କେଦାର ମିଶ୍ର ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ନାମ ରାଷ୍ଟ୍ରୀୟ ସମ୍ମାନ ବା ପଦ୍ମ ପୁରସ୍କାର ପାଇଁ ଘୋଷିତ ହୋଇଥାଏ। ଓଡିଶା ଭାଗରେ ଏହି ପୁରସ୍କାରରୁ ଗୋଟେ ଦୁଇଟି ଅବଶ୍ୟ ପଡିଥାଏ। କେବେ କେମିତି ଏହା ୫/୬ […]
କେଦାର ମିଶ୍ର ସ୍ଵାଧୀନତା ପାଇବା ସହିତ ଦେଶକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଗଢିବାର ଉଦ୍ୟମ ଆରମ୍ଭ ହେଉଥିବା ସମୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଆମର ସମ୍ବିଧାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିବାକୁ ଯାଇ […]
ଗଣତନ୍ତ୍ର ଦିବସ ଅବସରରେ ଦିଆଯାଉଥିବା ପଦ୍ମପୁରସ୍କାରର ଘୋଷଣା କରାଯାଇଛି। ଚଳିତଥର ୭ଟି ପଦ୍ମ ବିଭୂଷଣ, ୧୬ଟି ପଦ୍ମଭୂଷଣ ଓ ୧୧୮ଟି ପଦ୍ମଶ୍ରୀ ଆଓ୍ବାର୍ଡ ଦିଆଯିବ। ପଦ୍ମବିଭୂଷଣରେ ଜର୍ଜ ଫର୍ଣ୍ଣାଣ୍ଡେଜ୍, ଅରୁଣ ଜେଟ୍ଲୀ, ସୁଷମା ସ୍ବରାଜଙ୍କୁ ମରଣୋତ୍ତର ପଦ୍ବ ବିଭୂଷଣ ଦିଆଯିବ। ସେହିପରି […]
ସମୀକ୍ଷା ବ୍ୟୁରୋ : ଦେଶର ସର୍ବଶ୍ରେଷ୍ଠ ବେସାମରିକ ପୁରସ୍କାର ଭିତରେ ରହିଛି ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ। ୧୯୫୪ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇଥାଏ। କଳା, ଶିକ୍ଷା, କ୍ରୀଡା, ଔଷଧ, ସମାଜ ସେବା, […]
ସମୀକ୍ଷା ବ୍ୟୁରୋ: କୋରୋନା ଭାଇରସ୍ ବର୍ତ୍ତମାନ ସମଗ୍ର ବିଶ୍ବକୁ କବଳିତ କରିବାକୁ ଯାଉଛି। ଚୀନ୍ର ଉହାନ୍ ପ୍ରଦେଶରେ ଏହି ଭାଇରସ୍ର ପ୍ରଭାବ ଦେଖିବାକୁ ମିଳିଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଏହି ଭାଇରସ୍ ପ୍ରଭାବରେ ଅଦ୍ୟାବଧି ୪୧ […]
କେଦାର ମିଶ୍ର ହଠାତ ଏକ ସ୍ଵାଧୀନ ଦେଶରେ “ସ୍ଵାଧୀନତା” ଶବ୍ଦକୁ ନେଇ କିଛି ଲୋକ ବଡ ଚିନ୍ତିତ ଜଣାପଡ଼ୁଛନ୍ତି। କେବଳ ଚିନ୍ତିତ ନୁହନ୍ତି, ସ୍ଵାଧୀନତା ବା ଆଜାଦୀ ଶବ୍ଦକୁ ନେଇ ସେମାନେ ଭୟାତୁର ହୋଇ ପଡୁଥିବାର ଆମେ ଦେଖୁଛୁ। ଏହି ଚିନ୍ତିତ […]
କେଦାର ମିଶ୍ର ଚିରକାଳ ବିଜେପିର ବିଚାର ଓ କାର୍ୟଶୈଳୀକୁ ସମାଲୋଚନା କରି ଆସୁଥିବା ମୋ ଭଳି ଜଣେ ସମାଲୋଚକ ପାଖରୁ, ଏମିତି ଏକ ଶୀର୍ଷକ ଦେଖି କେହି କେହି ଚମକି ପଡିବେ ନିଶ୍ଚୟ। ତେବେ ଏ ଶୀର୍ଷକ ଲେଖିବାକୁ ଆମେ ବାଧ୍ୟ, […]
କେଦାର ମିଶ୍ର ପ୍ରଶାସନର ସବୁ ଘଟନା ଓ ପ୍ରସଙ୍ଗ ପଛରେ ଗୋଟେ ରାଜନୀତି ଥାଏ ଓ ଏହାକୁ ଯେତେ ଅସ୍ଵୀକାର କାଲେ ମଧ୍ୟ ତାହା ସତ୍ୟ। ନବୀନ ପଟ୍ଟନାୟକ ଯେତେବେଳେ ତାଙ୍କର ପଞ୍ଚମ ପାଳିର ସରକାର ଆରମ୍ଭ କଲେ, ସେତେବେଳେ ହଠାତ […]
ମୂଳ ବଙ୍ଗଳା- ଅଂଶୁମାନ କର ଓଡିଆ ଅନୁବାଦ- ଜ୍ୟୋତି ନନ୍ଦ (ଗତ କିଛି ବର୍ଷ ହେଲା ଜାନୁଆରୀ ଦ୍ଵିତୀୟ ସପ୍ତାହରେ କୋଣାର୍କରେ ଆୟୋଜିତ ହେଉଛି ଏକ ନିଆରା କବିତା ଉତ୍ସବ। ଭାରତୀୟ ଇଂରାଜୀ କବିତାର ମହାନାୟକ ଜୟନ୍ତ ମହାପାତ୍ରଙ୍କ ନେତୃତ୍ଵ, ବିଶିଷ୍ଟ […]
କେଦାର ମିଶ୍ର ଭାରତର ୧୩୦ କୋଟି ଲୋକଙ୍କ ପାଇଁ ଭାରତ ସରକାର ଯେଉଁ ବଜେଟ ପ୍ରସ୍ତୁତ କରନ୍ତି ଗତ ବର୍ଷ ତାହାର ଆର୍ଥିକ ପରିମାଣ ଥିଲା ୨୪ ଲକ୍ଷ ୪୨ ହଜାର ୨ ଶହ କୋଟି ଟଙ୍କା। ଏଥିରୁ ଅଧିକ ଟଙ୍କାର […]
କେଦାର ମିଶ୍ର ଆଗରୁ ଆମେ ଶୁଣୁଥିଲୁ ଦ୍ଵିତୀୟ କୋଣାର୍କ ଗଢାହେବ। ଯିଏ ଏ କଥା କହୁଥିଲେ, ସେ ଏବେ ରାଜନୀତିରେ ବଢିଆ ସଫଳତା ପାଇ ରାଜ୍ୟସଭାରେ ବସିଛନ୍ତି। ବିଶିଷ୍ଟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ଆଗରୁ ଯେଉଁ ସଭାକୁ ଗଲେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ସନ୍ତୁର ବାଦନରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଛି । ସନ୍ଧ୍ୟାର […]
ସମୀକ୍ଷା ବ୍ୟୁରୋ ଓଡିଶା ସରକାର ତରବରିଆ ଭାବରେ ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନୀ “ସେସୁ” କୁ ଟାଟା ପାୱାରକୁ ୨୫ ବର୍ଷ ପାଇଁ ଦେଇ ଦେବା ପରେ ସେସୁ ୧୫ ଦିନ ମଧ୍ୟରେ ଖାଉଟି ମାନଙ୍କଠାରୁ ବକେୟା ବିଲ ପଇଠ କରିବାକୁ […]
ନୋଇଡା- ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରର ବା ନୋଇଡା କମିଶନରେଟ ପୋଲିସରେ ସଂଯୋଗ ବସତଃ ଏକ ଅଭୁତ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି। ଯାହା ଉତ୍ତର ପ୍ରଦେଶ ପୋଲିସମାନଙ୍କ ମଧ୍ୟରେ ଏକ କୌତୁହଳ ଖେଳିଯାଇଛି। ତାହା ହେଉଛି ଯେ, ଜଣେ […]
