କେଦାର ମିଶ୍ର ମନେ ପକାନ୍ତୁ, ଯେତେବେଳେ ମାର୍ଚ୍ଚ ୨୨ତାରିଖରେ ଜନତା କର୍ଫ୍ୟୁ କଥା ଉଠିଲା, ସେତେବେଳେ ଆମକୁ କୁହାଗଲା, ଗୋଟିଏ ଦିନରେ କରୋନା ସଂକ୍ରମଣର ଯେଉଁ ଶ୍ରୁଙ୍ଖଳା ତାହା ଭାଙ୍ଗିଯିବ। ତାର ବିଭିନ୍ନ ଭୌତିକ, ଆଧ୍ୟାତ୍ମିକ ଓ (ଅ)ବୈଜ୍ଞାନିକ କାରଣ ଦର୍ଶାଇ […]
ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ସେହିପରି ମଇ ତିନି ପରେ ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ବାହାର ରାଜ୍ୟରୁ ଫେରିବାକୁ ଇଚ୍ଛୁକ ଥିବା […]
ପୁରୀ: ଚଳିତ ବର୍ଷ ବିଶ୍ବ ବିଖ୍ୟାତ ପୁରୀ ରଥଯାତ୍ରା ହେବ କି ନାହିଁ ସେ ନେଇ ଆସନ୍ତା ମେ ୪ ତାରିଖ ପରେ ନିଷ୍ପତି ନିଆଯିବ। ଏ ନେଇ ପୁରୀ ଗଜପତି ଦିବ୍ୟସିଂହ ଦେବ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି। […]
କେଦାର ମିଶ୍ର ଗତ ସାତ ଆଠ ବର୍ଷ ଧରି ଭାରତୀୟ ସାମ୍ବାଦିକତାରେ ଅର୍ଣ୍ଣବ ଗୋସ୍ଵାମୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଚର୍ଚ୍ଚା ତ ନୁହଁ ଅପଚର୍ଚ୍ଚା। କ୍ଷମତା ସହିତ ଯିଏ ରହିଲା ଅର୍ଣ୍ଣବ ଗୋସ୍ଵାମୀ, ତାଙ୍କର ଗୋଲାମ ହୋଇ ରହିବାକୁ ପସନ୍ଦ […]
ମୁମ୍ବାଇ, ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗତକାଲି ରାତିରେ ଦୁଇଜଣ ଦୁର୍ବୁତ ଆକ୍ରମଣ କରିଛନ୍ତି। ଏ ନେଇ ଏକ ଭିଡିଓ ବାର୍ତ୍ତା ଜାରୀ କରି ନିଜେ ଜଣାଇଛନ୍ତି ଅର୍ଣ୍ଣବ ଗୋସ୍ବାମୀ। ଅର୍ଣ୍ଣବ କହିଛନ୍ତି ଯେ, ଗତକାଲି […]
କେଦାର ମିଶ୍ର ସାରା ପୃଥିବୀରେ ଯେତେବେଳେ କରୋନା ଭୂତାଣୁ ନିଜର ଅପଚ୍ଛାୟା ଲମ୍ବାଇ ଚାଲିଛି, ସେତେବେଳେ କରୋନାକୁ କେନ୍ଦ୍ର କରି ରାଜନୀତି ମଧ୍ୟ ତୀବ୍ର ହେଉଛି। ବର୍ତ୍ତମାନ ସମୟର ପୃଥିବୀ ରାଜନୀତିର ଚେହେରା ପାଖାପାଖି ଆମ ଓଡିଆ ଯାତ୍ରା ପାର୍ଟିର ନାଟକ […]
କେଦାର ମିଶ୍ର ସାରା ପୃଥିବୀରେ କରୋନା ଭୂତାଣୁର ମୁକାବିଲା ବେଳେ ଗୋଟେ ବିଚିତ୍ର ରାଜନୈତିକ ଚିତ୍ର ଆମେ ଦେଖୁଛୁ। କରୋନା ମୁକାବିଲାରେ ସଂପୂର୍ଣ୍ଣ ବିଫଳ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏଥିପାଇଁ କେତେବେଳେ ତାଙ୍କର ପୂର୍ବସୂରୀ ବାରାକ ଓବାମାଙ୍କୁ ଦାୟୀ କରୁଛନ୍ତି […]
