ନୂଆଦିଲ୍ଲୀ: ସାଉଥ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ସାଇ ପଲ୍ଲବୀ ନିଜର ଅପୂର୍ବ ଶୈଳୀ ପାଇଁ ଜଣାଶୁଣା। ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିରାଟ ପର୍ବମ୍ ର ପ୍ରମୋସନ ସମୟରେ ସାଇ ପଲ୍ଲବୀ ଏପରି କିଛି କହିଛନ୍ତି, ଯାହା ସୋସିଆଲ ମିଡିଆରେ ବିବାଦ […]
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଉପଖଣ୍ଡ କୁଡ଼ାନାଳୀ ଗ୍ରାମର ଆଦ୍ୟାଶା ମ୍ୟୁଜିକ ପକ୍ଷରୁ ପବିତ୍ର ରଜ ପର୍ବରେ ଏକ ଦେଶାତ୍ମବୋଧକ ଗୀତ ଲୋକାର୍ପିତ ହୋଇଛି। “ସୁନ୍ଦର ଓଡ଼ିଶା ଭୁଇଁ” ଶୀର୍ଷକ ଏହି ଗୀତ ଟିକୁ ସମ୍ବଲପୁର ମାନ୍ୟବର ସାଂସଦ ନିତେଶ ଗଙ୍ଗଦେବ […]
ଭୁବନେଶ୍ୱର: ଜୀ ସାର୍ଥକ, ସବୁଠୁ ଅଗ୍ରଣୀ ଓ ସବୁଠୁ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଓଡିଆ ଦର୍ଶକମାନଙ୍କ ସହ ଦୀର୍ଘ ଦିନରୁ ସୁସମ୍ପର୍କକୁ ଏକ ମହତ୍ୱପୂର୍ଣ୍ଣ ରୂପ ଦେବା ପାଇଁ ଏବଂ ଓଡିଶାର ନାରୀମାନଙ୍କ ପ୍ରତି ଉଚ୍ଛ୍ୱସିତ ପ୍ରଶସ୍ତି ଜଣାଇବା […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ଅଧୀନ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ‘ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଭ୍ରମାତ୍ମକ ବିଜ୍ଞାପନ ଓ ପ୍ରଚାର ନିରାକରଣ ମାର୍ଗଦର୍ଶିକା, ୨୦୨୨’ର ବିଜ୍ଞପ୍ତି ଜାରି କରାଯାଇଛି । ଭ୍ରମାତ୍ମକ ବିଜ୍ଞାପନ ଉପରେ […]
ମୁମ୍ବାଇ: ସମ୍ପ୍ରତି ଅଭିନେତ୍ରୀ ମହିମା ଚୌଧୁରୀଙ୍କ ସହ ଜଡିତ ଏକ ଚମକପ୍ରଦ ଖବର ସାମ୍ନାକୁ ଆସିଛି। ୪୮ ବର୍ଷୀୟା ଅଭିନେତ୍ରୀ ସ୍ତନ କର୍କଟ ସହ ଲଢୁଛନ୍ତି। ଯେତେବେଳେ ଅନୁପମ ଖେର ଏକ ପ୍ରୋଜେକ୍ଟ ସଂପର୍କରେ ଅଭିନେତ୍ରୀଙ୍କୁ ଡାକିଲେ, ସେତେବେଳେ ଏହା ସ୍ପଷ୍ଟ […]
ଭୁବନେଶ୍ୱର: ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’ର ଅଡିଓ ରିଲିଜ୍ ହୋଇ ଯାଇଛି। ଜୁନ୍ ୧୨ ରେ ଫିଲ୍ମଟି ଜୀ ସାର୍ଥକ ରେ ଓ୍ଵାର୍ଲଡ ଟେଲିଭିଜନ ପ୍ରିମିୟର ହେଉଥିବା ବେଳେ ଏହାର କାହାଣୀ ଓ ଗୀତଗୁଡିକ ଲୋକାଦୃତ ହେବ […]
ଭୁବନେଶ୍ବର: ଜୀ ସାର୍ଥକର ‘‘ରଜ କୁଇନ୍’’ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । “ରଜ କୁଇନ୍ ଗାଲା ରାଉଣ୍ଡ” ଆସନ୍ତା ଜୁନ୍ ୧୧ ରାତି ୯ଟା ୩୦ରେ ପ୍ରତି ଶନିବାର ଓ ରବିବାର ପ୍ରସାରିତ ହେବ। ‘‘ରଜ କୁଇନ୍’’ ଅଡିସନ […]
