ନୂଆଦିଲ୍ଳୀ: ପୁଣି ଥରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୨୯ -୨୯ ତାରିଖ ରାତିରେ ପେଙ୍ଗାଙ୍ଗତ୍ସୋ ଝିଲ୍ ନିକଟରେ ଉଭୟ ସେନା ଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଭାରତୀୟ ସେନା ଚୀନ୍ ସେନାର […]
ନ୍ୟୁୟର୍କ, ଋଷ ଏବଂ ଚୀନ୍ ପରେ ଆମେରିକାର ଡ୍ରଗ୍ ରେଗୁଲେଟର ବର୍ତ୍ତମାନ କୋଭିଡ୍ -୧୯ ଟିକାକୁ ଜରୁରୀକାଳୀନ ସ୍ବୀକୃତି ପ୍ରଦାନ କରିବାକୁ ଯାଉଛି। ଏହା କହିଛନ୍ତି ଆମେରିକାର ଖାଦ୍ୟ ଓ ଡ୍ରଗ୍ ନିୟନ୍ତ୍ରଣ ପ୍ରଶାସନର କମିଶନର ଷ୍ଟିଫେନ ହାନ୍। ରବିବାର ପ୍ରକାଶିତ […]
ଚଣ୍ଡିଗଡ଼ : ପଞ୍ଜାବରେ ଜନ୍ମିତ ଜଣେ ବ୍ୟକ୍ତି ଗତ 40 ବର୍ଷ ଧରି ନରୱେ ଖାଦ୍ୟ ଜଗତରେ ଏକ ଇତିହାସ ସୃଷ୍ଟି କରି ଆସୁଛନ୍ତି। ସେ ହେଉଛନ୍ତି ଗୁରୁଦୟାଲ ସିଂ। ନରୱେର ଓସଲୋ ଠାରେ ଏହି ରେଷ୍ଟୁରାଣ୍ଟ କରି ସେ ବର୍ତ୍ତମାନ […]
ସିଙ୍ଗାପୁର, ଆପଲ୍ କଂପାନୀ ସିଙ୍ଗାପୁରରେ ତାହାର ତୃତୀୟ ଆଉଟଲେଟ୍ ଖୋଲିବାକୁ ଯାଉଛି। ଯାହା ସାରା ବିଶ୍ବରେ ଏହି ଷ୍ଟୋର ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ତାହା ହେଲା ଏହି ସୋ’ରୁମ ହେଉଛି ଭାସମାନ। ଅର୍ଥାତ ଗ୍ରାହକମାନେ ସେ ଭିତରକୁ ଆପଲ […]
ବେଜିଂ, ଚାଇନାର ଶାହାନସି ପ୍ରଦେଶରେ ଏକ ରେଷ୍ଟୁରାଣ୍ଟ ଭୁଶୁଡ଼ିବା ଯୋଗୁଁ ୨୯ ଜଣଙ୍କର ମୃତ୍ୟୁ ଘଟିଛି । ସିନ୍ଧୁ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ ଶନିବାର ଦିନ ଚେନ୍ଜୁଆଙ୍ଗ ଗାଁର ଜକ୍ସିଆନ୍ ରେଷ୍ଟୁରାଣ୍ଟରେ ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜନ୍ମଦିନ […]
ଜାପାନ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସିଞ୍ଜୋ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବାରୁ ପଦରୁ ଇସ୍ତଫା ଦେଇଛନ୍ତି । । ଏନେଇ ସେ ଔପଚାରିକ ଭାବେ ଘୋଷଣା ମଧ୍ୟ […]
ନୂଆଦିଲ୍ଲୀ : ଟିକଟକ ସିଇଓ କେଭିନ ମେୟର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଆମେରିକାରେ ଟିକଟକ ବ୍ୟାନକୁ ନେଇ ଟ୍ରମ୍ପ ସରକାରଙ୍କୁ ନୋଟିସ ଜାରି କରାଯିବାର ଦୁଇ ଦିନ ମଧ୍ୟରେ କେଭିନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । କମ୍ପାନୀର […]