ଦେବ ରଞ୍ଜନ କରୋନା ବିରୁଦ୍ଧରେ ଯୁଦ୍ଧ ଘୋଷଣା ପଛରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ କ’ଣ ହୋଇଥାଇପାରେ? ବିଶ୍ୱବ୍ୟାପି କରୋନା ସଂକ୍ରମଣକୁ ରୋକିବା ଲାଗି ନିଆଯାଉଥିବା ପଦକ୍ଷେପର ଏହା ଏକ ଅଂଶ ନା ମୁସଲମାନଙ୍କ ବିରୁଦ୍ଧରେ ଏହା ଆହୁରି ଏକ ଷଡଯନ୍ତ୍ର ? […]
ଭୁବନେଶ୍ବର : କରୋନା ମୁକାବିଲା ଲଢେଇରେ ଆଗଧାଡିରେ ରହିଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ 50 ଲକ୍ଷର ସହାୟତା ରାଶି ଘୋଷଣା କରାଯାଇଛି । କରୋନା ରୋଗୀଙ୍କ ଚିକିତ୍ସା […]
ସୁନ୍ଦରଗଡ, ନିକଟରେ କର୍ଣ୍ଣାଟକର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ପୁଅ ବାହାଘର ନେଇ ସାରା ଦେଶରେ ସମାଲୋଚନା କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ ସବୁ ଉତ୍ସବ ବାତିଲ କରାଯାଇଥିଲେ ମଧ୍ୟ କୁମାରସ୍ବାମୀ କିପରି ବାହାଘର କଲେ ତାହାକୁ ନେଇ ଉଠିଛି ପ୍ରଶ୍ନ। କରୋନା ସଂକ୍ରାମଣରୁ […]
କେଦାର ମିଶ୍ର ଯେତେବେଳେ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରା ଦେଶରେ ତିନି ସପ୍ତାହ ଲାଗି ଲକ ଡାଉନ ଘୋଷଣା କରିଥିଲେ, ସେତେବେଳେ ଗଣମାଧ୍ୟମରେ ପ୍ରଶ୍ନ ଉଠିଥିଲା ଯେ, ଏପ୍ରିଲ ୧୩ ତାରିଖରେ ଏହା ସତରେ ଉଠିବ କି। ଗଣମାଧ୍ୟମର […]
କେଦାର ମିଶ୍ର ବିଶ୍ଵ ବଜାରରେ ଆଜି ଅସ୍ଵାଭାବିକ ଘଟଣା ଘଟିଛି। କରୋନା ଭୂତାଣୁର ପ୍ରଭାବରେ ଆଜି ବିଶ୍ଵ ବଜାରରେ କଞ୍ଚା ତେଲର ମୂଲ୍ୟ ପାଣିଠାରୁ ମଧ୍ୟ ଶସ୍ତା ଦରରେ ବିକ୍ରି ହେଉଛି। ବିକ୍ରି ହୋଇନପାରି ତେଲ ଖଣିରେ ଯେତିକି କଞ୍ଚା ତେଲ […]
ଭୁବନେଶ୍ବର : କୋଭିଡ୍-19ର ବିସ୍ତାର ବିରୁଦ୍ଧରେ ଏକ ବ୍ୟବସ୍ଥିତ ପଦ୍ଧତି ଏବଂ ପୂର୍ବ କାର୍ଯ୍ୟାନୁଷ୍ଠାନ ସହିତ ସଂଗ୍ରାମ ଜାରି ରଖିଥିବାବେଳେ ଓଡ଼ିଶା ସରକାର ରାଜ୍ୟରେ ଶିଳ୍ପ କାର୍ଯ୍ୟକଳାପ ଏବଂ ନିଯୁକ୍ତି ଉତ୍ପାଦନକୁ ଆଗକୁ ବଢେଇବାକୁ ପ୍ରସ୍ତୁତ ଅଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ […]
ସମୀକ୍ଷା ବ୍ୟୁରୋ କରୋନା ମୁକାବିଲାରେ ଆଜି ପର୍ୟନ୍ତ ଓଡିଶା ସରକାରଙ୍କ ରଣନୀତି ସବୁକ୍ଷେତ୍ରରେ ସଫଳ ରହି ଆସିଥିବା ବେଳେ ଆଜି ହଠାତ ସ୍ଥିତି ଏକ ଭିନ୍ନ ମୋଡ ନେଇଛି। ଯାଜପୁର, ଭଦ୍ରଖ ଏବଂ ବାଲେଶ୍ଵର ଜିଲ୍ଲାରୁ ଗୋଟିଏ ଦିନରେ ୧୨ ଜଣ […]
ନୂଆଦିଲ୍ଲୀ, ସମ୍ପ୍ରତି କୋଭିଡ-୧୯ ମହାମାରୀ ସଂକ୍ରମଣ କାରଣରୁ ସାରା ଦେଶରେ ଲକଡାଉନ ଜାରି ହୋଇଛି । ଏହି ସମୟରେ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ପବ୍ଲିକ ଫାଇନାନ୍ସ ମ୍ୟାନେଜମେଂଟ ସିଷ୍ଟମ (ପିଏଫଏମଏସ) ଜରିଆରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) […]
କେଦାର ମିଶ୍ର କିଛି ମାସ ତଳେ ଅର୍ଥନୀତି ସମ୍ପର୍କରେ ଆଲୋଚନା ବେଳେ ଆମେ କହୁଥିଲୁ, ଭାରତ ଏକ ଭୟଙ୍କର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଭାରତ ସରକାର କହୁଥିଲେ, ଆମ ଅର୍ଥନୀତିର ମୌଳିକ ଢାଞ୍ଚା ଠିକ ରହିଛି, ତେଣୁ ସାମୟିକ […]
ନୂଆଦିଲ୍ଲୀ, କୋଭିଡ-19 ସଂକ୍ରମଣ ରୋକିବା ଦିଗରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛି । ଏହା ନିଜର ବୈଜ୍ଞାନିକ ଓ ବୈଷୟିକ ଦକ୍ଷତାକୁ ଉପଯୋଗ କରି ବର୍ତ୍ତମାନ ପାଇଁ ଆବଶ୍ୟକ ଦ୍ରବ୍ୟମାନ ପ୍ରସ୍ତୁତ କରୁଛି। […]
କେଦାର ମିଶ୍ର ଆମେ କଲେଜରେ ପଢିଲା ବେଳେ ଗୋଟେ ନାଟକ ପଢୁଥିଲୁ, ଯାହାର ନାଁ ଥିଲା “ରାଜହଂସ” ଓ ନାଟ୍ୟକାର ରତ୍ନାକର ଚଇନି। “ରାଜହଂସ”ର ନାୟକ ଅନେକାଂଶରେ ଗୋବିନ୍ଦ ଦାସଙ୍କ “ଅମାବାସ୍ୟାର ଚନ୍ଦ୍ର” ର “କାଉଲ” ପରି। ଜୀବନର ସଂଘର୍ଷ ଭିତରେ […]
କେଦାର ମିଶ୍ର ପଲା ରିଡ, ଏ ନାଁ ସହିତ ଆମର ହୁଏତ ବିଶେଷ ପରିଚୟ ନାହିଁ। ତେବେ ଯେଉଁମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ଏପ୍ରିଲ ୧୪ ତାରିଖର ସାମ୍ବାଦିକ ସମ୍ମିଳନୀ ଦେଖିଥିବେ, ସେଦିନ ରାଷ୍ଟ୍ରପତିଙ୍କୁ ଯେଉଁ ସାମ୍ବାଦିକ ଜଣକ ଅତ୍ୟନ୍ତ […]
ଭୁବନେଶ୍ଵର: ଦେଶ ସାରା ଲକ୍ ଡାଉନ୍ ଚାଲିଥିବା ବେଳେ ରିଲାଏନ୍ସ ଜିଓ ଏହାର ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ‘ଜିଓ ଆସୋସିଏଟ୍’ ନାମରେ ଏକ ସୁଯୋଗ ଆଣିଛି। ଏହି ସୁଯୋଗକୁ ଉପଯୋଗ କରି ଯେକୌଣସି ଜିଓ ଗ୍ରାହକ ଅନ୍ୟ ଜିଓ […]
ଦେବ ରଞ୍ଜନ ଆମ ଦୃଷ୍ଟିର ବ୍ୟାପକତା ହିଁ ସୃଷ୍ଟି କରେ ଆମର ଦାୟିତ୍ଵ ଓ ଆମର ଭଲପାଇବାର ସୀମା ହିଁ ସୃଷ୍ଟି କରିଥାଏ ଆମର ମାନବିକତା। କରୋନାର ବ୍ୟାପକତା ଆମକୁ ଆଣିଦେଇଛି ଆଉଥରେ ଆମକୁ, ଆମ ଚାରିପାଖର ସମାଜ ଓ ସରକାରଙ୍କୁ […]