ମୁମ୍ବାଇ, ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବାନ୍ଦ୍ରା କାର୍ଯ୍ୟାଳୟକୁ ଅନଧିକୃତ ତଥା ସମ୍ପ୍ରସାରଣ ନାମରେ ଭାଙ୍ଗିବା ଆରମ୍ଭ କରିଛନ୍ତି। ବିଏମସି ର ଏଚ୍-ୱେଷ୍ଟ ୱାର୍ଡ ଅଧିକାରୀଙ୍କ ଏକ ଟିମ୍ ପୋଲିସ୍ ଫୋର୍ସ ସହିତ ବୁଲଡୋଜର, ଜେସିବି […]
ହାଇଦ୍ରାବାଦ, ତେଲୁଗୁ ଟେଲିଭିଜନ ଅଭିନେତ୍ରୀ କୋଣ୍ଡାପାଲ୍ଲୀ ଶ୍ରାବଣୀ ହାଇଦ୍ରାବାଦସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଛନ୍ତି। ୨୬ ବର୍ଷୀୟ ଏହି ଅଭିନେତ୍ରୀ ଗତକାଲି ତାଙ୍କ ମଧୁରୁନଗରସ୍ଥିତ ବାସଭବନରେ ଝୁଲୁଥିବାର ଦେଖିବାକୁ ମିଳିଛି।ପରିବାର ସଦସ୍ୟ କହିଛନ୍ତି ଯେ ସେ ତାଙ୍କ ଶୋଇବା ଘରକୁ ଯାଇ […]
ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ଚାଲିବ ତିନୋଟି ସ୍ପେଶାଲ ଟ୍ରେନ। ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧିଧାମ, ପୁରୀ-ଓଖା ରୁଟ ରେ ଚାଲିବ ଏହି ତିନୋଟି ସ୍ପେଶାଲ ଟ୍ରେନ। ଲକଡାଉନ ଯୋଗୁଁ କାମ ହରାଇ ଘରେ ବସିଥିବା ଶ୍ରମିକମାନଙ୍କ ପାଇଁ ଚାଲିବ ଏହି ଟ୍ରେନ। ଫଳରେ […]
ନୂଆଦିଲ୍ଲୀ, ରାଷ୍ଟପତି ଭବନରେ ଥିବା ସେନା ନିବାସରେ ଜଣେ ଆର୍ମି ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବୁଧବାର ଭୋର ପ୍ରାୟ 4 ଟା ସମୟରେ ପୋଲିସ ଏକ କଲ ପାଇଥିଲା ଯେ 38 ବର୍ଷିୟ ଟେକ୍ ବାହାଦୂର ଥାପା ନିବାସ […]
ମୁମ୍ବାଇ: ଗତକାଲି ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ବର୍ତ୍ତମାନ ମୁମ୍ବାଇର ବାଇକୁଲା ଜେଲରେ ରହିବେ। ସେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଏବଂ ଡ୍ରଗ୍ସ ଲିଙ୍କରେ ସେ ଗିରଫ ହୋଇଛନ୍ତି। ଗତକାଲି ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ୧୪ […]
ନୂଆଦିଲ୍ଲୀ: ଦେଶରେ ଗତ ଚବିଶ ଘଣ୍ଟାରେ ୮୯ ହଜାର ୭୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୃତ୍ୟୁବରଣ କରିଛନ୍ତି ୧ ହଜାର ୧୧୫ ଜଣ। ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ୧୨୯ […]
ନୂଆଦିଲ୍ଲୀ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତି ରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ଓଡିଶା ସମେତ ଦେଶର ୯ଟି ରାଜ୍ୟ ଯଥା ଗୁରଜାଟ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆସାମ, ନାଗାଲାଣ୍ଡ, ତ୍ରିପୁରା, ଉତ୍ତରାଖଣ୍ଡ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହିତ ଆଜି ‘ସ୍ୱନିଧି ସମ୍ବାଦ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । କରୋନା ମହାମାରୀ ଦ୍ୱାରା ବୃତ୍ତି ହରାଇ କ୍ଷତିଗ୍ରସ୍ତ ହୋଇଥିବା ଗରିବ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ପୁନର୍ବାର ନିଜର ବେଉସା ଆରମ୍ଭ କରିବା […]
ଭୁବନେଶ୍ବର, ଚଳିତ ସେପ୍ଟେମ୍ବର ୪ ସୁଦ୍ଧା ୮,୦୯,୦୪୬ ଶ୍ରମ ଦିବସ ସୃଷ୍ଟି କରିଛି ଭାରତୀୟ ରେଳବାଇ। ଏହି କାର୍ଯ୍ୟକ୍ରମ ଲାଗୁ ହେଉଥିବା ଓଡ଼ିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ରାଜ୍ୟର ୧୧୬ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର […]
ହାଇଦ୍ରାବାଦ, ସର୍ଦ୍ଦାର ଭାଲାଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀର ବର୍ତ୍ତମାନ ୮୦ ଜଣ କର୍ମଚାରୀ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ପ୍ରଥମେ ଗତ ୩-୪ ଦିନ ମଧ୍ୟରେ ତିରିଶ ଜଣ କର୍ମଚାରୀ କୋଭିଡ -୧୯ ପାଇଁ ପଜିଟିଭ୍ ହୋଇଥିଲେ। ଏହାପରେ ଗତ […]
ନୂଆଦିଲ୍ଲୀ, ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଯଦ୍ୟପି ଉତ୍ତେଜନା ହ୍ରାସ କରିବା ସକାଶେ କୌଣସି ପ୍ରକାର ସଂଘର୍ଷ ସ୍ଥିତିକୁ ଏଡାଇବା ଲାଗି ତାର ପ୍ରତିବଦ୍ଧତା ପ୍ରତି ସଂପୂର୍ଣ୍ଣ ରୂପେ ବଚନବଦ୍ଧ କିନ୍ତୁ ଚୀନ ପକ୍ଷରୁ ସେଠାରେ ପରିସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରିବା […]
