ଭୁବନେଶ୍ବର : ଗତକାଲି ରାଜ୍ୟରେ ପରୀକ୍ଷା ହୋଇଥିବା ସବୁ କରୋନା ଟେଷ୍ଟ ନେଗେଟିଭ୍ ବୋଲି ଜଣାପଡିଛି । କାଲି ସମୁଦାୟ 843ଟି ସାମ୍ପଲ୍ ଟେଷ୍ଟ ହୋଇଥିବାର ସୂଚନା ରହିଥିଲା। ଏପର୍ଯ୍ୟନ୍ତ ରାଜ୍ୟରେ 7577 ସାମ୍ପଲ୍ ଟେଷ୍ଟ ହୋଇଛି । ଏହି 7577 […]
କେଦାର ମିଶ୍ର ଭାରତରେ କରୋନା ପରୀକ୍ଷାର ହାର ଯଥେଷ୍ଟ କମ, ତେଣୁ ସଙ୍କ୍ରମିତଙ୍କ ସଂଖ୍ୟା ବି କମ। ଏ ପଟେ ହାତରୁ ସମୟ ଖସି ଯାଉଛି। ଭାରତରେ ଲକ ଡାଉନ ୨୪ ଦିନରେ ପହଞ୍ଚିଲାଣି। ବିଭିନ୍ନ ରାଜ୍ୟରେ ଏହା ମାସେରୁ ଅଧିକ […]
ନୂଆଦିଲ୍ଲୀ, କୋଭିଡ-19 ମହାମାରୀ ଯୋଗୁଁ ଦେଶ ବର୍ତ୍ତମାନ ଲକଡାଉନ ଅବଧି ମଧ୍ୟରେ ଗତି କରୁଛି। ଏହାକୁ ଲକ୍ଷ୍ୟରେ ରଖି ଛାତ୍ରଛାତ୍ରୀଙ୍କ ସ୍ଵାର୍ଥ ଦୃଷ୍ଟିରୁ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ ପରାମର୍ଶ ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏଆସିଟିଇକୁ ନିର୍ଦ୍ଦେଶ ଦେଇଛି। ଏହାକୁ […]
ଭୁବନେଶ୍ବର: କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ […]
କେଦାର ମିଶ୍ର କରୋନା ଭୂତାଣୁକୁ ନେଇ ସମସ୍ତଙ୍କର ଭୟ ସ୍ଵାଭାବିକ। ହେଲେ ସେଇ ଭୟକୁ ବେଖାତିର କରି ହଜାର ହଜାର ଶ୍ରମିକ ରାସ୍ତାକୁ ଓହ୍ଳାଉଛନ୍ତି କାହିଁକି? ଦିଲ୍ଲୀ, ମୁମ୍ବାଇ, ସୁରତ ଭଳି ସହରରେ ଏହି ଶ୍ରମିକମାନଙ୍କର ଭିଡ ଆମେ ବିଭିନ୍ନ ସମୟରେ […]
କେଦାର ମିଶ୍ର ଏବେ ସ୍ପଷ୍ଟ ହୋଇ ଯାଇଛି ଯେ, ଆସନ୍ତା ମଇ ୩ ତାରିଖ ପର୍ୟନ୍ତ ସାରା ଦେଶରେ ଲକ ଡାଉନ ଅବ୍ୟାହତ ରହିବ। ଅର୍ଥାତ ପ୍ରାୟ ଦେଢ ମାସ ବ୍ୟାପୀ ଦେଶର ଆର୍ଥିକ ଓ ସାମାଜିକ ଜୀବନ ଠପ ହୋଇ […]
ଫ୍ଲୋରିଡା : ବିଶ୍ବ ଏବେ ମହାମାରୀ କରୋନା ଗ୍ରସ୍ତ । ବିଶ୍ବବାସୀ ଏଥିରୁ ନିସ୍ତାର ପାଇବାକୁ ବାଟ ଖୋଜିଚାଲିଥିବାବେଳେ କୌଣସି ପ୍ରକାର ଦୃଢ ନିଶ୍ଚିତ ହୋଇପାରୁନାହାନ୍ତି । ଠିକ୍ ଏପରି ସମୟରେ ଦୀର୍ଘ ନଅ ମାସ କାଳ ପୃଥିବୀ ବାହାରେ ରହିଥିବା […]
କେଦାର ମିଶ୍ର “ସାଇନିଂ ଇଣ୍ଡିଆ” ବା ଚମକୁଥିବା ଭାରତ। ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଗୋଟେ ସମୟରେ ଭାରତ ସରକାରଙ୍କର ମନ୍ତ୍ର ଥିଲା। ଏବେ ସେଇ ମନ୍ତ୍ର ସାମାନ୍ୟ ପରିବର୍ତ୍ତିତ ହୋଇ ଅଭିନବ ଭାରତ ବା “ନ୍ୟୁ ଇଣ୍ଡିଆ” […]
ନୂଆଦିଲ୍ଲୀ, ଦେଶରେ କୋଭିଡ-19 ବିରୋଧରେ ଜାରି ରହିଥିବା ସମୂହ ସଂଗ୍ରାମରେ, ଭାରତ ସରକାର ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସହ ମିଶି ଏହାର ପ୍ରତିକାର, ନିୟନ୍ତ୍ରଣ ତଥା କୋଭିଡ-19 ସଂକ୍ରମଣର ପରିଚାଳନା ସକାଶେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ସର୍ବୋଚ୍ଚ […]
ନୂଆଦିଲ୍ଲୀ, ଦେଶରେ ଏବେ ବୈଶ୍ୱିକ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଥିବାରୁ ପବିତ୍ର ରମଜାନ ମାସରେ ଲକଡାଉନ୍ ଏବଂ ସାମାଜିକ ଦୂରତା ରକ୍ଷାକୁ ନିଷ୍ଠାର ସହ ପାଳନ କରିବା ନିମନ୍ତେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର […]
କେଦାର ମିଶ୍ର ୟା ଭିତରେ ଏମିତି କିଛି ଖବର ଆସୁଛି, ଯାହା ପଢିଲେ ଆମର ମାନବିକତା ପ୍ରତି ସନ୍ଦେହ ବଢିବା ସ୍ଵାଭାବିକ। ଗତକାଲି ପ୍ରଥମ ଥର ଲାଗି ସୁନ୍ଦରଗଡ ଜିଲ୍ଲାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ। ସେ ସମ୍ପର୍କରେ […]
ଭୁବନେଶ୍ବର, ଆଜି ରାଜ୍ୟରେ ସର୍ବାଧିକ ଗରମ ଅନୁଭୂତ ହୋଇଛି। ଆଜିର ତାପମାତ୍ରା ହେଉଛି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା। ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେଉଛି ଟିଟିଲାଗଡ। ଆଜି ଟିଟିଲାଗଡର ତାପମାତ୍ରା ରହିଛି 41 ଡିଗ୍ରୀ ସେଲିସିୟସ। ସେହିପରି ଭୁବନେଶ୍ବରର […]
କେଦାର ମିଶ୍ର ଏବେ ଟେଲିଭିଜନ ଖୋଲିଲେ କରୋନା ଖବର ଛଡା କିଛି ନାଇଁ। ଅବଶ୍ୟ ଆଜିର ତାରିଖରେ ଖବର ବା ଆଉ କାହିଁ! ସେଇ କରୋନା ଇ ଆମକୁ ମାରି ସାରିଛି। ତେଣୁ କରୋନା ବ୍ୟତୀତ ଅଲଗା ଖବର ନ ରହିବା […]
କେଦାର ମିଶ୍ର ସ୍ଵାଧୀନତା ପରେ ଭାରତରେ ସବୁଠୁ ଅଧିକ ଆଦର୍ଶ ପ୍ରତିଷ୍ଠା କରିଥିବା ରାଜ୍ୟ ଭାବରେ କେରଳର ଏକ ଭିନ୍ନ ମାନ୍ୟତା ରହି ଆସିଛି। ଭାରତର ପ୍ରଥମ ପୂର୍ଣ୍ଣ ସାକ୍ଷର ରାଜ୍ୟ ହେଉ ଅଥବା ମାନବ ବିକାଶ ହାରରେ ଅଗ୍ରଣୀ ଭୂମିକା […]
(ସମୀକ୍ଷା ବ୍ୟୁରୋ) ମାତ୍ର ଶହେ ଦିନ ଭିତରେ କରୋନା ଭୂତାଣୁ ପୃଥିବୀର ଲକ୍ଷେ ଲୋକଙ୍କର ପ୍ରାଣ ନେଇଛି। ଗତ ଦୁଇ ସପ୍ତାହ ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ରୁ ଅଧିକ ବଢିଥିବା ବେଳେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ […]
(ସମୀକ୍ଷା ବ୍ୟୁରୋ) ଆଜି ଦିନର ସବୁଠୁ ଭଲ ଖବର ହେଉଛି, ରାଜ୍ୟର ଆଉ ୧୦ ଜଣ କରୋନା ଆକ୍ରାନ୍ତ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେମାନଙ୍କ […]
ଭୁବନେଶ୍ବର, ତାମିଲ ପତ୍ରିକା “ଜୁନିୟର ଭିକାତନ”କୁ ନେଇ ସାରା ରାଜ୍ୟରେ ବର୍ତ୍ତମାନ ଚାଲିଛି ଚର୍ଚ୍ଚା। କାରଣ ଏହି ପତ୍ରିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରୋନା ମୁକାବିଲା ପାଇଁ ନେଇଥିବା ପଦକ୍ଷେପକୁ ବେଶ୍ ପ୍ରଶଂସା କରିଛି। ଭିତରେ ଲେଖାଥିବା ତାମିଲ ଭାଷାକୁ ଓଡିଆ […]
କେଦାର ମିଶ୍ର ଓଡିଶାର ଜଣେ ବଡ ସମ୍ପାଦକ କିଛି ଦିନ ତଳେ ଲେଖିଥିଲେ-ଖାକି ଭଗବାନ। ଅର୍ଥାତ ପୋଲିସ ହେଉଛି ଆଜିର କରୋନା କାଳରେ ଭଗବାନଙ୍କ ଅବତାର। ଆମ ଜାଣିବାରେ, ଗଣତାନ୍ତ୍ରିକ ଶାସନରେ ପ୍ରତ୍ୟେକ ଅନୁଷ୍ଠାନର ନିଜସ୍ଵ ଦାୟିତ୍ଵ ଓ କର୍ତ୍ତବ୍ୟ ରହିଛି। […]
1-ଭାରତ କୋଭିଡ-19 ଜରୁରିକାଳୀନ ପଦକ୍ଷେପ ଏବଂ ସ୍ଵାସ୍ଥ୍ୟ ସେବା ପ୍ରସ୍ତୁତି ପ୍ୟାକେଜ ପାଇଁ 15 ହଜାର କୋଟି ଟଙ୍କା ମଞ୍ଜୁର କଲେ ଭାରତ ସରକାର ଭାରତ କୋଭିଡ-19 ଜରୁରିକାଳୀନ ପଦକ୍ଷେପ ଏବଂ ସ୍ଵାସ୍ଥ୍ୟ ସେବା ପ୍ରସ୍ତୁତି ପ୍ୟାକେଜ ପାଇଁ 15 ହଜାର […]
ନୂଆଦିଲ୍ଲୀ, କୋଭିଡ-19ର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜରୁରିକାଳୀନ ସ୍ଵାସ୍ଥ୍ୟଭିତ୍ତିକ ପ୍ୟାକେଜ ବାବଦକୁ 15 ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ମଞ୍ଜୁର ଅର୍ଥ ମଧ୍ୟରୁ 7,774 କୋଟି ଟଙ୍କା ଜରୁରିକାଳୀନ ଆବଶ୍ୟକତା […]
ଭୁବନେଶ୍ବର: ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଲକ୍ଡାଉନକୁ ଏପ୍ରିଲ୍ ୩୦ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପ୍ରେରଣ କରିଛନ୍ତି। ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଆପଣମାନେ […]