ବିଶେଷ ଖବର

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ବିଧାନସଭାର ବିଜୟ ଓ ପରାଜୟଠାରୁ ସମ୍ପୂର୍ଣ୍ଣ ଅଲଗା ରହିବା ଉଚିତ। ଦୁର୍ବଳ ନିର୍ବାଚନ ଆୟୋଗ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବ ଏବଂ ଏହାର…

ନୂଆଦିଲ୍ଲୀ: ୧୯୬୨ ଯୁଦ୍ଧ ପରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇଥିଲା। ପାଖାପାଖି ୨୦ ବର୍ଷ ହେଲା କୌଣସି ବଡ଼ ସରକାରୀ ଗସ୍ତ…

ନୂଆଦିଲ୍ଲୀ: ଲାଲ୍ କିଲାରୁ 77 ତମ ସ୍ୱାଧୀନତା ଦିବସ ଅବସରରେ 140 କୋଟି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦଶନ୍ଧିର ଅନିଶ୍ଚିତତା, ଅସ୍ଥିରତା…

ନୂଆଦିଲ୍ଲୀ: ଭାରତ ବିଶ୍ୱର ଦଶମରୁ ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥାର ରାଷ୍ଟ୍ର ହେବାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪୦କୋଟି ଭାରତବାସୀଙ୍କୁ ଦେଇଛନ୍ତି। ୭୭ତମ ସ୍ୱାଧୀନତା ଦିବସ…

ନୂଆଦିଲ୍ଲୀ: ମୋଦି ସରକାର ଇଂରେଜମାନଙ୍କ ଦ୍ୱାରା ନିର୍ମିତ ୩ଟି ମୌଳିକ ଆଇନକୁ ଉଚ୍ଛେଦ କରି ୩ଟି ନୂଆ ଆଇନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ତିନୋଟି ପ୍ରସ୍ତାବିତ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ତାଙ୍କ ସମ୍ବୋଧନରେ ଏହା ମନେ ପକାଇଥିଲେ ଯେ, ଭାରତ ୨୦୧୪ ମସିହାରେ ଦଶମ…

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଗଡେ ଆଜି ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲ କିଲାକୁ ନ ଯିବା ବିଷୟରେ କହିଥିଲେ ଯେ, ତାଙ୍କ ଆଖିରେ କିଛି…

ନୂଆଦିଲ୍ଲୀ: ସ୍ୱାଧୀନତାର ୭୬ ବର୍ଷ ପରେ ଭାରତ ଇତିହାସର ଏକ ନୂଆ ଯୁଗରେ ପ୍ରବେଶ କରୁଛି। ଏହାର ଇତିହାସର ପ୍ରଥମ ପୃଷ୍ଠା ପ୍ରାୟ ୧୦,୦୦୦ ବର୍ଷ ପୂର୍ବେ…

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ମ ଥର ପାଇଁ ଲାଲକିଲ୍ଲା ପ୍ରାଚୀରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ଐତିହାସିକ…

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏଜେଣ୍ଡା ସ୍ଥିର କରିଛନ୍ତି। ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କ ସହାୟତା…

ଭୁବନେଶ୍ବର: ଆଜି ୭୭ ତମ ସ୍ବାଧୀନତା ଦିବସ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।…

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ସମର୍ଥନ କରିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ୫୦ ପ୍ରତିଶତ କମିସନ୍ ମନ୍ତବ୍ୟ…

ନୂଆଦିଲ୍ଲୀ: ମୋଦି ସରକାର ଇଂରେଜମାନଙ୍କ ଦ୍ୱାରା ନିର୍ମିତ ୩ଟି ମୌଳିକ ଆଇନକୁ ଉଚ୍ଛେଦ କରି ୩ଟି ନୂଆ ଆଇନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଅନେକ ସମୟରେ ପରିଚୟ…

ନୂଆଦିଲ୍ଲୀ: ୧୯୪୩ ମସିହାରେ ପଶ୍ଚିମବଙ୍ଗର ପଶଗୁରା ଥାନା ଅନ୍ତର୍ଗତ ଶାହପୁରା ପୋଟା ଗାଁ। ଜଣେ ବୁଣାକାର ନିଜ ପରିବାରକୁ ଦିନକୁ ଦୁଇ ଥର ଭୋଜନ ମଧ୍ୟ ଦେଇପାରୁନଥିଲେ।…

ମୁମ୍ବାଇ: କିଛିଦିନ ତଳେ ଅଜିତ ପାୱାର ତାଙ୍କ ସମର୍ଥକ ବିଧାୟକଙ୍କ ସହ ବିଜେପି ସହ ହାତ ମିଳାଇଥିଲେ। ଏହାପରେ ଅଜିତ ପାୱାରଙ୍କ ସମେତ ତାଙ୍କ ୯ ଜଣ…

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବାତାବରଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ୨୫ ବର୍ଷ ପୂରଣ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ମୁଖ୍ୟ ମୁକାବିଲା ଏନଡିଏ ଏବଂ ବିରୋଧୀ ଦଳର ମେଣ୍ଟ ଆଇଏନଡିଆଇଏ ମଧ୍ୟରେ ହେବ ବୋଲି…

ନୂଆଦିଲ୍ଲୀ: ନିକଟ ଅତୀତରେ ରାଜଧାନୀ ଦିଲ୍ଲୀରେ ଗୁଳିକାଣ୍ଡ ଓ ଅନ୍ୟ କେତେକ ଘଟଣାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ସମସ୍ତ ହାଇକୋର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ: ଆମେ ଜାଣିଛୁ ଯେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଠିକ୍ ମଧ୍ୟରାତ୍ରିରେ ଭାରତ ସ୍ୱାଧୀନତା ପାଇଥିଲା। ଘଡ଼ିରେ ରାତି ୧୨ଟା ବାଜିବାମାତ୍ରେ ଭାରତର ସ୍ୱାଧୀନତା…