ସମୀକ୍ଷା ବ୍ୟୁରୋ- ଶେଷରେ ଯାହା ଆଶା କରାଯାଉଥିଲା, ତାହା ହିଁ ଘଟିଲା। ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ବିଧାୟକ ଦିଲ୍ଲୀପ ରାୟ ଇସ୍ତଫା ଦେଇଛନ୍ତି। ଗତ ଦୁଇ ବର୍ଷ ଧରି ଏହି ଦୁଇ ବରିଷ୍ଠ ନେତାଙ୍କୁ ବିଜେପିର ଦଳୀୟ […]
ରଙ୍ଗାଚରଣ ପ୍ରଧାନ- ଯଦି ରନ୍ଧନ ଗ୍ୟାସ୍ ପାଇପ୍ ଲାଇନ୍ ଉଦଘାଟନ ପାଇଁ ସୋନୁ ନିଗମ୍ ନାଇଟ୍ ଆୟୋଜନ ହୋଇପାରିଲା ବିଶ୍ୱ କପ୍ ହକି ପାଇଁ ଶାହରୁଖ୍, ସଲମାନ୍ ଓ ମାଧୁରୀଙ୍କୁ ଡକାଗଲେ ବାଧୁଛି କାହିଁକି? ମନେ ନାଇଁକି, ନାଲକୋ କଲୋନୀ ଗ୍ୟାସ୍ […]
ସମୀକ୍ଷା ବ୍ୟୁରୋ ପୁରୁଷ ବିଶ୍ଵ କପ୍ ହକି ଉଦଘାଟନ ଉତ୍ସବର ବିପୁଳ ସଫଳତା ଓଡ଼ିଶା ସରକାରଙ୍କୁ ଆଶାତୀତ ଉତ୍ସାହ ଦେଇଛି। ସାଧାରଣ ନିର୍ବାଚନ ଆଉ ମାତ୍ର ତିନି ମାସ ବାକିଥିବା ବେଳେ, ରାଜ୍ୟ ସରକାର ପାଇଥିବା ଏ ବିପୁଳ ସଫଳତା, ବିରୋଧୀଙ୍କ […]
ସମୀକ୍ଷା ବ୍ୟୁରୋ ଓଡ଼ିଶା ଇତିହାସରେ ପ୍ରଥମଥର ଲାଗି ପୁରୁଷ ବିଶ୍ଵ କପ୍ ହକିର ଆୟୋଜନ, ଗୋଟେ ବଡ଼ ସଫଳତାର କାହାଣୀ ନିଶ୍ଚୟ। ଆଜି ପର୍ଯ୍ୟନ୍ତ ସବୁବେଳେ ନକାରାତ୍ମକ କାରଣ ଲାଗି ଚର୍ଚ୍ଚାରେ ରହୁଥିବା ଓଡ଼ିଶା, ଆଜି ପୃଥିବୀର କ୍ରୀଡ଼ା ମାନଚିତ୍ରରେ ନିଜର […]
କେଦାର ମିଶ୍ର ପୂର୍ବତନ ସାଂସଦ ଖାରବେଳ ସ୍ଵାଇଁଙ୍କୁ କାଶୀପୁରରେ ଯେଉଁ ଯୁବକ ଜଣକ ଆକ୍ରମଣ କଲେ, ସେ କେଉଁ ଦଳର ସେ ପ୍ରଶ୍ନ ଯେତିକି ଜରୁରୀ ନୁହେଁ, ତାଠୁ ଅଧିକ ଜରୁରୀ ହେଉଛି ସେ ଯୁବକଙ୍କ ହିଂସ୍ର ଆଚରଣ ପଛରେ କି […]
ସମୀକ୍ଷା ବ୍ୟୁରୋ- ଆଗରୁ ବିଜେପିରେ ଅନେକ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ। ଓଡିଆ ସିନେମାର ପ୍ରାୟ ସବୁ ନାମୀ ଦାମୀ ନାୟକ ନାୟିକା ବି ଗେରୁଆ ଟୋପି ପିନ୍ଧିଥିଲେ। ଏକଦା କଂଗ୍ରେସର ବିରାଟ ନେତା କୁହାଯାଉଥିବା ଲୁଲୁ ମହାପାତ୍ରଙ୍କ ପରିବାର ଓ […]
ସମୀକ୍ଷା ବ୍ୟୁରୋ- ଗୋଟେ ପୁରୁଣା ଦଳ ଥିଲା, ସେ ଦଳରେ ବିଜୁଙ୍କ ନାଁ ଯୋଡ଼ି ଗୋଟେ ନୂଆ ଦଳ ହେଲା ବୋଲି ଘୋଷଣା କରାଗଲା। ଏଥିରେ ଓଡ଼ିଶାର ରାଜନୈତିକ ସମୀକରଣ ବଦଳିଯିବ ବୋଲି ଭାବିବା, ରାଜନୈତିକ ନିର୍ବୋଧତା ଛଡ଼ା ଆଉ କ’ଣ […]
କେଦାର ମିଶ୍ର- ଆଧୁନିକ ଶିଳ୍ପ ନଗରୀ ଅନୁଗୁଳର ଏକ ଅପରିଚିତ ଠିକଣା- ବାଜି ରାଉତ ଛାତ୍ରାବାସ। ସେଇ ପୁରୁଣାକାଳିଆ ଛାତ୍ରାବାସଟି ଆଜି ବି ଲାଗେ କେଉଁ ପ୍ରାଚୀନ ସମୟର ଗୁରୁକୁଳ ପରି। ସେହି ଛାତ୍ରାବାସର ଗୋଟେ ଚାଳ ଛପର ଥିବା ଏକ […]
କେଦାର ମିଶ୍ର – ପ୍ରଖ୍ୟାତ ଆଇନଜୀବୀ ଫଲି ଏସ ନରିମାନଙ୍କର ଗୋଟେ ଛୋଟିଆ ପ୍ରବନ୍ଧ ଅଛି- ବିଧାନପାଳିକାର ସ୍ଵାଧିକାର ବନାମ ଗଣମାଧ୍ୟମର ସ୍ଵାଧୀନତା। (କୋର୍ଟ ଲେଜିସଲେଚରସ, ମିଡିଆ ଫ୍ରିଡମ, ଏନବିଟି) ଏହି ପ୍ରବନ୍ଧରେ ଶ୍ରୀ ନରିମାନ ବିଧାନପାଳିକାର ସ୍ଵାଧିକାରର ସୀମା ସମ୍ପର୍କରେ […]
ସମୀକ୍ଷା ବ୍ୟୁରୋ- ଦୀର୍ଘ ବର୍ଷ ଧରି ସ୍ଥାଣୁ ଭାବରେ ପଡ଼ି ରହିବା ପରେ ଯେତେବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ଘଟିଲା, ସେତେବେଳେ ଗୋଟେ ଉତ୍ସାହର ବାତାବରଣ ତିଆରି ହୋଇଥିଲା। ଅଖିଳ ଭାରତ କଂଗ୍ରେସ କମିଟି, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ […]
ଜ୍ୟୋତି ନନ୍ଦ- ଏଇଠି ପ୍ରଶ୍ନଟି ପୁଣି ତର୍କ ଓ ଆବେଗ କୁ ନେଇ। ପ୍ରସଙ୍ଗଟି ରସଗୋଲା। ସାଧାରଣତଃ ଇତିହାସ ଆବେଗର ପରିଭାଷା ବୁଝେ ଆଉ ସେହି ଭାଷା ବୁଝେ ବୋଲିତ ଇତିହାସ ସାରା ମାଳମାଳ ଯୁଦ୍ଧ ହୁଏ। କିନ୍ତୁ ସବୁକଥାତ ଆଉ […]
ସମୀକ୍ଷା ବ୍ୟୁରୋ- ହଠାତ ଓଡିଶାରେ ଜଣେ ନୂଆ ନେତ୍ରୀଙ୍କ ଆବିର୍ଭାବ ହୋଇଛି। ଜନ୍ମରେ ବିହାରୀ, ହେଲେ ଓଡିଆ ଘରର ବୋହୁ। ଓଡିଶା କ୍ୟାଡରର ଆଇଏଏସ ଅଧିକାରୀ ଥିଲେ। ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଅପରାଜିତା ଷଢଙ୍ଗୀ ଚାକିରୀ ଛାଡି […]
କେଦାର ମିଶ୍ର – କେତେ କେତେ ବାୟକ ଆସିଛନ୍ତି ଓ ଯାଇଛନ୍ତି। ଓଡିଶୀ ସଙ୍ଗୀତର ବିଶାଳ ପରମ୍ପରାରେ ଅନେକ ନାୟକ ଓ ମହାନାୟକଙ୍କ ଭିଡ଼। ହେଲେ ସେ ଭିଡ଼ ଭିତରେ ସବୁଠୁ ଛୋଟିଆ ଲୋକଟି, ସବୁଠୁ ବଡ଼ କାମ କରି ଆଜି […]
କେଦାର ମିଶ୍ର- ଗୋଟେ ଫଟୋଗ୍ରାଫର ର ଆଖି ନେଇ ଦେଖିଲେ, ମେକ ଇନ ଓଡିଶା କନକ୍ଲେଭ ରେ ଅସଂଖ୍ୟ ଚିତ୍ର ମିଳିଯିବ। ଗୋଟିଏ ଫ୍ରେମ ରେ ଭାରତର ସବୁ ବଡ ଶିଳ୍ପପତିଙ୍କୁ ଆପଣ ପାଇ ଯାଇପାରନ୍ତି। ସେମିତି ଗୋଟିଏ ଗୋଟିଏ ବିରଳ […]
