ନୂଆଦିଲ୍ଲୀ: ଚଳିତ ବର୍ଷ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ ହେଉଥିବାବେଳେ ଦେଶ କୂଟନୀତି, ଅର୍ଥନୈତିକ ନୀତି ଏବଂ ବିଶ୍ୱ ନେତୃତ୍ୱର ମିଳିତ ସହଯୋଗରେ ଛିଡ଼ା ହୋଇଛି। ବିଶ୍ୱର ୨୦ଟି ବୃହତ୍ତମ ଅର୍ଥନୀତିକୁ ନେଇ ଗଠିତ ଜି-୨୦ ଏକ […]
ମୁମ୍ବାଇ: ବିରୋଧୀ ଦଳର ମେଣ୍ଟ ଇଣ୍ଡିଆ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଆଜିଠାରୁ ମୁମ୍ବାଇରେ ଆରମ୍ଭ ହୋଇଛି। ଏହି ବୈଠକ ଦୁଇ ଦିନ (୩୧ ଅଗଷ୍ଟ-ସେପ୍ଟେମ୍ବର ୧) ଧରି ଚାଲିବ। ଶରଦ ପାୱାର କହିଛନ୍ତି ଯେ ଏହି […]
ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତା କେବେ ପୁନରୁଦ୍ଧାର ହେବ ଏବଂ କେବେ ହେବ ନିର୍ବାଚନ? ସୁପ୍ରିମକୋର୍ଟରେ ଏହାର ଜବାବ ରଖିଛନ୍ତି ସରକାର। ଧାରା-୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣିବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଜମ୍ମୁ-କଶ୍ମୀରରେ […]
ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ କ୍ଷମା ଆବେଦନ ଉପରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ହେବ ଶେଷ ନିଷ୍ପତ୍ତି। ଏହା ଉପରେ କୌଣସି ପରିବର୍ତ୍ତନ ହେବ ନାହିଁ। ନୂଆ ଭାରତୀୟ ବେସାମରିକ ପ୍ରତିରକ୍ଷା କୋଡ୍ ବିଲ (ବିଏନ୍ଏସ୍ଏସ୍) ୨୦୨୩ରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ନ୍ୟାୟିକ […]
ଭୁବନେଶ୍ୱର: ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ମୋଦି ସରକାର ଘୋଷଣା କରିଛନ୍ତି। ଆସନ୍ତା କିଛିମାସ ମଧ୍ୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହାପରେ ସାଧାରଣ ନିର୍ବାଚନ ହେବ। ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ନିଆଯାଇଥିବା […]
ଭୁବନେଶ୍ବର: ଆଜି ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟିର ସଚିବ ଶ୍ରୀ ସଞ୍ଜୟ ମିତ୍ତଲ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶା ପରିବହନ କମିଶନର ଅମିତାଭ ଠାକୁରଙ୍କ ଉପସ୍ଥିତିରେ ରାଜ୍ୟରେ […]
ନୁୟାଦିଲ୍ଲୀ: ୨୦୨୩ ଅଗଷ୍ଟ ୩୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡଃ ପି. କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଜି – ୨୦ ସମନ୍ୱୟ କମିଟିର ନବମ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀରେ ଜି – ୨୦ ର ମୁଖ୍ୟ ସମ୍ମିଳନୀ […]
