ଭୁବନେଶ୍ୱର: ବିରଳ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ଜଣେ ୭୩ ବର୍ଷୀୟା ମହିଳାଙ୍କର ଜଟିଳ ଅସ୍ତ୍ରୋପଚାର ଜରିଆରେ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍। ଅସ୍ତ୍ରୋପଚାର ସମ୍ଭବ ନୁହେଁ ବୋଲି ଦର୍ଶାଇ ଅନେକ ହସ୍ପିଟାଲ୍ ଏହି […]
ସ୍ୱାସ୍ଥ୍ୟ ଟିପ୍ସ: କୋଷ୍ଠକାଠିନ୍ୟ ଏକ ଛୋଟ ଶବ୍ଦ ପରି ଶୁଣାଯାଏ, କିନ୍ତୁ ଅଧିକାଂଶ ଲୋକ ଏହି ସମସ୍ୟା ଦ୍ୱାରା ଅସୁବିଧାରେ ପଡ଼ନ୍ତି। ଅନ୍ୟପକ୍ଷରେ ପେଟ ସଫା ନେହେବା ହେତୁ ଶାରୀରିକ ସମସ୍ୟା ସହିତ ଅନେକ ଚର୍ମ ସମସ୍ୟା ମଧ୍ୟ ଦେଖାଯାଏ। କିନ୍ତୁ ଆପଣ […]
ସ୍ୱାସ୍ଥ୍ୟ ଟିପ୍ସ: ଶୁଖିଲା ଫଳର ରାଜା ଭାବରେ କାଜୁକୁ ବିବେଚନା କରାଯାଏ। ଯାହା ସ୍ୱାସ୍ଥ୍ୟ ସହିତ ଆପଣଙ୍କ ସୌନ୍ଦର୍ଯ୍ୟ ବଢାଇବା ପାଇଁ ମଧ୍ୟ କାର୍ଯ୍ୟ କରିଥାଏ। ଏହା ସହିତ ଏହାକୁ ଖାଇବା ଦ୍ୱାରା ଅନେକ ପ୍ରକାରର ରୋଗକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଆଜି […]
ଦେଓଗଡ଼: ସିକଲ୍ ସେଲ୍ ରୋଗୀଙ୍କୁ ରକ୍ତ ଦାନ କରି ପୁଣି ନିଜର ମହାନତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଘଟଣାନୁଯାୟୀ ଗୋବିନ୍ଦ ମହାକୁଦ ନାମକ ଜଣେ ୧୩ ବର୍ଷିୀୟ ବାଳକ ସିକଲ୍ ସେଲ ରୋଗରେ ପୀଡ଼ିତ ହୋଇ ଦେଓଗଡ଼ ଜିଲ୍ଲା ମୁଖ୍ୟ […]
ନୂଆଦିଲ୍ଲୀ: ଭୁବନେଶ୍ୱର, ଭୋପାଳ, ପାଟନା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ଅବସ୍ଥିତ ୬ଟି ଏମ୍ସରେ କ୍ୟାଶ୍ଲେସ୍ ଚିକିତ୍ସା ସୁବିଧା ବର୍ତ୍ତମାନ ସମସ୍ତ ସିଜିଏଚଏସ୍ ହିତାଧିକାରୀ (ଚାକିରି କରୁଥିବା ଏବଂ ପେନସନଭୋଗୀ) ଙ୍କ ପାଇଁ ଉପଲବ୍ଧ ହେବ । ଆଜି ଏହି ଗୁରୁତ୍ୱପୂର୍ଣ୍ଣ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାମାନ କରିଛନ୍ତି ଏବଂ ଓଡ଼ିଆମାନଙ୍କର ଯତ୍ନ ନେବା ପାଇଁ ଓଡ଼ିଶା-ମୋ ପରିବାର ଗଠନ କରିଛନ୍ତି। ବିଭିନ୍ନ ଯୋଜନା ଗୁଡିକ ମଧ୍ୟରୁ ‘ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା […]
ଭୁବନେଶ୍ୱର: ଯକ୍ଷ୍ମା ରୋଗ ଏବେ ମଧ୍ୟ ଏକ ସମସ୍ୟା ହୋଇରହିଛି। ଏହା ଆମ ପାଇଁ ଏକ ବଡ଼ ଆହ୍ୱାନ ଏବଂ ଏହାକୁ ସ୍ୱୀକାର କରି ଯକ୍ଷ୍ମା ନିରାକରଣ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଓଡ଼ିଶାର ସରକାରଙ୍କ ଡାଇରେକ୍ଟର ଅଫ୍ ମେଡିକାଲ୍ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଆତ୍ୟାଧୁନିକ ଜୀବନ ରକ୍ଷାକାରୀ (Advanced Life Support) ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ […]
ଭୁବନେଶ୍ୱର: ପୂର୍ବାଂଚଳ ନିମନ୍ତେ ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମର ଦୁଇ ଦିନିଆ ଜୋନାଲ୍ ଟାକ୍ସଫୋର୍ସ ବୈଠକ ଆସନ୍ତା ୧୮ ଓ ବ୯ ତାରିଖ ଦୁଇ ଦିନ ଧରି ଇନ୍ଷ୍ଟିୁଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ରେ ଆୟୋଜିତ ହେବ। ଦେଶରେ […]
ସ୍ୱାସ୍ଥ୍ୟ ଟିପ୍ସ: ଧୂମପାନ ଆମ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ଏହା କର୍କଟ, ହୃଦଘାତ ଏବଂ ଷ୍ଟ୍ରୋକ୍ ସହିତ ଅନେକ ଗମ୍ଭୀର ରୋଗର ଆଶଙ୍କା ସୃଷ୍ଟି କରିପାରେ। ଏହାର ବିପଦ ବିଷୟରେ ଅବଗତ ଥିଲେ ମଧ୍ୟ କିଛି ଲୋକ […]
ସ୍ୱାସ୍ଥ୍ୟ ଟିପ୍ସ: ଶରୀରର ଅଧିକାଂଶ ରୋଗ ଚିହ୍ନଟ କରିବା ପାଇଁ ବିଭିନ୍ନ ଚିକିତ୍ସା ପରୀକ୍ଷା ଆବଶ୍ୟକ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଶରୀରରେ ଅନେକ ରୋଗ ଚିହ୍ନଟ କରିବା ପାଇଁ କୌଣସି ପ୍ରକାରର ପରୀକ୍ଷଣର ଆବଶ୍ୟକତା ନାହିଁ। ଶରୀରର […]
ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶୁକ୍ରବାର ଆନ୍ତର୍ଜାତିକ ନର୍ସେସ୍ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମମ୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନର୍ସମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ। ସେମାନେ […]
ନୂଆଦିଲ୍ଲୀ: ଭାରତରେ ଡ୍ରୋନ୍ ପାରିବେଶିକ ବ୍ୟବସ୍ଥା ବିସ୍ତାର କରିବାର ଜାତୀୟ ମିଶନ୍କୁ ଜାରି ରଖି, ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର), କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ଆଇଡ୍ରୋନ୍ ପଦକ୍ଷେପ ଅନୁଯାୟୀ ଡ୍ରୋନ୍ ଦ୍ୱାରା ରକ୍ତ ବ୍ୟାଗ୍ ପହଂଚାଇବାର ଏକ ପରୀକ୍ଷଣ […]
ସ୍ୱାସ୍ଥ୍ୟ ଟିପ୍ସ: ବଜାରରେ ଅନେକ ସପ୍ଲିମେଣ୍ଟ ଉପଲବ୍ଧ ଯାହା ପେଟର ଚର୍ବି ଜାଳିବାକୁ ଦାବି କରେ। କିନ୍ତୁ ସେହି ଦାବିଗୁଡିକ ମଧ୍ୟରୁ ଅଧିକାଂଶ ସତ ନୁହେଁ। ଅନ୍ୟପକ୍ଷରେ, ଏକ ସୁସ୍ଥ ଖାଦ୍ୟ ଏବଂ ଟିକିଏ ବ୍ୟାୟାମ ହେଉଛି ଓଜନ ହ୍ରାସ କରିବାର ସର୍ବୋତ୍ତମ […]
ଭୁବନେଶ୍ଵର: ସମ୍ପର୍କ ଗଢିବା କିଛି ବଡ କଥା ନୁହେଁ। ସମ୍ପର୍କରେ ଯୋଡି ହୋଇ ରହିବା ସବୁଠାରୁ ବଡ କଥା, ଠିକ୍ ଯେମିତି ଜୀ ସାର୍ଥକ ଯୋଡି ହୋଇ ରହିଛି ଓଡ଼ିଶାର ସମସ୍ତ ଦର୍ଶକଙ୍କ ସହ। ଜୀ ସାର୍ଥକ, ଓଡ଼ିଶାର ସବୁଠାରୁ ଅଗ୍ରଣୀ […]
ସ୍ୱାସ୍ଥ୍ୟ ଟିପ୍ସ: ରୋଷେଇ ଘରେ ଅନେକ ପ୍ରକାରର ମସଲା ଥାଏ, ଯାହା କେବଳ ଖାଦ୍ୟର ସ୍ୱାଦକୁ ବଢାଇନଥାଏ ବରଂ ଆୟୁର୍ବେଦିକ ଗୁଣରେ ମଧ୍ୟ ପରିପୂର୍ଣ୍ଣ। ସେଗୁଡିକ ଶରୀରକୁ ଅନେକ ପ୍ରକାରର ରୋଗରୁ ଦୂରେଇ ରଖନ୍ତି। ଏହିପରି ମସଲା ମଧ୍ୟରୁ ଗୋଟିଏ ହେଉଛି […]
ସ୍ୱାସ୍ଥ୍ୟ ଟିପ୍ସ: କଖାରୁ ହେଉଛି ଏକ ସୁପରଫୁଡ୍ ଯାହାର ଅନେକ ଲାଭ ଅଛି। କିନ୍ତୁ ଆପଣ ଜାଣନ୍ତି କି କଖାରୁ ସହିତ ଏହାର ହଳଦିଆ ଏବଂ ସୁନ୍ଦର ଫୁଲ ମଧ୍ୟ ଗୁଣର ଏକ ଖଣି ଅଟେ। ଏହି ଫୁଲ ଖାଦ୍ୟ ପାଇଁ […]
ସ୍ୱାସ୍ଥ୍ୟ ଟିପ୍ସ: ଲୋକମାନେ ସ୍ନାନ କରିବା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତି, ଯେପରିକି କେଶ, ମୁହଁ ସଫା କରିବା ଏବଂ ଦାନ୍ତ ଘଷିବା। କିନ୍ତୁ ସାୱାର ତଳେ ଠିଆ ହେବା ସମୟରେ ଯଦି ଆପଣଙ୍କର ପରିସ୍ରା କରିବାର ଅଭ୍ୟାସ ଅଛି, […]
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ସମ୍ବନ୍ଧରେ ବିଶ୍ୱକୁ ବହୁତ ଆଶ୍ଵସ୍ତି ଦେଇଛି। WHO କୋଭିଡ ବିଷୟରେ ଏକ ବଡ ଘୋଷଣା କରି କହିଛି ଯେ, କୋଭିଡ-୧୯ ଆଉ ବୈଶିକ ମହାମାରୀ ନୁହେଁ। ଜରୁରୀ କମିଟିର ୧୫ ତମ ବୈଠକରେ ଏ […]
ଭୁବନେଶ୍ୱର: ଗୋଟିଏ ବର୍ଷ ତଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆରମ୍ଭ ହୋଇଥିବା ସହରାଂଚଳ ପଶୁ ଚିକିତ୍ସାଳୟ (ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍)ରେ ବର୍ଷକ ମଧ୍ୟରେ ପ୍ରାୟ ୫୫୨୭ ପଶୁପକ୍ଷୀଙ୍କର ବିଭିନ୍ନ ରୋଗର ଚିକିତ୍ସା କରାଯାଇ ପାରିଛି। ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ […]
ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍, ଭୁବନେଶ୍ୱର, ବାୟୋଟେକ୍ନୋଲୋଜି ଅନୁସନ୍ଧାନର ଏକ ଉତ୍କର୍ଷ କେନ୍ଦ୍ର। ଓଡିଶାର ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକୁ ଦୃଷ୍ଟିରେ ରଖି ଏକ ଅଭିନବ ଗବେଷଣା ପଦକ୍ଷେପ ଆଣିଛି। ପ୍ରାୟ ତିନି ବର୍ଷ ପୂର୍ବେ, ଆଇ.ଏଲ୍.ଏସ.ର ପୂର୍ବତନ […]