ଜ୍ୟୋତି ନନ୍ଦ ଏଠାରେ ଦୁଇଟି ତଥ୍ୟ ଉପସ୍ଥାପନ କରାଯିବ ଆଉ ସେହି ଦୁଇଟି ତଥ୍ୟ ସହିତ ସାଂପ୍ରତିକ ରାଜନୀତିକୁ ଯୋଡାଯିବ। ଏହା ମୂଖ୍ୟତଃ ଏଇ ରମ୍ୟଲେଖର ସାମଗ୍ରିକ ରୂପରେଖ।ତେଣୁ ବିଚିତ୍ର ତଥ୍ୟ ପ୍ରତି ଆଗ୍ରହ ଥିବା ଲୋକେ ଏଥିରେ ତଥ୍ୟର ବୈଚିତ୍ର୍ୟକୁ […]
ଅସିତ ମହାନ୍ତି ଗତକାଲି (ଶନିବାର) ରାତିରେ ଦିଲୀପ ପଟ୍ଟନାୟକଙ୍କର ବିୟୋଗ ଘଟିଲା। ମୁଁ ତାଙ୍କୁ ଯେତିକି ଜାଣିଛି, ମୋର ମନେହୁଏ, ସେ ଅଳ୍ପ ସଫଳତା ଓ ଅସମାପ୍ତ ସ୍ବପ୍ନର ଏକ ସମାହାର। କେବେ ଜାଣିଲି ମୁଁ ଦିଲୀପ ପଟ୍ଟନାୟକଙ୍କୁ ? ପ୍ରାୟ […]
କେଦାର ମିଶ୍ର ଓଡିଶା ରାଜନୀତିର ବିଶ୍ଳେଷଣ ଯେବେବି କରିବାକୁ ମୁଁ ଚେଷ୍ଟା କରେ ମୋତେ ହାତୀ ପଥର କଥା ମନେପଡେ। ଆମ ସୋନପୁର ମହାନଦୀ ଭିତରେ ଗୋଟେ ହାତୀ ପଥର ଅଛି। ଦୂରରୁ ଦେଖିଲେ ଲାଗେ, ନଦୀ ଭିତରେ ଗୋଟେ ବିରାଟକାୟ […]
ସାଗରିକା ୨୦୧୮ ସରିବାକୁ ଯାଉଛି। ଓଲିଉଡରେ ଏ ବର୍ଷ ମୋଟ୍ ୩୦ଟି ନୂଆ ଓଡ଼ିଆ ସିନେମା କୁ ଆସିଛି। ଏ ବର୍ଷର ପ୍ରଥମ ସିନେମା ଭାବେ ‘ଓନ୍ଲି ପ୍ୟାର୍’ ବଡ ପରଦାକୁ ଆସିଥିଲା। ତା’ପରେ ତରଙ୍ଗ ସିନେ ପ୍ରଡକ୍ସନ୍ର ‘ହାପି ଲକି’ […]
ସାଗରିକା ୨୦୧୮ ଆମଠୁ ବିଦାୟ ନେବାକୁ ବସିଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବଲିଉଡ ପାଇଁ ଆଣିଛି ଅନେକ ବିବାଦ, ପୁଣି ଆଣିଛି ଯଥେଷ୍ଟ ସଫଳତା। କେତେବେଳେ ଫିଲ୍ମକୁ ନେଇ ବିବାଦରେ ଫସିଛି ତ ଆଉ କେତେବେଳ ଉଚ୍ଚକୋଟୀର ସୃଜନଶୀଳତା ପାଇଁ […]
କୈଳାସ ଚନ୍ଦ୍ର ଦାଶ ଊନବିଂଶ ଶତକର ଶେଷଭାଗରେ ତଥା ବିଂଶ ଶତକର ଆଦ୍ୟପାଦରେ ପରିଚିତ ଥିଲେ ଚନ୍ଦ୍ରମୋହନ ମହାରଣା(୧୮୬୯-୧୯୨୯) । ୧୮୯୨ ମସିହାରେ ରଚିତ ଉତ୍କଳପୁତ୍ର ଫକୀରମୋହନଙ୍କ ଉକ୍ରଳ ଭ୍ରମଣଂରେ ତାଙ୍କ ବିଷୟରେ ସୂଚନା ମିଳେ । ଏଥିରେ ଲେଖାଥିଲା-କିହେ ଚନ୍ଦ୍ର […]
କେଦାର ମିଶ୍ର ଦ୍ଵାରଫିଟା ଓ ଦୈନିକ ମଙ୍ଗଳ ଆଳତି ପ୍ରତ୍ୟହ ଊଷାକାଳ ଅର୍ଥାତ ଭୋର ୫ ଘଟିକା ବା ତତ ପୂର୍ବରୁ ହେବାର ନିୟମ। କେବଳ ଦଶହରା ପର ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ୟନ୍ତ, ଧନୁ ସଙ୍କ୍ରାନ୍ତିଠାରୁ ମକର ସଙ୍କ୍ରାନ୍ତି ପର୍ୟନ୍ତ […]
ସମୀକ୍ଷା ବ୍ୟୁରୋ- ଦିନ ଗୋଟାଏ ପଇଁତିରିଶ ହେଲାଣି, ଅଥଚ ଶ୍ରୀଜଗନ୍ନାଥ ମନ୍ଦିରର ଦ୍ଵାରା ଫିଟା କିମ୍ବା ମଙ୍ଗଳ ଆଳତି ହୋଇନାହିଁ। ଏହାକୁ ନେଇ ଟେଲିଭିଜନ ପରଦାରେ ବହୁ ନାଟକବାଜି ଚାଲିଛି। ରାଜନୈତିକ ଆରୋପ ପ୍ରତ୍ୟାରୋପ ଚାଲିଛି। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ […]
ସମୀକ୍ଷା ବ୍ୟୁରୋ ଦୁଇଚକିଆ ଯାନ ଭିତରେ ରୟାଲ ଏନଫିଲ୍ଡର ବୁଲେଟ ସହିତ ସେତେବେଳର ଚେକୋସ୍ଲୋଭାକିଆର ପ୍ରସିଦ୍ଧ ମୋଟର ସାଇକେଲ ଜାଭା ଦୀର୍ଘ ସମୟ ଧରି ଭାରତୀୟ ରାସ୍ତାରେ ଆଧିପତ୍ୟ ବିସ୍ତାର କରିଥିଲା। ଏହି ହେଭି 2 ଷ୍ଟ୍ରୋକ 250 cc ଏବଂ […]
କୈଳାସଚନ୍ଦ୍ର ଦାଶ ବୌଦ୍ଧ କୀର୍ତ୍ତଯୁକ୍ତ ଧଉଳୀ ଅଞ୍ଚଳ ଯେ ତୋଷାଳୀର ଅଂଗ ଥିଲା ତାହାର ଏକ ଅଭ୍ରାନ୍ତ ପ୍ରମାଣ କୌଶଲ୍ୟାଗଙ୍ଗ ।କୌଶଲ୍ୟାଗଙ୍ଗକୁ ନେଇ ଏକ ଜନଶ୍ରୁତି ରହିଛି ଯାହା ମାଦଳାପାଞ୍ଜିର ରାଜଭୋଗରେ ସ୍ଥାନ ପାଇଛି ।ଏହା ମଧ୍ୟ ଦେଶଖଂଜା ପୋଥିରେ ଭିନ୍ନ […]
କେଦାର ମିଶ୍ର ସମ୍ବାଦପତ୍ର ଓ ଗଣମାଧ୍ୟମ ଶିଳ୍ପର ଚରମ ପ୍ରଗତି ସମୟରେ ଏହାର ଇତିହାସ ଯଦି ପଢାଯାଏ, ଆମକୁ ଚକିତ ହେବାକୁ ପଡିବ । ବିକାଶର କୌଣସି ସମ୍ଭାବନା ନଥିବା ସମୟରେ ନୁଆ ଇତିହାସ ତିଆରି କରିବାର ସାହସ ମଣିଷ […]
ସାଗରିକା ବଲିଉଡ ଭାଇଜାନ ସଲମାନ ଖାନଙ୍କୁ କିଏ ବା ନ ଜାଣେ । ୧୯୬୫ ମସିହା ଡିସେମ୍ବର ୨୭ରେ ଏହି ଅଭିନେତାଜଣକ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ହେଉଛି ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ ଖାନ୍ । ୧୯୮୮ ମସହାରେ […]
କେଦାର ମିଶ୍ର “ବିଜୁ ବାବୁ ଠିକ କହିଥିଲେ। ମୋତେ ଆର୍ଥିକ ସ୍ଵାୟତ୍ତତା ଦିଅ । ମୁଁ ଓଡ଼ିଶାକୁ ଦକ୍ଷିଣ ଏସିଆର ଏକ ଆଗୁଆ ରାଜ୍ୟ କରି ଗଢି ତୋଳିବି। ବିଜୁ ବାବୁଙ୍କ ସହ ମୁଁ ଏକମତ। ମୋତେ ଆର୍ଥିକ ସ୍ଵାୟତ୍ତତା ଦିଅ। […]
ସମୀକ୍ଷା ବ୍ୟୁରୋ ବିଜୁ ଜନତା ଦଳ ଗଠନର ଏକୋଇଶ ବର୍ଷ ବିତିଯାଇଛି। ଭାରତୀୟ ରାଜନୀତିରେ ବିଜେଡି ବୋଧହୁଏ ଏକମାତ୍ର ରାଜନୈତିକ ଦଳ ଯିଏ ନିଜର ପ୍ରତିଷ୍ଠା ସମୟରୁ କ୍ଷମତାରେ ରହିଆସିଛି।ଦିନୁ ଦିନ ବିଜେଡ଼ିର କ୍ଷମତା ନିରଙ୍କୁଶ ହୋଇଛି ଓ ଆଜିର ତାରିଖରେ […]
