କେଦାର ମିଶ୍ର କୁହାଯାଏ, ଗଣତନ୍ତ୍ରରେ ନିର୍ବାଚନ ହେଉଛି ସବୁଠୁ ବଡ ଉତ୍ସବ। ଭାରତ ଯେହେତୁ ପୃଥିବୀର ସବୁଠୁ ବଡ ଗଣତନ୍ତ୍ର, ତେଣୁ ଭାରତର ସାଧାରଣ ନିର୍ବାଚନ ପୃଥିବୀର ସବୁଠୁ ବଡ ଉତ୍ସବ ମନେହେବା ସ୍ଵାଭାବିକ। ତେବେ ଗଣତନ୍ତ୍ରରେ ଗଣଙ୍କ ଶାସନ ଥାଏ। […]
କେଦାର ମିଶ୍ର ବିଜେପିରେ ନୂଆ କରି ଯୋଗଦେଇଥିବା ବିଜୁ ଜନତା ଦଳର ବହିଷ୍କୃତ ନେତାମାନେ ବିଜେପିର ଓଡିଶା ସଙ୍ଗଠନକୁ ଏକପ୍ରକାର କରାୟତ୍ତ କରିନେବା ପରେ ଏହାକୁ ନେଇ ଏବେ ସାରା ରାଜ୍ୟରେ ଭୟଙ୍କର ଅସନ୍ତୋଷ ଦେଖାଦେଇଛି। ବିଜେପି ରାଜ୍ୟ କାର୍ୟାଳୟରେ ଦୁଇ […]
ସମୀକ୍ଷା ବ୍ୟୁରୋ ବିଜେପି ପରି କଂଗ୍ରେସ ମଧ୍ୟ ରାତି ଅଧରେ ପ୍ରକାଶ କରିଛି ତାହାର ପ୍ରାର୍ଥୀ ତାଲିକା। ଏଥିରେ କିଛି ପୁରୁଣା ଲୋକଙ୍କୁ ପୁଣି ଥରେ ଟିକେଟ ଦିଆଯାଇଥିବା ବେଳେ କେତେକ ନୁଆ ମୁହଁ ମଧ୍ୟ ନିଆଯାଇଛି। ସେ ମଧ୍ୟରେ ଅଛନ୍ତି […]
ସମୀକ୍ଷା ବ୍ୟୁରୋ ବିଜେପି ପୁଣିଥରେ ବିଳମ୍ବିତ ରାତିରେ ପ୍ରକାଶ କରିଛି ତାହାର ପ୍ରାର୍ଥୀ ତାଲିକା। ସିଇସି ବୈଠକରେ ଆନ୍ଦ୍ରପ୍ରଦେଶ, ଆସାମ, ମହାରାଷ୍ଟ୍ର, ମେଘାଳୟ ଏବଂ ଓଡିଶାର ୩୬ ଜଣ ନାମ ପ୍ରକାଶ ପାଇଛି। ଓଡିଶାର ୫ଲୋକସଭା ସହିତ ୨୨ଟି ବିଧାନସଭାର ପ୍ରାର୍ଥୀ […]
ସମୀକ୍ଷା ବ୍ୟୁରୋ ଶେଷରେ ଲୌହ ପୁରୁଷ ଲାଲକୃଷ୍ଣ ଆଡଭାନୀଙ୍କୁ ବିଜେପି ଜବଦସ୍ତ ଅବସର କରାଇ ତାଙ୍କ ଟିକେଟ କାଟିଦେଇଛି। ଆଉ ଆଶ୍ଚର୍ଯ୍ୟର କଥା ତାଙ୍କ ପାରଂପାରିକ ଗାନ୍ଧୀନଗର ସିଟରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ସାହାଙ୍କୁ ଟିକେଟ ଦିଆଯାଇଛି। ଦଳ ତରଫରୁ […]
ସମୀକ୍ଷା ବ୍ୟୁରୋ ଆସନ୍ତାକାଲି ଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାସମର ଭିବୋ ଆଇପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ପ୍ରଥମ ଦିନରେ ଚେନ୍ନାଇ ସୁପରକିଙ୍ଗସ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ। ଏହି ଦୁଇ ଦଳର ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି […]
କେଦାର ମିଶ୍ର ଋଷଭ ନନ୍ଦ କିଏ? ପ୍ରମୋଦ ପଟ୍ଟନାୟକ କିଏ? ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ବା ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କ ରାଜନୈତିକ ପ୍ରଭାବ କଣ? ଗତ କିଛିଦିନ ହେଲା ଏମିତି କିଛି ନାଁକୁ ନେଇ […]
ସମୀକ୍ଷା ବ୍ୟୁରୋ ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ସୂଚୀରେ ୧୮୪ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ବିଜେପିର ନିର୍ବାଚନ ସମିତିର ସମ୍ପାଦକ ଜେପି ନଡ୍ଡା ଏହି ସୂଚୀ ଘୋଷଣା […]
କେଦାର ମିଶ୍ର ନିର୍ବାଚନ ସମୟରେ କଂଗ୍ରେସ ଦଳର ଟିକଟ ବଣ୍ଟନ ପ୍ରକ୍ରିୟାକୁ ନେଇ ଅନେକ ରାଜନୈତିକ ଜୋକ୍ସରହିଛି। ଏ ଦଳରୁ କିଏ କେତେବେଳେ ଟିକଟ ପାଇବ ଓ କେତେବେଳେ କାହାର ଟିକଟ କଟିବ, ସେକଥା କହିବା ବଡ ମୁସ୍କିଲ। ହେଲେ ଏ […]
ସମୀକ୍ଷା ବ୍ୟୁରୋ ଇତି ମଧ୍ୟରେ ଦୁଇଟି ସଂସ୍ଥାର ଜନମତ ସର୍ବେକ୍ଷଣ ପ୍ରକାଶ ପାଇଛି। ପ୍ରଥମ ସର୍ବେକ୍ଷଣ ଟାଇମ୍ସ ନାଓ ଟେଲିଭିଜନ ଓ ଭିଏମଆର କରିଥିବା ବେଳେ ଦ୍ଵିତୀୟ ସର୍ବେକ୍ଷଣ “ଦି କୁଇଣ୍ଟ” ଓ “ପୋଲ ଆଏଜ” କରିଛନ୍ତି। ଟାଇମ୍ସ ନାଓ ଗତ […]
କେଦାର ମିଶ୍ର ପ୍ରମିଳା ବିଷୋୟୀ, ବୟସ ସତୁରୀ, ଶିକ୍ଷାଗତ ଯୋଗ୍ୟତା ଦ୍ଵିତୀୟ ଶ୍ରେଣୀ ଓ ବୃତ୍ତିରେ ସମାଜସେବୀ। ତାଙ୍କୁ ଆସ୍କା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ କରାଗଲା ପରେ ହଠାତ ତାଙ୍କର ଦକ୍ଷତା ଓ ଯୋଗ୍ୟତାକୁ […]
ସମୀକ୍ଷା ବ୍ୟୁରୋ ଅଖିଳ ଭାରତୀୟ କଂଗ୍ରେସ କମିଟି ତରଫରୁ ଓଡିଶାର ୬ ଟି ଲୋକସଭା ଆସନ ଓ ୩୬ ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି। ଲୋକସଭା ପ୍ରାର୍ଥୀ ଭାବରେ ନବରଙ୍ଗପୁରରୁ ପ୍ରଦୀପ ମାଝୀ, କଳାହାଣ୍ଡିରୁ ଭକ୍ତ […]
ସମୀକ୍ଷା ବ୍ୟୁରୋ ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଜି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ନବୀନ ନିବାସରେ ଏହି ତାଲିକାକୁ ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟର ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଅଥାର୍ତ […]
କେଦାର ମିଶ୍ର ଆପାତତଃ ୨୦୧୯ ନିର୍ବାଚନର ସବୁଠୁ ଆଶ୍ଚର୍ୟଜନକ ଖବର ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର କୌଣସି ଏକ ନିର୍ବାଚନ ମଣ୍ଡଳୀରୁ ଲଢିବା ପାଇଁ ସଙ୍କେତ ଦେବା। ଗତକାଲି ପଶ୍ଚିମ ଓଡିଶାର ବହୁ ବିଜେଡି ନେତା ଓ ବିଶିଷ୍ଟ […]
କେଦାର ମିଶ୍ର ଭାରତରେ ନିର୍ବାଚନ ଆଉ ରାଜରାସ୍ତାରେ ଲଢା ଯାଉନାହିଁ। ଏବେ ନିର୍ବାଚନର ରଣାଙ୍ଗନ ହେଉଛି ଟେଲିଭିଜନ ପରଦା ଓ ସୋସିଆଲ ମିଡିଆର କାନ୍ଥ। ରାଲି ଏବଂ ରୋଡ ସୋ ତୁଳନାରେ ଟିଭି ବିତର୍କ ଏବେ ଲୋକମତକୁ ଅଧିକ ପ୍ରଭାବିତ କରୁଛି। […]
କେଦାର ମିଶ୍ର ବିଜେପିର ଆଭ୍ୟନ୍ତରୀଣ ଖବର ରଖୁଥିବା ଜଣେ ସାମ୍ବାଦିକଙ୍କ ସହ ଆଜି ସନ୍ଧ୍ୟାରେ ଦେଖାହେଲା। ତାଙ୍କ କହିବା ମୁତାବକ, ବିଜେପି ପାଇଁ ୨୦୧୯ ନିର୍ବାଚନରେ ସବୁଠୁ ବଡ ଶକ୍ତି ହେଉଛନ୍ତି, ବିଜେଡ଼ିରୁ ବହିଷ୍କୃତ ଓ ଟିକଟରୁ ବଞ୍ଚିତ ନେତାମାନେ। ବିଜେଡି […]
କେଦାର ମିଶ୍ର ଏବେ ଲାଗୁଛି, ଓଡିଶାର ତିନୋଟିଯାକ ପ୍ରମୁଖ ରାଜନୈତିକ ଦଳ- ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ କାର୍ଯ୍ୟାଳୟ ଆଗରେ ଗୋଟେ ଗୋଟେ ସୁନ୍ଦର ଡଷ୍ଟବିନ ଥୋଇଛନ୍ତି। ନିଜ ଦଳ ଭିତରେ ଯେଉଁ ନେତାମାନେ ଅଳିଆ କରୁଛନ୍ତି ବୋଲି […]
ସମୀକ୍ଷା ବ୍ୟୁରୋ “ମୁଁ ବହୁ ବର୍ଷ ଧରି ମାନସ ମନ୍ଥନ କରୁଥିଲି। ଶେଷରେ ମୋ ବିବେକ କହିଲା ବିଜେପିରେ ଯୋଗଦେବି, ଆଉ ଆଜି ସେ ସ୍ବପ୍ନ ସାକାର ହେଲା। ମୁଁ ବିଜେପିରେ ଯୋଗ ଦେଲି।” ଏହାଥିଲା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ […]
କେଦାର ମିଶ୍ର ଗତ କାଲିର ଖବର- ମୁଁ ଲୁଣ ପାଣିରେ ବି ପଦ୍ମ ଫୁଟେଇ ପାରିବି। ଅର୍ଥାତ ମୁଁ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ। ଆଜି ସକାଳର ଖବର- ପୁଅ ଝିଅଙ୍କୁ ବିଜେଡି ଟିକଟ ମିଳିଲେ ମୁଁ ଚୁପ ବସିବି। ଅବଶ୍ୟ ମୁଁ […]
ସମୀକ୍ଷା ବ୍ୟୁରୋ ଓଡିଶାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କୁ ନେଇ ବର୍ତ୍ତମାନ ଉଡୁଛି ବଡ ଖବର। ତାହା ହେଉଛି ଦାମ ପୁଣି ଥରେ ବିଜେଡି ଆଡକୁ ଢଳିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ଖବର ବର୍ତ୍ତମାନ […]