କେଦାର ମିଶ୍ର ମହାପ୍ରଭୁ ଜଗନ୍ନାଥଙ୍କ ଲୀଳାଖେଳାକୁ ନେଇ ବହୁ କାହାଣୀ, କିମ୍ବଦନ୍ତୀ, ଲୋକ ବିଶ୍ଵାସ ଓ ସାହିତ୍ୟକୁ ଆମେ ଅନୁଭବିଛୁ। ମୂଳତଃ ଈଶ୍ଵର ଏକ ସାମାଜିକ ବିଶ୍ଵାସ। ତାଙ୍କୁ ନେଇ ଯେଉଁ ପରମ୍ପରା ଗଢି ଉଠିଥାଏ ସେଥିରେ ତର୍କ ଓ ବିଜ୍ଞାନ […]
କଟକ ହାଇକୋର୍ଟ ଓକିଲ ମହାସଙ୍ଘ ପକ୍ଷରୁ ଦୀର୍ଘ ସମୟ ଧରି ଚାଲି ଆସିଥିବା ଆନ୍ଦୋଳନର ଆଜି ଅବସାନ ଘଟିଛି। ଉକ୍ତ ଅଢ଼େଇ ମାସର ଆନ୍ଦୋଳନ ନା କେବଳ ସାଧାରଣ ଜନତାଙ୍କ ଧୈର୍ଯ୍ୟର ପରୀକ୍ଷା କରିଛି ଅପିତୁ ଏହା ତାଙ୍କ ନ୍ୟାୟ ପ୍ରାପ୍ତିରେ […]
କେଦାର ମିଶ୍ର – ଗତ ବର୍ଷେ ହେଲା ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଏକ ପ୍ରଚାର ଚାଲିଛି । ବିଭିନ୍ନ ସମୟରେ ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟ ଚାଲିଛି। […]
କେଦାର ମିଶ୍ର କିଛି ଗାୟକ ଗୀତ ଅଭ୍ୟାସ କରନ୍ତି ଆଉ ଗାଆନ୍ତି। ଆଉ କିଛି ଗାୟକଙ୍କୁ ଗୀତ ନିଜ ପାଇଁ ବାଛେ। ଆପେ ଆପେ ଗୀତ ଉତୁରି ଆସେ କଣ୍ଠକୁ। ସେଠି ଅଭ୍ୟାସ ନଥାଏ, ଉଦ୍ୟମ ନଥାଏ, ଥାଏ କେବଳ ସହଜ […]
ସମୀକ୍ଷା ବ୍ୟୁରୋ- ବିଜେପିକୁ ଯେତେବେଳେ ମୁଖ୍ୟତଃ ଉତ୍ତର ଭାରତର ଏକ ଦଳ ବୋଲି କୁହାଯାଉଥିଲା ଓ ଦଳର ସଂଗଠନ ବିଶେଷକରି ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ସୀମିତ ରହିଥିଲା, ସେହି ସମୟରେ କର୍ଣ୍ଣାଟକ ବିଜେପି ପାଇଁ ଦକ୍ଷିଣ ଭାରତରେ ପ୍ରବେଶ ପଥ ଉନ୍ମୋଚନ […]
ସମୀକ୍ଷା ବ୍ୟୁରୋ – ରାଜନୀତି କରୁଥିବା ଲୋକମାନେ ଟେଲିଭିଜନ ପରଦାରେ ଯେମିତି ଦିଶନ୍ତି, ଅସଲ ଜୀବନରେ ସେମାନଙ୍କ ଚେହେରା ଯେ କେତେ ଭିନ୍ନ ତାହାର ଏକ ପ୍ରମାଣ, ପୂର୍ବତନ ବିଜେଡି ନେତା ଦାମୋଦର ରାଉତଙ୍କ ଏକ ସାକ୍ଷାତକାରରୁ ମିଳୁଛି। ବିଜୁ ପରିବାରକୁ […]
ସମୀକ୍ଷା ବ୍ୟୁରୋ – ୨୦୧୨ ରେ ଓଡିଶା ରାଜନୀତିର ସବୁଠୁ ଚର୍ଚ୍ଚିତ ଶବ୍ଦ ଥିଲା “ବ୍ରହ୍ମାସ୍ତ୍ର”। ସେହି ବର୍ଷ ୨୯, ମଇ ସନ୍ଧ୍ୟାରେ ତତ୍କାଳୀନ ବିଜେଡି ର ଦ୍ଵିତୀୟ କ୍ଷମତା କେନ୍ଦ୍ର ପ୍ୟାରୀ ମୋହନ ମହାପାତ୍ର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ […]