜନ୍ତୁ ଶିକାର କରୁଥିବା ଶିକାରୀମାନଙ୍କୁ ଧରିବାରେ ସଫଳ ହେଉଛି। ଗତକାଲି ସଂଧ୍ୟାରେ ଖଳାସୁଣି ବନ୍ୟପ୍ରାଣୀ…