ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଦାୟ ନେଇଛି କୋଡ଼ିଏ କୋଡ଼ିଏ। ବୋଧହୁଏ ଏଇପରି ଦାରୁଣ ଦୁଃସମୟ ଏପରି ବିଗତ ଶହେବର୍ଷ ଭିତରେ କେହିକେବେ ଅଂଗେ ନିଭାଇ ନଥିବ। ୨୦୨୦ ନୂଆ ବର୍ଷର ଉତ୍ସାହ ସହ ସ୍ୱାଗତ କରିଥିବା ଗଂଜାମ ଜିଲ୍ଲାବାସୀ ତଥା […]
ଭୁବନେଶ୍ବର, କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜକୁ ନବକଳେବର କରାଯିବ। ଏଥିପାଇଁ 3 ହଜାର 5ଶଙ କୋଟି ଟଙ୍କାର ବ୍ୟ ଅଟକଳ ରଖାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏହି […]
ଭୁବନେଶ୍ବର: ପୂର୍ବତଟ ରେଳପଥ ମଧ୍ୟରୁ ୬ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି କରାଯାଇଛି। ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ ୨୦୨୧ ଦ୍ୱିତୀୟ ସପ୍ତାହରୁ ଚାଲିବ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ବିଶେଷ ଟ୍ରେନ ଗୁଡିକ ଚଳାଚଳ କରିବ ବୋଲି ରେଳବାଇ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜାନୁଆରୀ ପହିଲା ୨୦୨୧, ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଇଣ୍ଡିଆ (ଜିଏଚଟିସି-ଇଣ୍ଡିଆ) ଅନ୍ତର୍ଗତ ଛଅଟି ରାଜ୍ୟରେ ଥିବା ଛଅଟି କ୍ଷେତ୍ରରେ ଲାଇଟ ହାଉସ ପ୍ରକଳ୍ପ (ଏଲଏଚପି) […]
ୱାସିଂଟନ, ଗତକାଲି ଅର୍ଥାତ ବୁଧବାର ଦିନ ସବୁଠାରୁ ଅଧିକ ସଂଖ୍ୟକ କରୋନା ମୃତ୍ୟୁ ଘଟିଛି। ଯାହାକି କରୋନା ପୃଥିବୀକୁ ଆସିବା ପରେ କେବେ ବି ଗୋଟିଏ ଦିନରେ ଏତେ ମୃତ୍ୟୁବରଣ ହୋଇ ନ ଥିଲା। ଏହା ହେଉଛି ଆମେରିକାର ରିପୋର୍ଟ। କରୋନା […]
ନୂଆଦିଲ୍ଲୀ, ଚାଷୀମାନଙ୍କ ପାଇଁ ଏକ ଖୁସି ଖବର। କାରଣ ବର୍ତ୍ତମାନ ଚାଉଳ, ଗହମ, ଯବ, ବାଜରା, ଜୱାର, ବିଭିନ୍ନ ଶସ୍ୟ, ଆଖୁ ଆଦିରୁ ଇଥାନଲ ଉତ୍ପାଦନ କରାଯିବ। ଏ ନେଇ କ୍ୟାବିନେଟର ମଂଜୁରୀ ମିଳିଛି। ଫଳରେ ଏହା ଚାଷୀଙ୍କ ଆୟ ବଢାଇବାରେ […]
ମେଷ: ଆଜି ଆପଣ ମାନସିକ ଚିନ୍ତା ଅନୁଭବ କରିବ। ଆପଣଙ୍କ ମନ ଅଧିକ ସମ୍ବେଦନଶୀଳତା ଏବଂ ଅନୁଭବ ସହିତ ଆର୍ଦ୍ରତା ଅନୁଭବ କରିବେ। ଆଜି, କାହା ସହିତ କୈଣସି ବିତର୍କ କରନ୍ତୁ ନାହିଁ । ସମ୍ପର୍କୀୟ ଏବଂ ପ୍ରିୟଜନଙ୍କ ସହିତ ମନୋବଳ […]