ଭବାନୀ ଶଙ୍କର ନନ୍ଦ ଧାର୍ମିକ ମନୁଷ୍ୟ ମାସରେ ଦୁଇଥର ଏକାଦଶୀ ଉପବାସ କରେ। କେତେକ ଅବଶ୍ୟ ନିର୍ଜଳ ଉପବାସ କରନ୍ତି ନିର୍ଦ୍ଦିଷ୍ଟ ପର୍ବ ଦିବସରେ। ତାହା ବାର ବା ଚବିଶ ଘଣ୍ଟିଆ । ମାତ୍ର କୁକୁରଟି ବାଧ୍ୟ ହେଲା ଏକାଦିକ୍ରମେ 15 ଦିନ ନିର୍ଜଳ ଉପବାସରେ ରହିବାକୁ। ଭୁବନେଶ୍ୱର ଉପକଣ୍ଠର ମଳିପଡ଼ା […]
କେଦାର ମିଶ୍ର ବୈଜୟନ୍ତ ପଣ୍ଡା କେଉଁ ଦଳକୁ ଯିବେ ତାକୁ ନେଇ ଚର୍ଚ୍ଚା କରିବାକୁ ଏବେ ଆଉ ଗଣମାଧ୍ୟମର ଆଗ୍ରହ ନାହିଁ। ବୈଚାରିକ ଦୃଷ୍ଟିରୁ ବିଜେପି ତାଙ୍କ ଲାଗି ହୁଏତ ସ୍ଵାଭାବିକ ପସନ୍ଦ ହୋଇଥାନ୍ତା, ହେଲେ ବିଜେପି ନେତୃତ୍ୱ ତାଙ୍କୁ ଡାକିବାକୁ […]
ସାଗରିକା ଆମ ଭାରତୀୟ ସମାଜରେ ଝିଅ ଠାରୁ ବୟସରେ ବଡ ପୁଅ ସହିତ ବିବାହକୁ ସ୍ୱୀକୃତି ଦିଆଯାଇଥାଏ। ବିବାହରେ ବୟସର ତାରତମ୍ୟ ବେଶ ଜରୁରୀ ବୋଲି ବିବେଚନା କରାଯାଇଥାଏ। କିନ୍ତୁ ଆଜିର ସମୟରେ ଏଥିରେ ଭିନ୍ନତା ପରିଲକ୍ଷିତ ହେଉଛି। ବିବାହ ପାଇଁ […]
ସମୀକ୍ଷା ବ୍ୟୁରୋ ଅପରାଜିତା ଷଡଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୁର୍ଦ୍ଧା ସଭାରେ କୌଣସି ବିଶେଷ ଭୂମିକାରେ ଦେଖିବାକୁ ମିଳିନଥିଲା। ଏହି ସଭାରେ ତାଙ୍କୁ ଗୋଟେ ବଡ ଭୂମିକା ନେବାକୁ ହୁଏତ ସୁଯୋଗ ସୃଷ୍ଟି କରାଯାଇପାରେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେ […]
ସମୀକ୍ଷା ବ୍ୟୁରୋ ମୋଦୀ ଆସୁଛନ୍ତି ର ସ୍ଲୋଗାନ ମୋଦୀଙ୍କ ଥଣ୍ଡା ଭାଷଣରେ ସମାପ୍ତ ହୋଇଛି। ୨୪ ଡିସେମ୍ବର ଦିନ ଗୋଟାଏ ବେଳେ ମୋଦୀ ଭୁବନେଶ୍ବରରେ ପହଞ୍ଚି ଦୁଇଟି ସଭାରେ ଉଦବୋଧନ ଦେଲେ। ପ୍ରଥମଟି ଭୁବନେଶ୍ୱର ଆଇଆଇଟି ରେ ସରକାରୀ କାର୍ୟକ୍ରମ ଓ […]
କେଦାର ମିଶ୍ର ଓଡିଶା ରାଜନୀତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୁଝି ନଶୁଝି କିଛି ବି କହିଦେଉଥିବା ଜଣେ ସାଧାରଣ ବକ୍ତା ଭାବରେ ମନେରହିବେ। ଯେକୌଣସି ପ୍ରସଙ୍ଗ ଉପରେ କିଛି ବି ମନ୍ତବ୍ୟ ଦେବାର ପ୍ରବଣତା ଯୋଗୁଁ ତାଙ୍କର କୌଣସି ବକ୍ତବ୍ୟକୁ ଜନସାଧାରଣ […]
କୈଳାସଚନ୍ଦ୍ର ଦାଶ ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ଅବକାଶରେ ତାଙ୍କ ଚିନ୍ତନ ଓ କର୍ମଧାରା ଓଡିଶାରେ କିପରି ପ୍ରଭାବଶାଳୀ ଥିଲା ତାହାର ବିଚାର ଆବଶ୍ୟକ । ମହାତ୍ମା ଗାନ୍ଧୀ ଓଡିଶାକୁ ୧୯୨୧, ୧୯୨୫, ୧୯୨୭, ୧୯୩୪ , ୧୯୩୮ ଓ […]