ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ବ୍ରଜମୋହନପୁର ପଞ୍ଚାୟତ ଶରଧାପୁର ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ ହୋଇଛି। ରାଜନୈତିକ ଶତ୍ରୁତା ଓ ସରକାରୀ ଜାଗା ବାଡିକୁ କେନ୍ଦ୍ର କରି ହତ୍ୟା କରାଯାଇଛି। ମୃତକ ହେଲେ ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ବଳିଆରସିଂହ। ସଂଘବଦ୍ଧ […]
ସୀତାରାମ ଅଗ୍ରୱାଲ ବାଣପୁର: ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଫେରାର ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ। ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ସୂଚନା ମୁତାବକ ଅଭିଯୁକ୍ତ ପିଣ୍ଟୁ ପ୍ରଧାନ (୨୨) ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବାର […]
ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଲିନୀ ଏବଂ ଆରପି ରବିଚନ୍ଦ୍ରନଙ୍କ ସମେତ ୬ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତମାନେ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ଏହାପୂର୍ବରୁ କୋର୍ଟ […]
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ଦିନକୁ ଦିନ ଶିକାରୀମାନଙ୍କ ଉପ୍ତାତରେ ବନବିଭାଗ ନାକେଦମ୍ ହୋଇପଡୁଛି। ଏପରିକି ବନବିଭାଗ କର୍ମଚାରୀମାନଙ୍କୁ ଧମକ ଦେଉଥିବା ନଜିର ରହିଛି। ହେଲେ ଏଥର ସିଧା ସଳଖ ଗୁଳି କରି ମାରି ଦେବାକୁ ଶିକାରୀମାନେ ଆଗଭର ହୋଇଛନ୍ତି। […]
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ବଂଶାଜାଲ ଗ୍ରାମ ପଞ୍ଚାୟତ ମୂଷାକଟା ଗ୍ରାମର ନଳକୂପ ଖୋଲି ଚୋରି ଘଟଣାରେ ୩ ଜଣ ଅଭିଯୁକ୍ତ ଯୁବକ ଙ୍କୁ ଚାରମାଳ ପୋଲିସ ଗିରଫ କରିଛି। ସୂଚନା ଯୋଗ୍ୟ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ବଢୁଥିବା ବେଳେ ଏହା ଉପରେ କଠୋର ପନ୍ଥା ଆପଣେଇଛି ପୋଲିସ। ରୋଡରୋମିଓ ମାନେ ଆଇନକୁ ଖାତିର ନକରି ବାରମ୍ବାର […]
ଖୋର୍ଦ୍ଧା: ଏସଟିଏଫକୁ ମିଳିଛି ବଡ଼ ସଫଳତା। ଖୋର୍ଦ୍ଧାରୁ ଦୁଇ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ। ସୂଚନା ମୁତାବକ ଗତକାଲି ଖୋର୍ଦ୍ଧା-ଜଟଣୀ ବାଇପାସରେ ଏକ ବଡ଼ ଧରଣର ବ୍ରାଉନସୁଗାର ଡ଼ିଲ ହେବା ନେଇ ଏସଟିଏଫ ଜାଣିବାକୁ ପାଇଥିଲା। ଜିଲ୍ଲା […]
ମୁମ୍ବାଇ: ଅର୍ଥ ହେରଫେର ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଆଜି କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଗଷ୍ଟ ୧ ତାରିଖରେ ଇଡି ଦ୍ୱାରା ଗିରଫ ହୋଇଥିବା ସଞ୍ଜୟ ରାଉତଙ୍କୁ ତିନି ମାସ ପରେ ଜାମିନ ମିଳିଛି। ସଞ୍ଜୟ ରାଉତଙ୍କୁ ୨ […]
ଥାନେ: ମହାରାଷ୍ଟ୍ରର ପୁଣେ ଏବଂ ଥାନେରେ ମରାଠୀ ଚଳଚ୍ଚିତ୍ର ‘ହର ହର ମହାଦେବ’ ବିରୋଧରେ ପ୍ରଦର୍ଶନ କରାଯାଉଛି। ଇତିହାସକୁ ବଦଳାଇବା ଅଭିଯୋଗରେ ଏହି ବିରୋଧ ପ୍ରଦର୍ଶନ କରାଯାଉଛି। ଯାହା ପରେ ଫିଲ୍ମର ସ୍କ୍ରିନିଂ ବନ୍ଦ ହୋଇଯାଇଛି। ପୁଣେ ସହରରେ ମରାଠା ପୋଷାକର […]
ନୂଆଦିଲ୍ଲୀ: ଅସ୍ତ୍ରଶସ୍ତ୍ର ବିକ୍ରେତା ସଞ୍ଜୟ ଭଣ୍ଡାରୀଙ୍କ ପ୍ରତ୍ୟର୍ପଣ ମାମଲାରେ ଭାରତକୁ ବଡ ସଫଳତା ମିଳିଛି। ବ୍ରିଟେନର ଏକ କୋର୍ଟ ପଳାତକ ଅସ୍ତ୍ର ବିକ୍ରେତା ସଞ୍ଜୟ ଭଣ୍ଡାରୀଙ୍କୁ ପ୍ରତ୍ୟର୍ପଣ କରିବାକୁ ଅନୁମତି ଦେଇଛନ୍ତି। ସଞ୍ଜୟ ଭଣ୍ଡାରୀଙ୍କୁ ବର୍ତ୍ତମାନ ଭାରତ ଅଣାଯିବ। ସଞ୍ଜୟ ଭଣ୍ଡାରୀ […]
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଟାଉନ ଥାନା ଅନ୍ତର୍ଗତ ସହଯୋଗ ଘରୋଇ ହସ୍ପିଟାଲ ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇ […]
କନ୍ଦର୍ପ ବେହେରା ରେଢାଖୋଲ: ଦିନକୁ ଦିନ ନାକଟିଦେଉଳ ବନାଂଚଳରେ ଅବାଧରେ ହାତ ତିଆରି ବୋମା ବିଚ୍ଛାଇ ଜନ୍ତୁ ଶିକାର କରୁଥିବା ବେଳେ ନାକଟିଦେଉଳ ବନବିଭାଗ ଏହି କାର୍ଯ୍ୟରେ ସଂପୃକ୍ତି ଥିବା ୩ ଜଣଙ୍କୁ ଗିରଫ କରିବା ସହ ୧୬ ଟି ହାତ […]
ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି) ଜଣେ ଆଇପିଏସ ଅଧିକାରୀଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ପହଞ୍ଚିଛନ୍ତି। ଏଠାରେ ସେ ଅଧିକାରୀଙ୍କ ବିରୋଧରେ ଅପରାଧିକ ଅବମାନନା ଆବେଦନ କରିଛନ୍ତି। ଆଇପିଏଲ ବେଟିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ବିରୋଧରେ ମନ୍ତବ୍ୟ ଦେବା […]
ମୁମ୍ବାଇ: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲିକଙ୍କ ଉପରେ ସଙ୍କଟ ଆହୁରି ଗଭୀର ହେବାରେ ଲାଗିଛି। ବର୍ତ୍ତମାନ ମନି ଲଣ୍ଡରିଂ ମାମଲାରେ ନବାବ ମଲିକଙ୍କ ସମ୍ପତ୍ତି ଜବତ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଏକ ଚୋରା କୋଇଲା ବୋଝେଇ ଟ୍ରଲର ଜବତ ହୋଇଥିବାର ଖବର ହସ୍ତଗତ ହୋଇଛି। ସୂଚନା ମୁତାବକ ଗତକାଲି ରାତିରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ପାଟ୍ରୋଲିଂ କରୁଥିବା ବେଳେ କନ୍ଧ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗୀ ଥାନା ବଡପାରୀ ଗ୍ରାମରେ ହଣା କଟା ହୋଇଛି। ଯେଉଁଥିରେ ୨ ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ମହିଳା ବଡପାରୀ ଗ୍ରାମର ଦୀପା ସେଠୀ (୨୫) ଏବଂ ପ୍ରଭାତି […]
ଅମୃତସର: ପଞ୍ଜାବର ଅମୃତସର ସହରରେ ଆଜି ଅପରାହ୍ନରେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନାନୁସାରେ, ଏକ ପ୍ରଦର୍ଶନ ସମୟରେ ସୁରୀଙ୍କୁ ରାସ୍ତାରେ ଗୁଳି କରାଯାଇଛି। ସେ ଏକ ମନ୍ଦିର ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଆକ୍ରମଣ […]
ଶ୍ରୀନଗର: ପୁଞ୍ଚ ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LOC) ଉପରେ ପାକିସ୍ତାନର ଏକ ବଡ ଅନୁପ୍ରବେଶ ଷଡଯନ୍ତ୍ରକୁ ଭାରତୀୟ ସେନା ପଣ୍ଡ କରିଛି। ନଭେମ୍ବର ୩ ତାରିଖରେ ହୋଇଥିବା ଅପରେସନ୍ ସମୟରେ ସେନା ପୁଞ୍ଚ ସେକ୍ଟରରେ ତିନିଜଣ ଅନୁପ୍ରବେଶକାରୀଙ୍କୁ ନିହତ କରିଛନ୍ତି। […]
ସୀତାରାମ ଅଗ୍ରୱାଲ ବାଣପୁର: ଗତବର୍ଷ ବେଆଇନ ବାଘ ଛାଲ ଜବତ ଅଭିଯୋଗରେ ଭୁବନେଶ୍ୱର ଏସଟିଏଫ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପଦ୍ମପୁର ଗ୍ରାମର ରତ୍ନାକର ସାହୁଙ୍କୁ ଗିରଫ କରିଥିବା ବେଳେ ଉକ୍ତ ଘଟଣାରେ ଆଉ ତିନି ଅଭିଯୁକ୍ତ ଫେରାର ଥିଲେ। ତେବେ […]
କନ୍ଦର୍ପ ବେହେରା ରେଢ଼ାଖୋଲ: ପାରିବାରିକ କଳହରୁ ସାଲେଭଟା ଗ୍ରାମର ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ସାଲେଭଟା ଗ୍ରାମର ହ୍ରୁଷିକେଶ କିସାନ୍ ଏବଂ ପତ୍ନୀ ବାଇଗଣୀ କିସାନ୍ ମଧ୍ୟରେ […]
ନୂଆଦିଲ୍ଲୀ: ପାକିସ୍ତାନର ଗୁଜରାନୱାଲାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆଜାଦୀ ମାର୍ଚ୍ଚରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟ ପୋଲିସ ଦ୍ୱାରା କରାଯାଇଥିବା ଜଣାପଡିଛି। ଏଥିରେ ୫ ଜଣ ଆହତ ହୋଇଥିବା ଖବର ରହଛି। ଇମ୍ରାନ ଖାନଙ୍କ କଣ୍ଟେନର ନିକଟରେ ଏହି ଗୁଳି […]