ଭୁବନେଶ୍ୱର: ବର୍ତ୍ତମାନ ନକଲି ଜିନିଷର ପେଣ୍ଠ ସ୍ଥଳ ପାଲଟିଛି କଟକର ମାଲଗୋଦାମ ଅଞ୍ଚଳ। ପୂର୍ବରୁ ନକଲି ଘିଅ, ମସଲା, ସସ୍ ଏବଂ ସିମେଣ୍ଟ ଜବତ ପରେ ବର୍ତ୍ତମାନ ଆଉ ଏକ ନକଲି ସାମଗ୍ରୀ ନଜରକୁ ଆସିଛି। ତାହା ହେଉଛି ନକଲି ପନିର। […]
ନୂଆଦିଲ୍ଲୀ, ଆତ୍ମନିର୍ଭର ଭାରତ ଅନ୍ତର୍ଗତ, ଭାରତ ବିଭିନ୍ନ ପ୍ରକାରର ପ୍ରତିରକ୍ଷା ପ୍ଲାଟଫର୍ମ ଏବଂ କ୍ଷେପଣାସ୍ତ୍ର ନିର୍ମାଣରେ ନିଜର କ୍ଷମତା ବୃଦ୍ଧି କରୁଛି। ଆକାଶ ଦେଶର ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ଅଟେ ଯାହାର ୯୬ ପ୍ରତିଶତ ସ୍ୱଦେଶୀକରଣ କରାଯାଇଛି। ଆକାଶ ହେଉଛି ଭୂପୃଷ୍ଠରୁ ଆକାଶକୁ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ଭୂଟାନ ମଧ୍ୟରେ ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ନିମନ୍ତେ ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ କରିଛି। ଏହି ଏମଓୟୁ ଉଭୟ ପକ୍ଷଙ୍କ ଦ୍ୱାରା ନଭେମ୍ବର ୧୯,୨୦୨୦ରେ ବାଙ୍ଗାଲୋରର ଥିମ୍ପୁ ଠାରେ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ପାରାଦୀପ ବନ୍ଦରର ଉନ୍ନତିକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି। କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, କେପ ଆକାରର ଜାହାଜ ଚଳାଚଳ ନିମନ୍ତେ ପାରଦୀପ ବନ୍ଦରର […]
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୩୪ତମ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ, ବିଭିନ୍ନ ପ୍ରକଳ୍ପ, କାର୍ୟ୍ୟକ୍ରମ ଏବଂ ଅଭିଯୋଗ ସମୀକ୍ଷା କରାଯାଇଥିଲା। ରେଳ ମନ୍ତ୍ରଣାଳୟ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ […]
ମେଷ- ଆଜିଠାରୁ ଆପଣ ଅଫିସ୍ ଏବଂ ଘରେ ଅଧିକ ଦାୟିତ୍ବ ପାଇପାରିବେ। ଆପଣ ସାମର୍ଥ୍ୟ ଅନୁଯାୟୀ ଏହି କାର୍ୟ୍ୟଗୁଡ଼ିକୁ ସଂପୂର୍ଣ୍ଣ କରନ୍ତୁ। ସମୟ ସହିତ ତୁମର କ୍ୟାରିୟର ସୁଯୋଗ ବୃଦ୍ଧି ପାଇପାରେ ଜ୍ଝ ଆଜି ଆପଣ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା […]
ଭୁବନେଶ୍ୱର, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉନ୍ନତି ପାଇଁ ୬୦୦ କୋଟି ଟଙ୍କାର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବ। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇଛି । ଆସନ୍ତା ୨୦ ବର୍ଷ ମଧ୍ୟରେ ଏହି ଅର୍ଥରାଶି ବିନିଯୋଗ ହୋଇ […]
ପାଟନା: ରାଜନୀତି ହେଉଛି ସତରଞ୍ଜ ଖେଳ ପରି। ଏଠି କୋଉ ମୁହୂର୍ତ୍ତରେ ସରକାର ଗଡିଯିବ କେହି କହିପାରିବେ ନାହିଁ। ରାଜନୀତିର କୂଟ ଚାଲ୍ ଆଗରେ ଜନାଦେଶ ବି ଫେଲ୍ ମାରିଯାଏ। ମହାରାଷ୍ଟ୍ରର ରାଜନୀତି ହେଉ କି ମଧ୍ୟପ୍ରଦେଶ କିମ୍ବା କର୍ଣ୍ଣାଟକ, ସବୁଠି […]
ମେଷ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। ସତସଙ୍ଗର ଲାଭ ହେବ। ତୀର୍ଥଯାତ୍ରା ଯୋଜନା କରାଯିବ। ଅନାବଶ୍ୟକ ଖର୍ଚ୍ଚ ହେବ। ସରକାରୀ ସହାୟତା ମିଳିବ। ବ୍ୟବସାୟ ବୃଦ୍ଧି ପାଇବ। ବିରୋଧୀମାନେ ସକ୍ରିୟ ରହିବେ। ପୁଂଜି ବିନିଯୋଗ ଶୁଭ ହେବ। ଆପଣଙ୍କର ନିଜସ୍ବ […]
ନୂଆଦିଲ୍ଲୀ, ଦିନକୁ ଦିନ ଗ୍ୟାସ ବୁକିଂ ପାଇଁ କରାଯାଉଛି ସହଜ ଓ ସରଳ। ବର୍ତ୍ତମାନ ହ୍ବାଟସପରେ ମେସେଜ ପଠାଇଲେ ଗ୍ୟାସ ବୁକିଂ ହେଉଛି। ହେଲେ ଆଶ୍ଟର୍ଯ୍ୟ ହେବେ ପେଟିଏମ ଆପ ଏହି ଗ୍ୟାସ ବୁକିଂରେ ଦେଉଛି ରିହାତି। ଏକା ଥରେ ପାଞ୍ଚଶହ […]
ମେଷ- ଆଜି ଖାଦ୍ୟ ନିୟନ୍ତ୍ରଣ କରିବା ଆବଶ୍ୟକ । ଅର୍ଥହୀନ ଶୋ’ରୁ ଦୂରରେ ରୁହନ୍ତୁ । ମାନସିକ ଅଶାନ୍ତି ରହିବ । ପିଲାମାନଙ୍କର ବିବାହରେ ବିଳମ୍ବ ଚିନ୍ତା କରିବେ । ଆଜି କୋର୍ଟ କାର୍ଯ୍ୟ ଶେଷ ହେବ। ବ୍ୟବସାୟରେ ପ୍ରୟାସ ସତ୍ବେ […]
ଭୁବନେଶ୍ବର, ୨୪ ଡିସେମ୍ବରରୁ ୨୬ ଡିସେମ୍ବର ଯାଏ ଢାକା ଠାରେ ଆୟୋଜିତ ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି’କୁ ୨ଟି ପୁରସ୍କାର ମିଳିଛି । ଚଳଚ୍ଚିତ୍ରର ନାୟିକା ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଭାବେ ସମ୍ମାନିତା ହୋଇଥିବା ବେଳେ ନିର୍ଦ୍ଦେଶକ […]
ସାଗରିକା ବଲିଉଡ ଭାଇଜାନ ଭାବେ ପରିଚିତ ହେଉଛନ୍ତି ପ୍ରଖ୍ୟାତ ଅଭିନେତା ସଲମାନ ଖାନ। ୧୯୬୫ ମସିହା ଡିସେମ୍ବର ୨୭ରେ ସେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କୁ 55 ବର୍ଷ ପୁରିଲା। ତାଙ୍କର ପୁରା ନାମ ହେଉଛି ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ […]
ଭୁବନେଶ୍ବର, ଜାତୀୟ ରାଜପଥ କର୍ତ୍ତୁପକ୍ଷ ଆସନ୍ତା ନୂଆ ବର୍ଷରୁ ଚାରିଚକିଆ ଗାଡିରେ ଫାସଟ୍ୟାଗ ବାଧ୍ୟତା ମୂଳକ କରିଛନ୍ତି। ଏ ନେଇ କେନ୍ଦ୍ର ସରକାର ଘୋଷଣା ମଧ୍ୟ କରିଛନ୍ତି। ଏଣିକି ଫାସଟ୍ୟାଗ ନ ଲାଗିଥିଲେ ଆପଣ ଡବଲ ଟାକ୍ସ ଦେବାକୁ ବାଧ୍ୟ ହେବେ। […]