ନୂଆଦିଲ୍ଲୀ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସ୍କୁଲ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତା 21 ତାରିଖରୁ ଏହା ଲାଗୁ ହେବ ବୋଲି କୁହାଯାଇଛି। କେବଳ ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ପାଇଁ ଏହି ଅନୁମତି ମିଳିଛି। […]
ମୁମ୍ବାଇ : ସାଂସଦ ସଞ୍ଜୟ ରାଉତ ଏବେ ଶିବସେନା ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି । କଙ୍ଗନାଙ୍କ ଟ୍ୱିଟ୍ରେ ସବୁବେଳେ ପ୍ରତିକ୍ରିୟା ରଖୁଥିବା ଶିବସେନାର ନେତା ସଞ୍ଜୟ ରାଉତ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ବି ଅଛନ୍ତି । ସଞ୍ଜୟ-କଙ୍ଗନାଙ୍କ […]
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି । ଏନସିବି ପକ୍ଷରୁ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି । ଦୀର୍ଘ 21 ଘଣ୍ଟାର ଜେରା ପରେ ଡ୍ରଗ୍ସ ଲିଙ୍କ ମାମଲାରେ ରିୟାଙ୍କୁ ଗିରଫ କରାଯାଇଛି । ଡ୍ରଗ୍ସ ସେବନ […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସୋୟପୁରର ଏକ କବରସ୍ଥାନରେ ଜଣେ ବୃଦ୍ଧଙ୍କକୁ କବର ଦେବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଝିଅ ଅନ୍ୟ ଧର୍ମରେ ବିବାହ କରିବା ପରେ ବୃଦ୍ଧ ପିତାଙ୍କ ମୃତଦେହକୁ କବରସ୍ଥାନରେ ସ୍ଥାନ ନ ଦେବାକୁ ନେଇ ଉତ୍ତେଜନା […]
ହାଇଦ୍ରାବାଦ : ତେଲୁଗୁ ଫିଲ୍ମର ଲୋକପ୍ରିୟ ଅଭିନେତା ଜୟପ୍ରକାଶ ରେଡ୍ଡିଙ୍କର ହୃଦ୍ଘାତ ଯୋଗୁଁ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତ୍ୟୁବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା । ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ ବାସଭବନରେ ଆଜି ସକାଳେ ତାଙ୍କର ତେହାନ୍ତ ହୋଇଥିବାର […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସିରୋଞ୍ଜ କେ ଟୋରୀ ବାଗରୋଦରୁ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନବବିବାହିତା କନ୍ୟା ବିବାହର 15 ଦିନରେ ବିବାହ କରାଇଥିବା ବ୍ରାହ୍ମଣ ସହିତ ଫେରାର୍ ହୋଇଛନ୍ତି । 21 ବର୍ଷୀୟ ଯୁବତୀଙ୍କ […]
ବେଙ୍ଗାଲୁରୁ : କରୋନାକୁ ନେଇ ସାରା ବିଶ୍ବ ଭୀତତ୍ରସ୍ତ ରହିଥିବାବେଳେ କରୋନାକୁ ନେଇ ପୁଣି ଏକ ନୂତନ ମାମଲା ଦେଖିବାକୁ ମିଳିଛି । କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଜଣେ 27 ବର୍ଷୀୟା ମହିଳା ପୁନର୍ବାର କରୋନାରେ ପୀଡ଼ିତ ହୋଇଥିବାର ସୂଚନା […]
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ବେଶ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଦେଶରେ ଗତ 24 ଘଣ୍ଟାରେ 75 ହଜାର 809ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1133ଜଣଙ୍କ ଜୀବନ ଯାଇଛି । ଦୁଇ ସେପେ୍ଟମ୍ବରରୁ ଦେଶରେ ଲଗାତାର ଭାବରେ […]
ହାଇଦ୍ରାବାଦ, ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡେମ ଜିଲ୍ଲାରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ଛତିଶଗଡ ସୀମାରେ ଥିବା ଚେର୍ଲା ମଣ୍ଡଳର ଭାଡିପେଟା ଏବଂ ପୁସୁଗୁପ୍ପା ଗ୍ରାମ ମଧ୍ୟରେ ଜଙ୍ଗଲରେ ଏହି […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୧ଟା ବେଳେ ଜୟପୁରର ପତ୍ରିକା ଗେଟ୍କୁ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଉଦ୍ଘାଟନ କରିବେ । ଏହି ଆଇକନିକ୍ ଗେଟ୍କୁ ପତ୍ରିକା ଖବରକାଗଜ ଗୋଷ୍ଠୀ ଜୟପୁରର ଜବାହାରଲାଲ ନେହେରୁ ମାର୍ଗରେ ତିଆରି କରିଛି। ଏହି […]