ସ୍ଵର୍ଗତ ଗୋପବନ୍ଧୁ ଚୌଧୁରୀ (ସ୍ଵାଧୀନତା ଆନ୍ଦୋଳନର ଅନ୍ୟତମ ମହାନାୟକ ଗୋପବନ୍ଧୁ ଚୌଧୁରୀ। ଗୋପବନ୍ଧୁ ଦାସଙ୍କ ପରେ ଓଡିଶାରେ କଂଗ୍ରେସର ମଙ୍ଗ ସମ୍ଭାଳିଥିବା ମହାନ ସଂଗ୍ରାମୀ ଥିଲେ ସେ। ୧୯୪୨ ଭାରତ ଛାଡ ଆନ୍ଦୋଳନ ସମୟରେ ବନ୍ଦୀ ହୋଇ ବ୍ରହ୍ମପୁର ଜେଲ ରେ […]
କେଦାର ମିଶ୍ର ଆଜି ଅକ୍ଟୋବର ୨ ତାରିଖ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିନ। ଏ ଲେଖା ଲେଖିଲା ବେଳକୁ ମୋ ହାତରେ ଗୋଟେ ବହି ଅଛି। ବହିର ନାଁ “ ଗାନ୍ଧୀ ; ଦି ଇଅର୍ସ ଦେଟ ଚେଞ୍ଜଡ ଦି ୱାର୍ଲ୍ଡ’’ […]
କେଦାର ମିଶ୍ର ସବୁଠି ଚର୍ଚ୍ଚା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷମତା କୁଆଡେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଢେର ଅଧିକ। କ୍ଷମତା ମାପିବା ଲାଗି “ଇଣ୍ଡିଆନ ଏକ୍ସପ୍ରେସ” କେଉଁ ମାପକ ବା ମାନକ ବ୍ୟବହାର କରିଥିଲେ ଆମେ ଜାଣିନୁ। […]
ସମୀକ୍ଷା ବ୍ୟୁରୋ ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ 100 ଜଣ ଲୋକପ୍ରିୟ ଭାରତୀୟଙ୍କ ତାଲିକା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଶ୍ରେଷ୍ଠ 10 ଜଣଙ୍କ ମଧ୍ୟରେ ସର୍ବାଧିକ ବିଜେପି […]
କେଦାର ମିଶ୍ର ଯେ କୌଣସି ଟେଲିଭିଜନ ଚାନେଲ ବା ଖବର କାଗଜ ଖୋଲିଲେ ଏବେ ଦୁଇ ପ୍ରକାର ଖବର ମିଳିବ। ପ୍ରଥମ ଖବରରେ ପାକିସ୍ତାନ ଓ ଦ୍ଵିତୀୟ ଖବରରେ ଭାରତର ଯେତେସବୁ ଜଳମଗ୍ନ ସହର। ପ୍ରବଳ ବର୍ଷାରେ ବିହାର ରାଜଧାନୀ ପାଟନା […]
ସମୀକ୍ଷା ବ୍ୟୁରୋ କାଶତଣ୍ଡୀର ଫୁଲେ ଫୁଲେ ଶରତ ଆସିସାରିଛି । ଆଉ ଚାରିଆଡେ ପାର୍ବଣର ମାହୋଲ୍ । ମା’ ଆସୁଛନ୍ତି । ଧରା ସୁସଜ୍ଜିତ ହୋଇ ଅପେକ୍ଷା କରିଛି । ଶାରଦୀୟ ଦୁର୍ଗାପୂଜାର ପ୍ରସ୍ତୁତି ହୋଇସାରିଲାଣି । ଆଜିଠାରୁ ଶାରଦୀୟ ନରବାତ୍ରି […]
କେଦାର ମିଶ୍ର ଏମିତି କୌଣସି ସରକାରୀ କାର୍ଯ୍ୟାଳୟ ନାହିଁ, ଯେଉଁଠି ଦଲାଲ ନାହାନ୍ତି। ସେ ସରକାରୀ ଡାକ୍ତରଖାନା ହେଉ ଅଥବା ପରିବହନ ଅଧିକାରୀଙ୍କ କାର୍ୟାଳୟ, ସେ ଜମିଜମା ନିବନ୍ଧକଙ୍କ ଅଫିସ ହେଉ ବା ସଚିବାଳୟ, ସବୁଠି ଦଲାଲ ଅଛନ୍ତି। ସାଧାରଣ ଲୋକ […]
