କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଚିକିଟି ଧାନଘର ଛକରେ ଛକି ରହି ଅବକାରୀ ଗୋଇନ୍ଦା ବିଭାଗକୁ ବଡ଼ ଧରଣର ସଫଳତା ମିଳିଛି। ଆଜି ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ବିଭାଗୀୟ ନୀରିକ୍ଷକ ଓ କିଛି କର୍ମଚାରୀ ଧାନଘର ଛକରେ ପଇଂତରା […]
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଗିରିଶ୍ଚନ୍ଦପୁର ରେଞ୍ଜର ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲରୁ ବନବିଭାଗ ବିରଳ ପ୍ରଜାତିର ୨ ଟି ମୃତ ପକ୍ଷୀ ସହ ୨ ଜଣ ଶୀକାରୀକୁ ଗିରଫ କରିଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଗିରିଶ୍ଚନ୍ଦ୍ରପୁର ରେଞ୍ଜର ଶଙ୍ଖାଭାଙ୍ଗୁଣି […]
ନୂଆଦିଲ୍ଲୀ: ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇନାହିଁ। ବର୍ତ୍ତମାନ କ୍ରେମଲିନରେ ଆତଙ୍କବାଦୀଙ୍କ ଆକ୍ରମଣ ପରି ୟୁକ୍ରେନ ମଧ୍ୟ ଆକ୍ରମଣ କରିଥିବା ଋଷ ଅଭିଯୋଗ କରିଛି। ଋଷ ସରକାରଙ୍କ ତରଫରୁ କୁହାଯାଇଛି ଯେ, ଡ୍ରୋନ୍ ସାହାଯ୍ୟରେ […]
ଶ୍ରୀନଗର: ଜମ୍ମୁ କାଶ୍ମୀରର ମାଛିଲ ସେକ୍ଟରରେ ଆତଙ୍କବାଦୀଙ୍କ ଦ୍ୱାରା ଅନୁପ୍ରବେଶ ବିଫଳ ହୋଇଛି। ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ସେନା ମଧ୍ୟ ସେମାନଙ୍କ ଘୃଣ୍ୟ ଯୋଜନାକୁ ପଣ୍ଡ କରିଛି। କୁପୱାରା ପୋଲିସର ଏସଏସପି ଙ୍କୁ ଏକ ଗୁପ୍ତଚର ସୂଚନା ମିଳିଥିଲା। ଯେଉଁଥିରେ […]
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଆସ୍କା ଥାନା ଅନ୍ତର୍ଗତ ଆଲିପୁର ପଞ୍ଚାୟତ ଗବନଳା ଗ୍ରାମର ସୁନୀଲ ପାତ୍ର ନାମକ ଜଣେ ଯୁବକ ଦାଦାଙ୍କ ବାଡିପଟ ପାଇଖାନା ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଖବର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। […]
ସୀତାରାମ ଅଗ୍ରୱାଲ ଚିଲିକା: ସମ୍ପ୍ରତି ଦେଶରେ ଚାଲିଛି ଆଇପିଏଲ କ୍ରେଜ। ଯୁବକଙ୍କୁ ଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଆଇପିଏଲ ଦେଖିବା ପାଇଁ ମତୁଆଲା। ତେବେ କ୍ରୀଡା ପ୍ରେମୀଙ୍କ ମନକୁ ପ୍ରଫୁଲ୍ଲିତ କରିବା ଉଦ୍ଦେଶ୍ୟରେ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର […]
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ନିମିନା ଗ୍ରାମରେ ନିମନ୍ତ୍ରଣ ପତ୍ର ପାଇ ଭୋଜି ଖାଇବାକୁ ଆସିଥିବା ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସନ୍ତୋଷ ସାହୁ ଓ ରବି ସାହୁ ନାମକ […]
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ହିଞ୍ଜିଳି ଥାନା ଅନ୍ତର୍ଗତ ମକରଝୋଳ ରାସ୍ତାର ଏକ ବିଲ ମଝିରେ ଜଣେ ମହିଳାଙ୍କ ଶବ ପଡିଥିବାର ଜଣେ ଗାଇ ଚରାଳି ଦେଖିଥିଲେ। ଏହାପରେ ସେ ଗ୍ରାମରେ ଖବର ଦେଇଥିଲେ। ଗ୍ରାମବାସୀ ହିଞ୍ଜିଳି ପୋଲିସକୁ ଖବର ଦେବା […]
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଗିରିଶ୍ଚନ୍ଦ୍ରପୁର ରେଞ୍ଜର ହିରାଲୋଇ ଗ୍ରାମ ନିକଟସ୍ଥ ଲଣ୍ଡାକୋର୍ଟ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ବନ ବିଭାଗ ୮ ଜଣଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ୍ ଇସ୍ତାହାରରେ ବନବିଭାଗ […]
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ହାଇକୋର୍ଟ ଆଶ୍ଵସ୍ତି ଦେବାକୁ ମନା କରି ଦେଇଛନ୍ତି। ମୋଦୀ ଉପନାମ ସମ୍ବନ୍ଧରେ ସୁରଟ କୋର୍ଟ ଦେଇଥିବା ଦଣ୍ଡ ବିରୋଧରେ ରାହୁଲ ଗାନ୍ଧୀ ହାଇକୋର୍ଟରେ ପହଞ୍ଚିଥିଲେ। ସୂଚନାନୁସାରେ, ରାହୁଲ ଗାନ୍ଧୀଙ୍କ ଆବେଦନ ଶୁଣାଣି […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ଏହି ମାମଲାରେ ପାଞ୍ଚ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୂଚନା ମୁତାବକ ଗତକାଲି ବାଘମାରି ଥାନା ପୋଡ଼ାଡିହ ଗ୍ରାମ ମା’ ମହିଷାଶୁଣି ମନ୍ଦିର ନିକଟରେ ଥିବା […]