କୋଲକାତା: ପ୍ରଖ୍ୟାତ କଣ୍ଠଶିଳ୍ପୀ କେକେ ବା କ୍ରିଷ୍ଣକୁମାର କୁନ୍ନାଥଙ୍କ ଅକାଳରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା। କୋଲକାତାର ନଜୁରଲ ମଞ୍ଚରେ ଗାଇବା ପରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଗଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ […]
ଭୁବନେଶ୍ୱର: ବିବାହ ଏକ ସାମାଜିକ ପରମ୍ପରା। ପତି ପତ୍ନୀ ଉଭୟ ଏହାକୁ ନିଭାଇବାକୁ ଶପଥ ନିଅନ୍ତି। କିନ୍ତୁ ସତରେ କଣ ସ୍ୱାମୀ ସ୍ତ୍ରୀ ଏହି ଶପଥ ପାଳନ କରନ୍ତି? ଗୋଟିଏ ପଟେ ଅୟସ ଆରାମ, ଆଉ ଗୋଟିଏ ପଟେ ସ୍ୱାମୀଙ୍କ ଇଚ୍ଛା […]
ଭୁବନେଶ୍ୱର: ଓଡ଼ିଆ ମନୋରଞ୍ଜନ କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ ତିଆରି କରିବାକୁ ଯାଉଛି ଜୀ ସାର୍ଥକ। ମହିଳାମାନଙ୍କ ପାଇଁ ଚ୍ୟାନେଲ ତରଫରୁ ପ୍ରସ୍ତୁତ ହୋଇଛି ନୂଆ ମନୋରଞ୍ଜନ କାର୍ଯ୍ୟକ୍ରମ ଯାହାର ନାଁ ରହିଛି “ଦିଦି ନମ୍ବର ୱାନ୍”। ଆସନ୍ତା ମେ ୩୦ […]
ମୁମ୍ବାଇ: ମୁମ୍ବାଇର ଓରଲୀସ୍ଥିତ ନେହେରୁ କେନ୍ଦ୍ରରେ ସପ୍ତଦଶ ମୁମ୍ବାଇ ବୃତ୍ତଚିତ୍ର, କ୍ଷୁଦ୍ର ଫିକସନ ଓ ଆନିମେସନ ଚଳଚ୍ଚିତ୍ର (ଏମଆଇଏଫଏଫ୍-୨୦୨୨) ଏକ ଚିତ୍ତାକର୍ଷକ ଉଦ୍ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଚଳଚ୍ଚିତ୍ର ପ୍ରଭାଗ ପକ୍ଷରୁ […]
ମୁମ୍ବାଇ: ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମଆଇଏଫଏଫ)ର ୧୭ତମ ସଂସ୍କରଣ ୨୨ ମେ, ୨୦୨୨ ଅପରାହ୍ଣ ୫ଟାରେ ଶୁଭାରମ୍ଭ ହେବ। ମୁମ୍ବାଇର ଓ୍ବର୍ଲିସ୍ଥିତ ନେହେରୁ ସେଣ୍ଟର ଅଡିଟୋରିୟମ ଠାରେ ଆୟୋଜିତ ହେବାକୁ ଥିବା ଉଦଘାଟନୀ ସମାରୋହକୁ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ, […]
ମୁମ୍ବାଇ: ଯେତେବେଳେ ଆମେ ସିନେମାର ଅସୀମ ଆନନ୍ଦର ଖୁସି ମନାଉଛୁ, ସେତେବେଳେ ଆମେ ଆମର ଯୁବ ସୃଜନଶୀଳ ମସ୍ତିଷ୍କ ମାନଙ୍କୁ ସେଥିରୁ ଦୂରେଇ ରଖି ପାରିବୁ ନାହିଁ! ହଁ, ପ୍ରଥମ ଥର ପାଇଁ ୧୮ ବର୍ଷରୁ କମ୍ ବୟସର ପିଲାମାନେ ୧୭ତମ […]
