ସମୀକ୍ଷା ବ୍ୟୁରୋ କେବ ହେବ ନିର୍ବାଚନ, ଏହାକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ଆସନ୍ତା 8 ତାରିଖରେ କିମ୍ବା ଏହା ପରେ ସ୍ପଷ୍ଟ ହେବ। ନିର୍ବାଚନ କମିଶନର ସେଥିପାଇଁ ପ୍ରସ୍ତୁତି ଶେଷ କରିଦେଇଛନ୍ତି। ଯାହା ଜଣାପଡୁଛି ଓଡିଶାରେ ପୂର୍ବପରି ଦୁଇଟି […]
କେଦାର ମିଶ୍ର ପୁଣି ଚର୍ଚ୍ଚା ଚାଲିଛି, ଆଜି ବିଜୁ ଜନତା ଦଳର ପୂର୍ବତନ ନେତା ବୈଜୟନ୍ତ ପଣ୍ଡା ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିପାରନ୍ତି। ଗତ ବର୍ଷେ ହେଲା ଏ ଖବର ବିଷୟରେ ଆମେ କେବଳ ଶୁଣି ଆସୁଛୁ। “ସମୀକ୍ଷା’ […]
କେଦାର ମିଶ୍ର ଓଡିଶା ରାଜନୀତିରେ ଗତ ଛଅ ମାସର ଘଟଣାକ୍ରମକୁ ବିଶ୍ଳେଷଣ କଲେ ଗୋଟେ କଥା ଆମ ମନକୁ ବାରମ୍ବାର ଆସିବ, ଆଉ କଥାଟି ହେଉଛି ଏକ ବିକଳ୍ପ ଦଳ ଗଠନର ପ୍ରୟାସ। ବିଜୁ ଜନତା ଦଳରୁ ଯେଉଁ ନେତାମାନେ ବିତାଡିତ […]
ସମୀକ୍ଷା ବ୍ୟୁରୋ ବିଜେପି ତରଫରୁ ପୁରୀ ଲୋକସଭା ଆସନ ପାଇଁ ଲଢେଇ କରିବେ ଦିଲ୍ଲୀ ଦରବାରରେ ଦବଦବା ଥିବା ଓଡିଶାର ଯୁବ ନେତା ସମ୍ବିତ ପାତ୍ର। ସେହିପରି ସମ୍ବଲପୁରରୁ ପ୍ରାର୍ଥୀ ହେବେ ସୁରେଶ ପୂଜାରୀ, ଆଉ ଭୁବନେଶ୍ଵରରୁ ଲଢିବେ ଅପରାଜିତା ଷଡଙ୍ଗୀ। […]
ସାଗରିକା ଲିଭ୍-ଇନ୍-ରିଲେସନ୍ସିପ୍କୁ ନେଇ ଆଜିର ଯୁବ ସମାଜ ବେଶ୍ ସକାରାତ୍ମକ । ରାଇଟ୍ ଟୁ ଲାଇଫ୍ରେ ସେମାନେ ସ୍ଵାଧୀନ ଭାବେ ନିଜ ଲାଇଫ୍ ସହ ବଞ୍ଚିବାରେ ମସ୍ଗୁଲ୍ । ତେବେ ଭାରତ ପରି ଏକ ସଂସ୍କୃତିସମ୍ପନ୍ନ ଦେଶରେ ଏହି ସମ୍ପର୍କକୁ ନେଇ […]
କେଦାର ମିଶ୍ର ପାକିସ୍ତାନକୁ ବୁଦ୍ଧି ଶିଖାଇବାକୁ ହେଲେ ଯୁଦ୍ଧ ହିଁ ଏକମାତ୍ର ମାର୍ଗ, ଭାରତର ଶାସକ ଦଳ ଓ ଶାସକ ଦଳର ପୋଷା ଗଣମାଧ୍ୟମ ଏକଥା ବେଶ ବୁଝି ଯାଇଛନ୍ତି। ଟେଲିଭିଜନ ଷ୍ଟୁଡିଓ ରେ ସୈନିକର ପୋଷାକ ପିନ୍ଧି ନାଟକ କରୁଥିବା […]
କେଦାର ମିଶ୍ର -ଯୁଦ୍ଧ ପାଇଁ ନୁହେଁ, ବରଂ ଶାନ୍ତି ପାଇଁ ବିଶାଳ ହୃଦୟର ଛାତି ରହିବା ଦରକାର -ଯୁଦ୍ଧ କରିବା ସହଜ, ହେଲେ ଯୁଦ୍ଧକୁ ବନ୍ଦ କରିବା ଆଦୌ ସହଜ ନୁହେଁ। -କୂଟନୈତିକ ସ୍ତରରେ ସବୁ ଦେଶ ନିଜକୁ ବିଜୟୀ ବୋଲି […]
