ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ସମ୍ପର୍କରେ ଆସନ୍ତାକାଲି ଜେରା କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଡକାଇଛି। ଏହା ପରେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ ଯେ, ସେ ସିବିଆଇ ମୁଖ୍ୟାଳୟକୁ ଯାଇ ସମ୍ପୂର୍ଣ୍ଣ […]
ନୂଆଦିଲ୍ଲୀ: ଜଣାଶୁଣା ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କର ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଇନ୍ଦୋରରେ ୧ ବର୍ଷ ଧରି ରହୁଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ପୋଲିସ ଘଟଣାସ୍ଥଳରୁ ଆତ୍ମହତ୍ୟା ନୋଟ […]
ନୂଆଦିଲ୍ଲୀ: ଆମେରିକାର ପଡୋଶୀ ଦେଶ ମେକ୍ସିକୋରେ ଆଖିବୁଜା ଗୁଳି ବିନିମୟ ହୋଇଛି। ଆକ୍ରମଣକାରୀ ୧୨ ଜଣଙ୍କୁ ହତ୍ୟା କରିଛି। କେନ୍ଦ୍ରୀୟ ମେକ୍ସିକୋରେ ଏହି ଭୟଙ୍କର ହତ୍ୟାକାଣ୍ଡ ଘଟିଛି। ଗୁଳି ବିନିମୟର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, ପୋଲିସ ତଦନ୍ତରେ ନିୟୋଜିତ ଅଛି।
ଶ୍ରୀନଗର: ଆତଙ୍କବାଦୀମାନେ ପୁଣି ଥରେ ଜମ୍ମୁ କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଶୋପିଆନ୍ର ଚୌଦରୀଗୁଣ୍ଡ ଗାଁରୁ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରାଯାଇଛି। ସୂଚନା ପାଇବା ମାତ୍ରେ ଉକ୍ତ ବ୍ୟକ୍ତିଙ୍କୁ […]
ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଲଭ ଜିହାଦରୁ ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୁବକଙ୍କ ନିର୍ଯ୍ୟାତନା ସହିନପାରି ଜନୈକ ୧୭ ବର୍ଷିୟା ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବାକ […]
ନୂଆଦିଲ୍ଲୀ: ଆଜି ସିରିଆର ଦମିସ୍କ ନିକଟରେ ଏକ ସେନା ବସ୍ ଉପରେ ବୋମା ମାଡ କରାଯାଇଛି। ଏହି ଆକ୍ରମଣରେ ଅତିକମରେ ୧୮ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଏହା ଗତ କିଛି ମାସ ମଧ୍ୟରେ ସିରିଆ […]
ନାଗପୁର: ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ କୃଷକଙ୍କ ଆତ୍ମହତ୍ୟା ବିପଦଜନକ ସ୍ତରରେ ପହଞ୍ଚିଛି। ଯେଉଁଠାରେ ତିନି ଦିନ ମଧ୍ୟରେ ୯ ଜଣ କୃଷକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆର୍ଥିକ ସମସ୍ୟା ହେତୁ ଆତ୍ମହତ୍ୟା କରିଥିବା କୃଷକଙ୍କ ବିଧବାମାନଙ୍କ ପାଇଁ କାର୍ଯ୍ୟ କରୁଥିବା […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନାଭାଲ ଫାଣ୍ଡି ଅନ୍ତର୍ଗତ ବଡ଼କୁଳ ଅଞ୍ଚଳରେ ଅବାଧ ମଦ ବିକ୍ରି ଚାଲୁଥିବାର ଅଭିଯୋଗ ବାରମ୍ବାର ହୋଇଆସୁଥିଲା। ଏପରିକି ନିକଟରେ ନାଭାଲ ଫାଣ୍ଡି ପରିସରରେ ହୋଇଥିବା ଆମ ପୋଲିସ କାର୍ଯ୍ୟକ୍ରମରେ ମଦ କାରବାର […]
ଥିରୁବନନ୍ତପୁରମ୍: କେରଳରେ ଦୁଇ ମହିଳାଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡରେ ବଳି ଦେବାର ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି। କୋଚି ପୋଲିସ କମିଶନର କହିଛନ୍ତି ଯେ, ଅଭିଯୁକ୍ତ ଦମ୍ପତି ମଧ୍ୟ ସେହି ମହିଳାମାନଙ୍କର ମାଂସ ଖାଇଛନ୍ତି ବୋଲି […]
କଟକ: ଆଜି ସକାଳୁ ଭିଜିଲାନସ ଜଣେ ବ୍ଲକ ବିଇଓଙ୍କ ଘରେ ଅଫିସରେ ଚଢାଉ କରିଛି। ସେ ହେଉଛନ୍ତି କେଉଁଝର ଜିଲ୍ଲା ବାଂଶପାଳ ବ୍ଲକର ବିଇଓ ଗଙ୍ଗାଧର ସାହୁ। ଭିଜିଲାନ୍ସ କୋର୍ଟର ନିର୍ଦ୍ଦେଶନାମାରେ ଏହି ଚଢାଉ କରାଯାଇଛି। ତାଙ୍କ ପାଖରେ ଆୟ ବହିଃଭୂତ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଛେଡାପଦର ଗ୍ରାମ ଛକରେ ପ୍ରତିଦିନ ସନ୍ଧ୍ୟାରେ କେତେଜଣ ଅସାମାଜିକ ଯୁବକ ମଦ୍ୟପାନ କରି ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାର ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏ ନେଇ ବାଲୁଗାଁ ଆଇଆଇସି ଏବଂ […]
କଲିକତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଆଜି ସକାଳେ ତୃଣମୂଳ କଂଗ୍ରେସ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ପଚରାଉଚରା କରାଯାଇଥିଲା। ଯାହା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। ଏହି […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ଦୁଇ ଦୁଇ ଗୋଟି ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଣି ଆଉ ଏକ ଅପମୃତ୍ୟୁ ମାମଲା ସମସ୍ତଙ୍କୁ ବିଚଳିତ କରିଛି। ବାଲେଡିହ ଗ୍ରାମର ଜଣେ ଯୁବକ ବିଷପିଇ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ନଦୀରେ ବୁଡ଼ି ଯାଇ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାର ଶୁଣିବାକୁ ମିଳୁଛି। ସୂଚନା ମୁତାବକ ରାଣୀପଡ଼ା ଗ୍ରାମରେ ଦୀର୍ଘ ବର୍ଷ ଧରି ବାସ କରୁଥିବା […]
ମୁମ୍ବାଇ: ପାତ୍ରା ଚାଲ୍ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କୋର୍ଟ କୌଣସି ଆଶ୍ଵସ୍ତି ଦେଇନାହାନ୍ତି। ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ଅଦାଲତ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଅକ୍ଟୋବର ୪ […]
ଶ୍ରୀନଗର: ରବିବାର ବିଳମ୍ବିତ ରାତିରେ ଜମ୍ମୁ କାଶ୍ମୀରର ଅନନ୍ତନାଗର ତଙ୍ଗପାୱା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଜମ୍ମୁ କାଶ୍ମୀର ପୋଲିସ କହିଛି ଯେ, ସୁରକ୍ଷା ବାହିନୀର ସର୍ଚ୍ଚ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଏକ ହତ୍ୟାକାଣ୍ଡ ହୋଇଥିବାର ସୂଚନା ମିଳିଛି। ତେବେ ଉକ୍ତ ହତ୍ୟାକାଣ୍ଡ ପାରିବାରିକ କଳହ ଲାଗି ହୋଇଥିବାର ଜଣାପଡିଛି। ପୋଲିସ ସୂଚନା ମୁତାବକ ପଙ୍କାଳ ଗ୍ରାମର ସୁବାସ ରାଉତରାୟ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତ୍ରିରେ ଦୁଇ ଗୋଟି ଚୋରି ହୋଇଥିବାର ଖବର ହସ୍ତଗତ ହୋଇଛି। ବାଲୁଗାଁ ଜେନା କଲୋନୀ ଅଞ୍ଚଳର ଦୁଇ ଜଣଙ୍କ ଘରୁ ଏକାକାଳୀନ ଭାବେ ସୁନା ଅଳଙ୍କାର ଓ […]
ଭୁବନେଶ୍ବର: ବର୍ତ୍ତମାନ ସାଇବର ଅପରାଧୀଙ୍କ ତରିକା ଦିନକୁ ଦିନ ବଦଳିବାରେ ଲାଗିଛି। ବଜାରକୁ ଅନୁଧ୍ୟାନ କରି ସେମାନେ ଏହି ତରିକା ପରିବର୍ତ୍ତନ କରିବାରେ ଲାଗିଛି। ଏବେ ସାରା ଭାରତରେ ୫ଜି ସେବାକୁ ନେଇ ଚର୍ଚ୍ଚା ଚାଲିଛି। ଲୋକମାନେ ଏହି ସେବାକୁ ହାସଲ […]
ନୂଆଦିଲ୍ଲୀ: ଗତକାଲି ରାତିରେ ଜାପୋରିଜିଆର ଆବାସିକ ଅଞ୍ଚଳରେ ଋଷିଆ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ ହେବାର ଖବର ରହିଛି। ଖବର ଅନୁଯାୟୀ, ଋଷର କ୍ଷେପଣାସ୍ତ୍ର ଆକ୍ରମଣରେ ଜାପୋରିଜିଆର ୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି; କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ମହିଳା ଆକାଉଣ୍ଟଟେଣ୍ଟଙ୍କ କଳାକାରନାମା ସାମ୍ନାକୁ ଆସିଛି। ଶିକ୍ଷକଙ୍କ ଦରମା ବାବଦକୁ ପ୍ରାୟ ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର […]