ନୂଆଦିଲ୍ଲୀ: ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ୭୬ ତମ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଥିଲେ। ଡିସେମ୍ବର ୨୦୧୯ ରେ କରୋନା ଜୀବାଣୁ ମହାମାରୀ ସାମ୍ନାକୁ ଆସିବା ପରେ ଏହା ହେଉଛି ପ୍ରଥମ ଅଧିବେଶନ। ପ୍ରଧାନମନ୍ତ୍ରୀ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲ୍ଆବ ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ […]
ଭୁବନେଶ୍ବର, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଗୁଲାବ ବର୍ତ୍ତମାନ ବାତ୍ୟା ରୂପ ନେଇଛି। ଗତ 6 ଘଣ୍ଟା ମଧ୍ୟରେ ଏହା ଘଣ୍ଟାକୁ 10 କିଲୋମିଟର ବେଗରେ ସ୍ଥଳଭାଗକୁ ମାଡିଆସୁଛି। ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ ଗୁଲାବ ଗୋପାଳପୁରର […]
ଭୁବନେଶ୍ବର: ମହିଳା ଓ ଶିଶୁମାନଙ୍କ ମଧ୍ୟରେ ପୁଷ୍ଟି ସଚେତନତା ସୃଷ୍ଟି ପାଇଁ ସେପେଫମ୍ବର ମାସରେ ସମଗ୍ର ରାଜ୍ୟରେ ପାଳିତ ହେଉଛି ଚତୁର୍ଥ ରାଷ୍ଟ୍ରୀୟ ପୋଷଣ ମାସ । ପୂର୍ବରୁ ମଧ୍ୟ ଅନୁଷ୍ଠିତ ହେଉଥିବା ବିିଭିନ୍ନ ପୁଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ଓ […]
ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଥିବା ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି) ଆଜି ଏଠାରେ ଏକ ବୈଠକରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜନିତ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ, ଏଜେନ୍ସି ଏବଂ ରାଜ୍ୟ […]
ନୂଆଦିଲ୍ଲୀ: କଦଳୀ ଖାଇବାକୁ ଏକ ନିର୍ଦ୍ଦିଷ୍ଟ ସମୟ ଅଛି। ଦିନର ଯେକୌଣସି ସମୟରେ କଦଳୀ ଖାଇବା ଦ୍ୱାରା ଲାଭ ବଦଳରେ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ। ଭୁଲ ସମୟରେ ଖାଇଥିବା ଏକ କଦଳୀ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ। ତେଣୁ ଆମେ […]
ନୂଆଦିଲ୍ଲୀ: ଚାରିର୍ବଷ ପୂରଣ କଲା ସୌଭାଗ୍ୟ ଯୋଜନା। ସୌଭ।ଗ୍ୟ ଯୋଜନା ପ୍ରବର୍ତ୍ତିତ ହେବା ପରଠ।ରୁ ଚଳିତବର୍ଷ ମ।ର୍ଚ୍ଚ ମ।ସ ସୁଦ୍ଧ। ୨. ୮୨ କୋଟି ଘରକୁ ବିଦ୍ୟୁତ ଶକ୍ତି ଯୋଗ।ଇ ଦିଆଯ।ଇଛି । ୨୦୧୯ ମ।ର୍ଚ୍ଚ ମ।ସ ସୁଦ୍ଧ। ୧୮ମ।ସ ମଧ୍ୟରେ […]
ନୂଆଦିଲ୍ଲୀ: ଆଜି ଆମେରିକାରେ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଉଦଘାଟନ ଉଦବୋଧନ ଦେଇଛନ୍ତି। ସେ ଯାହା କହିଛନ୍ତି ତାହାର ଓଡିଆ ରୂପାନ୍ତର ହେଲା.. ରାଷ୍ଟ୍ରପତି ମହୋଦୟ, ସର୍ବପ୍ରଥମେ […]
ମିଳିତ ଜାତିସଂଘ: ପାକିସ୍ତାନ ପୁଣିଥରେ କାଶ୍ମୀରକୁ ନେଇ ୟୁଏନଜିଏ ବୈଠକରେ କୁମ୍ଭୀର କାନ୍ଦଣା କରିଛି। ଏହି ବୈଠକରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ଭୁଲ ତଥ୍ୟ ରଖି ଭାରତ ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ […]
ନୂଆଦିଲ୍ଲୀ: ହିମାଲୟାନ୍ ଚଳଚ୍ଚିତ୍ର ମହୋତ୍ସବକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ଉଦଘାଟନ କରିଛନ୍ତି । ଏହି ପାଞ୍ଚଦିନିଆ ଚଳଚ୍ଚିତ୍ର ଉଦ୍ଘାଟନ ସମାରୋହରେ ଚଳଚ୍ଚିତ୍ର ଜଗତର ଅନେକ ହସ୍ତୀ ଯୋଗଦାନ କରିଥିଲେ । ଏହା ପ୍ରଥମ ହିମାଲୟାନ୍ ଚଳଚ୍ଚିତ୍ର ମହୋତ୍ସବ […]
ଭୁବନେଶ୍ବର: ଶହ ଶହ ବର୍ଷ ଧରି ଓଡିଶା ଏହାର ରମଣୀୟ ସିଲ୍କ ବିଶେଷ କରି ଟସର ପ୍ରଜାତି ସିଲ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି । ଏହା ହଜାର ହଜାର ଆଦିବାସୀ ମହିଳାଙ୍କୁ କର୍ମନିଯୁକ୍ତି ଦେଇଥାଏ । ମାତ୍ର ଓଡିଶାର ସିଲ୍କ […]
