ଭାଇ ଦୂଜ 2021: ଦୀପାବଳିର ଠିକ୍ ଦୁଇ ଦିନ ପରେ ଭାଇ ଦୂଜର ପର୍ବ ପାଳିତ ହୁଏ। ଦିୱାଲିର ଦୁଇ ଦିନ ପରେ ପଡୁଥିବା ଭାଇ ଦୂଜ କିମ୍ବା ଭାଇ ଟେକା ହେଉଛି ଏକ ପ୍ରମୁଖ ପର୍ବ ଯାହାକି ସାରା ଭାରତରେ […]
ଭୁବନେଶ୍ବର: ପ୍ରତି ବର୍ଷ ଦୀପାବଳିର ପରଦିନ ଗୋବର୍ଦ୍ଧନ ପୂଜା କରାଯାଇଥାଏ। ଗୋବର୍ଦ୍ଧନ ପୂଜା ଦିନ ଭଗବାନ ଶ୍ରୀକୃଷ୍ଣ, ଗୋବର୍ଦ୍ଧନ ପର୍ବତ ଏବଂ ଗାଈମାନଙ୍କୁ ପୂଜା କରିବାର ନିୟମ ରହିଛି। ହିନ୍ଦୁ ଧର୍ମରେ ଏହି ପର୍ବର ବହୁତ ଗୁରୁତ୍ୱ ରହିଛି। ଗୋବର୍ଦ୍ଧନ ପୂଜା […]
ରାଉରକେଲା: ଆଜି ପବିତ୍ର ଦୀପାବଳି। ଏହିଦିନ ଖୁସିରେ ସମସ୍ତେ ବାଣ ଫୁଟାଇଥାନ୍ତି। ହେଲେ କରୋନା କଟକଣା ତଥା ପରିବେଷ ପ୍ରଦୂଷଣ ପାଇଁ ବାଣ ଫୁଟା ନିଷିଧ କରାଯାଇଛି। ଫଳରେ ବାଣ ବେପାର କରି ରୋଜଗାର କରୁଥିବା ଶହଶହ ବେପାରୀ ହତାଶ ହୋଇପଡିଛି। […]
ନୂଆଦିଲ୍ଲୀ: ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଚାରିଆଡେ ଆନନ୍ଦର ଉତ୍ସବ। ଏହି ପବିତ୍ର ଦୀପାବଳି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହିନ୍ଦିରେ ଏକ ଟୁଇଟ କରି ସେ କହିଛନ୍ତି ଯେ, “ଦିୱାଲୀର ଶୁଭ ଅବସରରେ ଦେଶବାସୀଙ୍କୁ […]
ଭୁବନେଶ୍ବର: ଆଜି ପବିତ୍ର ଦୀପାବଳି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଟୁଇଟ କରି ସେ କହିଛନ୍ତି ଯେ, ‘ମା’ କାଳୀଙ୍କ ପୂଜା ଓ ଦୀପାବଳିର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। […]
ଦୀପାବଳି 2021: ଦୀପାବଳି ଦିନ ମୁଖ୍ୟତଃ ମା ଲକ୍ଷ୍ମୀ ଏବଂ ମା କାଳୀଙ୍କୁ ପୂଜା କରାଯାଏ। ହେଲେ ଧ୍ୟାନ ରଖିବା ଉଚିତ ଯେ, ପୂଜା ଯେପରି ବିଧି ମୁତାବିକ ହେବା ଦରକାର। ଫଳରେ ଧନ ଏବଂ ସମୃଦ୍ଧତା ସହିତ ସୁଖ ଏବଂ […]
ଭୁବନେଶ୍ବର: ଆସନ୍ତା ୪ ନଭେମ୍ବର ୨୦୨୧ ଗୁରୁବାର ଦିନ ପବିତ୍ର ଦୀପାବଳି ଉତ୍ସବ ପାଳନ କରାଯିବ। ତେବେ ଏହିଦିନ କେତେବେଳେ କେଉଁ ମୂହୁର୍ତ୍ତ ରହିଛି ତାହା ଜାଣିବା ଆବଶ୍ୟକ। କାରଣ ସେହି ଅନୁସାରେ ବିଭିନ୍ନ ପୂଜାପାଠ ପାଳନ କରାଯିବ। ତେବେ ଜାଣନ୍ତୁ […]
ଭୁବନେଶ୍ବର : ଭାରତର ଅଧିକାଂଶ ରାଜ୍ୟରେ ଦୀପାବଳି ଅମାବାସ୍ୟାରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ହେଲେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମରେ ଦେବୀ କାଳୀଙ୍କୁ ଏହି ଦିନ ପୂଜା କରାଯାଇଥାଏ। କାହିଁକି କାଳୀ ପୂଜା କରାଯାଏ ଅସୁରମାନଙ୍କୁ […]
ଭୁବନେଶ୍ବର: ପ୍ରତିବର୍ଷ କାର୍ତ୍ତିକ ମାସର ଅମାବାସ୍ୟାରେ ଦୀପାବଳି ପର୍ବ ପାଳନ କରାଯାଏ। ସମୟ ଗଡିବା ସହିତ ଏହି ପର୍ବ ପାଳନ କରିବାର ଉପାୟ ମଧ୍ୟ ବଦଳି ଯାଇଛି। ଏହି ପର୍ବ ପ୍ରାଚୀନ କାଳରୁ ପାଳନ କରାଯାଇ ଆସୁଛି ବୋଲି ବିଶ୍ୱାସ କରାଯାଏ। […]
ଭୁବନେଶ୍ବର: ଦୀପାବଳିରେ ବାଣ ଫୁଟାଇବା ଏବଂ ପରିବେଶ ପ୍ରତି ଧ୍ୟାନ ଦେବାକୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ କଲେକ୍ଟର, ପୋଲିସ ଅଧୀକ୍ଷକ ଏବଂ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୀପାବଳି ପାଇଁ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ […]
ଭୁବନେଶ୍ବର: ଆଜି ହେଉଛି ଧନତରାସ। ଚଳିତ ବର୍ଷ ଧନତରାସରେ ତ୍ରିପୁସ୍କର ଯୋଗ ସଂପଠିତ ହୋଇଛି। ତ୍ରିପୁଷ୍କର ଯୋଗରେ ଯାହା ବି କାମ କରାଯାଏ, ଏହା ତ୍ରିଗୁଣ ଫଳାଫଳ ମିଳିଥାଏ। ତ୍ରିପୁଷ୍କର ଯୋଗରେ ସୁନା ଓ ରୂପା କିଣିବା ବ୍ୟତୀତ ପୁଞ୍ଜି ବିନିଯୋଗ […]
ଭୁବନେଶ୍ବର: ଆଜି ହେଉଛି ଧନତରାସ। ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତରାସ ପଡିଥାଏ। ଏହିଦିନ ସୁନା ଓ ରୂପା ବ୍ୟତୀତ ପିତ୍ତଳ ବାସନ କିଣିବାର ପରମ୍ପରା ମଧ୍ୟ ଅଛି। ଭଗବାନ ଧନ୍ବନ୍ତରୀଙ୍କୁ ପୂଜା କରିବା ବ୍ୟତୀତ ଦେବୀ ଲକ୍ଷ୍ମୀ […]
ନୂଆଦିଲ୍ଲୀ: ଆଉ ଅଳ୍ପଦିନ ପରେ ଆସିବ ଦୀପାବଳି। ସେଦିନ ସଂଧ୍ୟାରେ ଘରେ ଘରେ ଦୀପ ଜଳି ଉଠିବ। ସାଧାରଣତଃ ଦୀପାବଳି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। କାରଣ ବିଶ୍ବାସ ରହିଛି ଯେ, ଦୀପାବଳିରେ ମା ଲକ୍ଷ୍ମୀ ବେଶ୍ ପ୍ରସନ୍ନ ହୋଇଥାନ୍ତି। […]
ଭୁବନେଶ୍ୱର: ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି। ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ […]
ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ମାସରେ ଆକାଶ ଦୀପ ଲଗାଯାଇଥାଏ। ବିଶ୍ବାସ ରହିଛି ଏହି ଆକାଶ ଦୀପ ଲାଗିଲେ ନିଜ ଜ୍ଞାନର ଆଲୋକ ଜଳି ଉଠେ। ସେଥିପାଇଁ ଏହି ଦୀପ ଲଗାଯାଇଥାଏ। ଯହେତୁ କାର୍ତ୍ତିକ ମାସ ହେଉଛି ସବୁମାସଠାରୁ ଶ୍ରେଷ୍ଠ ମାସ, ସେଥିପାଇଁ […]
ଭୁବନେଶ୍ବର: ଦୀପାବଳିରେ ପୂଜାପୂଜି ସହିତ ଘର ସଜାଇବା ମଧ୍ୟ ଏକ ମହତପୂର୍ଣ୍ଣ କାର୍ୟ୍ୟ। ସମସ୍ତେ ନିଜ ଘରକୁ ସୁନ୍ଦର କରିବା ପାଇଁ ଏହି ସମୟରେ ବିଭିନ୍ନ ସାଜସଜ୍ଜା କରନ୍ତି। ବଜାରରେ ଏତେ ସୁନ୍ଦର ସାଜସଜ୍ଜା ସାମଗ୍ରୀ ଦେଖିବା ପରେ ସମସ୍ତଙ୍କ ମନ […]
ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭ ହେବା ମାତ୍ରେ ଲୋକମାନେ ସୁନା ଓ ରୂପା କିଣିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। ନବରାତ୍ରୀ ଏବଂ ଦିୱାଲୀ ଅବସରରେ ଅନେକ ଲୋକ ସୁନା କିଣିବାକୁ ଚାହାଁନ୍ତି, ଯାହାର ପ୍ରଭାବ ସୁନା ମୂଲ୍ୟରେ ସ୍ପଷ୍ଟ ଦେଖାଯାଏ। ତେଣୁ […]