ନୂଆଦିଲ୍ଲୀ: ମୁମ୍ବାଇରେ ବିରୋଧୀ ମେଣ୍ଟ ଇଣ୍ଡିଆ (INDIA) ବୈଠକରେ ଭାଗ ନେବା ପାଇଁ ବିରୋଧୀ ଦଳର ନେତାଙ୍କ ଆଗମନ ପ୍ରକ୍ରିୟା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ମଧ୍ୟ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ସମୟରେ […]
ଭୁବନେଶ୍ବର: ଆସନ୍ତା ୧୩ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଭାରତ ନିର୍ବାଚନ କମିଶନଙ୍କ ଏକ ବଡ ଟିମ। ଏହି ଟିମ ଓଡିଶାରେ ସବୁ ଜିଲ୍ଲାପାଳଙ୍କ ସହିତ ବୈଠକ କରିବେ। ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସେ ବିସ୍ତୁତ ଆଲୋଚନା କରିବେ। ଏହିପରି ଏକ […]
ନୂଆଦିଲ୍ଲୀ: ଅଗଷ୍ଟ ୩୧ରେ ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’ର ଏକ ବୈଠକ ମୁମ୍ବାଇରେ ହେବାକୁ ଯାଉଛି, କିନ୍ତୁ ଏହାର ଠିକ୍ ପୂର୍ବରୁ ଆପ୍ ପକ୍ଷରୁ ଏକ ବଡ଼ ବୟାନ ଆସିଛି। ଆପ୍ର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି ଯେ ବର୍ତ୍ତମାନ […]
ନୂଆଦିଲ୍ଲୀ: ଅଗଷ୍ଟ ୨୦୧୯ରେ ସୀମାନ୍ତ ରାଜ୍ୟ ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିବାର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଜମ୍ମୁ-କଶ୍ମୀର ଏକ ଅନନ୍ୟ ରାଜ୍ୟ ନୁହେଁ, ପଞ୍ଜାବ ଏବଂ ଉତ୍ତର-ପୂର୍ବାଞ୍ଚଳ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। […]
ନୂଆଦିଲ୍ଲୀ: ଆଇଏନଡିଆଇଏର ମୁମ୍ବାଇ ବୈଠକ ପୂର୍ବରୁ ମାୟାବତୀ ବିରୋଧୀ ମେଣ୍ଟକୁ ବଡ଼ ଝଟକା ଦେଇଛନ୍ତି। ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ସ୍ପଷ୍ଟ କରିଛନ୍ତି ଯେ, ସେ ବିରୋଧୀ ମେଣ୍ଟ ଆଇଏନଡିଆଇଏର ଅଂଶ ହେବେ ନାହିଁ। ଇମ୍ରାନ ମାସୁଦଙ୍କୁ ବିଏସପିରୁ ହଟାଇବା […]
ବେଙ୍ଗାଲୁର: ଚନ୍ଦ୍ରଯାନ-୩ ଚନ୍ଦ୍ରରେ ପହଞ୍ଚିବାର ପଞ୍ଚମ ଦିନ (ଅଗଷ୍ଟ ୨୮)ରେ ଦ୍ୱିତୀୟ ପର୍ଯ୍ୟବେକ୍ଷଣ ପଠାଇଛି। ଏହା ଅନୁଯାୟୀ ଚନ୍ଦ୍ରର ଦକ୍ଷିଣ ମେରୁରେ ସଲ୍ଫରର ଉପସ୍ଥିତି ରହିଛି। ଚନ୍ଦ୍ରପୃଷ୍ଠରେ ଆଲୁମିନିୟମ, କ୍ୟାଲସିୟମ, ଲୌହ, କ୍ରୋମିୟମ, ଟାଇଟାନିୟମର ଉପସ୍ଥିତି ମଧ୍ୟ ଠାବ କରାଯାଇଛି। ଏହାବ୍ୟତୀତ […]
ଭୁବନେଶ୍ବର: ଆସନ୍ତାକାଲିଠାରୁ ଅର୍ଥାତ ୩୧ତାରିଖରୁ ଆୟୁଷ ଛାତ୍ରଛାତ୍ରୀମାନେ କଲେଜ ବନ୍ଦ ଡାକରା ଦେଇଛନ୍ତି। ଚଳିତ ବର୍ଷ ରାଜ୍ୟରେ ଥିବା ତିନୋଟି ସରକାରୀ ଆୟୁର୍ବେଦିକ କଲେଜ ରେ ଭିତ୍ତିଭୂମି ଓ ମାନବ ସମ୍ବଳ ଅଭାବ ଯୋଗୁଁ କେନ୍ଦ୍ର ସରକାରଙ୍କ ମିନିଷ୍ଟି ଅଫ ଆୟୁଷ […]
ଭୁବନେଶ୍ବର: ପ୍ରତିବର୍ଷ କିମ୍ବଦନ୍ତୀ ହକି ଖେଳାଳି ମେଜର ଧିଆନ ଚାନ୍ଦଙ୍କ ଜନ୍ମ ବାର୍ଷିକୀରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଛି। ଏହି ଅବସରରେ ଓଡ଼ିଶା କ୍ରୀଡା ଏବଂ ଖେଳ ପ୍ରତି ଉଲ୍ଲେଖନୀୟ ଅବଦାନକୁ ରାଜ୍ୟ ସରକାର ସମ୍ମାନିତ କରିଥିଲେ। ଭୁବନେଶ୍ୱରରେ ଆୟୋଜିତ […]
ଦିଲ୍ଲୀ: ଚନ୍ଦ୍ରଯାନ – ୩ ଅଭିଯାନର ଐତିହାସିକ ସଫଳତାକୁ ପାଳନ କରିବା କ୍ଷେତ୍ରରେ କେନ୍ଦ୍ର କ୍ୟାବିନେଟ ଦେଶବାସୀଙ୍କ ସହ ସାମିଲ ହୋଇଛି। କ୍ୟାବିନେଟ୍ ମଧ୍ୟ ଆମ ବୈଜ୍ଞାନିକ ମାନଙ୍କର ମହତ୍ୱପୂର୍ଣ୍ଣ ସଫଳତାକୁ ପ୍ରଶଂସା କରିଛି। ଏହା କେବଳ ଆମ ମହାକାଶ ଏଜେନ୍ସି […]
ମୁମ୍ବାଇ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ମୁମ୍ବାଇର ଗ୍ରାଣ୍ଡ ହାୟାତ ହୋଟେଲରେ ଅନୁଷ୍ଠିତ ହେବ। ସେପଟେ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦାବି କରିଛନ୍ତି ଯେ ଲୋକସଭା ନିର୍ବାଚନ ମେ ମାସରେ ନୁହେଁ ବରଂ ଡିସେମ୍ବରରେ ହେବ। ଲୋକସଭା ନିର୍ବାଚନ ପାଇଁ ବିଜେପି ହେଲିକପ୍ଟର ବୁକ୍ କରିସାରିଛି। ବିଜେପିର ନୀତୀଶ କୁମାରଙ୍କ ସମେତ ବିରୋଧୀ ଦଳର […]
ନୂଆଦିଲ୍ଲୀ: ମିଶନ ୨୦୨୪ ପୂର୍ବରୁ କେନ୍ଦ୍ର ସରକାର ନିଜ ବିଶ୍ୱସ୍ତ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ କସରତ ଆରମ୍ଭ କରିଛନ୍ତି। ମୋଦି କ୍ୟାବିନେଟ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ୨୦୦ ଟଙ୍କା ହ୍ରାସ ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଉଜ୍ଜ୍ୱଳା […]
ଭୁବନେଶ୍ୱର: ଜିଓ ଏୟାର ଫାଇବର୍ ପାଇଁ ପ୍ରତୀକ୍ଷାର ଅନ୍ତ ହୋଇଛି। ସେପ୍ଟମ୍ବର ୧୯ ଗଣେଶ ପୂଜାରେ ଏହାର ଶୁଭାରମ୍ଭ କରାଯିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଘୋଷଣା କରିଛନ୍ତି। […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଆଣିବା ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଅଗଷ୍ଟ ୨୦୧୯ରେ ସରକାର ଧାରା ୩୭୦ ଉଚ୍ଛେଦ କରିଥିଲେ, ଯାହା ଅଧୀନରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିଲା। ଏହାପରେ ସରକାର ରାଜ୍ୟକୁ […]