ସମୀକ୍ଷା ବ୍ୟୁରୋ : ଇଣ୍ଟରନେଟର ଏକାଧିକ ସକରାତ୍ମକ ଦିଗ ରହିଥିବା ବେଳେ ଏହାର ନକରାତ୍ମକ ଦିଗ ମଧ୍ୟ ରହିଛି। ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା ପାଠପଢିବା କ୍ଷମତାରେ ହ୍ରାସ ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ଏକ ନୂତନ ପରୀକ୍ଷଣ ଅନୁଯାୟୀ […]
କେଦାର ମିଶ୍ର “ସୁର ହେଉଛି ଜୀବନରେ ଟୋକା! ତାକୁ ଗାଇଦେଲେ ହୁଏନି, ତାକୁ ବଞ୍ଚିବାକୁ ପଡେ’’- ପ୍ରାୟ ଦଶବର୍ଷ ତଳେ ତାଙ୍କର ଏକ ସାକ୍ଷାତ୍କାର ନେଲାବେଳେ ଏଇ ଧାଡିକ ମୋ ମନରେ ଛପା ହୋଇ ରହିଯାଇଛି। ତାଙ୍କ ଗୀତ, ସ୍ଵୟଂ ସରସ୍ଵତୀର […]
କେଦାର ମିଶ୍ର ପୁଣିଥରେ ଚର୍ଚ୍ଚାରେ ପ୍ରତାପ ଷଡଙ୍ଗୀ। ପ୍ରଥମେ ତାଙ୍କର କୃତ୍ରିମ ଦାରିଦ୍ର୍ୟ, ତାପରେ ଦୁର୍ବୋଧ୍ୟ ସଂସ୍କୃତ ଭାଷଣ ଓ ଏବେ ଦେଶପ୍ରେମର ମାଳ ଗୋଦାମ। ସୁରତରେ ଭାଷଣ ଦେଇ ସେ କୁଆଡେ କହିଛନ୍ତି ଯେ, ଯିଏ ଏ ଦେଶରେ ବନ୍ଦେ […]
ଭୁବନେଶ୍ବର: ଏୟାର ଇଣ୍ଡିଆ ଆସନ୍ତା ୨୦ ତାରିଖରୁ ଭୁବନେଶ୍ବରରୁ ସୁରାଟ ସିଧା ବିମାନ ଚଳାଚଳ ଆରମ୍ଭ କରିବ। ସେଥିପାଇଁ ସୁରାଟରେ ଥିବା ଓଡିଆ ସମାଜ ପକ୍ଷରୁ କରାଯାଇଛି ଏକ ବିରାଟ ଆୟୋଜନ। ଏଥିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସ୍ବାଗତ କରିବା […]
କେଦାର ମିଶ୍ର ଓଡିଶା କଂଗ୍ରେସକୁ ଦେଖିଲେ, ବାସ୍ତବରେ ଦୟା ଲାଗୁଛି। ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ,ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କ ପରି ନେତା ଯେଉଁ ଦଳକୁ ଗଢିଥିଲେ, ସେ ଦଳ ଆଜି ନିଜେ ନିଜକୁ ଖାଇ ଚାଲିଛି। ଓଡିଶାର […]
ସମୀକ୍ଷା ବ୍ୟୁରୋ କୋଡିଏ ବର୍ଷ ଧରି ନବୀନ ପଟ୍ଟନାୟକ ଓଡିଶା ଲୋକଙ୍କ ଆସ୍ଥା ଭାଜନ ହେବା ପଛରେ ଯେଉଁ କେତୋଟି ପ୍ରମୁଖ କାରଣ ରହିଛି, ସେଥିରୁ ସବୁଠୁ ବଡ କାରଣ ଟି ହେଉଛି, ପୋଲିସ ଓ ରାଜନେତାଙ୍କ ସମ୍ପର୍କର ଦୂରତା। […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଦୀର୍ଘ 16 ବର୍ଷ ପରେ ରାଜ୍ୟ ବିଜେପି ସଭାପତି ପଦରେ ଜଣେ ଉପକୂଳ ଓଡ଼ିଶାର ନେତା। 2004ରୁ 2019 ପର୍ଯ୍ୟନ୍ତ ବିଜେପିର ମଙ୍ଗ କେବଳ ପଶ୍ଚିମ ଓଡ଼ିଶାର ନେତାମାନେ ହିଁ ସମ୍ଭାଳି ଆସିଥିଲେ । ରାଜ୍ୟ ବିଜେପିର […]