Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କରନ୍ତୁ ଏହି ୪ ଟି ପରିବର୍ତ୍ତନ, ଭାଗ୍ୟ ପୁଣି ଚମକିବ
ଜୀବନ ଶୈଳୀ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କରନ୍ତୁ ଏହି ୪ ଟି ପରିବର୍ତ୍ତନ, ଭାଗ୍ୟ ପୁଣି ଚମକିବ

March 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଜିନିଷରୁ ଲୋକଙ୍କୁ ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତି ମିଳିଥାଏ। ଏହି ଶକ୍ତି ଲୋକଙ୍କ ସଫଳତା ଉପରେ ବହୁତ ପ୍ରଭାବ ପଡ଼ିପାରେ। ବହୁତ ସମୟରେ କଠିନ ପରିଶ୍ରମ କଲେ ମଧ୍ୟ ଅନେକ ଲୋକ ସଫଳ ହୋଇପାରନ୍ତି ନାହିଁ। ବାସ୍ତୁ ଦୋଷ କାରଣରୁ ଏଭଳି ହୋଇପାରେ। ଅଳ୍ପ କିଛି ପରିବର୍ତ୍ତନ କରି ଘରୁ ବାସ୍ତୁ ଦୋଷ ଦୂର କରାଯାଇପାରିବ।

୧- ଘରର ଏହି ଦିଗରେ ରଖନ୍ତୁ ମନ୍ଦିର:

ବାସ୍ତୁ ଶାସ୍ତ୍ରରେ କୁହା ଯାଇଛି କି, ଘର ମନ୍ଦିର ପାଇଁ ସବୁଠାରୁ ଭଲ ଦିଗ ହେଉଛି ଈଶାଣ କୋଣ। ଘରର ମନ୍ଦିର ଉତ୍ତର ଦିଗରେ ରହିବା ଉଚିତ। ଏହା ସହିତ ମନ୍ଦିରକୁ ଅଳ୍ପ ଉଚ୍ଚତାରେ ରଖିବା ଆବଶ୍ୟକ।

୨- ଘଣ୍ଟାର ଦିଗ:

ଘଣ୍ଟା ସବୁବେଳେ ଠିକ ସମୟ ଦେଖାଇଥାଏ । କିନ୍ତୁ ତାକୁ ଠିକ ଦିଗରେ ନରଖିଲେ ଘରର ଆର୍ଥିକ ସଙ୍କଟ ଦେଖାଯାଏ। ବାସ୍ତୁ ଅନୁସାରେ ଘଣ୍ଟାକୁ ଘରର ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ରହିବା ଉଚିତ ନୁହେଁ। ଆପଣ ଘଣ୍ଟାକୁ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇ ପାରିବେ।

୩- ତୁଲସୀ ଗଛ:

ତୁଲସୀ ଗଛ ବା ଚଉରା ହିନ୍ଦୁ ଧର୍ମ ପାଇଁ ମହତ୍ବପୂର୍ଣ୍ଣ ଅଟେ। ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି, ତୁଲସୀ ଗଛ ଘରର ଅଗଣାରେ ଲଗାଇବା ଦରକାର। ଏହାସହିତ ଯଦି ଏହା ଘରର ପୂର୍ବୋତ୍ତର କିମ୍ବା ଉତ୍ତର ଦିଗରେ ରହିଲେ ଶୁଭ ଅଟେ। ଏହା ଦ୍ଵାରା ଘରର ଆର୍ଥିକ ସଙ୍କଟ ଦୂର ହେବ ଏବଂ ଆର୍ଥିକ ସ୍ଥିତି ମଜବୁତ ହେବ।

୪- ଘର ପୋଛା ଲଗାଇବା ସମୟରେ ଏସବୁ ଉପରେ ଧ୍ୟାନ ରଖନ୍ତୁ:  

ବାସ୍ତୁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି କି, ଘରରେ ପୋଛା ଲଗାଇବା ସମୟରେ ସମୁଦ୍ର ଲବଣ ଢାଳି ପୋଛା ଲଗାନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଖୋଲିବାରେ ସମ୍ଭାବନା ଥାଏ।

ଆର୍ଥିକ ସଙ୍କଟ ଘଣ୍ଟା ଘରର ମନ୍ଦିର ତୁଲସୀ ଗଛ ବାସ୍ତୁ ଦୋଷ ବାସ୍ତୁ ଶାସ୍ତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

August 25, 2026
Latest News

ଜସପ୍ରିତ ବୁମରାହଙ୍କ ରାଜତ୍ୱ ଶେଷ: ଏବେ ଏହି ଖେଳାଳି ହେଲେ ନମ୍ବର-୧ ଟେଷ୍ଟ ବୋଲର

August 26, 2026

ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

୫୦ ହଜାର ଝିଅଙ୍କୁ ମିଳିବ ସ୍କୁଟି: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା

August 26, 2026

କର୍ଣ୍ଣାଟକର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବି. ନାଗେନ୍ଦ୍ର!: ଜାଣନ୍ତୁ କାହିଁକି ଦେଲେ ପ୍ରସ୍ତାବ?

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.