ସମୀକ୍ଷା ବ୍ୟୁରୋ ଭାରତର ରାଷ୍ଟ୍ରପତି ତଥା ଭାରତୀୟ ସଶସ୍ତ୍ର ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ଶ୍ରୀ ରାମନାଥ କୋବିନ୍ଦ ୨୮ ସେପ୍ଟେମ୍ବର ୨୦୧୯ରେ ଗୋପାଳପୁର ସେନା ଷ୍ଟେସନ ଠାରେ ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ରାଷ୍ଟ୍ରପତି କଲର୍ସ ସମ୍ମାନରେ ସମ୍ମାନିତ କରିଛନ୍ତି । […]
ସମୀକ୍ଷା ବ୍ୟୁରୋ ଏକଦା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ମହାନାୟକ ଉସ୍ତାଦ ବଡେ ଗୁଲାମ ଅଲି ଖାଁ କହିଥିଲେ- “ଶଶୁରି କଭି ବେସୁରି ନେହିଁ ହୋତି” ଓ ଯାହାଲାଗି ସେ ଏକଥା କହିଥିଲେ, ସେ ଥିଲେ ଭାରତୀୟ ଲୋକପ୍ରିୟ ସଙ୍ଗୀତର ମହାନାୟିକା ଲତା […]
କେଦାର ମିଶ୍ର ଜାତିସଂଘର ସାଧାରଣ ପରିଷଦ ବୈଠକ ଦକ୍ଷିଣ ଏସିଆର ଦେଶମାନଙ୍କ ଲାଗି ଯୁଦ୍ଧ ଧମକ ଓ ପଡୋଶୀଙ୍କ ଭିତରେ କଥା କଟାକଟିର ଏକ ଉଦ୍ଭଟ ମଞ୍ଚ ପାଲଟି ଯାଉଛି। ଗତକାଲି ଜାତିସଂଘ ସାଧାରଣ ପରିଷଦରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ […]
କେଦାର ମିଶ୍ର ଏ ଝିଅଟିର ବୟସ ମାତ୍ର ଷୋହଳ। ବେଶୀ ଦୁନିଆଁ ଦେଖିନାଇଁ। ହେଲେ ତା କଣ୍ଠରେ ଏମିତି କିଛି ଉତ୍ତାପ ଅଛି, ଯାହାକି ଆମର ବିବେକକୁ ଜାଳି ଦେବାକୁ ଯଥେଷ୍ଟ। ଏ ଝିଅଟିର ଆଖିରେ ଗୋଟେ ଅଦ୍ଭୁତ ସାତ୍ତ୍ଵିକ କ୍ରୋଧ […]
କେଦାର ମିଶ୍ର ଆମେ ଯେତେବେଳେ ସାମ୍ବାଦିକତାରେ ଯୋଗଦେବାର ସ୍ଵପ୍ନ ଦେଖୁଥିଲୁ, ଆମ ଲାଗି ଜାତିସଂଘର ସାଧାରଣ ପରିଷଦ ବୈଠକ ଥିଲା ସବୁଠୁ ବଡ ଆକର୍ଷଣ। କାରଣ ଏହି ମଞ୍ଚରେ ପୃଥିବୀର ସବୁଠୁ ବଡ ନେତା ଓ ଭଲ ସାମ୍ବାଦିକଙ୍କ ଭିତରେ ବିଚାର […]
ସରୋଜ ଜେନା ଚାରିଦିନ ତଳେ ଭାରତୀୟ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟରେ ନିର୍ବାଚନ ଏବଂ ଉପ ନିର୍ବାଚନ ନେଇ ଘୋଷଣା କରିଥିଲେ । ଏହା ମଧ୍ୟରେ ହରିୟାଣା ମଧ୍ୟ ସାମିଲ ରହିଛି । ହରିୟାଣାରେ ଆସନ୍ତାକାଲି ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାକୁ […]
ସମୀକ୍ଷା ବ୍ୟୁରୋ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଆଜି ୮୭ ବର୍ଷ ବୟସରେ ପାଦ ଦେଇଛନ୍ତି । ୟୁପିଏ ଶାସନ କାଳରେ ଦେଶର ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ଡ. ମନେମାହନ ସିଂ । ନିଜର ନୀରବତା ଗୁଣ […]
Samikhsya Bureau ଏଆଇସିସି ଓଡିଶାର ବିଜେପୁର ବିଧାନସଭା ଉପ-ନିର୍ବାଚନ ପାଇଁ କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡାଙ୍କ ନାମ ଘୋଷଣା କରିଛନ୍ତି। କଂଗ୍ରେସ ବିଜେପୁର ଉପ-ନିର୍ବାଚନ ପାଇଁ ଦଳୀୟ ପ୍ରାଥୀ ଚୟନ ନେଇ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଧକ୍ଷତାରେ ଏକ […]
ସମୀକ୍ଷା ବ୍ୟୁରୋ ସୁପରଷ୍ଟାର ଅମିତାଭ ବଚନ ଚଳିତ ବର୍ଷର ଦାଦା ସାହେବ ଫାଲକେ ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛନ୍ତି। ଦୀର୍ଘ ଦଶନ୍ଧି ଧରି ଅମିତାଭ ବଚନ ଚଳଚିତ୍ର ପ୍ରେମୀଙ୍କ ମନ ଭିତରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ସେଥିପାଇଁ […]
କେଦାର ମିଶ୍ର ହ୍ୟୁଷ୍ଟନ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ସବୁ ଭଲ ଅଛି ! କେବଳ ଓଡ଼ିଆରେ କହିଲେ ନି ଭାରତର ସବୁ ଭାଷାରେ ସେହି ସମାନ କଥା କହିଲେ । ହ୍ୟୁଷ୍ଟନ୍ ସହରରେ ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ଆସିଥିଲେ, […]
ସମୀକ୍ଷା ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ହ୍ୟୁଷ୍ଟନ ସ୍ଥିତ ଏନ୍ଆରଜି ଷ୍ଟାଡିଅମ୍ରେ ଠାରେ ‘ହାଉଡ଼ି ମୋଦି’ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତ-ଆମେରିକାର ସମ୍ପର୍କକୁ ବର୍ଣ୍ଣନା କରିବା ସହ ଆତଙ୍କବାଦ ବିରୁଦ୍ଧରେ […]
ସମୀକ୍ଷା ବ୍ୟୁରୋ ଆମେରିକାର ହ୍ୟୁଷ୍ଟନ ସହରର ଏନଜିଆର ଷ୍ଟାଡିୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରବାସୀ ଭାରତୀୟଙ୍କ ଦ୍ବାରା ଆୟୋଜିତ ଏହି ବିଶାଳ ସମାବେଶରେ ମୋଦୀଙ୍କ ସହିତ ଯୋଗଦେଇଥିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି […]
ସମୀକ୍ଷା ବ୍ୟୁରୋ ଗତକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ଅକ୍ଟୋବର ୨୧ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଅକ୍ଟୋବର ୨୪ରେ ଭୋଟ୍ ଗଣତି ହେବ ବୋଲି […]
କେଦାର ମିଶ୍ର ଗତକାଲି ବିଜେପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେଲାପରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଯେତେବେଳେ ଟେଲିଭିଜନ କ୍ୟାମେରା ଆଗରେ କହୁଥିଲେ ଯେ, ଆମେ ବିଜେପୁରରେ ନିଶ୍ଚୟ ଜିତିବୁ, ସେତେବେଳେ ଆମର ବିରୋଧୀ ଦଳ ନେତା […]