ଜ୍ୟୋତି ନନ୍ଦ ଏବେ ପାକିସ୍ତାନ କର୍ତ୍ତୃକ ମିଛ ସଂବାଦ ପରିବେଷଣର ଖବର ଦେଖିବାକୁ ମିଳିଲା।ଭାରତର ଦୁଇଟି ମିଗ୍ ବିମାନକୁ ସେମାନେ ଧ୍ବଂସ କରି ଦେଇଛନ୍ତି ବୋଲି କହୁଛନ୍ତି।ଏହା ସହିତ ସେମାନେ ଦୁଇଜଣ ପାଇଲଟ୍ ଙ୍କୁ ଗିରଫ କରିଛନ୍ତି ବୋଲି ବି କହୁଛନ୍ତି। […]
ବୌଦ୍ଧାୟନ ଧୁଡୁଧୁଡିଆ ଦେହ,ପାକଳ କେଶ ଆଉ ପାକୁଆ ପାଟିରେ ଚେନାଏ ହସ । ନିଜ ଜୀବନର ଅପରାହ୍ନରେ ପହଁଚିଥିବା କିଛି ବୁଢ଼ୀ ମାଉସୀ ଓ ତାଙ୍କ ନେତ୍ରୀଙ୍କ ବାବଦରେ କାହାଣୀଟିଏ। ପୁରୁଣା କଥା ସବୁ ମାଉସୀଙ୍କ ଆଖିସାମ୍ନାରେ ଭାସି ଉଠୁଛି । […]
ଜ୍ୟୋତି ନନ୍ଦ ଯେହେତୁ ବର୍ତ୍ତମାନ ଭୁବନେଶ୍ଵରରେ ଚାଲିଥିବା ପୁସ୍ତକମେଳା ଏକ ସରକାରୀ କାର୍ଯ୍ୟକ୍ରମ ସେଦୃଷ୍ଟିରୁ ସେଠିକି ସମସ୍ତ ସରକାରୀ କର୍ମଚାରୀ ଯେଉଁମାନେ ଭୁବନେଶ୍ଵରରେ ଅଛନ୍ତି ସେମାନଙ୍କୁ ପ୍ରଦର୍ଶନୀ ପଡିଆରେ ପ୍ରତ୍ୟହ ସଂଧ୍ୟା ଛଅଟା ପରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଉ।ଯାହା ଫଳରେ […]
ସମୀକ୍ଷା ବ୍ୟୁରୋ ୨୫ ଫେବୃଆରୀ ଭୋର ୩.୩୦ ରେ ଭାରତୀୟ ବାୟୁସେନାର ଏକ ସାହସୀ ଆକ୍ରମଣରେ ପାକିସ୍ତାନର ଆଭ୍ୟନ୍ତରରେ ଥିବା ବାଲାକୋଟ ଜଙ୍ଗଲ ଭିତରେ ଚାଲିଥିବା ଜୈଶ ଏ ଅହମଦ ର ଆତଙ୍କବାଦୀ ଶିବିର ଉପରେ ପ୍ରକାଣ୍ଡ ପ୍ରହାର କରାଯାଇଥିଲା। ଏହାକୁ […]
କେଦାର ମିଶ୍ର ଭାଇରାଲ…….ଭାଇରାଲ…….ପୁଣି ଭାଇରାଲ……. ଗତ କିଛିଦିନ ହେଲା ଟେଲିଭିଜନର ଓଡିଆ ଖବର ଚାନେଲ ଖୋଲିଲେ ବାରମ୍ବାର ଏଇ ଶବ୍ଦଟି ଶୁଣିବାକୁ ମିଳୁଛି। ମାଟ୍ରିକ ପରୀକ୍ଷାରେ ଓଡିଆ ସାହିତ୍ୟ ଓ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ। ଶହୀଦଙ୍କ ସମ୍ପର୍କୀୟଙ୍କୁ ବିଧାୟକ ତଣ୍ଟିଆ ମାରିବାର […]
ସମୀକ୍ଷା ବ୍ୟୁରୋ ଏଥର ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ନୂଆ ଉଦାହରଣ ସୃଷ୍ଟି କରିବା ମୁଡରେ ଅଛନ୍ତି। ତାହା ହେଲା ଏଥର ପ୍ରାୟ 48 ଜଣ ମହିଳାଙ୍କୁ ପ୍ରାର୍ଥୀ କରି ଏକ ନୂଆ ରେକର୍ଡ ସୃଷ୍ଟି କରିବା। ସେଥିପାଇଁ […]
କେଦାର ମିଶ୍ର ଓଡିଶାର ଅନନ୍ୟ ଶିଳ୍ପ ଓ କଳା ପରମ୍ପରାରେ ହସ୍ତତନ୍ତ ର ପ୍ରମୁଖ ଭୂମିକା ରହିଛି। ସୂତା ଓ ସିଲକ୍ ରେ ପ୍ରସ୍ତୁତ ହସ୍ତତନ୍ତର ବହୁ ଡିଜାଇନ୍ ପୃଥବୀ ସାରା ଓଡିଶାର ପରିଚୟକୁ ମହିମାମଣ୍ଡିତ କରିଛି। ଶହ ଶହ ବର୍ଷ […]