ମୁମ୍ବାଇ: ସପ୍ତଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ(ଏମ୍ଆଇଏଫ୍ଏଫ୍) ଆସନ୍ତା ରବିବାରଠାରୁ ଆରମ୍ଭ ହେବ । ଏହି ଚଳଚ୍ଚିତ୍ର ଉତ୍ସବଟି ସ୍ୱତନ୍ତ୍ର ଭାବେ ପ୍ରାମାଣିତ ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ଓ ଆନିମେସନ ଫିଲ୍ମ ପାଇଁ ଉଦ୍ଦିଷ୍ଟ । ଏହା ମୁମ୍ବାଇର ଫିଲ୍ମ ଡିଭିଜନ […]
ନୂଆଦିଲ୍ଲୀ: ସିନେମା ଇଣ୍ଡଷ୍ଟ୍ରିରୁ ଏକ ଖରାପ ଖବର ଆସିଛି। ସୂଚନା ଅନୁଯାୟୀ ୨୧ ବର୍ଷିୟା ବଙ୍ଗୀୟ ଅଭିନେତ୍ରୀ ତଥା ମଡେଲ ବିଦିଶା ଦେ ମଜୁମଦାର ଆତ୍ମହତ୍ୟା କରିଛନ୍ତି। ଏହି ଖବର ଆସିବା ପରେ ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଚକିତ ହୋଇଯାଇଛି। ୨୧ […]
ଭୁବନେଶ୍ୱର: ପୁଣି ମୁଖ୍ୟସ୍ରୋତକୁ ଫେରିବ କି ଓଡିଆ ଚଳଚ୍ଚିତ୍ର? ଓଡିଆ ଚଳଚ୍ଚିତ୍ର ଦେଖିବାକୁ ପ୍ରେକ୍ଷାଳୟକୁ ଆସିବେ କି ଓଡିଆ ଦର୍ଶକ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ଓଡିଆ ଚଳଚ୍ଚିତ୍ର ଦୃଷ୍ଟିକୋଣର ଏକ […]
ଭୁବନେଶ୍ୱର: ଜୀ ସାର୍ଥକରେ ପୁଣି ଏକ ନୂଆ ସିରିୟଲ ଆରମ୍ଭ ହେବାକୁ ଯାଉଛି। ଯାହାର ନାଁ ରହିଛି ‘ସୁନା ଝିଅ’। ଆସନ୍ତା ମେ ୩୦ ତାରିଖରୁ ପ୍ରତ୍ୟେକ ଦିନ ସଂଧ୍ୟା ୭ଟା ୩୦ରେ ଏହା ପ୍ରସାରିତ ହେବ। ଏଥିରେ ଓଡିଆ ଘରର […]
ନୂଆଦିଲ୍ଲୀ: “କାନ୍ସ ନେକ୍ସଟ” ରେ ଷ୍ଟାର୍ଟଅପ୍ ପିଚିଂ ସେସନ୍ରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍ ମୁରୁଗନ ଷ୍ଟାର୍ଟଅପ୍ର ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରାରମ୍ଭରେ ଡ. ମୁରୁଗନ କାନ୍ସ ନେକ୍ସଟ ର ଉତ୍କୃଷ୍ଟ ପଦକ୍ଷେପ ପାଇଁ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ, ଯାହାକି […]
ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ପୃଥ୍ବୀରାଜ’ ପ୍ରାୟ ୧୦ ଦିନ ମଧ୍ୟରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି। କିନ୍ତୁ ଦେଖାଯାଉଛି ଏହାକୁ ବିରୋଧର ସମ୍ମୁଖୀନ ହେବାକୁ ପଡିପାରେ। ବର୍ତ୍ତମାନ ଏହି ଚଳଚ୍ଚିତ୍ରକୁ ନେଇ କରଣୀ ସେନାଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ […]
ଭୁବନେଶ୍ୱର: ସମୟ ସହ ତାଳଦେଇ ଭାରତୀୟ ଚଳଚ୍ଚିତ୍ରର ପରିବର୍ତ୍ତନ ଘଟୁଛି ଏବଂ ଭବିଷ୍ୟତରେ ଓ.ଟି.ଟି. ପ୍ଲାଟଫର୍ମକୁ ଏହା ଆସିଯିବ ବୋଲି ପ୍ରଫେସର ହିମାଂଶୁ ଖଟୁଆ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆଜି […]