କେଦାର ମିଶ୍ର ଦେଶର ରାଜଧାନୀ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ଘଟି ୨୦ ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଖୋଦ ରାଜଧାନୀରେ ହିଂସା ଓ ରକ୍ତପାତକୁ ରୋକିବାରେ ଭାରତ ସରକାର ବିଫଳ ହୋଇଛନ୍ତି। ଏହିଭଳି ଏକ ସଙ୍କଟଜନକ ସମୟରେ ରାଜନୈତିକ […]
କେଦାର ମିଶ୍ର ଦିଲ୍ଲୀ ହିଂସାକାଣ୍ଡ ଲାଗି କିଏ ଦାୟୀ ଓ ଏଠି ଲାଗି କାହା ଉପରେ ଉତ୍ତର ଦାୟିତ୍ଵ ସ୍ଥିର କରାଯିବ, ସେକଥା ଭାବିବାର ସମୟ ଆଜି ନୁହେଁ। ତିନି ଦିନ ହେଲାଣି, ଦିଲ୍ଲୀର ପରିସ୍ଥିତି ସୁଧୁରିବାର ନାଁ ଧରୁନାହିଁ। ଘଟଣା […]
କେଦାର ମିଶ୍ର ଗତ ଦୁଇଦିନ ହେଲା ଦେଶର ରାଜଧାନୀ ଦିଲ୍ଲୀ ଜଳୁଛି। ୧୯୮୪ ପରେ ସବୁଠୁ ବଡ ହିଂସା ଓ ଦଙ୍ଗାର ଶିକାର ହୋଇଥିବା ଦିଲ୍ଲୀ ସହରର ଏ ଅଶାନ୍ତି ଲାଗି ଦାୟୀ କିଏ? କାହିଁକି ଏ ଦେଶର ରାଜଧାନୀରେ ଆମର […]
ଭୁବନେଶ୍ବର, ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଯାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ନିକଟରେ ବେଗୁନିଆ ନିର୍ବାଚନ ମଣ୍ଡଳୀର ସାଂସଦ ନୋମିନ୍ ଋଷଭ ନନ୍ଦଙ୍କୁ ବହିସ୍କାର କରି ଅନୁ ଚୌଧୁରୀଙ୍କୁ ନିଯୁକ୍ତି ଦେଲେ। ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରୁ ସାଂସଦ ନୋମିନ […]
କେଦାର ମିଶ୍ର ଦିଲ୍ଲୀରେ ଶାନ୍ତି ଓ ସଦଭାବନା ବଜାୟ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟର ମାଧ୍ୟମରେ ଅନୁରୋଧ କରିଛନ୍ତି। ହଁ, ଟୁଇଟର ମାଧ୍ୟମରେ। ମାତ୍ର ଦୁଇ ସପ୍ତାହ ତଳେ ବିପୁଳ ଭୋଟ ଓ ଆସନ ପାଇ ଦିଲ୍ଲୀରେ ତୃତୀୟ […]
ଭୁବନେଶ୍ବର, ଆସନ୍ତା 28 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ସରକାରୀ ଗସ୍ତରେ ଓଡିଶା ଆସୁଛନ୍ତି। ଶାହା ସେଦିନ ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ 24 ତମ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଯୋଗଦେବେ।ଏହି ବୈଠକ […]
କେଦାର ମିଶ୍ର ଯେଉଁ ସମୟରେ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ, ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ଫ ଓ ତାଙ୍କର ଝିଅ ଜୋଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଉଛି, ଠିକ ସେହି ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ […]
ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି ଆଜି କହିଛନ୍ତି ଯେ ଏକ ପ୍ରିମିୟର ଡିଜିଟାଲ୍ ସମାଜରେ ପରିଣତ ହେବାର ଦ୍ୱାର ଦେଶରେ ରହିଛି ଭାରତ ଏବଂ ଏହା ଦୁନିଆର ଶ୍ରେଷ୍ଠ ତିନି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାକୁ ଯାଉଛି । […]
କେଦାର ମିଶ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବହୁ ଚର୍ଚ୍ଚିତ ଗୁଜରାଟ ଗସ୍ତ ସରିଛି। ମାତ୍ର ୨-୩ ଘଣ୍ଟାର ଅହମଦାବାଦ ରହଣି କାଳରେ ଟ୍ରମ୍ଫ ସାବରମତି ଆଶ୍ରମ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବାପୁଙ୍କ ଚରଖାକୁ ଛୁଇଁ […]
ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତରେ ପହଁଚିବା ପରେ ତାଙ୍କୁ ଦିଆଯାଇଛି ଭବ୍ୟ ସମ୍ବର୍ଦ୍ଧନା। ଅହମ୍ମଦାବାଦର ସର୍ଦ୍ଧାର ପଟେଲ ଷ୍ଟାଡିୟମରେ ତାଙ୍କୁ ଦିଆଯାଇଛି ଭାରତବାସୀଙ୍କ ତରଫରୁ କରାଯାଇଛି ବିପୁଳ ସ୍ବାଗତ। ତା ପ୍ରତି ବଦଳରେ ଟ୍ରମ୍ପଙ୍କ ଭାରତବାସୀଙ୍କ ପ୍ରତି କେତେ ଆଗ୍ରହ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରର ପଞ୍ଚମ କାର୍ଯ୍ୟକାଳରେ ଦୁର୍ନୀତି ବିରୋଧରେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି। ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ଗୁରୁତ୍ବ ଦେଇ ଆସୁଛନ୍ତି। ଦୁର୍ନୀତି ବିରୁଦ୍ଧରେ ତାଙ୍କ କଡା […]
ପ୍ରଭୁକଲ୍ୟାଣ ମହାପାତ୍ର ଦେଶକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ଲାଗି ଭାରତବାସୀ କେବଳ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରୁଥିବାବେଳେ ଓଡ଼ିଶାବାସୀଙ୍କୁ ସେତେବେଳେ ଏକକାଳୀନ ଦୁଇଟି ଯୁଦ୍ଧ ଲଢିବାକୁ ପଡିଥିଲା। ସେଥିମଧ୍ୟରୁ ଗୋଟିଏ ହେଉଛି, ଦେଶ ମାତୃକାର, ସ୍ବାଧୀନତା ସକାଶେ ବ୍ରିଟିଶ୍ ସରକାର […]
କେଦାର ମିଶ୍ର ଗଣତନ୍ତ୍ରରେ ଗୋଟେ ଗୋଟେ ଫଟୋଗ୍ରାଫ ଇତିହାସ ପାଲଟିଯାଏ। ସେମିତି ଗୋଟେ ଫଟୋଗ୍ରାଫ ଆମେ ୟା ଭିତରେ ଦେଖିଛୁ। ଗତ ୨୨ ଫେବୃଆରୀରେ ସୁପ୍ରିମକୋର୍ଟର ମହାମାନ୍ୟ ବିଚାରପତିମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଫଟୋଗ୍ରାଫ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ […]
ନୂଆଦିଲ୍ଲୀ, ବହୁ ପ୍ରତିକ୍ଷିତ ଭାରତ ଦର୍ଶନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏବଂ ତାଙ୍କ ପରିବାର ରବିରାର ସକାଳେ ଆମେରିକା ଛାଡିଛନ୍ତି। ଆମେରିକ ସମୟ ଅନୁସାରେ ଟ୍ରମ୍ପ ସକାଳ 10ଟାରେ ଏବଂ ଭାରତୀୟ ସମୟ ଅନୁସାରେ ରାତ୍ରୀ 8ଟା 30 […]
କେଦାର ମିଶ୍ର ଆପଣ ଲେଖିକି ରଖନ୍ତୁ, ଆସନ୍ତା ମାର୍ଚ୍ଚ ମାସରୁ ଓଡିଶା ବିଜେପି ପୁଣିଥରେ ନିଜର ପୁରୁଣା ଫର୍ମକୁ ଫେରିବ ଓ ଓଡିଶାରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆକ୍ରାମକ ରଣନୀତି ଆପଣାର କରିବ- ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା ଏକଥା […]
ସମୀକ୍ଷା ବ୍ୟୁରୋ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ। ସାକ୍ଷାତ ପରେ ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ସମର୍ଥନ କରି କହିଛନ୍ତି ଯେ, ଏହି ଆଇନରେ […]
କେଦାର ମିଶ୍ର କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଭାରତ ଆସିଲେ ତାଙ୍କୁ ସ୍ଵାଗତ କରିବା ଆମର ଦାୟିତ୍ଵ। ଭାରତର ପରମ୍ପରା ଅନୁସାରେ ଅତିଥିଙ୍କୁ ଦେବତା ତୁଲ୍ୟ ସତ୍କାର କରିବା ପାଇଁ ଆମେ ସଦା ପ୍ରସ୍ତୁତ। ହେଲେ ଅତିଥି ଯଦି ଆମ ହଜୁର ହେବାକୁ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ମହାଶିବରାତ୍ରୀ ଉପଲକ୍ଷେ ଦେବଦେବ ମହାଦେବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବିଭିନ୍ନ ଫୁଲରେ ଝଲସି ଉଠିଛି। ଆଜି ଭକ୍ତମାନେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହିତ ମନ୍ଦିରର ଏପରି ସାଜସଜ୍ଜା ଦେଖି ବିମୋହିତ ହୋଇଯାଉଛନ୍ତି। ଭୁବନେଶ୍ବର ଫ୍ଲୋରିଷ୍ଟ […]
କେଦାର ମିଶ୍ର ଆଜିକୁ ଠିକ ଛଅ ବର୍ଷ ତଳେ ଓଡିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିଲା। କେନ୍ଦ୍ର ସରକାରଙ୍କର ନିର୍ଦ୍ଧାରିତ ନିୟମ ଅନୁସାରେ ଯେଉଁ ଭାଷାରେ ୧୫୦୦-୨୦୦୦ ବର୍ଷର ଲିଖିତ ସାହିତ୍ୟ ରହିଥିବ, ସେ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ୱର ଠାରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ସହିତ ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା ଠାରେ ନୂତନ ଭାବେ ସ୍ଥାପିତ ସରକାରୀ ସ୍ତରରେ ଦେଶର ପ୍ରଥମ ବର୍ଜ୍ୟବସ୍ତୁରୁ ଉର୍ଜା ବା ଇନ୍ଧନ ପ୍ଲାଣ୍ଟ ନିର୍ମାଣ କରି ଇତିହାସ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆସନ୍ତାକାଲି ମହାଶିବରାତ୍ରୀ। ଏକାମ୍ର ନଗରୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ଅନୁଷ୍ଠିତ ହେବ ଜାଗର ପର୍ବ। ଏନେଇ ବେଶ୍ ଚଳଚଞ୍ଚଳ ଏକାମ୍ର ପୀଠ। ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ନୀତିକାନ୍ତି ନେଇ କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଚଳିତ […]