ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ ପାଇଁ କେତେକ ନିର୍ଦ୍ଦେଶ ଓ […]
ନୂଆଦିଲ୍ଲୀ: ଚାରି ବର୍ଷ ତଳେ ୨୦୧୯ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ କରିବା କଥା କହିଥିଲେ, ସେତେବେଳେ ସମଗ୍ର ଦେଶରେ ଏହି ଆଇନକୁ ତୀବ୍ର ବିରୋଧ କରାଯାଇଥିଲା। ଏବେ ୨୦୨୪ ରେ […]
ନୂଆଦିଲ୍ଲୀ: ସଂସଦ ହେଉଛି ଗଣତନ୍ତ୍ରର ଆତ୍ମା ଏବଂ ଏହାର ସର୍ବୋଚ୍ଚତାରେ କାର୍ଯ୍ୟନିର୍ବାହୀ କିମ୍ବା ନ୍ୟାୟପାଳିକାର କୌଣସି ହସ୍ତକ୍ଷେପ ଗ୍ରହଣୀୟ ନୁହେଁ ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନଖର ରବିବାର କହିଛନ୍ତି। ସମ୍ବିଧାନ ଦିବସ ସମାରୋହକୁ ସମ୍ବୋଧିତ କରି ସେ କହିଛନ୍ତି, ସଂସଦର ସାର୍ବଭୌମତ୍ୱ ଦେଶର […]
ନଆଦିଲ୍ଲୀ: ରାଜ୍ୟ ବିଧାନସଭାରେ ପାରିତ ହୋଇଥିବା ବିଲକୁ ରୋକିବା ପାଇଁ ରାଜ୍ୟପାଳଙ୍କ ପାଖରେ କେତେ କ୍ଷମତା ରହିଛି? ଏବେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି। ନିକଟରେ ୩ଟି ରାଜ୍ୟର ମାମଲା ସୁପ୍ରିମକୋର୍ଟକୁ ଆସିଛି। ସେହି ମାମଲାଗୁଡ଼ିକର ଶୁଣାଣି ହୋଇଛି। ପଞ୍ଜାବ ମାମଲାରେ ସୁପ୍ରିମକୋର୍ଟ […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ମିଜୋରାମ ପରେ ଏବେ ତେଲେଙ୍ଗାନାର ରାଜନୈତିକ ପାରଦ ବୃଦ୍ଧି ପାଇଛି। ନଭେମ୍ବର ୩୦ତାରିଖରେ ୧୧୯ଟି ଆସନ ପାଇଁ ମତଦାନ ହେବ। ମତଦାନ ତାରିଖ ଯେତିକି ପାଖେଇ ଆସୁଛି ବିଜେପି, କଂଗ୍ରେସ ଓ ବିଆରଏସ (ଭାରତ ରାଷ୍ଟ୍ର […]
ନୂଆଦିଲ୍ଲୀ: ଏବେ ବିବାହ ଋତୁ। ଆପଣ ନିଶ୍ଚୟ ନିମନ୍ତ୍ରଣ କାର୍ଡ ପାଇବା ଆରମ୍ଭ କରିଥିବେ। ବିବାହର ଶୁଭ ସମୟ ନଭେମ୍ବର ୨୩ରୁ ଆରମ୍ଭ ହୋଇଛି। ଏହା ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଭାରତରେ ପ୍ରାୟ ୩୨ ଲକ୍ଷ […]
ଭୁବନେଶ୍ଵର: କାର୍ତ୍ତିକ ମାସର ପୂର୍ଣ୍ଣିମା ବ୍ରତ ନଭେମ୍ବର ୮ ତାରିଖରେ ରଖାଯିବ। କାର୍ତ୍ତିକ ପୂର୍ଣ୍ଣିମା ଶ୍ରେଷ୍ଠ ବୋଲି ବିବେଚନା କରାଯାଏ, କାରଣ ଏହି ମାସଟି ଭଗବାନ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଏହି ଦିନ ପବିତ୍ର ନଦୀ, ପୋଖରୀରେ ସ୍ନାନ କରିବା ପରେ ଭଗବାନ […]
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରଦର୍ଶନୀ କକ୍ଷରେ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁଦୂର ସାଉଥ୍ କୋରିଆର ବିିଭିନ୍ନ ଚିତ୍ରଶିଳ୍ପୀଙ୍କର ପ୍ରାୟ ୧୫୦ଟି ଚିତ୍ରକଳା ପ୍ରଦର୍ଶିତ ହୋଇଛି। ଏହି ଚିତ୍ରକଳା ପ୍ରଦର୍ଶନୀରେ ସାଉଥକୋରିଆର ଐତିହ୍ୟ, ପରମ୍ପରା ଏବଂ ଲୋକକଳା […]
ଭୁବନେଶ୍ୱର: ଆଜି ଭୁବନେଶ୍ୱରର ଲୋକସେବା ଭବନ କନ୍ଭେନସନ୍ ସେଣ୍ଟର ଠାରେ ରାଜ୍ୟରେ ପ୍ରଥମ ଥର ପାଇଁ ଜାତୀୟ ଦୁଗ୍ଧ ଦିବସ ପାଳନ କରାଯାଇଛି। ସମସ୍ତ ଜିଲ୍ଲାର ଦୁଗ୍ଧ ଚାଷୀ ଏବଂ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏକ ଭିଡିଓ ବାର୍ତ୍ତାରେ […]
ନୂଆଦିଲ୍ଲୀ: କେବଳ ଐତିହାସିକ ନୁହେଁ ବରଂ ଆଜିର ଦିନରେ ଆଇନର ଜଟିଳ ବାସ୍ତବତା ମଧ୍ୟ ଜାତିଗତ ବିଭାଜନକୁ ସ୍ଥାୟୀ କରିଛି ବୋଲି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି । ଏଭଳି ସ୍ଥିତିରେ ସଂରକ୍ଷଣ ଓ ରାଜ୍ୟର ଅନ୍ୟାନ୍ୟ ସକାରାତ୍ମକ ପ୍ରୟାସ ଅସମାନତା […]