ନୂଆଦିଲ୍ଲୀ: ଯଦି ଆପଣ ଚା’କୁ ଭଲ ପାଆନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଆୟୁର୍ବେଦିକ ଚା’ର ଉପକାର ବିଷୟରେ ଶୁଣିଥିବେ। ଯଦିଓ ଆପଣ ଶୁଣି ନାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏହା ସହ ଜଡିତ କିଛି ବିଶେଷ ସୂଚନା ଦେବାକୁ […]
ନୂଆଦିଲ୍ଲୀ: ଅଧିକାଂଶ ଘରେ ମଇଦାରୁ ଜଳଖିଆ ପ୍ରସ୍ତୁତ କରାଯାଇଥାଏ। ଲୋକେ ପ୍ରତିଦିନ କଚୋରୀ, ସିଙ୍ଗଡା ପରି ଜିନିଷ ଖାଆନ୍ତି। କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ତାହା ଆପଣ ଜାଣନ୍ତି କି? ଏପରିକି ସମସ୍ତ ଜଙ୍କ୍ ଫୁଡ୍ ରେ […]
ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ‘ଓ’ଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କର ଆଜି ଅକାଳ ବିୟୋଗ ହୋଇଯାଇଛି। କଟକ ମୁଣ୍ଡୁଳିଠାରେ ମହାନଦୀରେ ଏକ ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟଟି ଓଲଟି ପଡିବାରୁ ସେ ଭାସିଯାଇଥିଲା। ପରେ ତାଙ୍କୁ ଉଦ୍ଧାର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ଅବସରରେ ୨୩ ସେପ୍ଟେମ୍ବର ୨୦୨୧ରେ ୱାଶିଂଟନ ଡିସି ଠାରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ସାକ୍ଷାତ କରିଛନ୍ତି। ପ୍ରଥମ ଥର ପାଇଁ ବ୍ୟକ୍ତିଗତ ସାକ୍ଷତ ହୋଇଥିବାରୁ ସେମାନେ ଖୁସି ବ୍ୟକ୍ତ […]
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧି ଆର୍ଥିକ ନୀତି ଏବଂ ବିଦ୍ୱେଷ ଓ ବିଭାଜନର ରାଜନୀତି ସାଂଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧି ନୀତି ବିରୋଧରେ ୧୭ଦଫା ଦାବିରେ ଆଜି ମାଷ୍ଟର କ୍ୟାଂଟିନ ଛକରେ ୭ଟି ଦଳର ରାଜ୍ୟସ୍ତରୀ […]
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ଉପସ୍ଥିତିରେ କୋଭିଡ ପରବର୍ତ୍ତୀ ପରିସ୍ଥିତିର ପରିମାପକ ଉନ୍ମୋଚନ କରିଛନ୍ତି । ଏହି ପରିମାପକ […]
ନୂଆଦିଲ୍ଲୀ: ସମାଜର ବଞ୍ଚିତ ବର୍ଗଙ୍କ ପାଇଁ ବିଶ୍ୱସ୍ତରୀୟ ଇଣ୍ଟରନେଟ ଏବଂ ଟେଲି-ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ ବୋଲି ନିକଟରେ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ। ତାଙ୍କ ଘୋଷଣା ଅନୁରୂପ, ଏହି ଲକ୍ଷ୍ୟ ହାସଲ ଦିଗରେ ଭାରତ […]
ନୂଆଦିଲ୍ଲୀ: ଆଜିର ବ୍ୟସ୍ତବହୁଳ ଜୀବନ ସମସ୍ତଙ୍କ ଜୀବନଶୈଳୀକୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ମଧୁମେହ ହେଉଛି ଏହି ଜୀବନଶୈଳୀର ଫଳାଫଳ। ଆଜିକାଲି ସମସ୍ତେ ଏହି ରୋଗ ଦ୍ୱାରା ଅସୁବିଧାରେ ପଡ଼ନ୍ତି। ଏହାକୁ ସଂପୂର୍ଣ୍ଣ ରୂପେ ଠିକ କରିବା କଷ୍ଟସାଧ୍ୟ। କିନ୍ତୁ ଜୀବନଶୈଳୀକୁ ପରିବର୍ତ୍ତନ […]
ନୂଆଦିଲ୍ଲୀ: ଆମେ ସମସ୍ତେ ଜାଣୁ ଯେ କଖାରୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। କିନ୍ତୁ କଖାରୁ ଫେସ୍ ପ୍ୟାକ୍ ମଧ୍ୟ ଆମ ଚର୍ମ ପାଇଁ ବହୁତ ଲାଭଦାୟକ ଅଟେ, ତାହା ବହୁତ କମ୍ ଲୋକ ଜାଣନ୍ତି। ଏହା ଚେହେରାକୁ ଚମକ […]
ସ୍ୱାସ୍ଥ୍ୟ ଟିପ୍ସ: ପୁରୁଷମାନଙ୍କ ମଧ୍ୟରେ ପ୍ରୋଷ୍ଟେଟ୍ କର୍କଟ ହେଉଛି ସବୁଠାରୁ ସାଧାରଣ ଅଣ ଚର୍ମ କର୍କଟ। ଆମେରିକୀୟ ସୋସାଇଟି ଅଫ୍ କ୍ଲିନିକାଲ୍ ଅଙ୍କୋଲୋଜି ଅନୁଯାୟୀ, ଏହା କର୍କଟ ରୋଗରେ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ଅଟେ। ପ୍ରୋଷ୍ଟେଟ କର୍କଟ ମଧ୍ୟ ବିପଜ୍ଜନକ […]