ଓସାକା : ଜାପାନର ଓସାକାର ଏକ ଅଞ୍ଚଳରେ ଖନନ କରାଯାଉଥିବା ସମୟରେ ପ୍ରାୟ 1500 ନରକଙ୍କାଳ ମିଳିଛି । ଓସାକା ସହର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସହର ବିକାଶ ନିମନ୍ତେ ଖନନ କାର୍ଯ୍ୟ କରାଯାଉଥିବା ସମୟରେ ଏହି କଙ୍କାଳ ଗୁଡିକୁ ଉଦ୍ଧାର କରାଯାଇଛି […]
ନୂଆଦିଲ୍ଲୀ : ପଳାତକ ଭାରତୀୟ ବ୍ୟବସାୟୀ ନୀରବ ମୋଦିଙ୍କ ସ୍ତ୍ରୀ ନାଁରେ ଏକ ଇଣ୍ଟରପୋଲ ନୋଟିସ ଜାରି କରାଯାଇଛି । ଅମି ମୋଦିଙ୍କ ନାଁରେ ଭାରତରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି । ଏହି ଆଧାରରେ ଇଂଟରପୋଲ ତାଙ୍କ ନାଁରେ […]
ଲିସବନ : ଚାମ୍ପିୟନ୍ସ ଲିଗ୍ ଫାଇନାଲ ପରାଜୟ ପରେ ପିଏସଜି ସମର୍ଥକଙ୍କ ପକ୍ଷରୁ ହିଂସାକାଣ୍ଡ ଘଟାଯାଇଛି । ଏକାଧିକ କାରକୁ ନିଆଁ ଲଗାଇ ଦିଆଯାଇଥିବା ବେଳେ ପୋଲିସ 148 ଜଣଙ୍କୁ ଗିରଫ କରିଛି । ଫ୍ରାନ୍ସର ଚାମ୍ପସ-ଏଲିସରେ ଏହି ହିଂସାକାଣ୍ଡ ଘଟିଛି। […]
ନୂଆଦିଲ୍ଲୀ, ବର୍ତ୍ତମାନ ସାରା ବିଶ୍ବରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସାରା ବିଶ୍ବରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଅଢେଇ କୋଟି ପାଖରେ ପହଁଞ୍ଚିଲାଣି। ହିସାବ ଅନୁସାରେ ବର୍ତ୍ତମାନ ସାରା ବିଶ୍ବରେ ୨ କୋଟି […]
ମସ୍କୋ : ମରିଯିବା ପରେ ପୁଣି ଜୀବିତ ହେଲେ ମହିଳା । ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ତାଙ୍କୁ ଶବ ଗୃହରେ ରଖାଯାଇଥିଲା । ତେବେ ଶବଗୃହରେ ଗୋଟିଏ ରାତି ରହିବା ପରେ ମହିଳା ଜଣକ ପୁଣି ଥରେ […]
ଇସଲାମ୍ବାଦ : ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମହମ୍ମୁଦ କ୍ୟୁରେସୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପ୍ରମୁଖ ସଚିବ ଆଜମ୍ ଖାନ୍ଙ୍କୁ ଚାପୁଡା ମାରି ସେ ଚର୍ଚ୍ଚାକୁ ଆସିଛନ୍ତି । ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍ ‘ବୋଲ […]
ସୋମାଲିଆ : ସୋମାଲିଆର ରାଜଧାନୀ ମୋଗାଦିଶୁର ସମୁଦ୍ର ତଟରେ ଅବସ୍ଥିତ ଏକ ହୋଟେଲ୍ରେ ଆକ୍ରମଣରେ 10ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 12ରୁ ଅଧିକ ଲୋକେ ଆହତ ହୋଇଥିବାର ସୂଚନାରହିଛି । ସ୍ଥାନୀୟ ପୋଲିସ୍ର ସୂଚନା ଅନୁସାରେ ଏହି ଘଟଣା ରବିବାରଦିନ ଘଟିଥିବାବେଳେ ଘଟଣାସ୍ଥଳରେ […]
ନୂଆଦିଲ୍ଲୀ, ଦେଶର ସମସ୍ତ ସୀମାନ୍ତବର୍ତ୍ତୀ ଓ ତଟବର୍ତ୍ତୀ ଜିଲ୍ଲାଗୁଡିକର ଯୁବ ସମାଜର ଆକାଂକ୍ଷା ପୂରଣ ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍ସିସିର ଏକ ବୃହତ୍ ସଂପ୍ରସାରଣ ଯୋଜନାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି। ଅଗଷ୍ଟ […]
ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ତଥା ଉତ୍ତରପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ ଚେତନ ଚୌହାନ ଆଉ ନାହାଁନ୍ତି । କିଡ୍ନୀ ସଂକ୍ରମଣ ଯୋଗୁଁ ଗୁରୁତର ହେବା ପରେ ତାଙ୍କୁ ଗୁରୁଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ମାସରେ ସେ […]
ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସାନ ଭାଇ ରର୍ବଟ ଟ୍ରମ୍ପଙ୍କର ମୃତ୍ୟୁ ହୋଇଛି। ଶନିବାର ଦିନ ନ୍ୟୁୟର୍କର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରର୍ବଟଙ୍କର ମୃତ୍ୟୁ ହୋଇଛି । 71 ବର୍ଷୀୟ ରର୍ବଟ ଗୁରୁତର ରହିଥିଲେ । ଚିକିତ୍ସାଧୀନ […]
ଦୁବାଇ : ଆଜି 74ତମ ସ୍ବାଧୀନତା ଦିବସ ପାଳିତ ହେଉଛି । ସାରା ଭାରତରେ ଏହାକୁ ହର୍ଷୋଲ୍ଲାସରେ ପାଳନ କରାଯାଉଥିବାବେଳେ ଭାରତ ବାହାରେ ଥିବା ଆମ ଭାରତୀୟ ଭାଇ ଭଉଣୀମାନେ ମଧ୍ୟ ଏହି ଦିବସଟିକୁ ପାଳନ କରିଛନ୍ତି । ସ୍ବାଧୀନତା ଦିବସ […]
ୱାଶିଂଟନ୍ : ଆମେରିକୀୟ ଉପରାଷ୍ଟ୍ରପତି ପ୍ରାର୍ଥୀ ତଥା ଡେମୋକ୍ରାଟିକ୍ ଦଳର ମହିଳା ପ୍ରାର୍ଥୀ କମଲା ହାରିସଙ୍କୁ ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ । କମଲାଙ୍କ ଅପେକ୍ଷା ଆମେରିକାର ଭାରତୀୟ ଭୋଟର ମତେ ଅଧିକ ପସନ୍ଦ କରନ୍ତି ବୋଲି ଟ୍ରମ୍ପ କହିଛନ୍ତି । ବିଡେନଙ୍କ […]
ଲଣ୍ଡନ୍ : 35 ବର୍ଷର ଏକ ପୁରୁଣା ଜୋତା 4.59 କୋଟିରେ ବିକ୍ରି ହୋଇଛି । ତେବେ ଏହି ଜୋତାଟି କୌଣସି ମାମୁଲି ଜୋତା ନୁହେଁ । ଏହି ଜୋତା ହେଉଛି ଆମେରିକାର ପୂର୍ବତନ ବରିଷ୍ଠ ବାସ୍କେଟବଲ୍ ଖେଳାଳୀ ମାଇକେଲ୍ ଜୋର୍ଡାନ୍ଙ୍କର […]
ବ୍ରିଟେନ୍ : କରୋନା ମହାମାରୀ ସମୟରେ ବ୍ରିଟେନ୍ରେ ଏକ ଭଳ ଖବର ସାମ୍ନାକୁ ଆସିଛି । ବ୍ରିନେଟନ୍ର ସବୁଠୁ ଦୁର୍ଲଭ ପ୍ରଜାତିର ପ୍ରଜାପତି 150 ବର୍ଷ ପରେ ପ୍ରଥମ ଥର ପାଇଁ ନଜର ଆସିଛି । ଏହି ପ୍ରଜାପତିଟି ସବଠୁ ବଡ […]