ଅପରାଧ

ଭୁବନେଶ୍ଵର: ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଆଜି ମଧ୍ୟାହ୍ନରେ ସଶସ୍ତ୍ର ଡକାୟତି ଉଦ୍ୟମ ହୋଇଛି। ଡକାୟତଙ୍କ ଗୁଳିରେ ଦୋକାନର ଦୁଇ କର୍ମଚାରୀ…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀଣ ପ୍ରଧାନଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକାରୀ ସ୍ବାଧୀନ ସାହୁଙ୍କ ନେତୃତ୍ଵରେ ଏକ…

ବାଲୁଗାଁ: ବାଲୁଗାଁ ଆରପିଏଫ ଜଣେ ଗଞ୍ଜେଇ ବେପାରିଙ୍କୁ ରେଳ ଷ୍ଟେସନ ପରିସରରୁ ଗିରଫ କରି ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି। ସୂଚନା ମୁତାବକ…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଖୋଡାସିଙ୍ଗି କଳିଙ୍ଗ ନଗର ୨ୟ ଗଳିରେ ଘର ମାଲିକଙ୍କ ଅନୁପସ୍ଥିତର ସୁଯୋଗ ନେଇ ଘର ତାଲା…

ଭୁବନେଶ୍ଵର: ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଗତ ୨ ତାରିଖ ମଧ୍ୟରାତ୍ରିରୁ ଓଡିଶା ଓ ଛତିଶଗଡ଼ ପୋଲିସ ସମ୍ମିଳିତ ଆନ୍ତଃରାଜ୍ୟ…

ଭୁବନେଶ୍ଵର: ସ୍ୱାମୀର ତୀର ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଛି। ବାମେବାରୀ ଥାନାର ହାଣ୍ଡିଭଙ୍ଗା ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ଏହି…

ଭୁବନେଶ୍ଵର: ଜନ୍ମ ପ୍ରମାଣପତ୍ର ପ୍ରଦାନ ପାଇଁ ୟୁପିଆଇ କାରବାର (ଫୋନପେ) ମାଧ୍ୟମରେ ୪,୦୦୦ ଟଙ୍କା ଲାଞ୍ଚନେବା ସମୟରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରର ବହୁମୁଖୀ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ଦୁଲାଲ ସରକାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଦୁଲାଲ ସରକାରଙ୍କୁ ଦିବାଲୋକରେ ବାଇକ୍ ଚଳାଉଥିବା ଦୁର୍ବୃତ୍ତମାନେ ଗୁଳି କରିଛନ୍ତି।…

ନୂଆଦିଲ୍ଲୀ: ତାମିଲନାଡୁରେ ୧୦୦୦ କୋଟିରୁ ଅଧିକ ଟଙ୍କା ସାଇବର ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ପଶ୍ଚିମବଙ୍ଗର ଆଠଟି ସ୍ଥାନ ଉପରେ ଚଢାଉ କରିଛି। କୋଲକାତା…

ଭୁବନେଶ୍ବର: ଆଜି ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଫୁଡ ବ୍ଲଗର ସୋନାଲୀ ସଂଘମିତ୍ରା ପରିଡାଙ୍କ ଆଜି ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହ। ସେ ଆତ୍ମହତ୍ୟା କରିଥିବାର…

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାୱାଡ଼ା ଗ୍ରାମ ନିକଟରୁ ପୋଲିସ ଜଣେ ଏରିଆ କମିଟି ସଦସ୍ୟଙ୍କ ସମେତ ୩ ଜଣ ଦୁର୍ଦ୍ଧାନ୍ତ ମହିଳା ମାଓବାଦୀକୁ…

ରଣପୁର: ନୟାଗଡ଼ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ ଓ ରାଜସୁନାଖଳା ଫାଣ୍ଡି ପୁଲିସକୁ ମିଳିଛି ବଡ଼ ସଫଳତା। ଜଣେ ବ୍ରାଉନସୁଗାର ବେପାରୀକୁ ବାନ୍ଧିବାରେ ସଫଳ ହୋଇଛି। ନୟାଗଡ଼…

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ଜଲାଙ୍ଗୀ ଅଞ୍ଚଳରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ…

ଭୁବନେଶ୍ଵର: କନ୍ଧମାଳରେ ଗତକାଲି ବିଳମ୍ବିତ ରାତିରେ ସର୍କିଟ ହାଉସରେ ଦୁବୃର୍ତ୍ତ ମାନେ ଏକ ସ୍କୁଟି ଓ ମୋଟରସାଇକେଲ ପୋଡ଼ି ଦେଇଥିଲେ। ସର୍କିଟ ହାଉସ ଭିତରେ ଥିବା ଫୁଲବାଣୀ…

ନୂଆଦିଲ୍ଲୀ: ବାଂଲାଦେଶୀ ଛାତ୍ରମାନଙ୍କ ଦ୍ୱାରା ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ସେୟାର ବିରୋଧରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯାହା ଅଧୀନରେ ସୋସିଆଲ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ଭଲ ଆସନରୁ ସମାଜବାଦୀ ପାର୍ଟି ସାଂସଦ ଜିଆଉର ରହମାନ ବର୍କେ ଏବଂ ତାଙ୍କ ପିତାଙ୍କୁ ମୃତ୍ୟୁ ଧମକ ମାମଲା ସାମ୍ନାକୁ ଆସିଛି। ଏସପି ସାଂସଦଙ୍କ…

ଭୁବନେଶ୍ଵର: ଢେଙ୍କାନାଳ ଜ଼ିଲ୍ଲା ସଦର ଥାନା ରାଣିପାଳ ଗ୍ରାମର ସୁମନ୍ତୀ ପ୍ରଧାନ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜ଼ିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ଭିଜିଲାନ୍ସ…