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବିଶ୍ୱ ପ୍ରସିଦ୍ଧ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ମହାସମାରୋହରେ ପାଳିତ ହେଉଛି। ଇତ୍ୟବସରରେ ବହୁ ଦୁର ଦୁରାନ୍ତରୁ ମାଁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସୁଅ ଛୁଟିଛି ଓ ମାଁ ଙ୍କ ଯାତ୍ରା ପରମ୍ପରା ଓ […]
ନୂଆଦିଲ୍ଲୀ: ଋଷ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ଏକ ବଡ ଭୁଲ କରିଛି, ଯାହା ବର୍ତ୍ତମାନ ଅନୁତାପ କରୁଛି। ୟୁକ୍ରେନ ହିନ୍ଦୁ ଧର୍ମର ମା’ କାଳୀଙ୍କ ଏକ ଆପତ୍ତିଜନକ ଫଟୋ ସେୟାର କରିଥିଲା, ଯେଉଁଥିରେ ଭାରତୀୟ ଉପଭୋକ୍ତାମାନେ କ୍ରୋଧିତ ହୋଇଥିଲେ। […]
ନୂଆଦିଲ୍ଲୀ: ଅପହରଣ ଓ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର୍ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବାର କିଛି ଘଣ୍ଟା ପରେ ଉତ୍ତରପ୍ରଦେଶର ସାଂସଦ-ବିଧାୟକ କୋର୍ଟ ତାଙ୍କ ଭାଇ ଏବଂ ବହୁଜନ ସମାଜ ପାର୍ଟି ସାଂସଦ ଅଫଜଲ […]
ଗାଜିପୁର: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ଆଜି ସାଂସଦ-ବିଧାୟକ କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ବଖର ଜେଲରେ ଥିବା ମୁଖତାର୍ ଅଂସାରୀଙ୍କୁ କୋର୍ଟ ରାୟ ଶୁଣାଇଛନ୍ତି। ଏହି ମାମଲାରେ ମୁଖତାର୍ ଅଂସାରୀଙ୍କୁ କୋର୍ଟ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ […]
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ କୃପାନିଧି ପେଣ୍ଠ ଗ୍ରାମର ରାଧାମୋହନ ପାତ୍ର ନାମକ ଜଣେ ଯୁବକ ବ୍ରହ୍ମପୁର ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଚଣ୍ଡୀ ମନ୍ଦିର ସାହିରେ କିଛି ବଂଧୁ ମାନଙ୍କ ସହ […]
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଆଜି ମୋହନା ପୋଲିସକୁ ବଡ ସଫଳତା ମିଳିଛି। ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ପୋଲିସ ସଫଳ ହୋଇଛି। ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଥାନା […]
ନୂଆଦିଲ୍ଲୀ: ଦେଶର ଶୀର୍ଷ ରେସଲରଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଦିଲ୍ଲୀ ପୋଲିସ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରିଛି। ବଜରଙ୍ଗ ପୁନିଆ, ସାକ୍ସି […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳବାଇ ଡିପୋରୁ ସିଗନାଲ କେବୁଲ ଚୋରି ଅଭିଯୋଗ ହୋଇଥିଲା। ଯାହାପରେ ବାଲୁଗାଁ ଆରପିଏଫ ତଦନ୍ତ ଆରମ୍ଭ କରିଥିଲା। ଏବଂ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ମାନେ […]
ନୂଆଦିଲ୍ଲୀ: ୨୦୨୦ ମସିହାରେ ମହାରାଷ୍ଟ୍ର ସରକାର ପାଲଘରରେ ତିନିଜଣ ସାଧୁଙ୍କ ଲିଞ୍ଚିଂ ମାମଲା ଉପରେ ଏକ ବଡ ଖବର ଆସିଛି। ସିବିଆଇ ତଦନ୍ତ ଲାଗି ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟଙ୍କ ଠାରୁ ସବୁଜ ସଂକେତ ମିଳିଯାଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, ସରକାର ସିବିଆଇକୁ […]
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅବକାରୀ ନୀତି ପ୍ରସଙ୍ଗରେ ଝଟକା ଲାଗିଛି। ମନି ଲଣ୍ଡରିଂ ମାମଲାରେ ଆଜି ତାଙ୍କୁ ଦିଲ୍ଲୀ କୋର୍ଟ ଜାମିନ ଦେବାକୁ ମନା କରି ଦେଇଛନ୍ତି। ରାଉସ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ୍ ଏମ୍.କେ ନାଗପାଲ […]