ନୂଆଦିଲ୍ଲୀ: ଦିନଟି ବୁଧବାର ଥିଲା ଏବଂ ତାରିଖ ଥିଲା ୨୬ ନଭେମ୍ବର ୨୦୦୮ । ଏହି ଦିନ ଭାରତ ଉପରେ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପାକିସ୍ତାନର ଆତଙ୍କବାଦୀମାନେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ୮ଟି ସ୍ଥାନକୁ ସମ୍ପୂର୍ଣ୍ଣ ଧ୍ୱଂସ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ମନ୍ କି ବାତ୍’ର ୧୦୭ତମ ସଂସ୍କରଣରେ ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣର ସହିଦମାନଙ୍କୁ ସ୍ମରଣ କରିଛନ୍ତି। ଏହି ଘଟଣାକୁ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନଭେମ୍ବର ୨୬ […]
ନୂଆଦିଲ୍ଲୀ: ପନ୍ଦର ବର୍ଷ ତଳେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧାସ୍ତ୍ରରେ ସଜ୍ଜିତ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଆକ୍ରମଣରେ ମୁମ୍ବାଇର କେନ୍ଦ୍ରସ୍ଥଳରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିଲେ। ଏହି ଦୁଃସାହସିକ ଆକ୍ରମଣ ଭାରତକୁ ସ୍ତବ୍ଧ କରିଦେଇଥିଲା, ଭାରତ-ପାକିସ୍ତାନ ଶାନ୍ତି ପ୍ରକ୍ରିୟାକୁ ବାଧାପ୍ରାପ୍ତ […]
ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଶେଷ ହୋଇଛି। ରାଜସ୍ଥାନର ୧୯୯ ଟି ବିଧାନସଭା ଆସନରେ ଏଥର ରେକର୍ଡ ୭୪.୯୬% ମତଦାନ ହୋଇଛି। ଯାହାକି ୨୦୧୮ ନିର୍ବାଚନର ୭୪.୦୬% ରେକର୍ଡ ଭାଙ୍ଗିଛି । ଭୋଟ୍ ପ୍ରତିଶତ ବୃଦ୍ଧି ପରେ ରାଜନୀତିରେ […]
ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଯୁଗରେ ଲୋକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅନେକ ଆକର୍ଷଣୀୟ ଦିଗର ସମ୍ମୁଖୀନ ହେଉଛନ୍ତି ବୋଲି ପ୍ରଧାନ ବିଚାରପତି ଧନଞ୍ଜୟ ଯଶବନ୍ତ ଚନ୍ଦ୍ରଚୂଡ଼ ଶନିବାର କହିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ବ୍ୟକ୍ତିତ୍ୱ ମଧ୍ୟରେ ଏକ ଜଟିଳ ପରସ୍ପର ସମ୍ପର୍କ ରହିଛି […]
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଦକ୍ଷିଣ ରାଜ୍ୟଗୁଡ଼ିକରେ ନିଜର ଦଖଲ କୋହଳ କରିବାକୁ ଚାହୁଁନାହିଁ। ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ସେ ଏଥିପାଇଁ ଉଦ୍ୟମ ଜାରି ରଖିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଡିଗାମାନଙ୍କ ପାଇଁ ସଂରକ୍ଷଣ ପ୍ରତିଶ୍ରୁତି ଦେଇଥିଲେ। […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରିଥିଲା ବିଜେପି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ବିଜେପିର ଶୀର୍ଷ ନେତୃତ୍ୱ ମଧ୍ୟପ୍ରଦେଶ ନିର୍ବାଚନରେ ସକ୍ରିୟ ଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଲଗାତାର ରାଜ୍ୟ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍ ଚାଲିବ ଏବଂ ସବୁ ପଞ୍ଚାୟତକୁ […]
ଭୁବନେଶ୍ବର: ଓଡ଼ିଶା ମନ୍ଦିର ସେବାୟତ ସଙ୍ଘର ସଦସ୍ୟ ମାନେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଙ୍କୁ ନବୀନ ନିବାସରେ ଭେଟି ଥିଲେ। ୫-ଟି ଉପକ୍ରମରେ ରାଜ୍ୟର ବିଭିନ୍ନ ମନ୍ଦିର ଓ ଐତିହ୍ୟ ସ୍ଥଳ ଗୁଡିକର ରୂପାନ୍ତର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ […]
ଭୁବନେଶ୍ବର: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟମାନେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟ ମାନଙ୍କୁ ରାଜ୍ୟ ସରକାର […]
ନୂଆଦିଲ୍ଲୀ: ରାଜସ୍ଥାନରେ ଭୋଟ୍ ଦେବାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଚିନ ପାଇଲଟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଭିଡିଓକୁ ଅଶୋକ ଗେହଲଟ ନିଜ ଏକ୍ସ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ମତଦାନର ଠିକ୍ ଗୋଟିଏ […]