କଟକ: ଏସଟିଏଫ କୁ ଆଜି ବଡ ସଫଳତା ମିଳିଛି। ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରିବା ସହ ଏକ କେଜିରୁ ଉର୍ଦ୍ଧ୍ଵ ଓଜନର ବ୍ରାଉନ ସୁଗାର ଏସଟିଏଫ ଜବତ କରିଛି। ସୂଚନା ମୁତାବକ କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ […]
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ବ୍ରାଉନ ସୁଗାର କାରବାର ପାଇଁ ଗାଡ଼ିରେ ଯାଉଥିବା ବେଳେ ମାଡି ବସିଛି ପୋଲିସ ଓ ଜଣେ ଦମ୍ପତିଙ୍କୁ ଗିରଫ କରିଛି। ସୂଚନା ମୁତାବକ ଆଜି ପୂର୍ବାହ୍ନରେ ବରୁଣେଇ ରୋଡ ସାଇଡ […]
ସୀତାରାମ ଅଗ୍ରୱାଲ ଚିଲିକା: ଶୀତ ଆରମ୍ଭ ନ ହେଉଣୁ ଚିଲିକାରେ ସକ୍ରିୟ ହେଲେଣି ପକ୍ଷି ଶୀକାରୀ। ପକ୍ଷୀ ଶୀକାରକୁ ରୋକିବା ପାଇଁ ସତ ଚେଷ୍ଟା କଲେ ମଧ୍ୟ ବନ୍ୟପ୍ରାଣୀ ବିଭାଗ ବିଫଳ ହୋଇଛି। ବନ୍ୟପ୍ରାଣୀ ବିଭାଗର କଡା ପ୍ରହରାକୁ ଖାତିର ନକରି […]
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ଗରଗଡବାହାଳ ଗ୍ରାମର ଜଣେ ନାବାଳିକା କଲେଜ ଛାତ୍ରୀକୁ ଅପହରଣ ଅଭିଯୋଗରେ ଶୁକ୍ରବାର ଦିନ ଜଣେ ବିବାହିତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଚାରମାଳ ପୋଲିସ। […]
କଲିକତା: ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାର ଭୁପତିନଗରର ଟିଏମସି ନେତା ରାଜକୁମାରଙ୍କ ଘରେ ବୋମା ବିସ୍ଫୋରଣ ହେବାର ଏକ ବଡ ଖବର ଆସିଛି। ଏହି ଦୁର୍ଘଟଣାରେ ଦୁଇ ଟିଏମସି କର୍ମୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଆହତ ହୋଇଛନ୍ତି। […]
ଖୋର୍ଦ୍ଧା: ଆଜି ସକାଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ଜଟଣୀ ବାଇପାସ ଠାରେ ଚଢ଼ାଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ। ସୂଚନା ମୁତାବକ ଖୋର୍ଦ୍ଧା-ଜଟଣୀ ବାଇପାସ ଠାରେ ବଜ୍ରକାପ୍ତା […]
ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ଜାତୀୟ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ କାନ୍ଥରେ ବ୍ରାହ୍ମଣ ଏବଂ ବଣିଆଙ୍କ ବିରୋଧରେ ସ୍ଲୋଗାନ ଲେଖିବାକୁ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜୟ ଆପତ୍ତି କରିଛନ୍ତି। ଅନିଲ ବିଜ ଆଜି ଟୁଇଟ୍ କରି କହିଛନ୍ତି ଯେ, ଜେଏନୟୁ କାନ୍ଥରେ ବ୍ରାହ୍ମଣ […]
ଚଣ୍ଡିଗଡ଼: ଚଣ୍ଡିଗଡ଼ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପଞ୍ଜାବ ଏବଂ ହରିୟାଣାର ୭୧୨ କୃଷକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୩ ଲକ୍ଷ ଟଙ୍କା ଚେକ୍ ଦେଇଥିଲେ। ଏଥିମଧ୍ୟରୁ ପଞ୍ଜାବର ତରନତାରନ ଜିଲ୍ଲାର ବହୁ ଚାଷୀଙ୍କ ଚେକ୍ ବାଉନ୍ସ ହୋଇଛି। ଏହି ପରିପ୍ରେକ୍ଷୀରେ […]
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ଦୁଇ ଗୋଟି ପୃଥକ ମାମଲା ରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି। ପ୍ରଥମ ଘଟଣାରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ […]
ଜଟଣୀ: ଆଜି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ସୂଚନା ମୁତାବକ ଜଟଣୀ ଥାନା ଲୋକୋ କଲୋନୀ ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଚାଲିଥିବା ଖବର ପାଇ […]
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକଙ୍କ ଜାମିନ ଆବେଦନ ଉପରେ PMLA କୋର୍ଟ ଏହାର ରାୟ ଦେଇଛନ୍ତି। ନବାବ ମଲିକଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ଜଜ୍ ଏହି ଆଦେଶରେ କହିଛନ୍ତି ଯେ, କୁର୍ଲାର […]
କାବୁଲ: ଆଜି ଆଫଗାନିସ୍ତାନର ସମାଙ୍ଗନର ଆୟବାକ୍ ସହରରେ ଏକ ବୋମା ବିସ୍ଫୋରଣ ଘଟିଛି। ଜହଦିଆ ମଦ୍ରାସା ଠାରେ ଅପରାହ୍ନରେ ନମାଜ ପରେ ଘଟିଥିବା ବିସ୍ଫୋରଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନର […]
ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଅଭିଯୁକ୍ତ ଅମିତ ଆରୋରାଙ୍କୁ ଗିରଫ କରିଛି। ଏହି ବ୍ୟକ୍ତି ଯିଏ ପୁରା ନୀତି ପ୍ରସ୍ତୁତ କରି ଟଙ୍କା ଆଣିବା ପାଇଁ ମନ୍ତ୍ରୀମାନଙ୍କ ସହ ମିଶିଥିଲେ। କୁହାଯାଉଛି ଯେ, ଦିଲ୍ଲୀ […]
ଖୋର୍ଦ୍ଧା: ବିଗତ କିଛି ବର୍ଷ ହେଲା ଓଡିଶା ପୋଲିସ୍ ଦ୍ୱାରା ନିଶା କାରବାର ବିଶେଷ ଭାବରେ ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର ବିରୁଦ୍ଧରେ ବ୍ୟାପକ ଅଭିଯାନ ଜାରି ରହିଛି। ଏହି ସମୟରେ ଜବତ ହେଉଥିବା ନିଶା ଜାତୀୟ ଦ୍ରବ୍ୟଗୁଡ଼ିକ ବିଭିନ୍ନ ଥାନା […]
ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ ଡେହରାଡୁନ୍ ବିମାନବନ୍ଦରରେ ପର୍ଯ୍ୟାପ୍ତ ଦସ୍ତାବିଜ ନଥିବା ଉପଗ୍ରହ ଫୋନ୍ ମିଳିବା ପରେ ଋଷର ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ପୂର୍ବ ଅନୁମୋଦନ ବିନା ବିମାନ ବନ୍ଦର କିମ୍ବା ବିମାନରେ ସାଟେଲାଇଟ୍ ଫୋନ୍ ଅନୁମତି ନାହିଁ। ୬୪ […]
ନୂଆଦିଲ୍ଲୀ: ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ସାଇବର ଆକ୍ରମଣ ପରେ ଅନୁଷ୍ଠାନରେ ସ୍ଥାପିତ ପ୍ରତ୍ୟେକ କମ୍ପ୍ୟୁଟରକୁ ଫର୍ମାଟ୍ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି AIIMS ପ୍ରଶାସନ ସମସ୍ତ ବିଭାଗର ମୁଖ୍ୟ ଏବଂ ସମସ୍ତ କେନ୍ଦ୍ରର […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବଉଳାବନ୍ଧ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ନବ ବିବାହିତା ବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। ସୂଚନା ମୁତାବକ ଦୁଇ ବର୍ଷ ତଳେ […]
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅପରାହ୍ନରେ ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବାଣପୁର ଟମଣା ସରଂକ୍ଷିତ ଜଙ୍ଗଲରୁ ଜଣେ ଜଙ୍ଗଲୀ ବାରାହା ଶିକାରୀକୁ ଗିରଫ କରିଛି ବନବିଭାଗ। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଣପୁର ଥାନା ଦୋଳଗୋବିନ୍ଦ ନୂଆ ସାହିର ତ୍ରିନାଥ ପ୍ରଧାନ […]
ଭୁବନେଶ୍ବର: ଆଜି ପଦ୍ମପୁରରେ ତିନିଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି। ସେମାନେ ହେଲେ ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଏବଂ ବଡ଼ପଡ଼ାର ଗଜୁ ଅଗ୍ରୱାଲ। ଏଥିରେ ସଶସ୍ତ୍ର CRPF ଉପସ୍ଥିତିରେ ଚଢ଼ାଉ ଚାଲିଥିବାର ଜଣାପଡିଛି। ଏମାନେ […]
ମେରଠ: ମେରଠର ଏକ କଲେଜରେ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ସେମାନଙ୍କ ଶିକ୍ଷୟତ୍ରୀଙ୍କ ସହ ଅସଦାଚରଣ କରିଥିବା ଭିଯୋଗ ହୋଇଛି। ଛାତ୍ରମାନଙ୍କ ଏହି କାର୍ଯ୍ୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ପରେ ଶିକ୍ଷୟତ୍ରୀଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଶିକ୍ଷୟତ୍ରୀଙ୍କ […]
ବିଜାପୁର: ବସ୍ତର ଡିଭିଜନର ଏକ ଭାରୀ ନକ୍ସଲ ଅଞ୍ଚଳ ବିଜାପୁରରେ ଶନିବାର ଦିନ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଯେଉଁଥିରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ସେଥିରେ ଦୁଇଜଣ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ପୋଲିସ […]