କେଦାର ମିଶ୍ର ନିଜ ବିରୋଧୀଙ୍କୁ ପାକିସ୍ତାନ ସପକ୍ଷବାଦୀ ବୋଲି କହି ଆକ୍ରମଣ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପୁରୁଣା ଅଭିଜ୍ଞତା ଅଛି। ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ ଏ ପ୍ରକାର ସମାଲୋଚନା […]
କେଦାର ମିଶ୍ର ସାଧାରଣ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଗଲାଣି। ଦେଶର ଯେତେ ଯାହାହେଲେ ମଧ୍ୟ ନିର୍ବାଚନ ଆମ ଗଣତନ୍ତ୍ରର ଅଭିନ୍ନ ଅଙ୍ଗ। ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ ଅବଶ୍ୟ ହେବ। ତେବେ ନିର୍ବାଚନ ହେବା ଆଗରୁ ଯଦି ଗୋଟେ ବଡ ଆତଙ୍କବାଦୀ […]
କେଦାର ମିଶ୍ର ଫେବୃଆରୀ ୧୪ ତାରିଖ ଦିନ ଯେତେବେଳେ ପୁଲବାମା ରେ ଭାରତୀୟ ଜବାନଙ୍କ ଉପରେ ଆକ୍ରମଣ ହେଉଥିଲା ସେଇ ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମ ପ୍ରଚାର ଲାଗି ଡିସ୍କଭରି ଚାନେଲ ପାଇଁ ଏକ ଚଳଚ୍ଚିତ୍ର ଶୁଟିଂରେ ବ୍ୟସ୍ତ […]
ଜ୍ୟୋତି ନନ୍ଦ ଏଇ ସ୍ଥାପତ୍ୟ ଟି ପ୍ରଖ୍ୟାତ ଚିତ୍ରକର ଯୋଗେନ ଚୌଧୁରୀ ଙ୍କର । ସଂପ୍ରତି ଏଇ ଶିଳ୍ପକର୍ମ ଟି କଲିକତାର ବିରଲା ପ୍ଲାନେଟୋରିଅମ୍ ର ଅପର ପାର୍ଶ୍ବ ରେ ଅବସ୍ଥିତ।ସେହି ଜାଗାଟିକୁ “ଏକୁଶେ ଉଦ୍ୟାନ” ବା “ଏକୋଇଶ ର ଉଦ୍ୟାନ” […]
କେଦାର ମିଶ୍ର ଥରେ କେହି ଜଣେ କହିଥିଲେ- ଓଡିଶାରେ ଦୁଇ ପ୍ରକାର ଲୋକ ଅଛନ୍ତି, ୧- ଯେଉଁମାନେ ଅକ୍ଷୟ ମହାନ୍ତିଙ୍କୁ ଶୁଣିଛନ୍ତି ଓ ୨. ଯେଉଁ ମାନେ ଅକ୍ଷୟ ମହାନ୍ତିଙ୍କୁ ଶୁଣିଛନ୍ତି, ଅଥଚ ଜାଣି ନାହାନ୍ତି ସେ ଅକ୍ଷୟ ମହାନ୍ତି ବୋଲି। […]
କେଦାର ମିଶ୍ର କଥା କଥାରେ ଏବେ ଦେଶଦ୍ରୋହର ପ୍ରମାଣପତ୍ର ବଣ୍ଟା ଯାଉଛି। ଯିଏ ବାଣ୍ଟୁଛି ତାର ଏକମାତ୍ର ଯୋଗ୍ୟତା ହେଲା, ସେ ଶାସକ ଦଳର ସଦସ୍ୟ। ଯେଉଁ ଶାସକଙ୍କର ଅପାରଗତା ଓ ପରିଚାଳନାଗତ ତ୍ରୁଟି କାରଣରୁ ୨୦୧୪ ରୁ ୨୦୧୮ ଭିତରେ […]
କେଦାର ମିଶ୍ର ସାଧାରଣ ନିର୍ବାଚନ ଲାଗି ବିଜ୍ଞପ୍ତି କୌଣସି ମୁହୂର୍ତ୍ତରେ ପ୍ରକାଶ ପାଇପାରେ। ଓଡିଶା ପାଇଁ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେବାକୁ ଯାଉଥିବାରୁ, ଏବେ ସାରା ଦେଶର ନଜର ଓଡିଶା ଉପରେ ଅଛି। ଗତ ଚାରୋଟି ଯାକ […]